ଆମ ରୋଷେଇ ଘରେ ଥିବା ହଳଦୀ ସବୁ ମସଲା ଭିତରେ ଅଧିକ ମହତ୍ଵ ପୂର୍ଣ୍ଣ ଅଟେ । ଏହା ଏକ ଏଭଳି ମସଲା ଯାହା ଭୋଜନ ଏବଂ ସ୍ୱାସ୍ଥ୍ୟ ଏମିତି ଅନେକ କ୍ଷେତ୍ରରରେ ବହୁତ କାମରେ ଆସେ । ଏହାର ବହୁତ ଔଷଧୀୟ ମହତ୍ଵ ମଧ୍ୟ ଅଛି । ଏହି ହଳଦୀ ପୂଜା ପାଠରେ ମଧ୍ୟ ବ୍ୟବହାର କରାଯାଏ, ଆଜି ଆମେ ଆପଣଙ୍କୁ ଏହାର ଧାର୍ମିକ ମହତ୍ଵ ବିଷୟରେ କହିବୁ ।
ହଳଦୀର ଧାର୍ମିକ ମହତ୍ଵ-
1- ପୂଜା ସମାୟରେ ହାତରେ କିମ୍ବା ବେକରେ ଟିକେ ହଳଦୀ ଲାଗିବା ଦ୍ଵାରା ବୃହସ୍ପତିଙ୍କ ସ୍ଥିତି ମଜବୁତ ହୁଏ ।
2- ଏହା କେବଳ ଲଗାଇବା ପାଇଁ ନୁହେଁ ବରଂ ଦାନ ପାଇଁ ମଧ୍ୟ କାମରେ ଆସେ । କାହାକୁ ଯଦି ହଳଦୀ ଦାନ କରିବେ ତେବେ ଆପଣଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧିତ ବହୁତ ରୋଗରୁ ମୁକ୍ତି ମିଳିବ ।
3- ଯଦି ପୂଜା ପରେ ମଥାରେ ହଳଦୀ ର ତିଳକ ଲଗାନ୍ତି, ତେବବେ ବିବାହ ରେ ଦେଖା ଦେଉଥିବା ସବୁ ପ୍ରକାରର ସମସ୍ଯା ଦୂର ହେବ ।
4- ଗାଧୋଇବା ସମୟରେ ପାଣିରେ ଗୋଟେ ଚାମଚ ହଳଦୀ ପକାଇ ଗାଧୋଇଲେ ଆପଣଙ୍କ ଶାରୀରିକ ଶୁଦ୍ଧତା ବଢିଯିବ ।
ବିବାହ ପାଇଁ ଲାଭଦାୟକ ହଳଦୀ-
1- ଯଦି ବିବାହ ସମ୍ବନ୍ଧିତ କୌଣସି ସମସ୍ଯା ଲାଗିରହୁଛି ତେବେ ଗୁରୁବାର ଦିନ ଶ୍ରୀ ଗଣେଶଙ୍କୁ ହଳଦୀ ଅର୍ପଣ କରନ୍ତୁ ।
2- ଏମିତି ବି କରିପାରିବେ କି ଆପଣ ଲକ୍ଷ୍ମୀ ଓ ବିଷ୍ଣୁଙ୍କ ମୂର୍ତ୍ତି ପଛରେ ହଲଦିର ଏକ ପୁଡିଆ ରଖି ଦିଅନ୍ତୁ । ଏହା ଦ୍ଵାରା ଶୀଘ୍ର ଆପଣଙ୍କ ବିବାହ ସ୍ଥିର ହୋଇଯିବ ।
3- ହଳଦୀର ଏତେ ସବୁ ଗୁଣ ଅଛି ଏବଂ ପୂଜା, ବିବାହ ଆଦି ଶୁଭ କାମରେ ଏହାର ପ୍ରୟୋଗ ହେଉଛି । ସେଥିପାଇଁ କୌଣସି ଅଶୁଭ କାମରେ ହଳଦୀର ବ୍ୟବହର ହିଁ ପ୍ରଥମେ ବନ୍ଦ କରି ଦିଆଯାଏ । ଏହା ଭିତରେ ମନକୁ ଶାନ୍ତ କରିବାର ଗୁଣ ମଧ୍ୟ ଅଛି, ଯଦି ଆପଣଙ୍କ ମନ ଅଶାନ୍ତ ଅଛି ତେବେ ହଳଦୀ ମିଶ୍ରିତ କ୍ଷୀର ପିଅନ୍ତୁ, ଏହା ଦ୍ଵାରା ଆପଣଙ୍କ ମନ ଶାନ୍ତ ହୋଇଯିବ ।
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଯନ୍ତ୍ର ଜ୍ୟୋତିଷ ପେଜ କୁ ଲାଇକ କରନ୍ତୁ ।