ହଳଦୀ ଅଟେ ସବୁଠୁ ଶୁଭ, ବୈବାହିକ ଜୀବନରେ ଦେଖା ଦେଉଥିଲେ ସମସ୍ୟା କରନ୍ତୁ ହଳଦୀ ର ଏହି ଜବରଦସ୍ତ ଉପାୟ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଆମ ରୋଷେଇ ଘରେ ଥିବା ହଳଦୀ ସବୁ ମସଲା ଭିତରେ ଅଧିକ ମହତ୍ଵ ପୂର୍ଣ୍ଣ ଅଟେ । ଏହା ଏକ ଏଭଳି ମସଲା ଯାହା ଭୋଜନ ଏବଂ ସ୍ୱାସ୍ଥ୍ୟ ଏମିତି ଅନେକ କ୍ଷେତ୍ରରରେ ବହୁତ କାମରେ ଆସେ । ଏହାର ବହୁତ ଔଷଧୀୟ ମହତ୍ଵ ମଧ୍ୟ ଅଛି । ଏହି ହଳଦୀ ପୂଜା ପାଠରେ ମଧ୍ୟ ବ୍ୟବହାର କରାଯାଏ, ଆଜି ଆମେ ଆପଣଙ୍କୁ ଏହାର ଧାର୍ମିକ ମହତ୍ଵ ବିଷୟରେ କହିବୁ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ହଳଦୀର ଧାର୍ମିକ ମହତ୍ଵ-

1- ପୂଜା ସମାୟରେ ହାତରେ କିମ୍ବା ବେକରେ ଟିକେ ହଳଦୀ ଲାଗିବା ଦ୍ଵାରା ବୃହସ୍ପତିଙ୍କ ସ୍ଥିତି ମଜବୁତ ହୁଏ ।

2- ଏହା କେବଳ ଲଗାଇବା ପାଇଁ ନୁହେଁ ବରଂ ଦାନ ପାଇଁ ମଧ୍ୟ କାମରେ ଆସେ । କାହାକୁ ଯଦି ହଳଦୀ ଦାନ କରିବେ ତେବେ ଆପଣଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧିତ ବହୁତ ରୋଗରୁ ମୁକ୍ତି ମିଳିବ ।

3- ଯଦି ପୂଜା ପରେ ମଥାରେ ହଳଦୀ ର ତିଳକ ଲଗାନ୍ତି, ତେବବେ ବିବାହ ରେ ଦେଖା ଦେଉଥିବା ସବୁ ପ୍ରକାରର ସମସ୍ଯା ଦୂର ହେବ ।

4- ଗାଧୋଇବା ସମୟରେ ପାଣିରେ ଗୋଟେ ଚାମଚ ହଳଦୀ ପକାଇ ଗାଧୋଇଲେ ଆପଣଙ୍କ ଶାରୀରିକ ଶୁଦ୍ଧତା ବଢିଯିବ ।

ବିବାହ ପାଇଁ ଲାଭଦାୟକ ହଳଦୀ-

1- ଯଦି ବିବାହ ସମ୍ବନ୍ଧିତ କୌଣସି ସମସ୍ଯା ଲାଗିରହୁଛି ତେବେ ଗୁରୁବାର ଦିନ ଶ୍ରୀ ଗଣେଶଙ୍କୁ ହଳଦୀ ଅର୍ପଣ କରନ୍ତୁ ।

2- ଏମିତି ବି କରିପାରିବେ କି ଆପଣ ଲକ୍ଷ୍ମୀ ଓ ବିଷ୍ଣୁଙ୍କ ମୂର୍ତ୍ତି ପଛରେ ହଲଦିର ଏକ ପୁଡିଆ ରଖି ଦିଅନ୍ତୁ । ଏହା ଦ୍ଵାରା ଶୀଘ୍ର ଆପଣଙ୍କ ବିବାହ ସ୍ଥିର ହୋଇଯିବ ।

3- ହଳଦୀର ଏତେ ସବୁ ଗୁଣ ଅଛି ଏବଂ ପୂଜା, ବିବାହ ଆଦି ଶୁଭ କାମରେ ଏହାର ପ୍ରୟୋଗ ହେଉଛି । ସେଥିପାଇଁ କୌଣସି ଅଶୁଭ କାମରେ ହଳଦୀର ବ୍ୟବହର ହିଁ ପ୍ରଥମେ ବନ୍ଦ କରି ଦିଆଯାଏ । ଏହା ଭିତରେ ମନକୁ ଶାନ୍ତ କରିବାର ଗୁଣ ମଧ୍ୟ ଅଛି, ଯଦି ଆପଣଙ୍କ ମନ ଅଶାନ୍ତ ଅଛି ତେବେ ହଳଦୀ ମିଶ୍ରିତ କ୍ଷୀର ପିଅନ୍ତୁ, ଏହା ଦ୍ଵାରା ଆପଣଙ୍କ ମନ ଶାନ୍ତ ହୋଇଯିବ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଯନ୍ତ୍ର ଜ୍ୟୋତିଷ ପେଜ କୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!