ସାପ୍ତାହିକ ରାଶିଫଳ: ୧୦ ରୁ ୧୬ ଡିସେମ୍ବର। ୧୧ ବର୍ଷ ପରେ ଏହି ସପ୍ତାହରେ ସମସ୍ତ ରାଶିର ଜୀବନରେ ଆସିବ ବଡ ପରିବର୍ତ୍ତନ

ସାପ୍ତାହିକ ରାଶିଫଳ: ୧୦  ରୁ ୧୬ ଡିସେମ୍ବର। ୧୧ ବର୍ଷ ପରେ ଏହି ସପ୍ତାହରେ ସମସ୍ତ ରାଶିର ଜୀବନରେ ଆସିବ ବଡ ପରିବର୍ତ୍ତନ ମେଷ:- ଶୁଭ ସମାଚାର ମିଳିବ ଓ ନିଜଲୋକ ସାହାଯ୍ୟ କରିବେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନଦେଇ କାର୍ଯ୍ୟ କରନ୍ତୁ ନତୁବା ଦୂରଯାତ୍ରା କରି ନିଜକୁ ଅସୁସ୍ଥ ମନେକରିବେ। ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଠିକ୍ ଲୋକ ମଧ୍ୟସ୍ଥିରେ ସମାଧାନ ହେବ। ରାଜନୀତିରେ ସହକର୍ମୀମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇ ଲୋକପ୍ରିୟତା ହାସଲ … ଅଧିକ ପଢନ୍ତୁ

ଜାଣନ୍ତୁ କର୍କଟ ରାଶି ପାଇଁ ବର୍ଷ 2019 ରେ କଣ ରହିଛି, କଣ କହୁଛି ଆପଣଙ୍କ ଗ୍ରହ ନକ୍ଷତ୍ର

ବର୍ଷାରମ୍ଭରେ  ରବି, ଶନି ଷଷ୍ଠ ଭାବରେ। ଚନ୍ଦ୍ର, ଶୁକ୍ର ଚତୁର୍ଥ ଭାବରେ। ମଙ୍ଗଳ ନବମ ଭାବରେ। ବୁଧ, ଗୁରୁ ପଞ୍ଚମ ଭାବରେ। ରାହୁ ପ୍ରଥମରୁ ବ୍ୟୟ ଭାବକୁ ଓ କେତୁ  ସପ୍ତମରୁ ଷଷ୍ଠ ଭାବକୁ ଯାଇ ବର୍ଷ ପୂରଣ କରିବେ। ବାର୍ଷିକ ଶୁଭ ଫଳ:- ଏ ବର୍ଷ କୌଶଳପୂର୍ଣ୍ଣ କାର୍ଯ୍ୟଶୈଳୀ ଓ ବିବେକାନୁମୋଦିତ ଚିନ୍ତାଧାରା ସାଙ୍ଗକୁ ଦୃଢ଼ ପଦକ୍ଷେପ ନେଇ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଆନୁଷ୍ଠାନିକ କାମରେ … ଅଧିକ ପଢନ୍ତୁ

ଏହି ୪ଟି କାର୍ଡ ମଧ୍ୟରୁ ଯେ କୌଣସି ଗୋଟିଏ କାର୍ଡ ବାଛନ୍ତୁ ଓ ନିଜର ଭବିଷ୍ୟତ ବିଷୟରେ ଜାଣନ୍ତୁ।

ସମସ୍ତଙ୍କୁ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଉତ୍ସକତା ହୁଏ। ଏହାର ସମାଧାନ ଜ୍ୟୋତିଷଶାସ୍ତ୍ରରୁ ମିଳିଥାଏ। ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ତ୍ଵରିତ ପ୍ରକାରରେ ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଏକ ବିଦ୍ୟା ପ୍ରଚଳିତ ହେଉଛି। ଏହା ଟୈରୋ କାର୍ଡ ରିଡିଂଗ ଅଟେ। ଟୈରୋ କାର୍ଡ ରିଡିଂଗ ବାସ୍ତବରେ ଚିତ୍ର ମାଧ୍ୟମରେ ଭବିଷ୍ୟତ ଜାଣିହୁଏ। ଯେପରି ହାତର ରେଖା ବା ଜନ୍ମ କୁଣ୍ଡଳୀ ଦ୍ଵାରା ଜ୍ୟୋତିଷ ଶାସ୍ତ୍ରରେ ଭବିଷ୍ୟତ ବିଷୟରେ ଜଣାଯାଏ। … ଅଧିକ ପଢନ୍ତୁ

