ଚନ୍ଦ୍ର ଗ୍ରହଣ ୨୦୧୮: ଏ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ୩୧ ଜାନୁୟାରୀ ଦିନ ଦୃଶ୍ୟ ହେବ। ଜାଣନ୍ତୁ ଚନ୍ଦ୍ର ଗ୍ରହଣ ସମୟ ଓ କେମିତି କରିବେ ପାଳନ?

ଗ୍ରସ୍ତୋଦୟ ରାହୁଗ୍ରସ୍ତ ଆକାଶଗ୍ରାସ ଚନ୍ଦ୍ରଗ୍ରହଣ ଦୃଶ୍ୟ ହେତୁ ପାଳନୀୟ ତା ୩୧-୦୧-୨୦୧୮ରିଖ, ମାଘ ପୂର୍ଣ୍ଣିମା, ବୁଧବାର ଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ୫୯ଙ୍କ ମକର ଦି୧୮ନ ମାଘ ପୂର୍ଣ୍ଣିମା ବୁଧବାର ଦିନ ଗ୍ରସ୍ତୋଦୟ ରାହୁଗ୍ରସ୍ତ ଆକାଶଗ୍ରାସ ଚନ୍ଦ୍ରଗ୍ରହଣ ସଂଘଟିତ ହେବ। ଏହି ଚନ୍ଦ୍ରଗ୍ରହଣର ଆରମ୍ଭ ଦୃଶ୍ୟ ଆସାମ, ଅରୁଣାଚଳପ୍ରଦେଶ, ନାଗାଲ୍ୟାଣ୍ଡ, ମିଜୋରାମ, ସିକ୍କିମ ଏବଂ ପଶ୍ଚିମବଙ୍ଗର ପୂର୍ବଭାଗରେ ଚନ୍ଦ୍ରୋଦୟ ଆରମ୍ଭ ସମୟରେ ଦୃଶ୍ୟ ହେବ। ଓଡିଶାରେ ଏହି ଗ୍ରହଣ ଗ୍ରସ୍ତୋଦୟ … ଅଧିକ ପଢନ୍ତୁ

ସରସ୍ଵତୀ ପୂଜା 2020 : ନିଜ ରାଶି ଅନୁସାରେ କେମିତି କରିବେ ମାଙ୍କୁ ଆରାଧନା ? ନିଶ୍ଚୟ ପଢନ୍ତୁ ଦାରିଦ୍ର ନାଶନ ସିଦ୍ଧ ମନ୍ତ୍ର!

ବିଦ୍ୟା, ବୁଦ୍ଧି, ଯଶ, ମାନ ପ୍ରତିଷ୍ଠା ଆଶା କରୁଥିଲେ ନିମ୍ନୋକ୍ତ ମନ୍ତ୍ରକୁ ସରସ୍ଵତୀ ପୂଜାଦିନ ଧଳାବସ୍ତ୍ର ପରିଧାନ କରି ସନ୍ଧ୍ୟା ସମୟରେ ଧଳାଚନ୍ଦନ ମାଳରେ ୧୦୮୦ଥର ଜପକଲେ ସମସ୍ତ ପ୍ରକାରର ସମସ୍ୟା ଦୂରହୋଇ ସୁଖଶାନ୍ତି ପ୍ରାପ୍ତିହେବ।  ସମସ୍ୟା ସମାଧାନ ପାଇଁ କରନ୍ତୁ ସିଦ୍ଧମନ୍ତ୍ର  ଜପ ସିଦ୍ଧମନ୍ତ୍ର – ଓଁ ବୀଣାବାଦିନୀ ବିଦ୍ମହେ ଜ୍ଞାନଦାୟିନୀ ଚ ଧିମହି, ତନ୍ନୋ ଶାରଦୈ ପ୍ରାଚୋଦୟାତ୍। ବସନ୍ତ ପଞ୍ଚମୀ : ନିଜ ରାଶି ଅନୁସାରେ କରନ୍ତୁ … ଅଧିକ ପଢନ୍ତୁ

ବସନ୍ତ ପଞ୍ଚମୀ କେଉଁ କାରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ଆସନ୍ତୁ ଜାଣିବା ଏହି ୮ଟି କଥା।

