Monthly Horoscope- କେମିତି କଟିବ 2021 ମସିହା August ମାସଟି କୁମ୍ଭ ଓ ମୀନ ରାଶି ବ୍ୟକ୍ତିଙ୍କର

କୁମ୍ଭରାଶି- ଅଗଷ୍ଟ ମାସରେ କୁମ୍ଭରାଶି ଜାତ ମହିଳା ଓ ପୁରୁଷ ମାନେ ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ । ନୂତନ ଚାକିରୀ ପାଇଁ ପ୍ରୟାସ ରତ ଯୁବକଯୁବତୀ ମାନେ ଉତ୍ସାହ ବର୍ଦ୍ଧକ ସମାଚାର ପାଇବେ । ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷାରେ ଓ ସାକ୍ଷାତକାରରେ ଉତ୍ତିର୍ଣ୍ଣ ହେବେ । ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ । ସ୍ୱାସ୍ଥ୍ୟଗତ … ଅଧିକ ପଢନ୍ତୁ

Monthly Horoscope- କେମିତି କଟିବ 2021 ମସିହା August ମାସଟି ଧନୁ ଓ ମକର ରାଶି ବ୍ୟକ୍ତିଙ୍କର

ଧନୁରାଶି-୨୦୨୧ମସିହା ଅଗଷ୍ଟ ମାସରେ ଧନୁରାଶି ଜାତ ମହିଳା ଓ ପୁରୁଷ ମାନଙ୍କର ଶାରିରୀକ ଅସୁସ୍ଥତା ଦୂରହେବ । ମାନସିକ ସୁସ୍ଥତା ଅନୁଭବ କରିବେ । ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ବ୍ୟବସାୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ଫଳରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । … ଅଧିକ ପଢନ୍ତୁ

Monthly Horoscope- କେମିତି କଟିବ 2021 ମସିହା August ମାସଟି ତୁଳା ଓ ବିଛା ରାଶିର

ତୁଳାରାଶି- ଅଗଷ୍ଟ ମାସରେ ତୁଳାରାଶି ଜାତ ମହିଳା ଓ ପୁରୁଷ ମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହ ମାନସିକ ସ୍ଥିରତା ଦେଖାଦେବ । କର୍ମକ୍ଷେତ୍ରରେ ପଦୋନ୍ନତି ହେବାର ସୂଚନା ପାଇବେ । ଅଧା ଅଧୁରାଥିବା କାର୍ଯ୍ୟ ପୂରଣ ହୋଇ ଯିବ । ନିଜର ଚତୁରତା ଓ ବିବେକ ହେତୁ ସମସ୍ତ ବିପରୀତ ପରିସ୍ଥିତିର ସାମ୍ନା କରି ପାରିବେ । ଗୃହସମସ୍ୟାକୁ ସମାଧାନ କରି ଧନ ସମ୍ପତିକୁ ଆୟତ୍ତ କରି ପାରିବେ … ଅଧିକ ପଢନ୍ତୁ

Monthly Horoscope- କେମିତି କଟିବ 2021 ମସିହା August ମାସଟି ସିଂହ ଓ କନ୍ୟା ରାଶିର

ସିଂହରାଶି- ଅଗଷ୍ଟ ମାସରେ ସିଂହରାଶି ଜାତ ମହିଳା ଓ ପୁରୁଷ ମାନେ ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ । ଘରୋଇ ସଂସ୍ଥାର କର୍ମକ୍ଷେତ୍ରରେ ସହଯୋଗୀମାନେ ପୂର୍ଣ୍ଣ ସହଯୋଗ କରିବା ଫଳରେ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧିହେବ । ବ୍ୟବସାୟ ବଢ଼ାଇବାରେ ସମର୍ଥ ହେବେ ଓ ବ୍ୟବସାୟୀ ମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ । ବ୍ୟବସାୟରେ ଉତ୍ତମ ରୋଜଗାର ହେବା ସହ … ଅଧିକ ପଢନ୍ତୁ

Palmistry:-ହାତର ଏହି ରେଖା ଜୀବନରେ ଆଣିଥାଏ ସଫଳତା, ଆପଣଙ୍କ ହାତରେ ତ ନାହିଁ ଏହି ଯୋଗ… ଏବେ ହିଁ ଦେଖନ୍ତୁ

