Palmistry:-ହାତର ଏହି ରେଖା ଜୀବନରେ ଆଣିଥାଏ ସଫଳତା, ଆପଣଙ୍କ ହାତରେ ତ ନାହିଁ ଏହି ଯୋଗ… ଏବେ ହିଁ ଦେଖନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ହସ୍ତରେଖା ଶାସ୍ତ୍ର ମଧ୍ୟ ଜ୍ୟୋତିଷ ବିଦ୍ୟା ସହିତ ଜଡିତ । ବ୍ୟକ୍ତିର ହାତର ରେଖାକୁ ଦେଖି ବ୍ୟବିଷ୍ୟତ ବିଷୟରେ ଜାଣିହୁଏ । ମାନ୍ୟତା ଅଛି କି ହସ୍ତରେଖା ଶାସ୍ତ୍ରରେ ମଧ୍ୟ ବ୍ୟକ୍ତିର ହାତର ରେଖା ଦ୍ଵାରା ଭବିଷ୍ୟତ ବିଷୟରେ ବହୁତ କିଛି ବିଷୟରେ ବିଚାର କରାଯାଏ । ହାତରେ ଥିବା ଭୂସମାନ୍ତର ରେଖା ସାହାଯ୍ୟରେ ବ୍ୟକ୍ତିର ଭବିଷ୍ୟତରେ କଣ ଘଟିବ ? ଏହି ବିଷୟରେ ଜାଣି ହୁଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ହସ୍ତରେଖା ଶାସ୍ତ୍ରରେ ଝିଅମାନଙ୍କର ହାତରେ ସେହି ରେଖା ବିଷୟରେ ଆସନ୍ତୁ ଜାଣିବା । ଯାହା ସେହି ରେଖା ଦ୍ଵାରା ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଜୀବନରେ ବହୁତ ଉନ୍ନତି ମଧ୍ୟ କରନ୍ତି । ଆର୍ଥିକ ଅଭାବର ସାମ୍ନା କରିବାକୁ ପଡେ ନାହିଁ । ମାତା ଲକ୍ଷ୍ମୀ ଦେବୀଙ୍କ କୃପା ସର୍ବଦା ପ୍ରାପ୍ତି ହୋଇଥାଏ । ସମାଜରେ ମାନ ସମ୍ମାନ ଓ ପ୍ରତିଷ୍ଠା ମିଳିଥାଏ । ସମାଜରେ ଖ୍ୟାତି ପ୍ରାପ୍ତ ହୋଇଥାଏ ।

ଆସନ୍ତୁ ଜାଣିବା ସେହି ଚିହ୍ନ ଗୁଡିକ ବିଷୟରେ । ଜ୍ୟୋତିଷ ବିଦ୍ୟାରେ କୁହାଯାଏ କି ଯେଉଁ ବ୍ୟକ୍ତିର ହାତରେ ଏହି ଚକ୍ର ଚିହ୍ନ ଥାଏ ସେହି ବ୍ୟକ୍ତିମାନେ ଜୀବନରେ ସବୁ କିଛି ହାସିଲ କରିପାରନ୍ତି । ମାନ୍ୟତା ଅଛି କି ଯେଉଁ ଝିଅମାନଙ୍କର ସବୁ ଆଙ୍ଗୁଠିରେ ପ୍ରଥମ ପୋରରେ ଚକ୍ର ଚିହ୍ନ ରହିଥାଏ ସେହି ଝିଅମାନଙ୍କୁ ଜୀବନରେ ବହୁତ ପ୍ରସିଦ୍ଧି ମିଳିଥାଏ । ସବୁ ମନୋକାମନା ପୂରଣ ହୋଇଥାଏ । ଏମାନେ ବହୁତ ବୁଦ୍ଧିମାନୀ ହୋଇଥାନ୍ତି । ସମାଜରେ ବହୁତ ସମ୍ମାନ ମିଳିଥାଏ ।

