ଆର୍ଥିକ ଚିନ୍ତା ରୁ ମୁକ୍ତ ଚାହୁଁଛନ୍ତି? ତେବେ ବାସ୍ତୁ ଅନୁସାରେ ଘରେ ନିହାତି ରଖନ୍ତୁ ଏହି ୪ ଟି ଜିନିଷ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜୀବନରେ ଏକ ମୋଡ ପରେ ସମସ୍ତେ ନିଜ ଗୋଡ ଉପରେ ଛିଡା ହେବା ପାଇଁ ଚାହାନ୍ତି । ଆଜିର ଦୁନିଆରେ ଲୋକମାନଙ୍କ ପାଖରେ ସମୟ କମ ଅଛି, କିନ୍ତୁ ସମସ୍ତେ ନିଜର ପରିବାରକୁ ସବୁ ସୁଖ ସୁବିଧା ଦେବାକୁ ଚାହୁ ଛନ୍ତି, ଯାହା ପାଇଁ ସେମାନେ କଷ୍ଟ କରି ଥାନ୍ତି । କିନ୍ତୁ ଯଦି ଆପଣ ନିଜର ପରିବାର ପାଇଁ କଷ୍ଟ କରୁଛନ୍ତି ଓ ସବୁ ପରେ ବି ଘରେ ସୁଖ ଶାନ୍ତି ଆସି ପାରୁ ନାହିଁ, ତେବେ ସେଥିପାଇଁ ଆପଣଙ୍କୁ କିଛି କଥା ପ୍ରତି ଧ୍ୟାନ ଦେବାକୁ ପଡିବ । ବାସ୍ତୁ ଅନୁସାରେ ଘରେ କିଛି ଏମିତି ଜିନିଷ ରଖିବାକୁ ପଡିବ ଯାହାଦ୍ୱାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଘରକୁ ସୁଖମୟ ଏବଂ ସକାରାତ୍ମକ ଶକ୍ତିର ଆଗମନ ପାଇଁ ଆପଣଙ୍କୁ କିଛି ଜିନିଷ ସବୁବେଳେ ରଖିବାକୁ ପଡିବ । ଏହା ଦ୍ଵାରା ଆପଣଙ୍କ ପରିବାର ଆସୁଥିବା ଅସୁବିଧା ମନକୁ ମନ ଦୁରେଇ ଯିବ । ବାସ୍ତୁ ଅନୁସାରେ ଯଦି ଆପଣ ଏହି ଜିନିଷ ଗୁଡିକୁ ରଖିବେ ଆପଣଙ୍କ ଘରେ କେବେ ବି ଟଙ୍କାର ଅସୁବିଧା ହେବ ନାହିଁ ।

ଘରର ସୁଖ ଶାନ୍ତି ପାଇଁ ନିଶ୍ଚିତ ରଖନ୍ତୁ ଏହି ଜିନିଷ-

ମହୁ

ଯଦି ଆପଣଙ୍କ ଘରେ ମିଠାରେ ଭରପୁର ମହୁ ଅଛି ତେବେ ଆପଣଙ୍କ ସମ୍ପର୍କ ସବୁବେଳେ ମିଠା ମିଠା ରହିବ । ଏହା ଛଡା ଏହା ନକାରାତ୍ମକ ଶକ୍ତିକୁ ଦୂର କରିବାରେ ସହାୟକ ହୁଏ । ସେଥିପାଇଁ ଆପଣଙ୍କୁ ସବୁବେଳେ ଘରେ ମହୁ ରଖିବା ଜରୁରୀ ଅଟେ ।

ପାଣି

ଯଦି ଆପଣ ପାଣି କୁ ସବୁବେଳ ସଫା ରଖିବେ ଏହା ଦ୍ଵାରା ଆପଣଙ୍କ ଘରେ ଆସୁଥିବା ନକାରାତ୍ମକ ଶକ୍ତି ପୁରା ପୁରୀ ଶେଷ ହୋଇଯିବ ।

ଦେଶୀ ଘିଅ

ଆପଣଙ୍କ ଘରେ ଦେଶୀ ଘିଅ ଅଛି ତେବେ ଭାବନ୍ତୁ ଆପଣଙ୍କର ଅଧା ଅସୁବିଧା ଏହା ଦ୍ଵାରା ଦୂର ହୋଇଯିବ । ଯଦି ଆପଣ ଘିଅ ରେ ତିଆରି ଦୀପ ଜଳାଇବେ ଘରୁ ସବୁ ଅସୁବିଧା ଦୂର ହୋଇଯିବ ।

ଚନ୍ଦନ

ଚନ୍ଦନ ର ସୁଗନ୍ଧ ସମସ୍ତଙ୍କୁ ବହୁତ ବେଶି ପସନ୍ଦ ଆସେ, କିନ୍ତୁ ଆପଣ ଜାଣନ୍ତି କି ଘରେ ଚନ୍ଦନ ଥିବା କାରଣରୁ ଆପଣ ବଡ ରୁ ବଡ ଅସୁବିଧା ରୁ ମଧ୍ୟ ବଞ୍ଚି ପାରିବେ । ଘରର ସୁଖ ଶାନ୍ତି ପାଇଁ ଟିକେ ଚନ୍ଦନ ନିଶ୍ଚିତ ରଖନ୍ତୁ, ଯାହାଦ୍ୱାରା ଆପଣକ ଘରେ ନକାରତ୍ମକ ଚିନ୍ତାଧାରା ପ୍ରବେଶ କରିପାରିବେ ନାହିଁ ।

ଯଦି ଆପଣଙ୍କୁ ଆମର ଏହି ବାସ୍ତୁ ଟିପ୍ସ ପସନ୍ଦ ଆସିଥିବା ତେବେ ଅନ୍ୟମାନଙ୍କ ସହ ନିଶ୍ଚୟ ଶେୟାର କରିବେ। ଏହିଭଳି ଆହୁରି ଅନେକ ବାସ୍ତୁ ସମ୍ବନ୍ଧିତ ଟିପ୍ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!