କେତୁ ଉତ୍ତରାଷାଢା ନକ୍ଷତ୍ର ଧନୁ ରାଶିକୁ ଚଳନ ହେବା ଫଳରେ ବାରୋଟି ରାଶିର ବ୍ୟକ୍ତି ବିଶେଷଙ୍କର କେମିତି କଟିବ ୧୮ମାସ? ଜାଣନ୍ତୁ ଶୁଭାଶୁଭ ଫଳ।

ମେଷ- କର୍ମକ୍ଷେତ୍ର ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ସଂପାଦନ ହେବ। ଭ୍ରମଣ, ପ୍ରଶାସନ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ। ରାଜନୀତି କ୍ଷେତ୍ରରେ ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ପ୍ରଶଂସା ପାଇବେ। ଅଚାନକ ଧନପ୍ରାପ୍ତି, ବେପାର ବିସ୍ତାର, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ ଓ ସ୍ଵର୍ଣ୍ଣ ଅଳଙ୍କାର କ୍ରୟ କରିବେ। ଶିକ୍ଷା କ୍ଷେତ୍ରରେ ପରୀକ୍ଷା, ପରିଣାମ ଅନୁକୂଳ ହେବ। ବୃଷ- କର୍ମ କ୍ଷେତ୍ରରେ ସହଯୋଗୀମାନଙ୍କ ଯୋଗୁଁ ଉତ୍ତମ … ଅଧିକ ପଢନ୍ତୁ

ମହା ଶିବରାତ୍ରିରେ ବନୁଛି ବିଶେଷ ସଂଯୋଗ, ଏହିଦିନ ଭଗବାନ ଶିବ ଙ୍କର ରୁଦ୍ରାଭିଷେକ କରିବା ଦ୍ଵାରା ପୂର୍ଣ୍ଣ ହୁଏ ସମସ୍ତ ମନୋକାମନା

ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ମହଶିବରାତ୍ରି ରୂପେ ପାଳନ କରାଯାଏ। ଯାହା ଏହି ବର୍ଷ ୪ ମାର୍ଚ୍ଚରେ ପଡୁଛି । ଏହି ଦିନ ମାତା ପାର୍ବତୀ ତଥା ଭଗବାନ ଶିବଙ୍କର ବିବାହ ହୋଇଥିଲା। ଏହି ବର୍ଷ ସେହି ଦିନ ବହୁତ ଗୁଡିଏ ଶୁଭ ଯୋଗ ଏକା ସହ ପଡୁଛି । ଏହି ପର୍ବ ଏଥର ଶ୍ରବଣା ନକ୍ଷତ୍ର ତଥା ଷୋମବାର ଦିନ ପଡୁଛି ଯାହା ଏକ ଶୁଭଯୋଗ ଅଟେ। … ଅଧିକ ପଢନ୍ତୁ

କେତୁ ଧନୁ ରାଶିକୁ ଚଳନ ଫଳରେ ଏହି ୨ଟି ରାଶି ପାଇଁ ସମୟ ହେବ ଖରାପ, ନିଶ୍ଚୟ କରନ୍ତୁ ଏହି ପ୍ରତିକାର

ଯେଉଁମାନଙ୍କର ଜାତକ ନାହିଁ, ଯେଉଁମାନେ ଆକସ୍ମିକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି, ଦାରିଦ୍ରତା ଭୋଗ କରିବାକୁ ପଡୁଛି, ବନ୍ଧନଯୋଗ ଆଦି ଦେଖାଦେଉଛି, କର୍ମକ୍ଷେତ୍ରରେ ନିର୍ଯ୍ୟାତିତ ହେଉଛନ୍ତି ବା ମନମୁତାବକ କର୍ମ ପ୍ରାପ୍ତି ହେଉ ନାହିଁ ଏବଂ ଅଶୁଭ କେତୁ ପ୍ରଭାବିତ ଲୋକ ଶିରାପ୍ରଶିରା ଜନିତ ରୋଗ, କର୍ଣ୍ଣରୋଗ, ଚର୍ମରୋଗ, ରକ୍ତ ବିକାର, ନିମ୍ନ ଓ ଉଚ୍ଚରକ୍ତଚାପ, ପ୍ରଦର, ଅର୍ଶଭଗନ୍ଦର ଆଦି ରୋଗରେ ପୀଡିତ ହୋଇଥାନ୍ତି। ସେମାନଙ୍କ ଜାତକରେ କେତୁଙ୍କ ଯୋଗେ ବା … ଅଧିକ ପଢନ୍ତୁ

