ବିଶେଷ ସଂଯୋଗ/ ସାତ ବର୍ଷ ପରେ ହୋଲିରେ ପଡୁଛି ଏହି ଦୁର୍ଲଭ ସଂଯୋଗ, ବୃହସ୍ପତିଙ୍କ ଉଚ୍ଚ ପ୍ରଭାବରେ ପାଳନ ହେବ ହୋଲି

ରଙ୍ଗର ପର୍ବ ହୋଲି ଏଥର ଚୈତ୍ର କୃଷ୍ଣ ପ୍ରତିପଦରେ ପାଳନ କରାଯିବ । ଏହାର ପୂର୍ବ ଦିନ ହୋଲିକା ଦହନ ପର୍ବ ପାଳିତ ହେବ । ହୋଲିକା ଦହନ ଦିନ ଏହିଥର ଦୁର୍ଲଭ ସଂଯୋଗ ହେଉଅଛି । ଏହି ସଂଯୋଗ ହେଉଥିବାରୁ ଅନେକ ପ୍ରକାରର ଅନିଷ୍ଟ ଦୂର ହେବ । ହାରାହାରି ୭ବର୍ଷ ପରେ ଦେବଗୁରୁ ବୃହସ୍ପତିଙ୍କ ଉଚ୍ଚ ପ୍ରଭାବରେ ଏହି ହୋଲି ପାଳନ କରାଯିବ । ଏହା ଦ୍ଵାରା … ଅଧିକ ପଢନ୍ତୁ

ଜାଣନ୍ତୁ କେଉଁ ରଙ୍ଗରେ ଖେଳିବେ ହୋଲି, ଜାଣନ୍ତୁ ୧୨ଟି ରାଶି ଅନୁସାରେ

ରଙ୍ଗର ପର୍ବ ହୋଲି ୨୨ ମାର୍ଚ୍ଚ ଦିନ ପାଳନ କରାଯିବ । ଆସନ୍ତୁ ଜାଣିବା ରଙ୍ଗର ଚୟନ ରାଶି ଅନୁସାରେ କେମିତି କରିବେ କି ବର୍ଷ ଯାକ ଆପଣଙ୍କ ଜୀବନରେ ଶୁଭତ୍ଵ ଭରି ରହିବ । ମେଷ ଓ ବିଛା ଏହି ଦୁଇଟି ରାଶି ପାଇଁ ହଳଦୀ, ନାରଙ୍ଗୀ, ଲାଲ, ଗୋଲାପି, କେଶରୀ ରଙ୍ଗ ଆଦି ଶୁଭ ଅଟେ । ବୃଷ ଓ ତୁଳା ଏହି ରାଶି ପାଇଁ ସମସ୍ତ … ଅଧିକ ପଢନ୍ତୁ

ପବିତ୍ର ଗୀତାର ସବୁଠୁ ମହତ୍ଵପୂର୍ଣ ଏହି କଥା, ଯେତେବେଳେ ସମସ୍ୟାରେ ଥିବେ ତେବେ ଆପଣଙ୍କର ସବୁ ସମସ୍ୟାକୁ ଦୂର କରିଦେବ, ଜାଣନ୍ତୁ

