ଶବଯାତ୍ରା ସମୟରେ ଏକ ମାଟି ହାଣ୍ଡିରେ ପାଣି ଭର୍ତ୍ତି କରି ନିଆଯାଏ କାହିଁକି ? Garuda Purana

ଜୀବନରେ ଜନ୍ମ ଠାରୁ ମୃ-ତ୍ୟୁ ପର୍ଯ୍ୟନ୍ତ ଷୋହଳଟି ସଂସ୍କାର ବିଷୟରେ କୁହାଯାଏ । ସେଥିରୁ ଶେଷ ସଂସ୍କାର ହେଲା ଅନ୍ତିମ ସଂସ୍କାର । ଏହି ଅନ୍ତିମ ସଂସ୍କାରକୁ ବିଶେଷ ମହତ୍ଵ ଦିଆଯାଏ । ଏହି ଅନ୍ତିମ ସଂସ୍କାରରେ ଅନେକ ବିଧି ରହିଛି । ଏହି ବିଧି ସନାତନ ଧର୍ମରେ ମଧ୍ୟ ଅଛି । ପ୍ରତ୍ୟେକ ବ୍ୟକ୍ତିର ଅନ୍ତିମ ସଂସ୍କାର କରିବା ବେଳେ ଏହି ବିଧିକୁ ପାଳନ କରିବା ଅନିବାର୍ଯ୍ୟ ଅଟେ … ଅଧିକ ପଢନ୍ତୁ

ଅଗଷ୍ଟ 09 ତାରିଖ ରୁ ଅଗଷ୍ଟ 15 ତାରିଖ ସାପ୍ତାହିକ ରାଶିଫଳ, କେମିତି କଟିବ ଏହି ସପ୍ତାହ ଜାଣିବା ପାଇଁ ଦେଖନ୍ତୁ

ମେଷ:- ଏସପ୍ତାହରେ ମହିଳା ଓ ପୁରୁଷ ମାନେ ନୂଆ ଯୋଜନାରେ ସଫଳହେବେ । ଉଚିତ୍ ପରାମର୍ଶ ପାଇ ହରେଇ ଥିବା ଦ୍ରବ୍ୟ ଫେରି ପାଇବେ । କେତେକ ଦୀର୍ଘ ଯୋଜନା ସଫଳ କାରଣରୁ ମନ ଭଲ ରହିବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବା ଫଳରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ । ବ୍ୟବସାୟରେ ସଫଳତା ଅର୍ଜନ କରିବା ସହ ଦୂରଯାତ୍ରାର ସୁଯୋଗ ପାଇବେ । ଶାରିରୀକ ଅସୁସ୍ଥତା ଦୂରହେବା … ଅଧିକ ପଢନ୍ତୁ

Hastrekha Shastra:- ହାତରେ ଥିବା ଏହି ଚିହ୍ନ କହିଥାଏ ଭବିଷ୍ୟତରେ କିଭଳି ହେବ ଆପଣଙ୍କ ଘର

ସବୁ ଲୋକମାନଙ୍କର ତିନୋଟି ଜିନିଷ ଆବଶ୍ୟକ ହୋଇଥାଏ । ତାହା ଖାଦ୍ୟ, ବସ୍ତ୍ର ଓ ଘର । ଏଥିରୁ ମନୁଷ୍ୟ ଖାଦ୍ୟ ଓ ବସ୍ତ୍ରକୁ ଅତି ସହଜରେ ପୂରଣ କରିଦିଏ, କିନ୍ତୁ ବର୍ତ୍ତମାନ ସମୟରେ ନିଜର ଘର ଗୋଟିଏ କରିବା ବହୁତ କଷ୍ଟ ଅଟେ । ସମସ୍ତେ ଇଛା କରନ୍ତି ଯେ ନିଜର ଏକ ଘର ଥାଉ, ଯାହା କି ସେ ନିଜ ପରିବାର ସହିତ ଆନନ୍ଦରେ ଜୀବନ ବିତାଇବ … ଅଧିକ ପଢନ୍ତୁ

Mars Transit: ମଙ୍ଗଳ ଚଳିଲେ ପୂର୍ବାଫାଲ୍ଗୁନୀ ନକ୍ଷତ୍ର ସିଂହ ରାଶିକୁ, ଏହି 3ଟି ରଶିଙ୍କ ପାଇଁ ବନୁଛି ଭୟଙ୍କର ରାଜଯୋଗ

ଉଦ୍ୟମ, ସାହସୀ, ପରାକ୍ରମୀ ଓ ଭୂମି ପୁତ୍ର ମଙ୍ଗଳ ଗ୍ରହ ନୀଚ କର୍କଟ ରୁ ପରିବର୍ତ୍ତନ କରି ୨୦୨୧ମସିହା ଜୁଲାଇ ୨୦ତାରିଖରେ ମଘା ନକ୍ଷତ୍ର ସିଂହ ରାଶିରେ ପ୍ରବେଶ କରିଛନ୍ତି । ଅଗଷ୍ଟ ୧୦ ତାରିଖ ମଙ୍ଗଳବାର ପୂର୍ବା ଫାଲଗୁନି ସିଂହ ରେ ପ୍ରବେଶ କରିବେ । ସିଂହରାଶିରେ ସେପ୍ଟମ୍ବର ୫ତାରିଖ ପର୍ଯ୍ୟନ୍ତ ରହିବେ । ଏହାପରେ କନ୍ୟାରାଶିରେ ପ୍ରବେଶ କରିବେ । ସିଂହରାଶିରେ ଗୋଚର କରିବା ବେଳେ ମଙ୍ଗଳ … ଅଧିକ ପଢନ୍ତୁ