ରାହୁ ପୁନର୍ବସୁ ନକ୍ଷତ୍ର  ମିଥୁନ ରାଶିକୁ ଚଳନ ହେବା ଫଳରେ ବାରୋଟି ରାଶିର ବ୍ୟକ୍ତି ବିଶେଷଙ୍କର କେମିତି କଟିବ ୧୮ମାସ? ଜାଣନ୍ତୁ ଶୁଭାଶୁଭ ଫଳ  

ମେଷ:- ଉଚ୍ଚାଧିକାରୀ, ସହକର୍ମୀ, ଭାଇ ବନ୍ଧୁ ବା କୌଣସି ବିଶିଷ୍ଟ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢେଇଦେବ। ପରିବାରରେ ପୂର୍ଣ୍ଣ ସହଯୋଗ ପାଇ ହସ ଖୁସିର ବାତାବରଣ ଖେଳିଯିବ। ନୂତନ ଗୃହସୁଖ ମିଳିବ। ଯାନବାହନ ସୁଖ ମିଳିବ। ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ଜାଗା, ଜମି, ସମ୍ପତ୍ତି ଓ ଯାନବାହାନ ସମ୍ବନ୍ଧୀୟ କେତେ ସମସ୍ୟା ସମାଧାନ ହୋଇଯିବ।   ବୃଷ:- ଆର୍ଥୀକ ଦିଗରୁ ଉନ୍ନତି ଓ ନୂତନ … ଅଧିକ ପଢନ୍ତୁ

ରାହୁଚଳିବେ ମିଥୁନ ରାଶିକୁ, ଏହି ୪ଟି ରାଶିର ଭାଗ୍ୟରେ ହେବ ପରିବର୍ତ୍ତନ – ଅନ୍ୟ ସବୁ ରାଶି କରନ୍ତୁ ଏହି ପ୍ରତିକାର ମିଳିବ ଶୁଭ ଫଳ

ରାହୁ ପୁନର୍ବସୁ ନକ୍ଷତ୍ର  ମିଥୁନ ରାଶିକୁ ଚଳନ ହେବା ଫଳରେ ବାରୋଟି ରାଶିର ବ୍ୟକ୍ତି ବିଶେଷଙ୍କର କେମିତି କଟିବ ୧୮ମାସ? ବିଶେଷତଃ ଯେଉଁ ମାନଙ୍କର ରାହୁମହାଦଶା, ଅନ୍ତର୍ଦଶା, ପ୍ରତ୍ୟନ୍ତରଦଶା ଭୋଗ ହେଉଥିବ ଓ ରାହୁ ଅଶୁଭ ଭାବରେ ଥିବେ ସେମାନେ ନିତ୍ୟାନ୍ତ ପ୍ରତିକାର କରିଚାଲିବା ଉଚିତ୍। ରାହୁ ମହାଗ୍ରହ ବାତ, ପିତ୍ତ, କଫ ଏହି ତିନିଦୋଷ ସୃଷ୍ଟିକାରୀ। ଅପ୍ରିୟ ସତ୍ୟ ବା ସ୍ପଷ୍ଟ ସମ୍ଭାଷଣକାରୀ ବିଶାଳ ନୟନ ବିଶିଷ୍ଟ, ବିଜ୍ଞାନୀ … ଅଧିକ ପଢନ୍ତୁ

