ସାପ୍ତାହିକ ରାଶିଫଳ: ୩ ଡିସେମ୍ବର ରୁ ୯ ଡିସେମ୍ବର। ଡିସେମ୍ବର ର ପ୍ରଥମ ସପ୍ତାହରେ ଏହି ରାଶି ମାନଙ୍କୁ ମିଳିବ ସଫଳତା, ହେବ ଖୁସିର ବର୍ଷା

ସାପ୍ତାହିକ ରାଶିଫଳ: ୩ ଡିସେମ୍ବର ରୁ ୯ ଡିସେମ୍ବର। ଡିସେମ୍ବର ର ପ୍ରଥମ ସପ୍ତାହରେ ଏହି ରାଶି ମାନଙ୍କୁ ମିଳିବ ସଫଳତା, ହେବ ଖୁସିର ବର୍ଷା ମେଷ:- ବ୍ୟବସାୟରେ ଭାଗିଦାରୀମାନଙ୍କଠାରୁ ସାହାଯ୍ୟ ପାଇ ଭୂମି, ଧନ, ଗୋମାତା ପ୍ରାପ୍ତିହେବ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ। ରାଜନୀତିକ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ପ୍ରତିଷ୍ଠା ବୃଦ୍ଧିହେବ। ଯେକୌଣସି କାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ପରିବାରର ସମସ୍ତ … ଅଧିକ ପଢନ୍ତୁ

ଶାସ୍ତ୍ର ଅନୁସାରେ ସ୍ତ୍ରୀ ମାନଙ୍କ ଶାରୀରିକ ଗଠନ ଖୋଲିଥାଏ ବହୁତ ରହସ୍ୟ, ଏହି ସ୍ତ୍ରୀ ମାନେ ଅଟନ୍ତି ଭାଗ୍ୟଶାଳୀ

ଯେମିତିକି ଆପଣ ଜାଣିଥିବେ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତି ର କୁଣ୍ଡଳୀ ଏବଂ ରାଶି ମାଧ୍ୟମରେ ବ୍ୟାକଟୀର ଆଗତ ଭବିଷ୍ୟତ ବିଷୟରେ ଜଣାପଡିଥାଏ, ସେମିତି ସାମୁଦ୍ରିକ ଶାସ୍ତ୍ର ଅନୁସାରେ ବ୍ୟକ୍ତି ର ଶରୀରର ଅଙ୍ଗ ରୁ ତାର ଭବିଷ୍ୟତ ବିଷୟରେ ବହୁତ କିଛି ଜଣା ପଡିଥାଏ। ଏମିତି କୁହାଯାଏ କି ସମସ୍ତ ସଫଳ ପୁରୁଷ ପଛରେ ଗୋଟେ ନାରୀର ହାତ ଥାଏ, ସେଇଠି ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଭାଗ୍ୟଶାଳୀ ମହିଳା … ଅଧିକ ପଢନ୍ତୁ

ଆଙ୍ଗୁଠି ଭିତରେ ଥିବା ଦୂରତା କହିଥାଏ ଆପଣଙ୍କ ଚରିତ୍ର ବିଷୟରେ, ଜାଣନ୍ତୁ ନିଜ ବିଷୟରେ ଏମିତି କିଛି ରାଜ୍

ଆପଣଙ୍କ ଶରୀର ଦ୍ଵାରା ନିଜ ବ୍ୟକ୍ତିତ୍ଵ ବିଷୟରେ ବହୁତ କିଛି ଜାଣିବାକୁ ପାଇଥାଉ। ଆସନ୍ତୁ କିଭଳି ଜାଣିବେ।  ଆପଣଙ୍କ ଶରୀର ସମସ୍ତ ଅଙ୍ଗ କିଛି ନା କିଛି ଦର୍ଶାଇଥାଏ। ହାତର ଆଙ୍ଗୁଠିରେ ମଧ୍ୟ କେତେ କଥା ଲୁଚି ରହିଛି ଯାହା ଆପଣଙ୍କ ବ୍ୟକ୍ତିତ୍ଵ ବିଷୟରେ ବହୁତ କିଛି ଜାଣିବାକୁ ପାଉ। ଯଦି ଦୁଇଟି ଆଙ୍ଗୁଠିର ମଝିରେ ସାମାନ୍ୟତଃ କେତେ ଅନ୍ତର ଥାଏ ସେଥିରେ ସେହି ବ୍ୟକ୍ତିର ବ୍ୟବହାର ବିଷୟରେ ଜାଣିହୁଏ। … ଅଧିକ ପଢନ୍ତୁ

