ବୈବାହିକ ଜୀବନରେ ଏହି ରାଶିର ଝିଅମାନେ ହୋଇଥାନ୍ତି ବହୁତ ଖାସ

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ ପୁଅ ଝିଅଙ୍କର ଜାତକ ମେଳକ କରାଯାଇଥାଏ । ଯେବେ ବିବାହ ଯୋଗ ଆସିଥାଏ ସେବେ ବିବାହ ସ୍ଥିର କରାଯାଇ ଦିନ ତାରିଖ ଠିକ୍ କରାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜାତକ ରାଶିମାନଙ୍କର ଦାମ୍ପତ୍ୟ ଜୀବନରେ ବହୁତ ଗୁରୁତ୍ଵ ରହିଛି । ଯଦି ସଠିକ ନକ୍ଷତ୍ର ବା ରାଶିର ଝିଅକୁ ପୁଅ ମିଳିଥାଏ ତେବେ ତାଙ୍କ ଜୀବନ ଆନନ୍ଦରେ ପରିପୂର୍ଣ୍ଣ ହୋଇଯାଏ । ଭବିଷ୍ୟତରେ … ଅଧିକ ପଢନ୍ତୁ

ଏହି 4ଟି ରାଶିର ବ୍ୟକ୍ତି ହୋଇଥାନ୍ତି ଆଦର୍ଶ ପିତା, ଛୁଆଙ୍କ ପାଇଁ ବନନ୍ତି ଉଦାହରଣ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ରଙ୍କୁ ମାତା ଓ ସୂର୍ଯ୍ୟଙ୍କୁ ବାପାଙ୍କ କାରକ ଭାବରେ ବିଚାର କରାଯାଏ । ଜାତକ କୁଣ୍ଡଳୀର ଦଶମ ଭାବକୁ ଜାତକର ପିତା ବା ବାପାଙ୍କର ବିଚାର କରାଯାଏ । ସବୁ ବ୍ୟକ୍ତିର ଜୀବନରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ପିଲାଦିନରେ ବାପା ପିଲାମାନଙ୍କ ପାଇଁ ହିରୋ ହୋଇଥାନ୍ତି । ଜ୍ୟୋତିଷ ବିଜ୍ଞାନ ଅନୁସାରେ କିଛି ବିଶେଷ ରାଶିର ଜାତକ ଭଲ ବାପା ହୋଇଥାନ୍ତି … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ଜୁଲାଇ 19 ତାରିଖ ରୁ ଜୁଲାଇ 25 ତାରିଖ, ଏହି ସପ୍ତାହଟି ଏହି 2 ରାଶି ବ୍ୟକ୍ତିଙ୍କୁ ମିଳିବ ବଡ ଖୁସି ଖବର

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଭ୍ରମଣ, ପ୍ରଶାସନ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ । ବ୍ୟବସାୟ ଦିଗରୁ ପ୍ରାୟତଃ ଅନୁକୂଳ ରହିବା ଫଳରେ ଆଶାତୀତ ଲାଭ ପାଇବାର ରାସ୍ତା ପରିସ୍କାର ହୋଇଯିବ । ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଆଧ୍ୟାତ୍ମିକ ଭାବଧାରାରେ ଉଦ୍ବୁଦ୍ଧ … ଅଧିକ ପଢନ୍ତୁ

ସୂର୍ଯ୍ୟ ଗ୍ରହଙ୍କ ଗୋଚର:- ସୂର୍ଯ୍ୟ କର୍କଟ ରାଶିରେ ଗୋଚର ହେବା ଫଳରେ 3ହି 5ଟି ରାଶି ଜୀବନରେ ହେବ ବଡ ପରିବର୍ତ୍ତନ

କର୍କଟ ସଂକ୍ରାନ୍ତି ୨୦୨୧ ମସିହା ଜୁଲାଇ ମାସ ୧୬ ତାରିଖରେ ହୋଇଛି । ସୂର୍ଯ୍ୟ ବା ରବି ଗ୍ରହ କର୍କଟ ରାଶିରେ ପ୍ରବେଶକୁ କର୍କଟ ସଂକ୍ରାନ୍ତି କୁହାଯାଏ । ଧାର୍ମିକ ଓ ଜ୍ୟୋତିଷଙ୍କ ମତରେ ଏହି ସଂକ୍ରାନ୍ତିକୁ ବହୁତ ସ୍ଵତନ୍ତ୍ର ବୋଲି ବିବେଚନା କରାଯାଏ । ଏହି ଦିନ ସୂର୍ଯ୍ୟ ବା ରବି ମିଥୁନ ରାଶିରୁ କର୍କଟ ରାଶିରେ ପ୍ରବେଶ କରିବେ । ସୂର୍ଯ୍ୟ ବା ରବି ଗ୍ରହ କର୍କଟ … ଅଧିକ ପଢନ୍ତୁ

ଶନି ସାଢେଷାତି: ଜାଣନ୍ତୁ କେବେ ଓ କେମିତି ଆରମ୍ଭ ହୋଇଥାଏ ଶନି ସାଢେଷାତି ଏହି ରାଶିଙ୍କ ଉପରେ ପଡେ ପପ୍ରଭାବ

