ଜାଣନ୍ତୁ ଶାମ୍ବ ଦଶମୀ ପାଳନ କରାଯିବାର କାରଣ

ଜାଣନ୍ତୁ ଶାମ୍ବ ଦଶମୀ ପାଳନ କରାଯିବାର କାରଣ: ପୌଷମାସ ଶୁକ୍ଲପକ୍ଷ ଦଶମୀକୁ ଶାମ୍ବଦଶମୀ ନାମରେ ନାମିତ କରାଯାଇଛି। ପ୍ରବାଦ ଅଛି ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କ ପୁଅ ଶାମ୍ବ ଏହିଦିନ କୋଣାର୍କରେ ସୂର୍ଯ୍ୟୋଦୟ ସମୟରେ ସମୁଦ୍ରରେ ସ୍ନାନ ପୂର୍ବକ ନୂଆ ଧାନର ଅରୁଆଚାଉଳକୁ କ୍ଷୀରରେ ବତୁରାଇ ସେଥିରେ ନଡିଆ, ଗୁଡ, ଗୋଲମରୀଚ, ଅଦା, କର୍ପୁର, ଦହିଛେନା, କଦଳୀ ଆଦି ପକେଇ ଭଲ ଭାବରେ ଚକଟି ୩୦୦ଗ୍ରାମ ପରିମାଣରେ ୧୫ଦିନ ପର୍ଯ୍ୟନ୍ତ ଖାଇବା ଫଳରେ … ଅଧିକ ପଢନ୍ତୁ

ବାସ୍ତୁ ଦୋଷ ଖଣ୍ଡନ ପାଇଁ କରନ୍ତୁ ଦଶଟି ଉପାୟ

ବାସ୍ତୁ ଦୋଷ ଖଣ୍ଡନ

ବାସ୍ତୁ ଦୋଷ ଖଣ୍ଡନ ପାଇଁ ଉପାୟ   ବାସ୍ତୁ ଦୋଷ ଖଣ୍ଡନ ୧- ଅଶୋକ, ଅନାର,ସଜନା ବା କଦଳୀଗଛରେ ପ୍ରତି ଦିନ ପାଣି ଢାଳି ପ୍ରଣାମ କରିବେ। ୨- ଚେକ୍ ବୁକ୍ ପାସବୁକ୍, ପ୍ରପର୍ଟି କାଗଜପତ୍ର ଦକ୍ଷିଣ ଦିଗରେ ନ ରଖି ତାହାକୁ ଉତ୍ତର ଦିଗରେ ରଖିବେ। ୩- ସ୍ଥିରଲକ୍ଷ୍ମୀ କାମନା ପାଇଁ ନିଜର ଗହଣା, ଦରକାରୀ କାଗଜପତ୍ରକୁ ହଳଦିଆ କପଡାରେ ବାନ୍ଧି ରଖିବେ । ୪- ବୁଧବାର ଦିନ … ଅଧିକ ପଢନ୍ତୁ

ଦିନଟି ଭଲରେ କଟିବାପାଇଁ କରନ୍ତୁ ଏହି ପାଞ୍ଚୋଟି କାମ

ଦିନଟି ଭଲରେ କଟିବା

ଦିନଟି ସୁଖରେ କଟିବ ଯଦି କରିପାରିବେ ଏହି ପାଞ୍ଚୋଟି ଅଭ୍ୟାସ ସବୁଦିନ ସକାଳୁ ଯେବେ ଆମେ ଉଠିଥାଉ ଈଶ୍ଵରଙ୍କ ନିକଟରେ ପ୍ରାଥନା କରିଥାଉ କି ଆଜିର ଦିନଟି କିପରି ଭଲରେ କଟୁ। ଆଜିର ଦିନରେ ଯାହାବି କାର୍ଯ୍ୟ ସବୁ କରିବା ତାହା ସଫଳ ହେଉ। ତେଣୁ ଦିନଟି ଭଲରେ କାଟିବା ପାଇଁ ଦିନର ଆରମ୍ଭ ଭଲରେ ହେବା ଦରକାର। ତେବେ ତଳେ ଦିଆଯାଇଥିବା କେତୋଟି ଉପାୟ ଆପଣଙ୍କ ଦିନଟିକୁ ନିଶ୍ଚୟ … ଅଧିକ ପଢନ୍ତୁ

