Mercury Transit 2021:- କର୍କଟ ରାଶିରେ ବୁଧ ଓ ରବି ଗ୍ରହ ଏକତ୍ର ହେବାରୁ ବନୁଛି ବୁଦ୍ଧାଦିତ୍ୟଯୋଗ, ଏହି 6ଟି ରାଶିର ବଦଳିବ ଭାଗ୍ୟ

ବୁଧ ଗ୍ରହ ଜୁଲାଇ ୨୫ ତାରିଖରେ ମିଥୁନ ରାଶିରୁ ବାହାରି କର୍କଟ ରାଶିରେ ପ୍ରବେଶ କରିଛନ୍ତି । ଏହି ରାଶିରେ ଅଗଷ୍ଟ ୯ତାରିଖ ପର୍ଯ୍ୟନ୍ତ ରହିବେ । ଏହି ମାସରେ ବୁଧ ଗ୍ରହ ଦ୍ଵିରୀୟ ଥର ନିଜର ରାଶି ପରିବର୍ତ୍ତନ କରିଛନ୍ତି । ଏହା ପୂର୍ବରୁ ଜୁଲାଇ ୭ତାରିଖରେ ମିଥୁନ ରାଶିରେ ପ୍ରବେଶ କରିଥିଲେ । କର୍କଟ ରାଶିରେ ବୁଧ ଗ୍ରହ ରବି ଗ୍ରହଙ୍କ ସହିତ ଯୁକ୍ତ ହୋଇ ବୁଢାଦିତ୍ୟ … ଅଧିକ ପଢନ୍ତୁ

ଯଦି ବୃହସ୍ପତି ସପ୍ତମ ଭାବରେ ଅଛନ୍ତି ତେବେ ଏହି ୫ଟି ସତର୍କତା ଅବଲମ୍ବନ କରନ୍ତୁ, ନିଶ୍ଚୟ କରନ୍ତୁ ଏହି ୫ଟି କାର୍ଯ୍ୟ

ଯଦି ବୃହସ୍ପତି ସପ୍ତମ ଘରେ ଅଛନ୍ତି ତେବେ ଏହି ୫ଟି ସତର୍କତା ଅବଲମ୍ବନ କରନ୍ତୁ । ଏହି ୫ଟି କାର୍ଯ୍ୟ କରନ୍ତୁ । ଧନୁ ଓ ମୀନ ରାଶିର ସ୍ଵାମୀ ଗୁରୁ କର୍କଟ ରାଶିରେ ଉଚ୍ଚ ଓ ମକର ରାଶିରେ ନୀଚ ହୋଇଥାନ୍ତି । ଗୁରୁ ଚତୁର୍ଥ, ସପ୍ତମ, ଦଶମ ଭାବରେ ଶକ୍ତିଶାଳୀ ହୋଇଥାନ୍ତି । ବୃହସ୍ପତି ବୁଧ ଓ ଶୁକ୍ରଙ୍କ ସହିତ କିମ୍ବା ସେମାନଙ୍କ ରାଶିରେ ଥିଲେ ଖରାପ … ଅଧିକ ପଢନ୍ତୁ

ଏହିଭଳି ୧୦ ପ୍ରକାର କବାଟ ନ ଲଗାଇବା ଉଚିତ୍, ନଚେତ୍ ପରିବାର ଉପରେ ଆସିଥାଏ ସଙ୍କଟ-Vastu Tips

ଘରର କବାଟ ବହୁତ ମହତ୍ଵପୂର୍ଣ୍ଣ ଅଟେ । ଅନେକ ଲୋକମାନେ ଘର କିଣିବା ସମୟରେ ବା ନୂଆ ଘର ତିଆରି କରିବା ସମୟରେ କେଉଁଭଳି କବାଟ ଲଗାଯାଉଛି ତାହା ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ତେଣୁ ପରିବାରରେ ସବୁବେଳେ କିଛି କଥାକୁ ନେଇ ଅସନ୍ତୋଷ ଦେଖାଦିଏ । ଯେପରିକି ଆର୍ଥିକ ଅଭାବର ଚିନ୍ତା, ସବୁ କାର୍ଯ୍ୟରେ ବାଧା ଓ ଯେ କୌଣସି ସଦସ୍ୟ ରୋଗରେ ପୀଡିତ ରହିବା ଆଦି … ଅଧିକ ପଢନ୍ତୁ

ଦେବତା ଓ ସବୁ ଗ୍ରହ ନକ୍ଷତ୍ର ମାନଙ୍କ ଅନୁସାରେ ବାନ୍ଧନ୍ତୁ ରକ୍ଷାସୂତା, ତା ପରେ ଦେଖନ୍ତୁ ଚମତ୍କାର

ଆସନ୍ତୁ ଜାଣିବା କେଉଁ ରଙ୍ଗର ରକ୍ଷାସୂତା ବାନ୍ଧିବେ- ହିନ୍ଦୁ ଧର୍ମରେ ଲୋକମାନେ ହାତରେ ରକ୍ଷାସୂତା ବା ମୋଳିସୂତା ବାନ୍ଧିଥାନ୍ତି । ଏହି ସୂତା ଜାତକର ରାଶି, ଗ୍ରହ, ନକ୍ଷତ୍ର ଓ ଇଷ୍ଟ ଦେବତାଙ୍କ ରଙ୍ଗ ଅନୁସାରେ ବନ୍ଧାଯାଏ । ରକ୍ଷାସୂତା ବାନ୍ଧିଲେ ବ୍ୟକ୍ତିର କଷ୍ଟ ଓ ପୀଡା ଦୂର କରିବା ସହିତ ସବୁ ସଙ୍କଟରୁ ମଧ୍ୟ ରକ୍ଷା କରିଥାଏ । ଯେପରିକି ଛୋଟ ପିଲାମାନଙ୍କର ହାତରେ ବା ବେକରେ କଳା … ଅଧିକ ପଢନ୍ତୁ