ବିବାହରେ ହେଉଅଛି ବିଳମ୍ବ? ତେବେ କରନ୍ତୁ ଏହି ସବୁ ଉପାୟ – ମିଳିବ ସୁନ୍ଦର ଓ ଯୋଗ୍ୟ ଜୀବନସାଥି

ଯଦି କେଉଁ ଝିଅ ବା ପୁଅ ସୁଯୋଗ୍ୟ ଅଟନ୍ତି କିନ୍ତୁ ତାର ବିବାହ ହୋଇପାରୁ ନାହିଁ ତେବେ ଏହାର କାରଣ କୁଣ୍ଡଳୀରେ ଥିବା ଦୋଷରୁ ହୋଇଥାଇ ପାରେ । ଜ୍ଯୋତିଷରେ କୁଣ୍ଡଳୀ ସମ୍ବନ୍ଧିତ କିଛି ଏମିତି ଯୋଗ କୁହାଯାଇଛି ଯାହା ପାଇଁ ବିବାହରେ ବିଳମ୍ବ ହୋଇଥାଏ। ସେହି ସବୁ କାରଣରୁ ଯୋଗ୍ୟ ପୁଅ ବା ଝିଅ ମାନଙ୍କର ବିବାହରେ ବହୁତ ବିଳମ୍ବ ହୁଏ ବା ବହୁତ ପ୍ରକାର ସମସ୍ଯା ଦେଖା … ଅଧିକ ପଢନ୍ତୁ

ଲକ୍ଷ୍ମୀ ମାତାଙ୍କ କୃପା ପାଇବା ପାଇଁ ଶୁକ୍ରବାର ଦିନ କରନ୍ତୁ ଏହି ଉପାୟ, ଘରେ ବଢିବ ସୁଖ ସମୃଦ୍ଧି

ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କ ସହ ଶୁକ୍ର ଗ୍ରହଙ୍କ ସହ ସମ୍ବନ୍ଧିତ ମଧ୍ୟ ଅଟେ । ଏହି ଦିନ ଶୁକ୍ର ଗ୍ରହଙ୍କୁ ଶାନ୍ତ କରିବା ପାଇଁ କେତେ ଗୁଡିଏ ଉପାୟ କରାଯାଇ ପାରିବ । ମା ଲକ୍ଷ୍ମୀଙ୍କ କୃପା ମଧ୍ୟ ପ୍ରାପ୍ତ ହୁଏ । ଆଜି ଆମେ ଆପଣଙ୍କୁ ଅଳେଇଚର ଏକ ଏଭଳି ଉପାୟ କହିବୁ ଯାହା ଧନ, ସମ୍ପତି ଦେବା ସହ ଆପଣଙ୍କ ସବୁ ମନୋକାମନା ମଧ୍ୟ ପୂର୍ଣ୍ଣ … ଅଧିକ ପଢନ୍ତୁ

ହସ୍ତରେଖା ଶାସ୍ତ୍ର! ଜୀବନ ରେଖା ଦେଖି ଆପଣ ବି ଜାଣିପାରିବେ ଭବିଷ୍ୟତରେ ହେବାକୁ ଥିବା ରୋଗ ଓ ଦୁର୍ଘଟଣା ସମ୍ବନ୍ଧରେ

ହସ୍ତରେଖା ଶାସ୍ତ୍ର ରେ ଜୀବନ ରେଖାର ସ୍ଥିତିକୁ ଦେଖି ଭବିଷ୍ୟତରେ ହେବାକୁ ଥିବା ରୋଗ ଏବଂ ଦୁର୍ଘଟଣା ବିଷୟରେ ଆମେ ଆଗରୁ ଜାଣିପାରିବା। ଜୀବନ ରେଖାକୁ ବହୁତ ମହତ୍ବପୂର୍ଣ୍ଣ ବୋଲି କୁହାଯାଏ । ଏହି ରେଖା ପାପୁଲିର ବିଶି ଆଙ୍ଗୁଠି ଓ ବୁଢା ଆଙ୍ଗୁଠି ମଝିରୁ ଆରମ୍ଭ ହୋଇ ବୁଢା ଆଙ୍ଗୁଠିର ତଳ ଭାଗ ଦେଇ ମଣିବନ୍ଧ ଆଡକୁ ଯାଏ । ଏହାକୁ ଲାଇଫଲାଇନ ମଧ୍ୟ କୁହାଯାଏ । ଏହି … ଅଧିକ ପଢନ୍ତୁ

error: Content is protected !!