ହସ୍ତରେଖା ଶାସ୍ତ୍ରରେ ଝିଅମାନଙ୍କ ହାତରେ ମାଛର ଚିହ୍ନ ରହିଲେ ବହୁତ ଶୁଭ ବୋଲି କୁହାଯାଏ । ମାନ୍ୟତା ଅଛି କି ଯେଉଁ ଝିଅମାନଙ୍କ ହାତରେ ମାଛର ଚିହ୍ନ ଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ସେହିପରି ଯେଉଁ ଲୋକମାନେ ସେହି ଝିଅମାନଙ୍କ ସହିତ ସମ୍ବନ୍ଧିତ ଥାଏ, ତାଙ୍କ ଜୀବନରେ ମଧ୍ୟ ସକାରାତ୍ମକ ପ୍ରଭାବ ପଡିଥାଏ । ଭଗବାନ ବିଷ୍ଣୁଙ୍କ ଚିହ୍ନ ହେଉଛି ମାଛ । ଯଦି କୌଣସି ବ୍ୟକ୍ତିର ହାତରେ ମଧ୍ୟ ମାଛର ଚିହ୍ନ ଥାଏ ତେବେ ସେହି ବ୍ୟକ୍ତି ମଧ୍ୟ ଭାଗ୍ୟଶାଳୀ ହୋଇଥାନ୍ତି ।

ମାତା ଲକ୍ଷ୍ମୀ ଦେବୀ ପଦ୍ମଫୁଲ ଉପରେ ଆସନ ଗ୍ରହଣ କରିଥାନ୍ତି । ସେହିପରି ଯେଉଁ ଝିଅମାନଙ୍କ ହାତରେ ପଦ୍ମଫୁଲ ଚିହ୍ନ ଥାଏ । ସେହି ଝିଅମାନେ ବହୁତ ଭାଗ୍ୟଶାଳୀ ବୋଲି କୁହାଯାଏ । ସେମାନଙ୍କୁ କଦାପି ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡେ ନାହିଁ । ମାତା ଲକ୍ଷ୍ମୀ ଦେବୀଙ୍କ କୃପା ସର୍ବଦା ପ୍ରାପ୍ତି ହୋଇଥାଏ । ଯଦି ଜୀବନ ରେଖା, ଭାଗ୍ୟରେଖା, ଶନି ପର୍ବତ, ଗୁରୁ ପର୍ବତ ଓ ଶୁକ୍ର ପର୍ବତ ଉପରେ ପଦ୍ମଫୁଲ ଚିହ୍ନ ରହିଥାଏ, ତେବେ ସେହିମାନେ ଭାଗ୍ୟଶାଳୀ ହେବାର ପ୍ରତୀକ ଅଟେ ।

ଯଦି ଯେଉଁ ଝିଅମାନଙ୍କ ହାତରେ ସ୍ଵାସ୍ତିକ ଚିହ୍ନ ରହିଥାଏ, ତେବେ ସେହିମାନେ ବହୁତ ସଦାଚାରୀ, ସଦଗୁଣୀ ଓ ଧାର୍ମିକ ବ୍ୟକ୍ତିତ୍ଵର ହୋଇଥାନ୍ତି । ସେହି ଝିଅମାନେ ଧର୍ମ କର୍ମ କାର୍ଯ୍ୟରେ ବହୁତ ସଂଲଗ୍ନ ରହିଥାନ୍ତି । ଏହି କ୍ଷେତ୍ରରେ ତାଙ୍କୁ ବହୁତ ମାନ ସମ୍ମାନ ଓ ପ୍ରତିଷ୍ଠା ମିଳିଥାଏ । ଏହି ଝିଅମାନେ ନିଜ ସହିତ ଅନ୍ୟମାନଙ୍କର ଜୀବନରେ ମଧ୍ୟ ସକାରାତ୍ମକ ସଂଚାର କରନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!