ସମସ୍ତ କଷ୍ଟରୁ ମୁକ୍ତି ପାଇଁ ରାଶି ଅନୁଯାଇ କରନ୍ତୁ ଏହି ଉପାୟ

ଜୀବନ ଥିଲେ ଦୁଃଖ କଷ୍ଟ ତ ନିଶ୍ଚିନ୍ତ ଅଛି କିନ୍ତୁ ସେ ଦୁଃଖ କଷ୍ଟରୁ ଆମେ ମୁକ୍ତି ପାଇପାରିବା । ତେବେ ସେଇଥିପାଇଁ ଆଜି ଆମେ ଆପଣଙ୍କୁ ରାଶି ଅନୁଯାଇ କିଛି ଉପାୟ ବା ପ୍ରତିକାର କହିବାକୁ ଯାଉଛୁ ଯାହା କରିଲେ ଆପଣଙ୍କୁ ଆଶାତୀତ ଲାଭ ମିଳେ ଓ ସବୁ କଷ୍ଟରୁ ମୁକ୍ତି ମିଳିବ । ଆସନ୍ତୁ ଜାଣିବା ରାଶି ଅନୁଯାଇ ଉପାୟ । ମେଷ- ମେଷ ରାଶିର ବ୍ୟକ୍ତି ମାନଙ୍କ … ଅଧିକ ପଢନ୍ତୁ

ଜାଣିଲେ ଆଶ୍ଚର୍ଯ୍ୟ ହେବେ ସଜନା ଗଛର ଅଛି ଏହି ସବୁ ଔଷଧୀୟ ଗୁଣ। 

ଜାଣିଲେ ଆଶ୍ଚର୍ଯ୍ୟ ହେବେ ସଜନା ଗଛର ଅଛି ଏହି ସବୁ ଔଷଧୀୟ ଗୁଣ। ପରିଚୟ ଓ ଦେଶଭେଦରେ ନାମ ଏହା ଦୁଇପ୍ରକାର ଥାଏ । ଏହା ମଧ୍ୟରୁ ଗୋଟିଏ ଜାତି ଶ୍ୱେତ ଓ ଅନ୍ୟଟି ରକ୍ତ । ଶ୍ୱେତଜାତି ସଜନା ଯେ ସମ୍ପୂର୍ଣ୍ଣ ଧଳା ତାହା ନୁହେଁ ସାଧାରଣ ଗଛମାନଙ୍କ ପରି ଦିଶେ । ରକ୍ତଜାତି ସେପରି ପତ୍ରର ନାଡରେ ଟିକିଏ ଲାଲ ଦେଖାଯାଏ । ଏଣୁ ଏ ଦୁଇପ୍ରକାର … ଅଧିକ ପଢନ୍ତୁ

ଏହି ସବୁ ଫୁଲରେ ହେବେ ଦେବାଦେବୀ ପ୍ରସନ୍ନ, ଜାଣନ୍ତୁ ଦେବାଦେବୀଙ୍କ ପ୍ରିୟ ପୁଷ୍ପ କ’ଣ?

କଲ୍ୟାଣ ଚାହୁଁଥିବା ଗୃହସ୍ଥ ଗୋଟିଏ ଠାକୁରଙ୍କୁ ପୂଜା ନକରି ଅନେକ ଠାକୁରଙ୍କୁ ପୂଜା କରିବା ଉଚିତ୍। କିନ୍ତୁ ଗୁରୁଙ୍କ ବିନା ପରାମର୍ଶରେ ଅନେକ ଠାକୁରଙ୍କୁ ପୂଜା କରିବାଦ୍ୱାରା ଆୟୁ, ଯଶ, ମାନନାସହୋଇ ଦରିଦ୍ରତା ଓ ରୋଗରେ ପୀଡିତ ହେବାକୁ ପଡିଥାଏ। ଗୁରୁଙ୍କ ପରାମର୍ଶରେ ଗୋଟିଏ ଠାକୁରଙ୍କୁ ପୂଜା କରିବାଦ୍ୱାରା କାମନା ପୂର୍ଣ୍ଣ ହୋଇଥାଏ। “ଏକା ମୂର୍ତ୍ତିର୍ନ ସମ୍ପୂଜ୍ୟା ଗୃହିଣା ସ୍ୱେଷ୍ଟମିଚ୍ଛତା। ଅନେକ ମୂର୍ତ୍ତିସମ୍ପନ୍ନଃ ସର୍ବାନ୍ କାମାନବାପ୍ନୁୟାତ୍।” ଗୃହରେ ଦୁଇଟି ଶିବଲିଙ୍ଗ, … ଅଧିକ ପଢନ୍ତୁ

