ଏହି ୫ଟି କାମ କରିବା ଦ୍ଵାରା ଗୃହରେ ଦେଖା ଦିଏ ସୁଖ ସମୃଦ୍ଧି

ବାସ୍ତୁ ଦୋଷରୁ ମୁକ୍ତି ପାଇଁ ଏବଂ ଘରେ ସୁଖ ସମୃଦ୍ଧି ବଜାୟ ରଖିବା ପାଇଁ କେତେ ଗୁଡିଏ ପରମ୍ପରା ପୁରୁଣା ସମଯରୁ ଚାଲି ଆସୁଛି। ଯଦି ଏହି ପରମ୍ପରାର ପାଳନ କରାଯାଏ ତେବେ ଘରେ ଧନ ଓ ସୁଖର ଅଭାବ ରହିବ ନାହିଁ । ସମସ୍ତ ସଦସ୍ଯଙ୍କୁ ଭାଗ୍ଯର ସହଯୋଗ ମିଳେ । ମାନ୍ୟତା ଅଛି କି ସ୍ଵାମୀ ଓ ସ୍ତ୍ରୀର ଭାଗ୍ୟ ଦୁହେଁ ଦୁଜଣଙ୍କ ସହ ଜଡିତ । … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ଫ୍ରେବୃଆରି ୨୫ ରୁ ୩ ମାର୍ଚ୍ଚ, ଏହି ସପ୍ତାହରେ ଏହିସବୁ ରାଶିକୁ ମିଳିବ ଅତ୍ୟନ୍ତ ଶୁଭ ଫଳ, ହେବ ଆକସ୍ମିକ ଧନ ଲାଭ

ସାପ୍ତାହିକ ରାଶିଫଳ: ଫ୍ରେବୃଆରି ୨୫ ରୁ ୩ ମାର୍ଚ୍ଚ ମେଷ:- ଏ ସପ୍ତାହରେ ସମସ୍ତପ୍ରକାର ବ୍ୟବସାୟରେ ଉନ୍ନତି ଓ ଲାଭବାନ୍ ହେବେ। ବିଦ୍ୟା କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ପରୀକ୍ଷା ରେ ସଫଳତା ଲାଭ କରିବେ। ବନ୍ଧୁ ମିତ୍ରମାନଙ୍କର ସମର୍ଥନ ଓ ପରିବାର ଲୋକଙ୍କର ସାହାଯ୍ୟ ସହଯୋଗ ହେତୁ ଖୁସି ହେବେ। କୃଷିଜୀବି ମାନେ ଆନନ୍ଦିତ ହେବେ। ରାଜନୈତିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ ଓ ସୁନାମ ଅର୍ଜନ କରିବେ। ଅଚାନକ ଭାବରେ … ଅଧିକ ପଢନ୍ତୁ

ଏହି ସବୁ ବସ୍ତୁ ଦାନ କରିଲେ, ଘରେ ଦେଖା ଦେବ ସୁଖ ଓ ସମୃଦ୍ଧି, ଧନ ସମ୍ବନ୍ଧିତ ସମସ୍ତ ସମସ୍ୟା ହେବ ଦୂର

ଜୀବନରେ ସୁଖ ଶାନ୍ତି ଓ ସମୃଦ୍ଧି କିଏ ବା ନ ଚାହେଁ । ଆଜିକାଲି ଦୁନିଆରେ ଲୋକମାନେ ଏତେ ବ୍ୟସ୍ତ ରହୁଛନ୍ତି ନିଜ ଜୀବନରେ କି ସେମାନେ ନିଜ ପାଇଁ ବି ଟିକେ ସମୟ ବାହାରକରିବା ବହୁତ କଷ୍ଟ ହୋଇ ପଡୁଛି । କିନ୍ତୁ ସବୁ ପରେ ବି ଜୀବନରେ ସୁଖ ଓ ଶାନ୍ତି ର ରହିବା ନିତ୍ୟାନ୍ତ ଅବଶ୍ୟାକ । କିଛି ଲୋକ ନିଜ ଦୈନଦିନ ଜୀବନରେ ବହୁତ … ଅଧିକ ପଢନ୍ତୁ