ହସ୍ତରେଖା ଶାସ୍ତ୍ର ମଧ୍ୟ ଜ୍ୟୋତିଷ ବିଦ୍ୟା ସହିତ ଜଡିତ । ବ୍ୟକ୍ତିର ହାତର ରେଖାକୁ ଦେଖି ବ୍ୟବିଷ୍ୟତ ବିଷୟରେ ଜାଣିହୁଏ । ମାନ୍ୟତା ଅଛି କି ହସ୍ତରେଖା ଶାସ୍ତ୍ରରେ ମଧ୍ୟ ବ୍ୟକ୍ତିର ହାତର ରେଖା ଦ୍ଵାରା ଭବିଷ୍ୟତ ବିଷୟରେ ବହୁତ କିଛି ବିଷୟରେ ବିଚାର କରାଯାଏ । ହାତରେ ଥିବା ଭୂସମାନ୍ତର ରେଖା ସାହାଯ୍ୟରେ ବ୍ୟକ୍ତିର ଭବିଷ୍ୟତରେ କଣ ଘଟିବ ? ଏହି ବିଷୟରେ ଜାଣି ହୁଏ । ହସ୍ତରେଖା … ଅଧିକ ପଢନ୍ତୁ

Monthly Horoscope- କେମିତି କଟିବ 2021 ମସିହା August ମାସଟି ମିଥୁନ ଓ କର୍କଟ ରାଶିର

ମିଥୁନରାଶି- ଅଗଷ୍ଟ ମାସରେ ମିଥୁନରାଶି ଜାତ ମହିଳା ଓ ପୁରୁଷ ମାନଙ୍କର ବ୍ୟୟ ତୁଳନାରେ ଆୟ ଅଧିକ ହେବ ଓ ଆର୍ଥିକ ଅନାଟନ ଦୂରେଇ ଯିବ । କର୍ମସଂଧାନୀ ମାନେ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ସରକାରୀ କର୍ମଚାରୀ ମାନଙ୍କର କର୍ମକ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ହେବା ସହ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ … ଅଧିକ ପଢନ୍ତୁ

Monthly Horoscope- କେମିତି କଟିବ 2021 ମସିହା August ମାସଟି ମେଷ ଓ ବୃଷ ରାଶିର

ମେଷରାଶି- ଅଗଷ୍ଟ ମାସରେ ମେଷରାଶି ଜାତ ମହିଳା ଓ ପୁରୁଷ ମାନଙ୍କର ପୁରୁଣା ରୋଗର ପ୍ରକୋପ ହ୍ରାସ ପାଇ ଶରୀର ସୁସ୍ଥ ରହିବ । କର୍ମକ୍ଷେତ୍ରରେ ସହଯୋଗୀ ମାନେ ସହଯୋଗ କରିବା ଫଳରେ ମାନସିକ ଦୁଃଶ୍ଚିନ୍ତା ଦୂର ହେବ । ପାରିବାରିକ କ୍ଷେତ୍ରରେ ପରସ୍ପର ପ୍ରତି ବିଶ୍ଵାସ ଭରସା ନିଷ୍ଠା ବୃଦ୍ଧି ପାଇବ । ଶିକ୍ଷାର୍ଥୀମାନେ ଅଧ୍ୟବସାୟର ଉତ୍ତମ ଫଳ ଆସ୍ଵାଦନ କରି ପାରିବେ । ବ୍ୟବସାୟୀମାନେ କାରବାର ଦିଗରୁ … ଅଧିକ ପଢନ୍ତୁ

ଚରଣାମୃତ ଓ ପଞ୍ଚାମୃତ ମଧ୍ୟରେ କଣ ପାର୍ଥକ୍ୟ ଅଛି ? ଜାଣନ୍ତୁ

ମନ୍ଦିର ହେଉ ବା ଘରେ ଯେ କୌଣସି ପୂଜା କରାଯାଏ ସେଥିରେ ଚରଣାମୃତ ବା ପଞ୍ଚାମୃତ ଦିଆଯାଏ । କିନ୍ତୁ ଅନେକ ଲୋକମାନେ ଏହାର ମହିମା ଓ ତାର ପ୍ରସ୍ତୁତ ପ୍ରକ୍ରିୟା ଜାଣି ନାହାଁନ୍ତି । ଆସନ୍ତୁ ଜାଣିବା ଏହି ଚରଣାମୃତ ବା ପଞ୍ଚାମୃତ ବିଷୟରେ । ଚରଣାମୃତ କଣ ? ଚରଣାମୃତର ଅର୍ଥ ଭଗବାନଙ୍କ ପାଦର ଅମୃତ ଓ ପଞ୍ଚାମୃତର ଅର୍ଥ ପାଞ୍ଚଟି ପବିତ୍ର ଦ୍ରବ୍ୟରେ ପ୍ରସ୍ତୁତ । … ଅଧିକ ପଢନ୍ତୁ

error: Content is protected !!