ଏହି ପାଞ୍ଚୋଟି ଉପାୟ ଦୂର କରିପାରେ ଘରେ ବା ବ୍ୟବସାୟ କ୍ଷେତ୍ରରେ ଅର୍ଥାଭାବ

ଘରେ ବା ବ୍ୟବସାୟ କ୍ଷେତ୍ରରେ ଅର୍ଥାଭାବ

ଘରେ ବା ବ୍ୟବସାୟ କ୍ଷେତ୍ରରେ ଅର୍ଥାଭାବ ଦେଖାଦେଉଛି କି? ନିଶ୍ଚୟ ପଢନ୍ତୁ: Odia Barsika Rasifala for 2018 ଘରେ ବା ବ୍ୟବସାୟ କ୍ଷେତ୍ରରେ ଅର୍ଥାଭାବ ଶାସ୍ତ୍ରକହେ ଟଙ୍କାହିଁ ଟଙ୍କାକୁ ଟାଣେ! ଏହି ସବୁ ଉପାୟ ଆପଣଙ୍କ ଘରେ ବା ବ୍ୟବସାୟ କେନ୍ଦ୍ରରେ ଅର୍ଥର ଅଭାବକୁ ଦୂରେଇ ଦେଇ ପାରିବ। ୧- ଟଙ୍କାପଇସା, ସୁନାରୂପା ଖୋଲା ସ୍ଥାନରେ ନରଖି ସର୍ବଦା ଛୋଟବାକ୍ସ, ମନିପର୍ସ, ଜରିପକେଟ, କପଡ଼ାରଥଳୀ କିମ୍ବା ଗାଞ୍ଜିଆରେ ରଖିଲେ … ଅଧିକ ପଢନ୍ତୁ

ମାର୍ଗଶିର ମାସ ପୂର୍ଣ୍ଣିମାରେ କରନ୍ତୁ ଏହି ତିନୋଟି ଉପାୟ! ବୃଦ୍ଧି କରନ୍ତୁ ଧନ ଜନ ଯଶ !

ମାର୍ଗଶିର ମାସ ପୂର୍ଣ୍ଣିମାରେ

ଧନ ଜନ ଯଶ ବୃଦ୍ଧି କରିବା ପାଇଁ ମାର୍ଗଶିର ମାସ ପୂର୍ଣ୍ଣିମାରେ କରନ୍ତୁ ଏହି ତିନୋଟି ଉପାୟ ଜୀବନରେ ସୁଖ ସମୃଦ୍ଧି ପରିପୂର୍ଣ୍ଣ ଥାଇ ମଧ୍ୟ ଅଶାନ୍ତି ଅଶନ୍ତୋଷରେ ସମୟ ଅତିବାହିତ କରୁଥିଲେ ଏଇ ସାଧାରଣ ଉପାୟ କରିପାରିଲେ ଆପଣଙ୍କ ଜୀବନ ଅତ୍ୟନ୍ତ ସୁଖମୟ ଶାନ୍ତିମୟ ଉଜ୍ଵଳମୟ ହୋଇପାରିବ।   ବୃଦ୍ଧି କରନ୍ତୁ ଧନ ଜନ ଯଶ, ମାର୍ଗଶିର ମାସ ପୂର୍ଣ୍ଣିମାରେ! ଐଶାନ୍ୟକୋଣ ଛାତ ଉପରେ ଉଚ ନିର୍ମାଣ କିଛି … ଅଧିକ ପଢନ୍ତୁ

ମାର୍ଗଶିରମାସ ଶେଷଗୁରୁବାର ଲକ୍ଷ୍ମୀଙ୍କୁ ପ୍ରସନ୍ନକରି ଦୂରେଇ ପାରିବେ ଦାରିଦ୍ରତା ! କରନ୍ତୁ ଏହି ତିନୋଟି ଉପାୟ।