ଏହି 4 ପ୍ରକାରର ସ୍ତ୍ରୀମାନେ ବିବାହ ପାଇଁ ହୋଇଥାନ୍ତି ବହୁତ ଖତରନାକ, ପୁରୁଷ ମାନେ ବଞ୍ଚିକି ରୁହନ୍ତୁ।

ମନୁଷ୍ୟ ଜୀବନରେ ଏମିତି ଏକ ସମୟ ଆସେ ସେତେବେଳେ ସେ ବିବାହ କରିଥାଏ। ବିବାହ ନିର୍ଣ୍ଣୟ  କରିବା ଏକ ମହତ୍ଵପୂର୍ଣ୍ଣ ଅଟେ। ଷୋହଳ ସଂସ୍କାରରେ ମଧ୍ୟରୁ ବିବାହ ଏକ ମହତ୍ଵପୂର୍ଣ୍ଣ ସଂସ୍କାର। ବୈବାହିକ ଜୀବନରେ ଖୁସିରେ ରହିବା ପାଇଁ ଭଲ ପାର୍ଟନର ବା ସାଥି ମିଳିବା ବହୁତ ଜରୁରୀ ଅଟେ। ସେଥିପାଇଁ ବିବାହ ପାଇଁ କିଭଳି ପୁଅ ବା ଝିଅ ପସନ୍ଦ କରିବା ଉଚିତ୍ ଯାହା ନିଜର ସ୍ଵାମୀ ବା ସ୍ତ୍ରୀ … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ୨୬ ନଭେମ୍ବର ରୁ ୨ ଡିସେମ୍ବର। ମାର୍ଗଶିର ମାସର ଏହି ପ୍ରଥମ ସପ୍ତାହରେ ମା ଲକ୍ଷ୍ମୀ ସମସ୍ତ ରାଶି ଉପରେ ହୋଇଛନ୍ତି ପ୍ରଶନ୍ନ  

ସାପ୍ତାହିକ ରାଶିଫଳ: ୨୬ ନଭେମ୍ବର ରୁ ୨ ଡିସେମ୍ବର। ମାର୍ଗଶିର ମାସର ଏହି ପ୍ରଥମ ସପ୍ତାହରେ ମା ଲକ୍ଷ୍ମୀ ସମସ୍ତ ରାଶି ଉପରେ ହୋଇଛନ୍ତି ପ୍ରଶନ୍ନ ମେଷ:- ଏ ସପ୍ତାହରେ ଆର୍ଥିକକ୍ଷେତ୍ରରେ ସ୍ୱଚ୍ଛଳତା ଦେଖାଦେବ। ଚିନ୍ତାଦୂର ହୋଇଯିବ। ବ୍ୟବସାୟ କରୁଥିଲେ ଲାଭ ଲାଗି ରହିବ। ବୁଡ଼ିଯାଉଥିବା ପଇସା କିମ୍ବା ଆପଣଙ୍କଠାରୁ କେହି ଅର୍ଥ ନେଇ ଦେଉନଥିଲେ କଳେବଳେ କୌଶଳେ ପ୍ରାପ୍ତିହେବ। ପଡୋଶୀଙ୍କ ସହିତ ମଧୁର ସଂପର୍କ ସ୍ଥାପନହେବ। ମହତ୍ ଉଦେଶ୍ୟ ନେଇ ଉଚ୍ଚଆକାଂକ୍ଷାରେ ବିଦେଶଯାତ୍ରା … ଅଧିକ ପଢନ୍ତୁ

ଫେଙ୍ଗ ସୁଇ ର ଏହି ତିନୋଟି ଶକ୍ତିଶାଳୀ ସିଦ୍ଧାନ୍ତଙ୍କୁ ବୁଝିଯିବେ ତ, ଫେଙ୍ଗ ସୁଇ ଆସିପାରେ ଆପଣଙ୍କର ବହୁତ କାମରେ।