ମନ୍ତ୍ର କ’ଣ? ଜାଣନ୍ତୁ ସାଧନା କରିବାର ସବୁଠୁ ଉତ୍ତମ ସମୟ ଓ କେମିତି କରିବେ ମନ୍ତ୍ର ଜପ।

ମନ୍ତ୍ର କ’ଣ? ମନ୍ତ୍ର ଶବ୍ଦର ଅର୍ଥ ଅସିମୀତ। ଦେବା ଦେବୀଙ୍କ ସ୍ତୁତି ବା ଯଜ୍ଞରେ ଉଚ୍ଚାରଣ କରାଯାଉଥିବା ଶବ୍ଦ ସମୂହକୁ ମନ୍ତ୍ର କୁହାଯାଏ। ବେଦରେ ଥିବା ପ୍ରତ୍ୟକ ଛନ୍ଦକୁ ମଧ୍ୟ ମନ୍ତ୍ର କୁହାଯାଏ। ତନ୍ତ୍ର ଶାସ୍ତ୍ରରେ ମନ୍ତ୍ରର ଅର୍ଥ ଭିନ୍ନ ଅଟେ। ତନ୍ତ୍ର ଶାସ୍ତ୍ରାନୁସାରେ ମନ୍ତ୍ର ମାନେ ଯେଉଁ ଶବ୍ଦ ପଦ ବା ପଦ ଗୁଡିକ ଦେବତା ବା ଶକ୍ତିକୁ ଆବାହନ କରେ ସେ ହେଉଛି ସେହି ଦେବତା ବା … ଅଧିକ ପଢନ୍ତୁ

ପଢନ୍ତୁ ଗୁରୁ ପୂର୍ଣ୍ଣିମାରେ ୭ ପ୍ରକାରର ଗୁରୁଦିକ୍ଷା ସମ୍ବନ୍ଧରେ। ୭ no.ଟି ନିଶ୍ଚିନ୍ତ ପଢନ୍ତୁ।

ପଢନ୍ତୁ ଗୁରୁ ପୂର୍ଣ୍ଣିମାରେ ୭ ପ୍ରକାରର ଗୁରୁଦିକ୍ଷା ବିଷୟରେ। ଗୁରୁ ପୂର୍ଣ୍ଣିମା ପ୍ରତ୍ୟକ ବର୍ଷ ଆଷାଢ ଶୁକ୍ଳ ପୂର୍ଣ୍ଣିମାରେ ପାଳନ କରାଯାଏ। ଗୁରୁ ପୂର୍ଣ୍ଣିମା ବ୍ୟାସ ଦେବଙ୍କ ପୂଜା ନାମରେ ମଧ୍ୟ ପ୍ରସିଦ୍ଧ। ଏମିତି ଦେଖିବାକୁ ଗଲେ କୌଣସି ଭି ପ୍ରକାରର ଜ୍ଞାନ ଦେବା ଲୋକଙ୍କୁ ଗୁରୁ କୁହାଯାଏ, କିନ୍ତୁ ତନ୍ତ୍ର-ମନ୍ତ୍ର, ଅଧ୍ୟାତ୍ମ୍ୟକ ଜ୍ଞାନ ଦେବା ଲୋକଙ୍କୁ ସଦ୍ ଗୁରୁ କୁହାଯାଏ। ପୂର୍ବଜନ୍ମର କର୍ମକୁ ନେଇ ହିଁ ଏହି ଜନ୍ମରେ … ଅଧିକ ପଢନ୍ତୁ