ବସନ୍ତ ପଞ୍ଚମୀ ବିଦ୍ୟା, ଜ୍ଞାନ ଏବଂ ବୁଦ୍ଧି ର ଦେବୀ ମା ସରସ୍ଵତୀଙ୍କ ଆରାଧନା, ଉପାସନା ଓ ପୂଜାର ପର୍ବ। ଏହିଦିନଟି କଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଆସନ୍ତୁ ଜାଣିବା ୮ଟି କାରଣ। ୧- ବସନ୍ତ ପଞ୍ଚମୀରେ ଛୋଟଛୁଆଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ଶିକ୍ଷା ଦିକ୍ଷା ଆରମ୍ଭ କରିବା ଅତ୍ୟନ୍ତ ଶୁଭ। ୨- ଏହି ଦିନ ଛୋଟ ଛୁଆଙ୍କ ଜିଭରେ ମହୁରେ ଓଁ ଲେଖିବା ଦ୍ଵାରା ସେମାନେ … ଅଧିକ ପଢନ୍ତୁ

ମଙ୍ଗଳ ତୁଳାରୁ ବିଛାକୁ ଚଳିଲେ, ଏହାର ପ୍ରଭାବ କିପରି ରହିବ ଆପଣଙ୍କ ଉପରେ। ଜାଣନ୍ତୁ ୧୨ଟି ରାଶିର ଫଳାଫଳ।

ମଙ୍ଗଳଙ୍କ ରାଶି ପରିବର୍ତ୍ତନରେ କଣ ଘଟୁଛି ଆପଣଙ୍କ ରାଶିରେ ଜାନୁଆରୀ ୧୭ ତାରିଖରେ ମଙ୍ଗଳ ତୁଳା ରାଶିରୁ ବିଛା ରାଶିକୁ ଚଳିବେ। ମଙ୍ଗଳ ସାହସ, ଉତ୍ସାହ, ବଳ ଓ ମହତ୍ଵାକାଂକ୍ଷୀର କାରକ। ମଙ୍ଗଳ ଶୁକ୍ରଙ୍କ ଗୃହ ତୁଳା ରାଶିରେ ଅବସ୍ଥାନ କରିଥିଲେ। ୨୦୧୮ ମସିହା ଜାନୁଆରୀ ୧୭ ତାରିଖ ବୁଧବାର ଦିନ ମଙ୍ଗଳ ସ୍ୱରାଶି ଅର୍ଥାତ୍ ବିଛା ରାଶିକୁ ପ୍ରାତଃ ୫ ଟା ୩୪ ମିନିଟ୍ ବେଳେ ଚଳିବେ। ବିଛା … ଅଧିକ ପଢନ୍ତୁ

ଜାଣନ୍ତୁ ଏହି ମକର ସଂଙ୍କ୍ରାନ୍ତିରେ ନିଜ ରାଶି ଅନୁସାରେ କେଉଁ ଦାନ କରିଲେ ହେବ ଭାଗ୍ୟ ବୃଦ୍ଧି

ନିଜ ରାଶି ଅନୁସାରେ ସୂର୍ଯ୍ୟଦେବଙ୍କୁ ଏହି ସବୁ ଜିନିଷ ଦ୍ଵାରା ଅର୍ଘ୍ୟ ଅର୍ପଣ କରନ୍ତୁ ଏବଂ ତାଙ୍କର କୃପା ଲାଭ କରନ୍ତୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୪ ତାରିଖ ଅପରାହ୍ନରେ ସୂର୍ଯ୍ୟ ମକର ରାଶିକୁ ପ୍ରବେଶ କରୁଥିବାରୁ ୨୦୧୮ ମସିହାରେ ଏହି ଦିନ ମକର ସଂକ୍ରାନ୍ତି ପାଳନ କରାଯିବ। ଆସନ୍ତୁ ଜାଣିବା ରାଶି ଅନୁଯାୟୀ ମକର ସଂକ୍ରାନ୍ତି ରେ କଣ ଦାନ କରିବେ ଓ ସେଥିରୁ କଣ ଶୁଭ ଫଳ … ଅଧିକ ପଢନ୍ତୁ

ଜାଣନ୍ତୁ ଏହି ମକର ସଂକ୍ରାନ୍ତିର ଏମିତି ରହିବ ସ୍ୱରୂପ, ପଢନ୍ତୁ ପୁଣ୍ୟକାଳ ମୂହୁର୍ତ୍ତ ସମ୍ବନ୍ଧରେ