ସପ୍ତାହର ସାତ ଦିନ କରନ୍ତୁ ଏହି ସବୁ ଉପାୟ – ଦୂର ହୋଇଯିବ ସମସ୍ତ ସମସ୍ୟା

ଯେଉଁ ଲୋକମାନଙ୍କ କୁଣ୍ଡଳୀରେ ଗ୍ରହ ସମ୍ବନ୍ଧିତ ଦୋଷ ଥାଏ, ସେମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଗ୍ରହ ଦୋଷ ଦୂର କରିବା ପାଇଁ ଶିବ ପୁରାଣରେ କେତେ ଗୁଡିଏ ଉପାୟ କୁହାଯାଇଛି । ଏହି ଗ୍ରନ୍ଥ ଅନୁସାରେ ସପ୍ତାହର ସାତଦିନର ଗ୍ରହ ସ୍ଵାମୀ ଭିନ୍ନ ଭିନ୍ନ ଅଟନ୍ତି, ଏବଂ ସେମାନଙ୍କୁ ପ୍ରଶନ୍ନ କରିବାର ଉପାୟ ମଧ୍ୟ ଭିନ୍ନ ଅଟେ । ତେବେ ଜାଣନ୍ତୁ ସପ୍ତାହର ସାତ ଦିନ … ଅଧିକ ପଢନ୍ତୁ

ଗୌତ୍ତମ ବୁଦ୍ଧଙ୍କ ଏହି ୧୦ଟି ବିଚାର ଯାହା ବଦଳାଇଦେବ ଆପଣଙ୍କ ଜୀବନ – ନିଶ୍ଚୟ ଜାଣି ନିଅନ୍ତୁ

ଜ୍ଞାନ କଥା – ଯେପରି ତୁଫାନ ଏକ ମଜବୁତ ପଥରକୁ ଭାଙ୍ଗି ପାରେ ନାହିଁ, ଠିକ୍ ସେହିପରି ବୁଦ୍ଧିମାନ ବ୍ୟକ୍ତି ନିଜର ତାରିଫ୍ ବା ଆଲୋଚନାରେ ପ୍ରଭାବିତ ହୁଅନ୍ତି ନାହିଁ।    ଗୌତ୍ତମ ବୁଦ୍ଧ ବୌଦ୍ଧ ଧର୍ମର ସଂସ୍ଥାପକ ଥିଲେ। ସେ ଲୁମ୍ବିନୀରେ ୫୬୩ସାଲ ପୂର୍ବ ଶାକ୍ୟକୂଳର ରାଜା ଶୁଦ୍ଧଧନଙ୍କ ଘରେ ତାଙ୍କ ଜନ୍ମ ହୋଇଥିଲା। ତାଙ୍କ ମାତାଙ୍କ ନାମ ମହାମାୟା। ବୁଦ୍ଧଙ୍କ ପିଲାବେଳର ନାମ ସିଦ୍ଧାର୍ଥ ଥିଲା। ସିଦ୍ଧାର୍ଥ … ଅଧିକ ପଢନ୍ତୁ