ଆପଣ ସମସ୍ତେ କେଉଁଠି ତ ନିଶ୍ଚିତ ପଢିଥିବେ କିମ୍ବା ଶୁଣିଥିବେ କି ଯେତେବେଳେ ଧର୍ମର ହାନି ହୋଇଥାଏ ଏବଂ ଅଧର୍ମ ବଢିଥାଏ ସେତେବେଳେ ଭଗବାନ ଶ୍ରୀକୃଷ୍ଣ ସବୁ ଯୁଗରେ ନିଜର ଏକ ନୂଆ ଅବତାର ଧାରଣ କରନ୍ତି । ଯେଉଁଥିରେ ଭଗବାନ ଶ୍ରୀ କୃଷ୍ଣ ଅଧର୍ମକୁ ବିନାଶ କରନ୍ତି ଏବଂ ଧର୍ମର ରକ୍ଷା କରନ୍ତି ବୋଲି କୁହାଯାଏ । ଭଗବତ ଗୀତାରେ ଜୀବନର ସବୁ କଥା ବିଷୟରେ କୁହାଯାଇଛି । … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ୧୮ ମାର୍ଚ୍ଚ ରୁ ୨୪ ମାର୍ଚ୍ଚ, ଏହି ସପ୍ତାହରେ ଶ୍ରୀ କ୍ରୀଷ୍ଣାଙ୍କ କୃପାରୁ ସମସ୍ତ ରାଶିର ଭାଗ୍ୟରେ ହେବ ପରିବର୍ତ୍ତନ

ସାପ୍ତାହିକ ରାଶିଫଳ: ୧୮ ମାର୍ଚ୍ଚ ରୁ ୨୪ ମାର୍ଚ୍ଚ ମେଷ:- ଏ ସପ୍ତାହରେ ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ଏବଂ ତଳୁ ଉପର ସ୍ତର ଯାଏଁ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ। ପ୍ରିୟଜନମାନଙ୍କୁ ଆର୍ଥିକ ସାହାଯ୍ୟ କରିବେ। କ୍ରୀଡ଼ା, କଳା, ସାହିତ୍ୟ, ପ୍ରକାଶନ, ବାଣିଜ୍ୟ, ବ୍ୟବସାୟ, କୃଷି ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇବେ। ମହିଳାମାନେ ନିଜ ଗୃହ ସମସ୍ୟା ସଜାଡିବାର ସୁବିଧାପାଇବେ। ମାଲିମୋକଦ୍ଦମାରେ … ଅଧିକ ପଢନ୍ତୁ

ରବି ଚଳିଲେ ମୀନ ରାଶିକୁ, ଜାଣନ୍ତୁ ୧୨ଟି ରାଶି ଉପରେ ଏହାର କଣ ରହିବ ପ୍ରଭାବ – ଏହି ୩ନୋଟି ରାଶି ନିଶ୍ଚୟ କରନ୍ତୁ ପ୍ରତିକାର

ମେଷ:- ଏହିମାସଟି ଅପଣଙ୍କ ପାଇଁ ସମଫଳ ପ୍ରଦାନ କରିବ। କର୍ମ କ୍ଷେତ୍ରରେ ଉଚ୍ଚାଧିକାରୀ ଓ ସରକାରୀ ଅଧିକାରୀ ମାନଙ୍କର  ସମର୍ଥନ ଲାଭ କରି ସମ୍ମାନସ୍ପଦ ପଦୋନ୍ନତି ପ୍ରାପ୍ତି ହେବ । ବ୍ୟବସାୟିକ କ୍ଷେତ୍ରରେ ଆପଣ ଅଧିକ ଉନ୍ନତି ପଥରେ ଅଗ୍ରସର ହେବା ସହ ଗୋଟିଏ ନୂତନ ପ୍ରକଳ୍ପ ଆରମ୍ଭ କରିପାରନ୍ତି ଅଥବା ଏକ ନୂତନ ଯୋଜନା ସ୍ଥିରିକୃତ କରିପାରନ୍ତି ଯାହା କି ଆପଣଙ୍କ ପାଇଁ ପ୍ରଚୁର ଲାଭ ଆଣିଦେବ । … ଅଧିକ ପଢନ୍ତୁ