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୯ଟି ଗ୍ରହଙ୍କର ବିଶେଷ ମହତ୍ଵ ରହିଛି । ଏହି ଗ୍ରହମାନଙ୍କ ମଧ୍ୟରୁ ଶନି ଗ୍ରହଙ୍କର ଅଧିକ ମହତ୍ଵ ରହିଛି । ଜ୍ୟୋତିଷ ଶାସ୍ତ୍ରରେ ଶନି ଗ୍ରହଙ୍କୁ କୃର ଗ୍ରହ ଭାବରେ ବିବେଚନା କରାଯାଇଛି । କିନ୍ତୁ ଶନି ଗ୍ରହ ବ୍ୟକ୍ତିର କାର୍ଯ୍ୟ ଉପରେ ନିର୍ଭର କରି ଶୁଭ ବା ଅଶୁଭ ଫଳାଫଳ ଦେଇଥାନ୍ତି । ଯଦି ଜାତକ କୁଣ୍ଡଳୀରେ ଶନି ଗ୍ରହ ଶକ୍ତିଶାଳୀ ହୋଇଥିବେ ତେବେ … ଅଧିକ ପଢନ୍ତୁ

ଶନି–ମିଥୁନ ଓ ତୁଳା ରାଶିର ବ୍ୟକ୍ତିମାନଙ୍କୁ ଶନିଙ୍କ ସାଢେଷାତିରୁ ମିଳିବ ମୁକ୍ତି, ବଦଳିଯିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଶନି ଗ୍ରହଙ୍କୁ ମାରକ ଗ୍ରହ ବୋଲି କୁହାଯାଏ । ସେ ଜାତକ ବ୍ୟକ୍ତିର କର୍ମର ଆଧାରରେ ଫଳ ପ୍ରଦାନ କରନ୍ତି । ଅର୍ଥ ଯିଏ ଭଲ କର୍ମ କରିବ ତାଙ୍କୁ ଶୁଭ ଫଳ ଓ ଯିଏ ମନ୍ଦ କର୍ମ କରିବ ତାଙ୍କୁ ଅଶୁଭ ଫଳ ପ୍ରଦାନ କରନ୍ତି । ସେଥିପାଇଁ ଶନିଦେବଙ୍କୁ ନ୍ୟାୟର ଦେବତା ଓ ଦଣ୍ଡାଧିକାରୀ କୁହାଯାଏ । ଶନି ଗ୍ରହ ଅନ୍ୟ ଗ୍ରହମାନଙ୍କ ଅପେକ୍ଷା … ଅଧିକ ପଢନ୍ତୁ

ମିଥୁନ ରାଶିରୁ କର୍କଟ ରାଶିକୁ ରବି ସଂକ୍ରମଣ କରିବା ଫଳରେ କଣ ପଡିବ 12 ଟି ରାଶି ଉପରେ ପ୍ରଭାବ ଦେଖନ୍ତୁ

ତା ୧୬ / ୭ / ୨୦୨୧ ମସିହା ଶୁକ୍ରବାର ଦିନ ମିଥୁନ ରାଶିରୁ କ-ର୍କ-ଟ-ରାଶିକୁ ରବି ସଂ-କ୍ର-ମ-ଣ କରିବା ଫଳରେ କଣ ରହିବ ବାରଟି ରାଶିର ଶୁଭାଶୁଭ, କେମିତି କଟିବ ଏଇ ମାସଟି କଣ କରିବେ ଅଶୁଭ ରବିଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା । ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ରବି ମ-ହା-ଗ୍ର-ହଙ୍କୁ ସବୁ ଗ୍ରହଙ୍କ ଠାରୁ ଶ୍ରେଷ୍ଠଗ୍ରହ ବୋଲି କୁହାଯାଏ । ଜନ୍ମ କୁ-ଣ୍ଡ-ଳୀ-ରେ ଅନ୍ୟ ଗ୍ରହ … ଅଧିକ ପଢନ୍ତୁ

ଯଦି ଆପଣଙ୍କ ଭିତରେ ବି ଅଛି ଏହି ଗୁଣ, ସାରା ଦୁନିଆ ଚୁମିବ ଆପଣଙ୍କ ପାଦ- Chanakya Niti

ଆଚାର୍ଯ୍ୟ ଚାଣକ୍ୟ ଜଣେ ଶ୍ରେଷ୍ଠ ବିଦ୍ଵାନ, ବୁଦ୍ଧିମାନ ଓ ଯୋଗ୍ୟ ଶିକ୍ଷକ ଥିଲେ । ସେ ରାଜନୀତି, କୂଟନୀତିରେ କୌଶଳ ପ୍ରୟୋଗ କରିବା ସହିତ ମହାନ ଅର୍ଥଶାସ୍ତ୍ରଜ୍ଞ ମଧ୍ୟ ଥିଲେ । ସେ ବିଭିନ୍ନ ବିଷୟରେ ଜ୍ଞାନ ଆହରଣ କରିଥିବା ହେତୁ କୌଟିଲ୍ୟ ଓ ବିଷ୍ଣୁ ଗୁପ୍ତ ନାମରେ ପରିଚିତ ଥିଲେ । ଚାଣକ୍ୟ ନିଜର ଅଧ୍ୟୟନ, ଜ୍ଞାନ ଓ ଜୀବନରୁ ପ୍ରାପ୍ତ ଅନୁଭବକୁ ଗ୍ରନ୍ଥରେ ଲେଖିଛନ୍ତି । ସେ … ଅଧିକ ପଢନ୍ତୁ

error: Content is protected !!