ଜାଣନ୍ତୁ ମିଥୁନ ରାଶି ପାଇଁ ବର୍ଷ 2019 ରେ କଣ ରହିଛି, ଏହି ନୂତନ ବର୍ଷ କଣ ପରିବର୍ତ୍ତନ ଆଣିଛି

ବର୍ଷାରମ୍ଭରେ  ରବି, ଶନି ସପ୍ତମ ଭାବରେ। ଚନ୍ଦ୍ର, ଶୁକ୍ର ପଞ୍ଚମ ଭାବରେ। ମଙ୍ଗଳ ଦଶମ ଭାବରେ। ବୁଧ, ଗୁରୁ ଷଷ୍ଠ ଭାବରେ। ରାହୁ ଦ୍ଵିତୀୟରୁ ପ୍ରଥମ ଭାବକୁ ଓ କେତୁ  ଅଷ୍ଟମରୁ ସପ୍ତମ ଭାବକୁ ଯାଇ ବର୍ଷ ପୂରଣ କରିବେ। ବାର୍ଷିକ ଶୁଭ ଫଳ:- ଏବର୍ଷ ଅତି ଉତ୍ତମ ଫଳ ଭୋଗିବେ। ଭାଗ୍ୟଶାଳୀ, ସନ୍ତାନସୁଖ, ସ୍ୱାସ୍ଥ୍ୟ ଅନେକାଂଶରେ ଭଲ ରହିବ। ପରହାତରେ ଥିବା ଧନ ସହଜରେ ପ୍ରାପ୍ତି ହେବ। ଆପଣଙ୍କ … ଅଧିକ ପଢନ୍ତୁ

ଜାଣନ୍ତୁ ବୃଷ ରାଶି ପାଇଁ ବର୍ଷ 2019 ରେ କଣ ରହିଛି, କଣ କହୁଛି ନୂଆ ବର୍ଷ ର ନୂଆ ଗ୍ରହ ଚଳନ

ବର୍ଷାରମ୍ଭରେ  ରବି, ଶନି ଅଷ୍ଟମ ଭାବରେ।  ଚନ୍ଦ୍ର, ଶୁକ୍ର ଷଷ୍ଠ ଭାବରେ। ମଙ୍ଗଳ ଏକାଦଶ ଭାବରେ।  ବୁଧ, ଗୁରୁ ସପ୍ତମ ଭାବରେ। ରାହୁ ତୃତୀୟରୁ ଦ୍ଵିତୀୟ ଭାବକୁ ଓ କେତୁ  ନବମରୁ  ଅଷ୍ଟମ ଭାବକୁ ଯାଇ ବର୍ଷ ପୂରଣ କରିବେ। ବାର୍ଷିକ ଶୁଭ ଫଳ:- ଏବର୍ଷ ବିଶେଷ ରୂପରେ ଆପଣଙ୍କ ଭାଗ୍ୟ ଧିରେ ଧିରେ ଉନ୍ନତି ପଥରେ ଅଗ୍ରସର ହେବ। ବେପାର ବଣିଜରେ ପ୍ରଚୁର ଲାଭ ମିଳିବ। ଏବଂ ନୂଆ … ଅଧିକ ପଢନ୍ତୁ