ବହୁତ ବର୍ଷ ପରେ ବନୁଛି ଏଭଳି ଦୁର୍ଲଭ ସଂଯୋଗ, ଧନବାନ ହେବା ପାଇଁ କରନ୍ତୁ ଏହି ଉପାୟ

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ସବୁ ଦିନ ମହତ୍ବପୂର୍ଣ୍ଣ ଅଟେ । କିନ୍ତୁ ଏମାନଙ୍କ ମଧ୍ୟରୁ କିଛି ଅଧିକ ଖାସ ଏବଂ ଶୁଭ ବୋଲି ମନା ଯାଏ । ଏହି ଶୁଭ ସଂଯୋଗ ଗ୍ରହ ଏବଂ ନକ୍ଷତ୍ର ମାନଙ୍କ କାରଣରୁ ହୋଇଥାଏ । ଆଜି ବି ସେହିଭଳି ଏକ ମହା ସଂଯୋଗ ହେଉଛି । କୁହାଯାଉଛି କି ବହୁତ ବର୍ଷ ପରେ ଏଭଳି ମହା ସଂଯୋଗ ହେଉଛି । ଜ୍ୟୋତିଷ ମାନଙ୍କ … ଅଧିକ ପଢନ୍ତୁ

ହସ୍ତରେଖା ଶାସ୍ତ୍ର – ଯେଉଁ ସ୍ତ୍ରୀର ହାତରେ ଥାଏ ପଦ୍ମ ବା ମାଛର ଆକୃତି, ତାର ବୈବାହିକ ଜୀବନ ବିଷୟରେ ଜଣା ପଡେ ଏହି ସବୁ ରାଜ୍

ହସ୍ତରେଖା ଶାସ୍ତ୍ର ଅନୁସାରେ ହାତରେ କିଛି ଖାସ ଚିହ୍ନ ଥାଏ ଯାହା ସମସ୍ତ ମନୁଷ୍ୟର ଜୀବନରେ ହେବାକୁ ଥିବା ଭଲ-ମନ୍ଦ କଥାର ସଂକେତ ଦେଇଥାଏ । ହସ୍ତରେଖା ଶାସ୍ତ୍ରରେ ସ୍ତ୍ରୀ ମାନଙ୍କ ହାତରେ ଥିବା ଚିହ୍ନ ବିଷୟରେ ମଧ୍ୟ କୁହାଯାଇଛି । ଏହା ଅନୁସାରେ ଭାଗ୍ୟଶାଳୀ ସ୍ତ୍ରୀ ମାନଙ୍କ ହାତରେ କିଛି ଖାସ ଶୁଭ ଚିହ୍ନ ସବୁ ଥାଏ । ଯାହାର ପ୍ରଭାବରୁ ସେମାନଙ୍କର ଧନଲାଭ, ସୁଖ-ସମ୍ପତି ଏବଂ ଟଙ୍କା … ଅଧିକ ପଢନ୍ତୁ

ପ୍ରତ୍ୟକ ଦିନ ନ କରି ପାରିଲେ ବି ସବୁ ମଙ୍ଗଳବାର ଦିନ କରନ୍ତୁ ବଜରଙ୍ଗ ବାଣର ପାଠ – ଦେଖିବେ ସମସ୍ତ ସମସ୍ୟା ହେବ ଦୂର

ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କର ମନ୍ତ୍ର, ସ୍ତୁତି ଏବଂ ଆଳତି ଆଦିର ରଚନା କରାଯାଇଛି । ସେଥିମଧ୍ୟରୁ ଗୋଟେ ହେଉଛି ଏହି ବଜରଙ୍ଗ ବାଣ । ମାନ୍ୟତା ଅନୁସାରେ ଏହାର ରଚନା ତୁଳସୀ ଦାସ କରିଥିଲେ । ବଜରଙ୍ଗ ବାଣର ପାଠ ପ୍ରତ୍ୟକ ଦିନ ବିଧି ବିଧାନରେ କରିବା ଆବଶ୍ୟକ । ଯଦି ଏହା ସମ୍ଭବ ହେଉ ନାହିଁ ତେବେ କେବଳ ମଙ୍ଗଳବାର ଦିନ ମଧ୍ୟ ବଜରଙ୍ଗ ବାଣ … ଅଧିକ ପଢନ୍ତୁ

error: Content is protected !!