ଜାଣନ୍ତୁ! ଗ୍ରହଣ ସମୟରେ ମନ୍ଦିର ବନ୍ଦ ରହିବା ପଛର ରହସ୍ୟ।

ଜାଣନ୍ତୁ! ଗ୍ରହଣ ସମୟରେ ମନ୍ଦିର ବନ୍ଦ ରହିବା ପଛର ରହସ୍ୟ। ସୂର୍ଯ୍ୟଗ୍ରହଣ ଏବଂ ଚନ୍ଦ୍ରଗ୍ରହଣ ବିଷୟରେ ତ ଆପଣ ଜାଣିଥିବେ। ତେବେ ଆସନ୍ତୁ ଜାଣିବା ଏହି ଗ୍ରହଣ ସମ୍ବନ୍ଧିତ କିଛି ରହସ୍ୟ ପୂର୍ଣ୍ଣ କଥା। ଗ୍ରହଣ ସମୟରେ ମନ୍ଦିର ବନ୍ଦ ରଖିବା, ବାହାରକୁ ନ ବାହାରିବା ଏବଂ ଭୋଜନ ଆଦି ନିଷେଧ ବୋଲି ଶାସ୍ତ୍ରରେ ଲେଖା ଅଛି। <<Vastu>>> | <<< Jataka Bichara >>> ଗ୍ରହଣ ସମାପ୍ତ ହେବା ପରେ … ଅଧିକ ପଢନ୍ତୁ

ଚନ୍ଦ୍ର ଗ୍ରହଣର ୧୨ଟି ରାଶି ଉପରେ ପ୍ରଭାବ। ଏହି ୪ଟି ରାଶି ରୁହନ୍ତୁ ସତର୍କ!

ଚନ୍ଦ୍ର ଗ୍ରହଣର ୧୨ଟି ରାଶି ଉପରେ କ’ଣ ରହିଛି ପ୍ରଭାବ ଆସନ୍ତୁ ଜାଣିବା ଏହି ବର୍ଷର ସବୁଠୁ ବଡ କେତୁଗ୍ରସ୍ତ ପୂର୍ଣ୍ଣଚନ୍ଦ୍ର ଗ୍ରହଣ ୨୭-୨୮ ଜୁଲାଇ ଆଷାଢ ପୂର୍ଣ୍ଣିମା ଦିନ ହେବାକୁ ଯାଉଛି। ଏହି ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ସବୁଠୁ ଅଧିକ ସମୟ ରହିବ। ଏହା ୩ଘଣ୍ଟା ୫୫ ମିନିଟ୍ ପର୍ଯ୍ୟନ୍ତ ରହିବ। ଏହି ଗ୍ରହଣ ଭାରତ ସହ ଅନ୍ୟ ଦେଶ ମାନଙ୍କରେ ମଧ୍ୟ ଦେଖା ଯିବ। ମେଷ, ବୃଷ, … ଅଧିକ ପଢନ୍ତୁ

୨୭ ଜୁଲାଇ ଦିନ କେତୁଗ୍ରସ୍ତ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ। ଜାଣନ୍ତୁ! ଗ୍ରହଣ ସମୟ ଓ ପାଳନ ବିଧି ଏବଂ କ’ଣ କରିବା ଉଚିତ୍ ବା ଅନୁଚିତ୍।

କେତୁଗ୍ରସ୍ତ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ। ପୂର୍ଣ୍ଣିମା ଓ କୃଷ୍ଣ ପ୍ରତିପଦ ତିଥିର ସନ୍ଧି ମଧ୍ୟରେ ଚନ୍ଦ୍ରଗ୍ରହଣ ଓ ଅମାବାସ୍ୟା ଶେଷଭାଗ ଶୁକ୍ଳ ପ୍ରତିପଦ ତିଥିର ସନ୍ଧି ମଧ୍ୟରେ ସୂର୍ଯ୍ୟପରାଗ ହୁଏ। ଗଣନାର ବିଶେଷ ବିବରଣୀ ଜ୍ୟୋତିଷ ଶାସ୍ତ୍ରରେ ଲେଖା ଅଛି। ପ୍ରତିପଦରେ ଗ୍ରହଣ ମୋକ୍ଷ ହୁଏ। ଗ୍ରହଣ ଆରମ୍ଭ ସମୟରେ ସ୍ନାନ ଓ ଅସ୍ତ ସମୟରେ ହୋମ କରାଯାଏ। ମୁକ୍ତିକାଳରେ ଦାନ ହୁଏ ଓ ମୁକ୍ତିପରେ ପୁଣି ସ୍ନାନ କରନ୍ତି। ଦାନ … ଅଧିକ ପଢନ୍ତୁ

error: Content is protected !!