ଧନୀ ହେବାକୁ ଚାହୁଁଥିଲେ ଘରେ ରଖନ୍ତୁ ଏହ ଶଙ୍ଖ, ମା ଲକ୍ଷ୍ମୀ ଢାଳିବେ କୃପା

ସମୁଦ୍ର ମନ୍ଥନ ସମୟରେ ଦେବତା ଓ ରାକ୍ଷସ ମଧ୍ୟରେ ବିବାଦ ଲାଗିବା ସମୟରେ ସମୁଦ୍ରରୁ ୧୪ଟି ମୂଲ୍ୟବାନ ରତ୍ନ ପ୍ରାପ୍ତି ହୋଇଥିଲା । ଯାହାକି ଅଷ୍ଟମ ରତ୍ନ ଭାବରେ ଶଙ୍ଖ ଉତ୍ପନ୍ନ ହୋଇଥିଲା । ପ୍ରାକୃତିକ ଭାବରେ ଅନେକ ପ୍ରକାରର ଶଙ୍ଖ ରହିଅଛି । ଯେପରିକି ଦେବ ଶଙ୍ଖ, ଚକ୍ର ଶଙ୍ଖ, ରାକ୍ଷସ ଶଙ୍ଖ, ଶନି ଶଙ୍ଖ, ରାହୁ ଶଙ୍ଖ, ପଞ୍ଚମୁଖୀ ଶଙ୍ଖ, ବାଲମପୁରୀ ଶଙ୍ଖ, ବୁଧ ଶଙ୍ଖ, କେତୁ … ଅଧିକ ପଢନ୍ତୁ

ଦୀର୍ଘ ଦିନ ହେବ ଯଦି କୌଣସି ରୋଗରେ ଅଛନ୍ତି ପିଫିଟ ତେବେ କରନ୍ତୁ ଏହି 14ଟି ଉପାୟ- Lal Kitab

ଯଦି ବହୁତ ଦିନ ପର୍ଯ୍ୟନ୍ତ ରୋଗରେ ପୀଡିତ ହେଉଛନ୍ତି ତେବେ ଲାଲ୍ କିତାବ ଅନୁସାରେ ସ୍ୱାସ୍ଥ୍ୟ ପାଇଁ  ୧୪ଟି ଉପାୟ ବ୍ୟବହାର କରନ୍ତୁ । ଲାଲ୍ କିତାବ ଅନୁସାରେ ସବୁଠାରୁ ଜରୁରୀ ହେଉଛି ନିଜ କର୍ମକୁ ଶୁଦ୍ଧ ରଖିବା ଓ ନିୟମ ଅନୁଶାସନ ଦ୍ଵାରା ଜୀବନଯାପନ କରିବା ।  ଯଦି ଆପଣ ବା ଘରର କେଉଁ ସଦସ୍ୟ ସର୍ବଦା ରୋଗରେ ପୀଡିତ ରହୁଛନ୍ତି ତେବେ ଲାଲ୍ କିତାବ ପୁସ୍ତକରେ କେତେକ … ଅଧିକ ପଢନ୍ତୁ

ଏହି ୫ଟି ଜିନିଷ ପ୍ରତି କେବେ ମଧ୍ୟ କରିବ ନାହିଁ ଭରସା – Chanakya Niti

ମହାନ ନୀତିଜ୍ଞତାରେ ଚାଣକ୍ୟଙ୍କ ନାମ ବିବେଚନା କରାଯାଏ । ଚାଣକ୍ୟ ନିଜର ନୀତି ଅନୁସାରେ ନନ୍ଦ ରାଜବଂଶକୁ ଧ୍ଵଂସ କରି ସେହି ସ୍ଥାନରେ ଜଣେ ଛୋଟପିଲାକୁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟର ରାଜା କରିଥିଲେ । ମୌର୍ଯ୍ୟ ରାଜବଂଶର ପ୍ରତିଷ୍ଠା ଚାଣକ୍ୟଙ୍କର ଏକ ବଡ ସଫଳତା ବୋଲି ଆଲୋଚନା କରାଯାଏ । ସେହିପରି ଚାଣକ୍ୟ ନିଜର ନୀତି ଅନୁସାରେ ଲୋକମାନଙ୍କର ଜୀବନକୁ ସୁଗମ କରୁଥିଲେ ଓ ଚାଣକ୍ୟ ନୀତି ନାମରେ ନୀତି ଶାସ୍ତ୍ରରେ … ଅଧିକ ପଢନ୍ତୁ

ଏହି ୧୨ ପ୍ରକାର ବିଧିରେ ଆପଣ ଜାଣିପାରିବେ ଆପଣଙ୍କ ଭବିଷ୍ୟତ, କେମିତି ଜାଣନ୍ତୁ

ଜ୍ୟୋତିଷ ଶାସ୍ତ୍ରରେ ବିଭିନ୍ନ ପ୍ରକାରରେ ଭବିଷ୍ୟତ ବିଚାର କରାଯାଏ । କୁହାଯାଏ କି ଭାରତରେ ୧୫୦ ଠାରୁ ଅଧିକ ଜ୍ୟୋତିଷ ବିଦ୍ୟା ପ୍ରଚଳିତ ହେଉଛି । ଏହି ବିଦ୍ୟା ଭବିଷ୍ୟତ ବିଚାର କରିବା ପାଇଁ ସକ୍ଷମ ଥାଏ । କିନ୍ତୁ ମନରେ ପ୍ରଶ୍ନ ଆସେ ଯେ ଆମେ କେଉଁ ବିଦ୍ୟାରେ ଆମର ଭବିଷ୍ୟତ ଜାଣିବା ଉଚିତ୍, ତେବେ ଏଠାରେ ପ୍ରଚଳିତ କିଛି ଲୋକପ୍ରିୟ ଜ୍ୟୋତିଷ ବିଦ୍ୟା ବିଷୟରେ ସୂଚନା ଅଛି … ଅଧିକ ପଢନ୍ତୁ