କେମିତି ରହିବ ଏହି ମକର ସଂକ୍ରାନ୍ତିର ସ୍ୱରୂପ ସଂକ୍ରାନ୍ତି ସ୍ୱରୂପ- ଉତ୍ତରାୟଣ ମକର ସଂକ୍ରାନ୍ତିର ନାମ ଘୋରା। ସଂକ୍ରାନ୍ତି ପୁରୁଷ ମହିଷ ବାହାନରେ ନୀଳ ବସ୍ତ୍ର ପରିଧାନ କରି ହରିଦ୍ରା ଲେପନ ହୋଇ ଅରଖ  ଫୁଲ ମାଳା ଗଳାରେ ଲମ୍ବାଇ ଖଣ୍ଡା ଧାରଣ କରି ଦଧି ପାନ ପୂର୍ବକ ପୂର୍ବ ଦିଗକୁ ମୁଖ କରି ନୈଋତେ ଦୃଷ୍ଟି ଦେଇ ଦକ୍ଷିଣ ଦିଗକୁ ଯାତ୍ରା କରିବେ। ଯାହା ଫଳରେ ବ୍ରାହ୍ମଣ, ବଣିକ, … ଅଧିକ ପଢନ୍ତୁ

ସର୍ବାର୍ଥ ସିଦ୍ଧି ଯୋଗ ଓ ପାରିଜାତ ଯୋଗରେ ପାଳନ ହେବ ଏହି ମକର ସଙ୍କ୍ରାନ୍ତି।

୨୦୧୮ ମକର ସଂକ୍ରାନ୍ତିରେ ହେବ ୨ ଟି ଶୁଭ ଓ ଲାଭଦାୟକ ଯୋଗ। ୧୪ ଜାନୁୟାରୀ ରବିବାର ଦିନ ମକରସଂକ୍ରାନ୍ତି ପାଳନ ହେବ। ଏମିତି ବହୁତ ଥର ଏହି ମକର ସଂକ୍ରାନ୍ତିକୁ ନେଇକି ପାଞ୍ଜିରେ ମତଭେଦ ଦେଖାଯାଇଛି। କିଛି ପାଞ୍ଜିରେ ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ୧୪ଜାନୁୟାରୀ ଦିନ ୨ଟାପରେ , ଏବଂ ଅନ୍ୟ କିଛି ପଞ୍ଜିକାରେ ରାତି ୮ ଟାରେ ସୂର୍ଯ୍ୟ ମକର ରାଶିକୁ ପ୍ରବେଶକରିବେ ବୋଲି ଉଲ୍ଲେଖ ଅଛି। … ଅଧିକ ପଢନ୍ତୁ

ସଙ୍କ୍ରାନ୍ତିର ଶୁଭଅବସରରେ ସୂର୍ଯ୍ୟଦେବତାଙ୍କୁ ଏହି ୭ଟି ଉପାୟ ଦ୍ଵାରା ପ୍ରସନ୍ନ କରନ୍ତୁ ଓ ବୃଦ୍ଧି କରନ୍ତୁ ଧନ, ମାନ, ଯଶ।

ମକର ସଙ୍କ୍ରାନ୍ତି ଦିନ ସୂର୍ଯ୍ୟଦେବଙ୍କର କୃପା ପାଇବା ପାଇଁ କରନ୍ତୁ ଏହି ସବୁ ଉପାୟ। ସୂର୍ଯ୍ୟ ସବୁ ଗ୍ରହ ନକ୍ଷତ୍ରଙ୍କ ର ଅଧିପତି। କୌଣସି ବି ଗ୍ରହଙ୍କୁ ପ୍ରସନ୍ନ କରିବାର ସବୁଠୁ ସହଜ ଉପାୟ ହେଉଛି ସୂର୍ଯ୍ୟ ଦେବତାଙ୍କୁ ପ୍ରସନ୍ନ କରିବା। ସୂର୍ଯ୍ୟ ପ୍ରସନ୍ନ ହେଲେ ଉଚ୍ଚ ପଦ, ଧନ, ସମ୍ପତି ଏବଂ ସମ୍ମାନ ମିଳେ। ସୂର୍ଯ୍ୟ ଦେବଙ୍କୁ ସିଂହ ରାଶିର ଦେବତା ବୋଲି ମଧ୍ୟ କୁହାଯାଏ। ଆସନ୍ତୁ ଜାଣିବା … ଅଧିକ ପଢନ୍ତୁ

error: Content is protected !!