ଶ୍ରୀ କୃଷ୍ଣ ଙ୍କର ଏହି 5ଟି କଥା ଆପଣଙ୍କ ଜୀବନ ବଦଳାଇ ଦେବ- Krishna Vani

ଶ୍ରୀ କୃଷ୍ଣ କହିଛନ୍ତି ଜୀବନ ର ପ୍ରତି ଟି କ୍ଷଣ ନିଷ୍ପତି ନେବାର ସମୟ ହୋଇଥାଏ । ଓ ସେହି ନିର୍ଣ୍ଣୟ ଭବିଷ୍ୟତରେ ମନ୍ୟୁଷ ଜୀବନରେ ସୁଖ ଓ ଦୁଃଖର କାରଣ ବନିଥାଏ । ମନ୍ୟୁଷ କୌଣସି ଅସୁବିଧା ର ସମ୍ମୁଖୀନ ହେଲେ ତା ମନ ବ୍ୟାକୁଳ ହୋଇଉଠେ । ତେବେ ଆଜି ଆମେ ସେହି ବିଷୟରେ ଆଲୋଚନା କରିବା କେମିତି ଆପଣ ସବୁ ସମସ୍ୟାର ସମାଧାନ କରି ପାରିବେ … ଅଧିକ ପଢନ୍ତୁ

ଜାଣନ୍ତୁ କୁଣ୍ଡଳୀରେ ପିତୃ ଦୋଷ କଣ ଓ କେମିତି କରିବେ ତାହାର ପ୍ରତିକାର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜାତକରେ ନବମ ଭାବରେ ରବି ଓ ରାହୁ ଏକତ୍ର ଯୁକ୍ତ ହେଲେ ପିତୃ ଦୋଷ ଯୋଗ ସୃଷ୍ଟି ହୁଏ । ରବି ଓ ରାହୁ ଯେଉଁ ଭାବରେ ରହିଲେ ମଧ୍ୟ ସେହି ଭାବର ଶୁଭଫଳ ନଷ୍ଟ ହୋଇଯାଏ । ନବମ ଭାବକୁ ଧର୍ମର ଘର ଓ ଏହାକୁ ପିତାଙ୍କ ଘର ବୋଲି କୁହାଯାଏ । କୁହାଯାଏ କି ଯଦି ଜାତକରେ ନବମ ଘରେ ଅଶୁଭ ଗ୍ରହ … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ନଭେମ୍ବର ୨ ତାରିଖ ରୁ ନଭେମ୍ବର ୮ ତାରିଖ, ଏହି ସପ୍ତାହଟି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଆକସ୍ମିକ ଧନଲାଭ

ମେଷ:-ଏସପ୍ତାହରେ ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ ଓ ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ। ଜାଗା, ଜମି, ଗୃହପୋକରଣ କ୍ରୟ କରିବେ। ଆୟ ଉପାର୍ଜନରେ ବାଧା ନାହିଁ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ସାକ୍ଷାତ୍କାରରେ ସଫଳ ହେବେ। ବ୍ୟବସାୟରେ ଆଶାତୀତ ଲାଭ ମିଳିବା ସହ ଆର୍ଥିକ ସ୍ଥିତିରେ ବୃଦ୍ଧିହେବ ଓ ଆୟ ତୁଳନାରେ ବ୍ୟୟ ମଧ୍ୟ ସମାନ ରହିବ। ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ପ୍ରଶଂସିତ … ଅଧିକ ପଢନ୍ତୁ

କାର୍ତ୍ତିକ ମାସରେ ଦହିରେ ସ୍ନାନ କରିବାର ମାହାତ୍ମ୍ଯ

ଜ୍ୟୋତିଷ ଶାସ୍ତ୍ରଅନୁସାରେ ସର୍ବଦା ଦହିରେ ସ୍ନାନ କରିବାକୁ ନିର୍ଦେଶ ଦିଆଯାଇଛି । ଏହା ଦ୍ଵାରା ଅନେକ ପ୍ରକାରର ଚର୍ମ ରୋଗ ଦୂର ହୋଇଥାଏ । ତେବେ କେବଳ ସେତିକି ନୁହେଁ ଦହିରେ ସ୍ନାନ କରିବା ଦ୍ଵାରା ଆମ ଗ୍ରହ ରିଷ୍ଟ ମଧ୍ୟ ଖଣ୍ଡନ ହୁଏ ବୋଲି ଜ୍ଯୋତିଷ ଶାସ୍ତ୍ରରେ କୁହାଯାଇଛି । ତେବେ ଏହି କାର୍ତ୍ତିକ ମାସରେ ଏହାର ମାହାତ୍ମ୍ଯ ବହୁତ ଅଧିକ ଅଛି । ଯଦି ଆପଣ କାର୍ତ୍ତିକ … ଅଧିକ ପଢନ୍ତୁ