କେମିତି ହେବା ଆବଶ୍ୟକ ଘରର ମୁଖ୍ୟ ଦ୍ଵାର, ଏହି ୫ଟି କଥା ଜାଣିବା ଅଟେ ବହୁତ ଜରୁରୀ ! Vastu tips

ଯେଉଁ ପରିବାରରେ ସବୁବେଳେ କିଛି ନା କିଛି କଥାକୁ ନେଇ କଳି ଝଗଡା ହୁଏ, ଆର୍ଥିକ ଚିନ୍ତା ଲାଗି ରୁହେ, ସବୁ କାର୍ଯ୍ୟରେ ବାଧା ସୃଷ୍ଟି ହୁଏ ଓ ପରିବାରର ଯେ କୌଣସି ସଦସ୍ୟ ରୋଗରେ ପୀଡିତ ହୋଇଥାନ୍ତି ତେବେ ସେହି ଘର ବାସ୍ତୁଦୋଷ ହୋଇପାରେ । ଘରର ଯେ କୌଣସି ଭାଗରେ ମଧ୍ୟ ବାସ୍ତୁଦୋଷ ଥାଇପାରେ । ଯେପରିକି ମୁଖ୍ୟ ଦ୍ଵାରର କବାଟରେ ମଧ୍ୟ ବାସ୍ତୁଦୋଷ ଥାଇପାରେ । … ଅଧିକ ପଢନ୍ତୁ

ମକର ରାଶିର କେମିତି କଟିବ 2021, କଣ କହୁଛି ଗ୍ରହ ନକ୍ଷତ୍ର ଜାଣନ୍ତୁ

୨୦୨୧ ମସିହା ଇଂରାଜୀ ନବବର୍ଷ କେମିତି କଟିବ ବାରୋଟି ରାଶିର ବ୍ୟକ୍ତିମାନଙ୍କ ପାଇଁ, କଣରହିଛି ଗ୍ରହମାନଙ୍କର ଫଳାଫଳ, କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା । ଧନୁରେ ରବି, ବୁଧ, କର୍କଟରେ ଚନ୍ଦ୍ର, ମେଷରେ ମଙ୍ଗଳ, ମକରରେ ଗୁରୁ, ଶନି, ବିଛାରେ ଶୁକ୍ର, କେତୁ, ବୃଷରେ ରାହୁ ଥିବା ସମୟରେ ବର୍ଷଚକ୍ର ଆରମ୍ଭ ହେଉଛି। ଗୁରୁ ୨୦୨୧ମସିହା ଏପ୍ରିଲମାସ ୬ ତାରିଖରେ କୁମ୍ଭ ରାଶିକୁ ଗମନ … ଅଧିକ ପଢନ୍ତୁ

ଶ୍ରାଦ୍ଧ ରେ ବ୍ରାହ୍ମଣଙ୍କୁ କଣ ପାଇଁ  ଖୁଆନ୍ତି? ଜାଣନ୍ତୁ ଏହାର ମାହାତ୍ମ୍ଯ

ଶ୍ରାଦ୍ଧ କଣ ଏହା ତ ଆପଣ ମାନେ ଜାଣି ହିଁ ଥିବେ । ତେବେ ତଥାପି ଆମେ କହି ରଖୁଚୁ କି ଶ୍ରାଦ୍ଧ ହେଉଛି ପିତୃପୁରୁଷଙ୍କ ସ୍ମରଣ କରିବା ବା ତାଙ୍କ ଉଦେଶ୍ୟରେ ପୂଜା ଅର୍ଚନା କରି ତାଙ୍କ ପସନ୍ଦର ଖାଦ୍ଯ ପ୍ରସ୍ତୁତ କରି ଅର୍ପଣ କରିବା । ଆଗ କାଳରେ ସମସ୍ତେ ମରୁତ ପିତା ମାତା ବା ଜେଜେ, ଜେଜେ ମାଙ୍କ ଉଦେଶ୍ୟରେ ଶ୍ରାଦ୍ଧ ବା ପିଣ୍ଡ ଦେଉଥିଲେ … ଅଧିକ ପଢନ୍ତୁ

ଧନୁ ରାଶିର 2021 ବାର୍ଷିକ ରାଶିଫଳ, କେମିତି କଟିବ ନୂତନ ବର୍ଷ- କଣ କହୁଛି ଆପଣଙ୍କ ଗ୍ରହ ନକ୍ଷତ ଜାଣନ୍ତୁ

୨୦୨୧ ମସିହା ଇଂରାଜୀ ନବବର୍ଷ କେମିତି କଟିବ ବାରୋଟି ରାଶିର ବ୍ୟକ୍ତିମାନଙ୍କ ପାଇଁ, କଣରହିଛି ଗ୍ରହମାନଙ୍କର ଫଳାଫଳ, କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା । ଧନୁରେ ରବି, ବୁଧ, କର୍କଟରେ ଚନ୍ଦ୍ର, ମେଷରେ ମଙ୍ଗଳ, ମକରରେ ଗୁରୁ, ଶନି, ବିଛାରେ ଶୁକ୍ର, କେତୁ, ବୃଷରେ ରାହୁ ଥିବା ସମୟରେ ବର୍ଷଚକ୍ର ଆରମ୍ଭ ହେଉଛି। ଗୁରୁ ୨୦୨୧ମସିହା ଏପ୍ରିଲମାସ ୬ ତାରିଖରେ କୁମ୍ଭ ରାଶିକୁ … ଅଧିକ ପଢନ୍ତୁ

error: Content is protected !!