୨୦୨୧ ନବବର୍ଷ କେମିତି କଟିବ କୁମ୍ଭ ରାଶି ଜାତ ବ୍ୟକ୍ତିଙ୍କର ଜାଣିବା ପାଇଁ ଦେଖନ୍ତୁ

୨୦୨୧ ମସିହା ଇଂରାଜୀ ନବବର୍ଷ କେମିତି କଟିବ ବାରୋଟି ରାଶିର ବ୍ୟକ୍ତିମାନଙ୍କ ପାଇଁ, କଣରହିଛି ଗ୍ରହମାନଙ୍କର ଫଳାଫଳ, କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା, ଧନୁରେ ରବି, ବୁଧ, କର୍କଟରେ ଚନ୍ଦ୍ର, ମେଷରେ ମଙ୍ଗଳ, ମକରରେ ଗୁରୁ, ଶନି, ବିଛାରେ ଶୁକ୍ର, କେତୁ, ବୃଷରେ ରାହୁ ଥିବା ସମୟରେ ବର୍ଷଚକ୍ର ଆରମ୍ଭ ହେଉଛି। ଗୁରୁ ୨୦୨୧ମସିହା ଏପ୍ରିଲମାସ ୬ ତାରିଖରେ କୁମ୍ଭ ରାଶିକୁ ଗମନ କରିବେ। … ଅଧିକ ପଢନ୍ତୁ

Numerology: ମୂଳାଙ୍କ 1 ବା (1, 10, 19, 28)ରେ ଜନ୍ମିତ ବ୍ୟକ୍ତି ଅଙ୍କ ଜ୍ୟୋତିଷ ଦ୍ଵାରା ଜାଣନ୍ତୁ ୨୦୨୧ ମସିହା ର ଭାଗ୍ୟଫଳ

୧-ଯେଉଁମାନେ ରାଶି ନକ୍ଷତ୍ର ବିଷୟରେ ଜାଣିନାହାନ୍ତି ଯେଉଁମାନଙ୍କର ଜାତକ ନାହିଁ ଯଦିଜନ୍ମ ତାରିଖ ବା ଜନ୍ମତିଥି ଜାଣିଥିବେ ନତୁବା ନାମର ପ୍ରଥମ ଅକ୍ଷରରୁ ସଂଖ୍ୟା ଜାଣି ନିଜର ଭବିଷ୍ୟତ ବିଷୟରେ ଅବଗତ ହୋଇ ପାରିବେ । A B C D E F G H I J K L M N O P Q R S T U V W X … ଅଧିକ ପଢନ୍ତୁ

Monthly Horoscope- କେମିତି କଟିବ ଡିସେମ୍ବର ମାସଟି (କର୍କଟ, ସିଂହ, କନ୍ୟା ) ରାଶିର

କର୍କଟ:- ଏମାସରେ ମହିଳା ଓ ପୁରୁଷ ମାନେ ଶିଳ୍ପ, ବାଣିଜ୍ୟ, ପରିବହନ ବ୍ୟବସାୟ ଓ ନିର୍ମାଣ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ନିଜର ବୁଦ୍ଧି, ବିବେକ ଖଟାଇ ସମସ୍ୟାର ସମାଧାନ କରିପାରିଲେ ସମସ୍ତ ସମସ୍ୟା ଅପସରି ଯିବ। କଳେବଳେ କୌଶଳରେ ଅର୍ଥ ସଂଗ୍ରହ ଅଭିଯାନ କରି ସଫଳତା ପାଇବେ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ। ଋଣ ପରିଶୋଧ କରିବା ସହ ଋଣ ପ୍ରାପ୍ତିର ସୁଯୋଗ ପାଇବେ। … ଅଧିକ ପଢନ୍ତୁ

Monthly Horoscope- କେମିତି କଟିବ ଡିସେମ୍ବର ମାସଟି (ମେଷ, ବୃଷ, ମିଥୁନ) ରାଶିର

ମେଷ:- ଏମାସରେ ମହିଳା ଓ ପୁରୁଷ ମାନଙ୍କର ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବା ଫଳରେ ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ହେବା ସହ ଉନ୍ନତି ଓ ଅଗ୍ରଗତିର ସୁଯୋଗ ପାଇବେ । ସାହିତ୍ୟ, କଳା କ୍ଷେତ୍ରରେ ଆକର୍ଷିତ ହେବେ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । କର୍ମକ୍ଷେତ୍ରରେ ସୁବିଧା ସୁଯୋଗ ପାଇ ଉଚ୍ଚ ସମ୍ମାନ ପାଇବା ସହ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ … ଅଧିକ ପଢନ୍ତୁ

Numerology: ମୂଳାଙ୍କ 6 ବା (୬, ୧୫ ଓ ୨୪) ରେ ଜନ୍ମିତ ବ୍ୟକ୍ତି ଅଙ୍କ ଜ୍ୟୋତିଷ ଦ୍ଵାରା ଜାଣନ୍ତୁ ୨୦୨୧ ମସିହା ର ଭାଗ୍ୟଫଳ