ସ୍ଵସ୍ତିକ ଚିହ୍ନର ଏହି ୫ ଟି ଚମତ୍କାରିତା ପ୍ରୟୋଗ ବିଷୟରେ ଜାଣି ବିଶ୍ଵାସ ହେବନି- Astrology Tips

ରୁଗ୍ ବେଦ ସ୍ଵସ୍ତିକର ଦେବତା ସ୍ଵସ୍ତିକାଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି । ସ୍ଵସ୍ତିକ ଆର୍ଯ୍ୟମାନେ ଉଦ୍ଭାବିତ କରିଥିଲେ ଓ ଏହା ସମଗ୍ର ବିଶ୍ଵରେ ବ୍ୟାପିଗଲା । ହିନ୍ଦୁ ଧର୍ମରେ ଏହା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରା ଯାଇଛି । ସ୍ଵସ୍ତିକ ଶବ୍ଦ ଉଭୟ “ସୁ” ଓ “ଆସ୍ତିକା” ଦ୍ୱାରା ଗଠିତ । “ସୁ” ଅର୍ଥ ଶୁଭ ଓ “ଆସ୍ତିକା” ଅର୍ଥ ମଧ୍ୟ ଶୁଭହେବା, ଯେପରି କଲ୍ୟାଣ ହେଉ ପରି … ଅଧିକ ପଢନ୍ତୁ

ରାହୁଗ୍ରହଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ଏହି ୧୦ଟି ଉପାୟ- Jyotisha Shastra

ବାସ୍ତୁ ପୁରୁଷ ବା ରାହୁ ମହାଗ୍ରହଙ୍କୁ ଖୁସି କରିବା ଅତ୍ୟନ୍ତ ସହଜ, କିନ୍ତୁ ଯଦି ସେ ରାଗିଯାଇଛନ୍ତି ତେବେ ପାଳନ କରିବା ଅତ୍ୟନ୍ତ କଷ୍ଟକର । ଅଷ୍ଟମୀ ତିଥିରେ କାଳ ବା ରାହୁ ମହାଗ୍ରହଙ୍କୁ ପୂଜା କରିବା ପାଇଁ କିଛି ବିଶେଷ ସରଳ ଉପାୟ ଅଛି । ଯାହାକି ନିଶ୍ଚିତ ଭାବରେ ରାହୁ ମହାଗ୍ରହଙ୍କୁ ପ୍ରସନ୍ନ କରିପାରିବେ । ୧- ରବିବାର, ବୁଧବାର କିମ୍ବା ଗୁରୁବାର ଦିନ ଏକ ରୋଟି … ଅଧିକ ପଢନ୍ତୁ

Vastu Tips:- ଯଦି ଘରେ ମନିପ୍ଳାଣ୍ଟ ଗଛ ଲଗାଇଛନ୍ତି ତେବେ ଏହି ନିୟମକୁ ନିଶ୍ଚୟ ପାଳନ କରନ୍ତୁ, ଚମକି ଉଠିବ ଭାଗ୍ୟ

ଘରକୁ ସୁନ୍ଦର କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଜିନିଷ ଘରେ ରଖନ୍ତି । ବାସ୍ତୁ ଦୋଷ ଦୂର କରିବା ପାଇଁ ଘର ଭିତରେ ଅନେକ ପ୍ରକାର ଗଛ ମଧ୍ୟ ଲଗାଇଥାନ୍ତି । ବାସ୍ତୁ ଶାସ୍ତ୍ରରେ ଏକ ବିଶେଷ ଗଛର ଉଲ୍ଲେଖ ହୋଇଛି, ଯାହା କି ଘରର ସୁନ୍ଦରତାକୁ ବଢାଇଥାଏ । ଏହା ବ୍ୟତୀତ ଘରର ଉନ୍ନତି କରିବାରେ ଗଛର ଭୂମିକା ରହିଛି । ଏହା ହେଉଛି ମନିପ୍ଳାଣ୍ଟ । … ଅଧିକ ପଢନ୍ତୁ

Vastu Tips- ଏହି ଗୋଟିଏ ଜିନିଷ ଆଣି ରଖି ଦିଅନ୍ତୁ ଆଲମୀରାରେ ହେବ ଧନର ବୃଦ୍ଧି, ରହିବ ନାହିଁ ଟଙ୍କାର ଅଭାବ

ଟଙ୍କା ପଇସା ଆଲମୀରାରେ ରଖାଯାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଆଲମୀରାର ସ୍ଥାନ କୁବେର ଦେବତାଙ୍କ ସ୍ଥାନ ଅଟେ । ଆଲମୀରାରେ ଧନର ଦେବୀ ମାତା ଲକ୍ଷ୍ମୀ ଦେବୀଙ୍କ ନିବାସ ସ୍ଥାନ ବୋଲି କୁହାଯାଏ । ସେଥିପାଇଁ ଆଲମୀରାକୁ ଶୁଭ ଦିଗ ଓ ସ୍ଥାନରେ ରଖିବା ଉଚିତ୍ । ମାନ୍ୟତା ଅନୁସାରେ ଆଲମୀରା ସହିତ ଜଡିତ କିଛି ବିଶେଷ ଉପାୟ କରିଲେ ଧନ ବୃଦ୍ଧି ହୋଇଥାଏ । ଯଦି ଆପଣ … ଅଧିକ ପଢନ୍ତୁ

error: Content is protected !!