ଆର୍ଥିକ ସଙ୍କଟକୁ ଦୂର କରିବା ପାଇଁ କରନ୍ତୁ ଏହା ମଧ୍ୟରୁ କୌଣସି ଗୋଟିଏ ଉପାୟ, ଆପଣଙ୍କର ସବୁ ସ୍ଵପ୍ନ ହେବ ପୂର୍ଣ୍ଣ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବର୍ତ୍ତମାନ ସମୟରେ ସବୁ ଲୋକମାନଙ୍କର ସବୁଠୁ ବଡ ଦରକାର ଅଟେ ଟଙ୍କା, ଟଙ୍କା ବିନା କୌଣସି କାର୍ଯ୍ୟ ହୁଏ ନାହିଁ । ସେଥିପାଇଁ ବ୍ୟକ୍ତି ଦିନ ରାତି କଷ୍ଟ କରି ଟଙ୍କା ଆୟ କରନ୍ତି କିନ୍ତୁ ଏମିତି କିଛି ଲୋକମାନଙ୍କର ଭାଗ୍ୟ ଭଲ ଥାଏ ଯେଉଁମାନେ ଟଙ୍କା ଆୟ କରିବାରେ ସଫଳତା ପାଆନ୍ତି ଏବଂ କେତେକ ଲୋକମାନେ ନିଜ ଭାଗ୍ୟ ଯୋଗୁ ଟଙ୍କା ଆୟ କରିବାରେ ଅସଫଳତା ହୁଅନ୍ତି । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଏମିତି କିଛି ଉପାୟ କହିବାକୁ ଯାଉଛୁ, ଯଦି ଆପଣ ଏହି ଉପାୟ କରିବେ ତେବେ ଆପଣଙ୍କର ସବୁ ସ୍ଵପ୍ନ ପୂର୍ଣ ହୋଇଯିବ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ

·    ଯଦି ଆପଣ ନିଜ ଘରେ ନିୟମତି ଭାବରେ ଶୁକ୍ରବାର ଦିନ ଶ୍ରୀ ସୂକ୍ତ କିମ୍ବା ଲକ୍ଷ୍ମୀ ସୂକ୍ତ ପାଠ କରୁଛନ୍ତି ତେବେ ଆପଣଙ୍କ ଘରେ ମା ଲକ୍ଷ୍ମୀ ସ୍ଥାୟୀ ରୂପରେ ବାସ କରନ୍ତି ଏବଂ ଆପଣଙ୍କ ଜୀବନରେ କେବେ ବି ଧନର କମ ରୁହେନାହିଁ ।

·    ଆପଣ ସପ୍ତାହରେ ଥରେ ସମୁଦ୍ର ଲୁଣରେ ନିଜର ଘରକୁ ପୋଛନ୍ତୁ ଯଦି ଆପଣ ଏମିତି କରୁଛନ୍ତି ଏହା ଦ୍ଵାରା ଘର ପରିବାରରେ ଶାନ୍ତି ରହିଥାଏ ଏବଂ ଆପଣଙ୍କ ଘରେ ଥିବା ସବୁ ନକରାତ୍ମକ ଊର୍ଜା ନଷ୍ଟ ହୋଇଯାଏ ।

·    ଯଦି ଆପଣ ନିଜ ଘରେ ପ୍ରତ୍ୟକ ଅମାବାସ୍ୟା ରେ ସଫା ସୁତାର କରୁଛନ୍ତି ଏବଂ ନିଜ ଘରେ ଥିବା ବେକାର ଜିନିଷକୁ ବିକ୍ରି କରି ନିଜ ଘରର ମନ୍ଦିରରେ ୫ ଟି ଧୂପକାଠି ଲାଗାଉଛନ୍ତି, ତେବେ ଏହା ଦ୍ଵାରା ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହୋଇଯାଇଥାଏ ।

·    ଯଦି ଆପଣ ପ୍ରତ୍ୟକ ପୂର୍ଣରିମା ରେ ଧୂପଦାନି ଜଳାଇ କୋଣସି ମନ୍ତ୍ର କୁ ୧୦୮ ଥର ଆହୁତି ଦେଉଛନ୍ତି ଏହା ଦ୍ଵାରା ଘରେ ଶୁଖଶାନ୍ତି ରହିଥାଏ ଏବଂ ପରିବାରର ସଦସ୍ୟମାନଙ୍କ ମଧ୍ୟରେ ଧାର୍ମିକ ଭାବନା ଉତ୍ପନ୍ନ ହୋଇଥାଏ ।

·    ଯଦି ଆପଣ ନିଜର ଜୀବନରେ ଆର୍ଥିକ ସମସ୍ୟା ର ସାମ୍ନା କରିବାକୁ ପଡୁଛି ତେବେ ସେଥିପାଇଁ ଆପଣ ଗୁରୁବାର ଦିନ ଓସ୍ଥ ଗଛରେ ସବୁବେଳେ ପାଣି ଅର୍ପିତ କରନ୍ତୁ ଏବଂ ଘରେ ଘିଅ ର ଦୀପ ଜଳାନ୍ତୁ । ଶନିବାର ଦିନ ଗୁଡ ଏବଂ କ୍ଷୀର ମିଶ୍ରିତ ପାଣି ଓସ୍ଥ ଗଛରେ ଅର୍ପିତ କରନ୍ତୁ ଏବଂ ସୋରିଷ ତେଲ ର ଦୀପ ଜଳାନ୍ତୁ ।

ଯଦି ଆପଣ ଏହି ଉପାୟ କରୁଛନ୍ତି ତେବେ ଆପଣଙ୍କ ଆର୍ଥିକ ସମସ୍ୟାରୁ ବଞ୍ଚିତ ରହିବେ ଏବଂ କେବେବି ଆପଣ ଆର୍ଥିକ ରୂପରେ ଅସୁବିଧା ହେବେ ନାହିଁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!