ଯେଉଁମାନେ ରାଶି ନକ୍ଷତ୍ର ବିଷୟରେ ଜାଣିନାହାନ୍ତି ଯେଉଁମାନଙ୍କର ଜାତକ ନାହିଁ ଯଦିଜନ୍ମ ତାରିଖ ବା ଜନ୍ମତିଥି ଜାଣିଥିବେ ନତୁବା ନାମର ପ୍ରଥମ ଅକ୍ଷରରୁ ସଂଖ୍ୟା ଜାଣି ନିଜର ଭବିଷ୍ୟତ ବିଷୟରେ ଅବଗତ ହୋଇ ପାରିବେ । A B C D E F G H I J K L M N O P Q R S T U V W X … ଅଧିକ ପଢନ୍ତୁ

କଣପାଇଁ କିଛି ଲୋକମାନେ ଧନୀ ହୁଅନ୍ତି ଓ କିଛି ଲୋକ ଗରିବ ହୁଅନ୍ତି? ସ୍ଵୟଂ ମା’ ଲକ୍ଷ୍ମୀ କହିଛନ୍ତି କାରଣ

ମାତା ଲକ୍ଷ୍ମୀ କେଉଁ ଘରେ ରୁହନ୍ତି ନାହିଁ ଇନ୍ଦ୍ରଙ୍କୁ କହିଲେ- ବୈଭବ ଦେବୀ ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ସ୍ତ୍ରୀ ଥିଲେ । ଧନ ପାଇବା ପାଇଁ ସମସ୍ତେ ମାତା ଲକ୍ଷ୍ମୀଙ୍କୁ ପୂଜା କରନ୍ତି । କିନ୍ତୁ ଜରୁରୀ ନୁହେଁ ଯେ ସମସ୍ତଙ୍କୁ ଧନ ପ୍ରାପ୍ତି ହେବ ବା ଧନବାନ ହେବେ । ଏହାର ଉତ୍ତର ପାଇବା ପାଇଁ ଇନ୍ଦ୍ରଦେବ ନିଜେ ମାତା ଲକ୍ଷ୍ମୀଙ୍କ ପାଖକୁ ଯାଇ ପଚାରିଲେ ଯେ … ଅଧିକ ପଢନ୍ତୁ

ଏହି ସ୍ଵପ୍ନ ଦେଖିଲେ ଜାଣିବେ ମା’ ଲକ୍ଷ୍ମୀଙ୍କ ଆଗମନ ହେବ ଆପଣଙ୍କ ଘରକୁ

ଲୋକମାନେ ବହୁତ ସମସ୍ୟା ଚିନ୍ତାରେ ବୁଡି ରହିଥାନ୍ତି । ଏହା ବ୍ୟତୀତ ସ୍ଵପ୍ନ ମାଧ୍ୟମରେ ମାତା ଲକ୍ଷ୍ମୀ ଘରକୁ ଆସିବା ଓ ଧନ ମିଳିବାର ସଂକେତ ମଧ୍ୟ ମିଳିଥାଏ । ଆସନ୍ତୁ ଜାଣିବା ଏହିପରି ୧୦ଟି ସ୍ଵପ୍ନ ଓ ତାର ଫଳ, ଯାହା କି ଭବିଷ୍ୟତରେ ଧନୀ ହେବାର ସୂଚନା ଦେଇଥାଏ । ଜାଣନ୍ତୁ ସ୍ଵପ୍ନ ଦ୍ଵାରା ଆପଣଙ୍କ ଘରେ ମାତା ଲକ୍ଷ୍ମୀ କେବେ ଆଗମନ କରିବେ- ୧- ଯଦି … ଅଧିକ ପଢନ୍ତୁ

ମହିଳାମାନଙ୍କ ଅଙ୍ଗର କେଉଁ ସ୍ଥାନରେ ତିଳ ଚିହ୍ନ ଥିଲେ କଣ ହୁଏ ଜାଣନ୍ତୁ

ଶାସ୍ତ୍ର ଅନୁଯାଇ ମନୁଷ୍ୟର ଶରୀରରେ ତିଳ ଚିହ୍ନ ଦେଖି ବ୍ୟକ୍ତିର ସ୍ଵଭାବ ଓ ଅନେକ କିଛି ବିଷୟରେ ଜାଣିହୁଏ । ସମସ୍ତଙ୍କ ଦେହରେ ଏହି ତିଳ ଚିହ୍ନ ଥାଏ । ଶରୀରର ବିଭିନ୍ନ ଅଙ୍ଗରେ ରହିଥିବା ତିଳ ଚିହ୍ନ ଅଲଗା ଅଲଗା ଅର୍ଥ ମଧ୍ୟ ହୋଇଥାଏ । ଆସନ୍ତୁ ଜାଣିବା ମହିଳାମାନଙ୍କର ତିଳ ଚିହ୍ନ ଥିଲେ ତାର ଅର୍ଥ କଣ ହୋଇଥାଏ । ଯେଉଁ ମହିଳାମାନଙ୍କର କପାଳରେ ତିଳଚିହ୍ନ ଥାଏ … ଅଧିକ ପଢନ୍ତୁ

error: Content is protected !!