ବୈବାହିକ ଜୀବନରେ ଥିବା ଚିନ୍ତାକୁ ଦୂର କରିବା ପାଇଁ, କରନ୍ତୁ ଏହି ଗୋଟେ ଛୋଟିଆ ଉପାୟ

ଯଦି ପତି-ପତ୍ନୀଙ୍କ ମଧ୍ୟର ତାଳ-ମେଳ କମିଯାଏ ତେବେ ବୈବାହିକ ଜୀବନରେ ଚିନ୍ତା ବଢିବାକୁ ଲାଗେ। ସମସ୍ତ ଚିନ୍ତା ଦୂର କରିବା ପାଇଁ ବେଡରୁମ୍ ବା ଶୋଇବା ଘରେ ରାଧା-କୃଷ୍ଣଙ୍କ ଫଟୋ ଲଗେଇବା ପାଇଁ ଅନୁମତି ଦିଆଯାଉଛି। ଏହାର ପଛରେ ଧାର୍ମିକ ଓ ବୈଜ୍ଞାନିକ ଦୁଇଟିର କାରଣ ଥାଏ। ଜ୍ୟୋତିଷଚାର୍ଯ୍ୟଙ୍କ ଅନୁସାରେ ଜାଣନ୍ତୁ ଏହି ଫଟୋ ପତି-ପତ୍ନୀଙ୍କ ଭିତରେ ଥିବା ଝଗଡା ବା ଚିନ୍ତାକୁ କିପରି ଦୂର କରିଥାଏ । ଏହି … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ଜାନୁୟାରୀ ୧୧ ରୁ ୧୭ ଫେବୃୟାରୀ, ଏହି ସପ୍ତାହରେ ମହାଦେବ କରିବେ ଚମତ୍କାର, ଏହି ସବୁ ରାଶିକୁ ମିଳିବ ଲାଭ

ସାପ୍ତାହିକ ରାଶିଫଳ: ଜାନୁୟାରୀ ୧୧ ରୁ ୧୭ ଫେବୃୟାରୀ ମେଷ:- ଏ ସପ୍ତାହରେ ବ୍ୟବସାୟୀକ ହିସାବପତ୍ର ସହ ଭଲଭାବରେ ଜଗାରଖା କରିବା ଦ୍ୱାରା ବିଶେଷ ଲାଭବାନ୍ ହେବେ। କଳକାରଖାନା, କୋଇଲା ଖଣି, ରେଳ ବିଭାଗ, ଡାକ ଓ ତାର ବିଭାଗ, ଟ୍ରାନ୍ସପୋର୍ଟ ବିଭାଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଅଧିକ ପରିଶ୍ରମ କରିବା ଫଳରେ କର୍ମୋନ୍ନତି ହେବ। ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ, ଦଳ ସମର୍ଥନ ବୃଦ୍ଧି ପାଇବା ସହ ମୁଖ୍ୟନେତାଙ୍କର … ଅଧିକ ପଢନ୍ତୁ

ସରସ୍ଵତୀ ପୂଜାରେ ଏହି ମନ୍ତ୍ର ଜପ କରି କରନ୍ତୁ ମାଙ୍କ ପୂଜା, ହେବ ସବୁ ମନୋକାମନା ପୂର୍ଣ୍ଣ – ବିଦ୍ୟା ଓ ବୁଦ୍ଧିରେ ହେବେ ଜ୍ଞାନୀ

ବସନ୍ତ ପଞ୍ଚମୀ ପୂଜା ହେଉଛି ବିଦ୍ୟା ବୁଦ୍ଧି ଦାତା ମା ସରସ୍ଵତୀଙ୍କର। ଏହି ଦିନ ସମସ୍ତେ ମାଙ୍କୁ ଭକ୍ତିଭାବରେ ଡାକିଲେ ସେ ନିଶ୍ଚୟ ଶୁଣନ୍ତି । ବିଶେଷ କରି ଛାତ୍ର ଛାତ୍ରୀମାନେ ମା ସରସ୍ଵତୀଙ୍କ ପୂଜାର୍ଚ୍ଚନା କରିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ କିଛି ଏଭଳି ମନ୍ତ୍ର ସବୁ କହିବୁ ଯାହାର ଉଚ୍ଚାରଣ କରି ଯଦି ଆପଣ ମାଙ୍କ ପୂଜା କରନ୍ତି ତେବେ ଆପଣ ନିଶ୍ଚୟ ଶୁଭଫଳ ପାଇବେ … ଅଧିକ ପଢନ୍ତୁ

error: Content is protected !!