ବହୁତ ବର୍ଷ ପରେ ବନୁଛି ଏଭଳି ଦୁର୍ଲଭ ସଂଯୋଗ, ଧନବାନ ହେବା ପାଇଁ କରନ୍ତୁ ଏହି ଉପାୟ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ସବୁ ଦିନ ମହତ୍ବପୂର୍ଣ୍ଣ ଅଟେ । କିନ୍ତୁ ଏମାନଙ୍କ ମଧ୍ୟରୁ କିଛି ଅଧିକ ଖାସ ଏବଂ ଶୁଭ ବୋଲି ମନା ଯାଏ । ଏହି ଶୁଭ ସଂଯୋଗ ଗ୍ରହ ଏବଂ ନକ୍ଷତ୍ର ମାନଙ୍କ କାରଣରୁ ହୋଇଥାଏ । ଆଜି ବି ସେହିଭଳି ଏକ ମହା ସଂଯୋଗ ହେଉଛି । କୁହାଯାଉଛି କି ବହୁତ ବର୍ଷ ପରେ ଏଭଳି ମହା ସଂଯୋଗ ହେଉଛି । ଜ୍ୟୋତିଷ ମାନଙ୍କ ଅନୁସାରେ ଆଜିର ଦିନ ହନୁମାନଙ୍କ ଖାସ ପୂଜା ଏବଂ ଉପାୟ କରିବା ଦ୍ଵାରା କିଛି ହିଁ ଦିନରେ ବ୍ୟକ୍ତି କୋଟିପତି ହୋଇପାରିବ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆଜିର ଦିନରେ କରନ୍ତୁ ଏହି ସହଜ ଓ ବହୁତ ଫଳପ୍ରଦ ଉପାୟ-

ହନୁମାନ ମନ୍ଦିରରେ ବସି ଓଁ ରାମଦୂତାୟେ ନମଃର ୧୦୮ ଥର ଜପ କରିଲେ ଟଙ୍କା ସମ୍ବନ୍ଧିତ ସବୁ ଚିନ୍ତା ଦୂର ହୁଏ । କେବଳ ସେତିକି ନୁହେଁ ପ୍ରତ୍ୟକ ମଙ୍ଗଳବାର ଏହି ମନ୍ତ୍ର ଜପ କଲେ ବ୍ୟକ୍ତି କୋଟିପତି ହୋଇପାରେ ।

ଆଜିର ଏହି ମହାସଂଯୋଗର ଦିନରେ ସୁନ୍ଦରକାଣ୍ଡ ବା ହନୁମାନ ଚାଳିଶାର ପାଠ କରିଲେ ଏବଂ ହନୁମାନଙ୍କର ପୂଜା କରିଲେ ସମସ୍ତ ପାପରୁ ମୁକ୍ତି ମିଳେ ।

ଜ୍ୟୋତିଷଙ୍କ ଅନୁସାରେ ଏହିଦିନ ବଜରଙ୍ଗବାଳିଙ୍କ ସମ୍ମୁଖରେ ସୋରିଷ ତେଲର ଦୀପରେ ଦୁଇଟି ଲବଙ୍ଗ ପକାଇ ଜଳାନ୍ତୁ । ଏହା ଦ୍ଵାରା ଧନ ସମ୍ବନ୍ଧିତ ସମସ୍ତ ସମସ୍ଯା ଶେଷ ହୋଇଯିବ ।

ଏହା ବ୍ଯତୀତ ପବନପୁତ୍ରଙ୍କ ମୂର୍ତ୍ତି ଆଗରେ ବସି ରାମାୟଣ ବା ଶ୍ରୀ ରାମ ରକ୍ଷା ସ୍ତୋତ୍ରର ପାଠ କରନ୍ତୁ । ଏହା ଦ୍ଵାରା ମାନସିକ ଶକ୍ତି ବଢେ ।

ହନୁମାନଙ୍କୁ ସିନ୍ଦୁର ଏବଂ ଚମେଲୀର ତେଲ ଚଢାଇବା ଦ୍ଵାରା ସକାରାତ୍ମକତା ବଢିଥାଏ । ଯଦି ପାରିବେ ତେବେ ଏହି ଦିନ ରକ୍ତ ଦାନ ନିଶ୍ଚିନ୍ତ କରନ୍ତୁ । ଏହା ଦ୍ଵାରା ଦୁର୍ଘଟଣା ହେବାର ଯୋଗ ଟଳି ଯାଏ ।

ସତୃମାନଙ୍କ ଠାରୁ ବିଜୟ ପାଇବା ପାଇଁ ମଙ୍ଗଳବାର ଦିନ ହନୁମାନଙ୍କ ସମ୍ମୁଖରେ ଗାଈ ଘିଅର ୫ଟି ଦୀପ ଲଗାନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!