ଫେଙ୍ଗ୍ ଶୁଇ ଅନୁସାରେ ଆପଣଙ୍କ ଆଖ-ପାଖ ପ୍ରାକୃତିକ ବାତାବରଣ ସହିତ ନିଜର ଆଖ-ପାଖର ବାତାବରଣକୁ ବ୍ୟବସ୍ଥିତ କରିବା ଏକ ପ୍ରଣାଳୀ ଅଟେ। ଏହି ପ୍ରଣାଳୀ ଚୀନ୍ ସଭ୍ୟତାରୁ ଆସିଛି। ଏହା ପ୍ରାଚୀନ ଚୀନ୍ ପ୍ରଣାଳୀ ଅଟେ ଯାହା ଆମର ଭୌତିକ ବାତାବରଣକୁ ସନ୍ତୁଳିତ କରିବା ପାଇଁ ସଦ୍ଭାବ ଓ କଲ୍ୟାଣର ଭାବନାକୁ ବୃଦ୍ଧି କରିଥାଏ। ଚୀନ୍ ଭାଷାରେ ଫେଙ୍ଗ୍ ଶୁଇ ଶବ୍ଦର ଅର୍ଥ ପବନ ଓ ପାଣି। ଆମର ବାସ୍ତବିକ ଜୀବନ … ଅଧିକ ପଢନ୍ତୁ

ଭୁଲ ରେ ବି ଉପହାର ସ୍ୱରୂପ ଦିଅନ୍ତୁ ନାହିଁ ଏହି ସବୁ ବସ୍ତୁ, ନ ଚେତ ଭାଙ୍ଗି ଯିବ ସମ୍ପର୍କ

ପରସ୍ପର ମଧ୍ୟରେ ତୋଫା ବା ଗିଫ୍ଟ ଦେଲେ ବନ୍ଧୁତାରେ ପ୍ରଗାଢତା ଆସେ ଓ ଗିଫ୍ଟ ଦେଲେ ଖୁସି ମଧ୍ୟ ହୁଅନ୍ତି। କିନ୍ତୁ ଆପଣ କଣ ଜାଣନ୍ତି କିଛି ଗିଫ୍ଟ ଦେଲେ ବନ୍ଧୁତା ମଧ୍ୟ ବିଗିଡି ଯାଏ। ବାସ୍ତୁ ଅନୁସାରେ କିଛି ଜିନିଷ ଏମିତି ଅଛି ଯାହା କେବେ ମଧ୍ୟ କାହାକୁ ଗିଫ୍ଟ ଦେବ ନାହିଁ। ଏହି ବସ୍ତୁକୁ ଗିଫ୍ଟ ଦେବାବାଲା ଓ ଗିଫ୍ଟ ନେବା ଲୋକ ଦୁଇଜଣ ବନ୍ଧୁରେ ନକାରାତ୍ମକ ପ୍ରଭାବ … ଅଧିକ ପଢନ୍ତୁ

ଜାଣନ୍ତୁ କେଉଁ ରାଶିର ପୁଅଙ୍କୁ କେମିତିକା ଭଲପାଇବା ହୋଇଥାଏ ଦରକାର, ଏହି ଗୋଟେ ରାଶିର ପୁଅଙ୍କୁ ଭଲପାଇଲେ ପଡିବ ମହଙ୍ଗା

କୁହାଯାଏ କି  ମହିଳାମାନଙ୍କୁ ବୁଝିବା ବା ଚିହ୍ନିବା କଷ୍ଟ ନୁହେଁ, କିନ୍ତୁ ଏହା ସହଜ ମଧ୍ୟ ନୁହେଁ ।   ମହିଳାମାନଙ୍କୁ ବୁଝିବା ବା ଚିହ୍ନିବା କଷ୍ଟ ନୁହେଁ। ମହିଳାମାନେ ମଧ୍ୟ ପୁରୁଷମାନଙ୍କୁ ବୁଝି ପାରନ୍ତି ନାହିଁ। କାରଣ ପୁରୁଷ ମହିଳାଙ୍କ ତୁଳନାରେ ନିଜର ଭାବନାକୁ ବ୍ୟକ୍ତ କରିବାରେ ଦୁର୍ବଳ ହୋଇଥାନ୍ତି। ଏହାର ଅର୍ଥ ଏହା ନୁହେଁ ଯେ ପୁରୁଷଙ୍କ ଭାବନାଭାବ ନାହିଁ। ମହିଳାମାନଙ୍କପରି ପୁରୁଷମାନଙ୍କ ମଧ୍ୟ ଇଛା ହୁଏ ଯେ … ଅଧିକ ପଢନ୍ତୁ

error: Content is protected !!