Astro Tips:- କଠିନ ପରିଶ୍ରମ କରିବା ପରେ ମଧ୍ୟ ଭଲ ଫଳ ମିଳୁ ନାହିଁ, ତେବେ ଏହି ପ୍ରତିକାର କରନ୍ତୁ ଖୋଲିଯିବ ଆପଣଙ୍କ ଭାଗ୍ୟ

ଅନେକ ସମୟରେ ଦେଖାଯାଏ ଯେ କେତେକ ଲୋକମାନେ ବହୁତ ପରିଶ୍ରମ କରିଥାନ୍ତି । ଏହାପରେ ମଧ୍ୟ ସେମାନେ ସଫଳତା ପାଆନ୍ତି ନାହିଁ । ଏହି ସମୟରେ କରିଥିବା କାର୍ଯ୍ୟ ମଧ୍ୟ ଖରାପ ହୋଇଯାଏ । ଜୀବନରେ ଅନେକ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିଥାଏ । ଯେ କୌଣସି କାର୍ଯ୍ୟରେ ଭାଗ୍ୟ ମଧ୍ୟ ସପକ୍ଷ ଦିଏ ନାହିଁ । ବ୍ୟବସାୟ କ୍ଷେତ୍ରରେ ଅଧିକ ପରିଶ୍ରମ କରିବା ପରେ ମଧ୍ୟ ସେହିପରି ପରିଣାମ … ଅଧିକ ପଢନ୍ତୁ

ଭଗବାନ ଶିବ କାହାକୁ ପ୍ରଥମେ ନିଜର ଜ୍ଞାନ ପ୍ରଦାନ କରିଥିଲେ ?

କୁହାଯାଏ କି ଭଗବାନ ଶିବ ସର୍ବ ପ୍ରଥମେ ଜ୍ଞାନର ଭାବନାକୁ ବୁଝିପାରିଥିଲେ ବା ତାଙ୍କୁ ପ୍ରଥମେ ଆତ୍ମଜ୍ଞାନ ମିଳିଥିଲା । ସେଥିପାଇଁ ତାଙ୍କୁ ଆଦିଗୁରୁ, ଆଦିଦେବ ଓ ଆଦି ପୁରୁଷ କୁହାଯାଏ । ଏହି ଜ୍ଞାନ ପାଇବା ପରେ ସେ ଅନେକ ଦିନ ପର୍ଯ୍ୟନ୍ତ ଆନନ୍ଦରେ ରହିଲେ ଓ ଏହି ଜ୍ଞାନ ଅନ୍ୟକୁ ପ୍ରଦାନ କରିଲେ । ଆସନ୍ତୁ ଜାଣିବା ପ୍ରଥମେ କାହାକୁ ଜ୍ଞାନ ଦେଇଥିଲେ । ଭଗବାନ ଶିବ … ଅଧିକ ପଢନ୍ତୁ

Vastu Tips:- ଯଦି ନୂଆ ଘର ତିଆରି କରୁଛନ୍ତି ତେବେ ଏହି ବିଶେଷ କଥା ପ୍ରତି ଦିଅନ୍ତୁ ଧ୍ୟାନ, ହେବେ ଧନବାନ

ବାସ୍ତୁ ଶାସ୍ତ୍ରରେ ଅନେକ ପ୍ରକାର ଉପାୟ ଲେଖାଯାଇଛି । ଯଦି ସେହି ଉପାୟକୁ ଧ୍ୟାନରେ ରଖି ନୂଆ ଘର ତିଆରି କରିବେ ତେବେ ଘରର ସଦସ୍ୟଙ୍କ ଉପରେ ସର୍ବଦା ମାତା ଲକ୍ଷ୍ମୀ ଦେବୀଙ୍କ କୃପା ମିଳିବ । ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ରର ବିଶେଷ କଥା ଯାହାକି ଘର ତିଆରି କରିବା ବେଳେ ଧ୍ୟାନ ରଖିବା ଉଚିତ୍ । ବାସ୍ତୁ ଶାସ୍ତ୍ରରେ ଦିଗ ପ୍ରତି ବିଶେଷ ମହତ୍ଵ ଦିଆଯାଇଛି । … ଅଧିକ ପଢନ୍ତୁ

ଶ୍ରାବଣ ମାସରେ ବିବାହିତ ମହିଳାମାନେ କାହିଁକି ଧୁଅନ୍ତି ନାହିଁ ବାଳ, ଲାଗିଥାଏ ପାପ… ନିଶ୍ଚୟ ଜାଣନ୍ତୁ

ଶ୍ରାବଣ ମାସ ପବିତ୍ର ମାସ ଅଟେ । ଶ୍ରାବଣ ମାସରେ ବିବାହିତା ମହିଳାମାନେ ଏହି ଦିନ ବାରରେ କେଶ ଧୁଅନ୍ତୁ ନାହିଁ । ଏହି ଦିନ ବାରରେ କେଶ ଧୋଇଲେ ପରିବାର ସମସ୍ୟା ଦେଖାଦିଏ, ଆର୍ଥିକ ଅଭାବ ଲାଗିରୁହେ, ପିଲାମାନଙ୍କର କ୍ଷତି ହୋଇଥାଏ ଓ ସ୍ଵାମୀଙ୍କର ମଧ୍ୟ କ୍ଷତି ହୋଇଥାଏ । ହିନ୍ଦୁ ଧର୍ମ ଶାସ୍ତ୍ରରେ ଅନେକ ପରମ୍ପରାକୁ ବିଶେଷ ମହତ୍ଵ ଦିଆଯାଏ । ଷୋଡଶ ସଂସ୍କାର ମଧ୍ୟରେ ଚୂଡା … ଅଧିକ ପଢନ୍ତୁ

error: Content is protected !!