ମାର୍ଗଶିରମାସ ଶେଷଗୁରୁବାର

ମାର୍ଗଶିରମାସ ଶେଷଗୁରୁବାର ଲକ୍ଷ୍ମୀଙ୍କୁ ପ୍ରସନ୍ନକରି ଦାରିଦ୍ରତା ଦୂର କରନ୍ତୁ – Margashira Sesha Gurubara   ମାର୍ଗଶିରମାସ ଶେଷଗୁରୁବାର ସ୍ଥିରଧନ ପାଇବା ପାଇଁ ପ୍ରତ୍ୟେକ ଘରର ଦ୍ଵାର ଉପରେ ବାହାରପଟେ ସ୍ଵସ୍ତିକ ଚିହ୍ନ ସିନ୍ଦୁରରେ ଲେଖି ଅକ୍ଷତ ଲଗେଇ ଧୂପ ଦୀପ ଦେଖେଇ ପୂଜା କରିବେ ଦ୍ଵାରର ବାମପଟେ ଓ ଦକ୍ଷିଣପଟେ ମଧ୍ୟ ଭାଗରେ ଔଁ ଶ୍ରୀ ସିନ୍ଦୁରରେ ଲେଖିବେ। ଯାହା ଫଳରେ ଘରେ ବର୍ଷତମାମ୍ ସୁଖ ସମୃଦ୍ଧି ବଜାୟ … ଅଧିକ ପଢନ୍ତୁ

କାଳସର୍ପ ଯୋଗ

କାଳସର୍ପ ଯୋଗ

କାଳସର୍ପ ଯୋଗ   କାଳସର୍ପ ଯୋଗ କାଳସର୍ପ ଯୋଗ ଏକ ଭୟାନକ ପୀଡା ଦାୟକ ଯୋଗ, ଯାହା ବ୍ୟକ୍ତିର ଜୀବନକୁ ଅତ୍ୟନ୍ତ ଦୁଃଖପୂର୍ଣ୍ଣ କରିଥାଏ। ଏହିଯୋଗ ବ୍ୟକ୍ତିର ଜୀବନରେ ଏକ ମହତ୍ଵପୂର୍ଣ୍ଣ ବସ୍ତୁର ଅଭାବ ରଖିଥାଏ। କାଳର ଅନ୍ୟ ନାମ ସମୟ ଓ ସର୍ପର ଅର୍ଥ ବିଷ ଓ ମୃତ୍ୟୁ ବା ସମୟର ଅପମୃତ୍ୟୁ, ରାହୁ ଓ କେତୁଙ୍କ ଗୋଟିଏ ପାର୍ଶ୍ଵରେ ଜାତକରେ ସମସ୍ତ ଗ୍ରହ ରହିଲେ କାଳସର୍ପ ଯୋଗ … ଅଧିକ ପଢନ୍ତୁ

ଫଳିତ ଜ୍ୟୋତିଷ

ଫଳିତ ଜ୍ୟୋତିଷ   ଫଳିତ ଜ୍ୟୋତିଷ ଜ୍ୟୋତିଷ ଶାସ୍ତ୍ରର ସର୍ବାଧିକ ଆକର୍ଷଣ ଅଙ୍ଗ ହେଉଛି ଫଳିତ ଜ୍ଯୋତିଷ। ମୂର୍ଖ କୁହ କି ବିଦ୍ଵାନ କୁହ ସମସ୍ତେ ଦେଶୀୟ ଓ ସକଳଜାତୀୟ ବ୍ୟକ୍ତିଙ୍କୁ ଏହି ବିଦ୍ୟାର ପ୍ରଭାବ ଚମତ୍କୃତ କରିପାରିଛି। ପରମ କାରୁଣିକ ଭଗବାନଙ୍କ ସୃଷ୍ଟି ନିର୍ମାଣ ରୀତିବୋଧ ଏହି ଶାସ୍ତ୍ର ବଳରେ ହିଁ ହୋଇଥାଏ। ଇଶ୍ଵର ସବୁ ପ୍ରାଣୀଙ୍କ ହୃଦୟରେ ବିରାଜମାନ। ଯେମିତିକି କାଠକଣ୍ଢେଇ ମାନଙ୍କୁ ସୁତାଦ୍ୱାରା ପୁତୁଳି ନଚେଇଲବାଲା … ଅଧିକ ପଢନ୍ତୁ

error: Content is protected !!