ଘରର ସିଡ଼ି ବଦଳି ଦେବ ଆପଣଙ୍କ ଭାଗ୍ୟ, ଯଦି ଏହି ସବୁ କଥାର ରଖିବେ ଧ୍ୟାନ, ଜାଣନ୍ତୁ କେମିତି

ବାସ୍ତୁଶାସ୍ତ୍ର ଅନୁଯାଇ ଘରର ସିଢି ତିଆରି କଲେ ଭାଗ୍ୟରେ ମଧ୍ୟ ପରିବର୍ତ୍ତନ ହୁଏ, ଜାଣନ୍ତୁ କେମିତି କରିବେ ଯେ କୌଣସି ଘର ମଧ୍ୟରେ ସିଢି ଅଧିକ ମହତ୍ତ୍ଵ ହୋଇଥାଏ। ବାସ୍ତୁଶାସ୍ତ୍ର ସିଦ୍ଧାନ୍ତ ଅନୁସାରେ ଯଦି ଖରାପ ଦିଗରେ ସିଢି କରିଥାନ୍ତି ତେବେ ଘରର ସମସ୍ତ ସଦସ୍ୟଙ୍କ ଉପରେ କୁପ୍ରଭାବ ପଡିଥାଏ। ଏହାର ପରିଣାମ ମଧ୍ୟ ପ୍ରତିକୂଳ ହୋଇପାରେ। ସେଥିପାଇଁ କେଉଁ ଦିଗରେ, କେଉଁ ଜାଗାରେ ଓ କେମିତି ତିଆରି କରିବ … ଅଧିକ ପଢନ୍ତୁ

ମେଷ ରାଶିଫଳ ୨୦୧୯: ଜାଣନ୍ତୁ ମେଷ ରାଶି ପାଇଁ କେମିତି ରହିବ ବର୍ଷ ୨୦୧୯, ନବବର୍ଷ ଭଲ ରହିବ ନା ଖରାପ

ବର୍ଷାରମ୍ଭରେ  ରବି, ଶନି ନବମ ଭାବରେ।  ଚନ୍ଦ୍ର, ଶୁକ୍ର ସପ୍ତମ ଭାବରେ। ମଙ୍ଗଳ ବ୍ୟୟ ଭାବରେ।  ବୁଧ, ଗୁରୁ ଅଷ୍ଟମ ଭାବରେ। ରାହୁ ଚତୁର୍ଥରୁ ତୃତୀୟ ଭାବକୁ ଓ କେତୁ  ଦଶମରୁ ନବମ ଭାବକୁ ଯାଇ ବର୍ଷ ପୂରଣ କରିବେ। ବାର୍ଷିକ ଶୁଭ ଫଳ:- ଏ ବର୍ଷ ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହୋଇଯିବ। ଧନ, ଧାନ୍ୟ, ଐଶ୍ଚର୍ଯ୍ୟ, ମାନ ସମ୍ମାନ ତଥା ପରାକ୍ରମର ବୃଦ୍ଧି ହେବ। ବ୍ୟବସାୟୀ … ଅଧିକ ପଢନ୍ତୁ

ଆର୍ଥିକ ସଙ୍କଟକୁ ଦୂର କରିବା ପାଇଁ କରନ୍ତୁ ଏହା ମଧ୍ୟରୁ କୌଣସି ଗୋଟିଏ ଉପାୟ, ଆପଣଙ୍କର ସବୁ ସ୍ଵପ୍ନ ହେବ ପୂର୍ଣ୍ଣ

ବର୍ତ୍ତମାନ ସମୟରେ ସବୁ ଲୋକମାନଙ୍କର ସବୁଠୁ ବଡ ଦରକାର ଅଟେ ଟଙ୍କା, ଟଙ୍କା ବିନା କୌଣସି କାର୍ଯ୍ୟ ହୁଏ ନାହିଁ । ସେଥିପାଇଁ ବ୍ୟକ୍ତି ଦିନ ରାତି କଷ୍ଟ କରି ଟଙ୍କା ଆୟ କରନ୍ତି କିନ୍ତୁ ଏମିତି କିଛି ଲୋକମାନଙ୍କର ଭାଗ୍ୟ ଭଲ ଥାଏ ଯେଉଁମାନେ ଟଙ୍କା ଆୟ କରିବାରେ ସଫଳତା ପାଆନ୍ତି ଏବଂ କେତେକ ଲୋକମାନେ ନିଜ ଭାଗ୍ୟ ଯୋଗୁ ଟଙ୍କା ଆୟ କରିବାରେ ଅସଫଳତା ହୁଅନ୍ତି । … ଅଧିକ ପଢନ୍ତୁ

error: Content is protected !!