କାର୍ତ୍ତିକ ମାସରେ ବ୍ରତ ରଖିଲେ କଣ ହୁଏ, ଯଦି ବ୍ରତ ପାଳନ ନ କରନ୍ତି ତେବେ କଣ ହେବ ? ନିଶ୍ଚୟ ଜାଣି ନିଅନ୍ତୁ, ନଚେତ…

କାର୍ତ୍ତିକ ମାସରେ ଅନେକ ମହିଳା ଓ ପୁରୁଷଙ୍କ ଠାରୁ ଆରମ୍ଭ କରି ଆବାଳ ବୃଦ୍ଧ ବନିତା ବ୍ରତ ପାଳନ କରନ୍ତି ନାହିଁ । ଆଉ ମହିଳା ଓ ପୁରୁଷଙ୍କ ଠାରୁ ଆରମ୍ଭ କରି ଆବାଳ ବୃଦ୍ଧ ବନିତା କାର୍ତ୍ତିକ ମାସରେ କେବଳ ସୋମବାର ବ୍ରତ ପାଳନ କରନ୍ତି ତ କେହି କେହି ମାସସାରା ବ୍ରତ ପାଳନ କରି ଥାନ୍ତି । ବୁଝି ସୁଝି ବିଧାନ ଅନୁସାରେ ବ୍ରତ ପାଳନ କରିବା … ଅଧିକ ପଢନ୍ତୁ

ସବୁ ରୋଗ ନାସ କରିଥାଏ ଶରଦ ପୂର୍ଣ୍ଣିମାର ଚନ୍ଦ୍ର କିରଣ, ବାସ କରନ୍ତୁ ଏହି ଗୋଟେ ଉପାୟ

ବର୍ଷର ସବୁ ପୂର୍ଣ୍ଣିମାରୁ ଆଶ୍ଵିନ ପୂର୍ଣ୍ଣିମା ବିଶେଷ ଚମତ୍କାରୀ ବୋଲି କୁହାଯାଇଛି । ଶରଦ ପୂର୍ଣ୍ଣିମାରେ ଚନ୍ଦ୍ର ଷୋହଳ କଳାରେ ପରିପୂର୍ଣ୍ଣ ହୋଇଥାଆନ୍ତି । ଶାସ୍ତ୍ର ହିସାବରେ ଏହି ତିଥିରେ ଚନ୍ଦ୍ରରୁ ବାହାରୁଥିବା କିରଣରେ ସବୁ ପ୍ରକାର ରୋଗ ନାସ ହେବାର କ୍ଷମତା ରହିଥାଏ । ଏହି ଆଧାରରେ କୁହାଯାଇଚିକି ଶରଦ ପୂର୍ଣ୍ଣିମା ରାତିରେ ଆକାଶରୁ ଅମୃତ ବର୍ଷା ହୋଇଥାଏ । ଆୟୁର୍ବେଦାଚାର୍ଯ୍ୟ ମାନେ କହିଛନ୍ତିକି ଶରଦ ପୂର୍ଣ୍ଣିମାରେ ପୃଥିବୀ … ଅଧିକ ପଢନ୍ତୁ

ଶରଦ ପୁର୍ଣିମାରେ କରନ୍ତୁ ଏହି ମନ୍ତ୍ରର ଜପ, ପୁର୍ଣ୍ଣ ହେବ ସବୁ ମନୋକାମନା

ବର୍ଷରେ ଥରେ ଶରଦ ପୂର୍ଣ୍ଣିମା ଆସିଥାଏ ଓ ଏହା ସବୁଠୁ ଖାସ ହୋଇଥାଏ । ଏହା ଆଶ୍ଵିନମାସ ଶୁକ୍ଲ ପକ୍ଷରେ ପାଳନ କରାଯାଇଥାଏ । ଏଥରକ  ୩୦ ଅକ୍ଟୋବର ଶୁକ୍ରବାର ଦିନ ଶରଦ ପୁର୍ଣିମା ଆରମ୍ଭ ହୋଇ ୩୧ ଅକ୍ଟୋବର ଶନିବାର ଦିନ ସରୁଛି । ଏହି ଦିନରେ ଶ୍ରୀହରି ଓ ମାତା ଲକ୍ଷ୍ମୀଙ୍କ ପୂଜା କରିବା ଦ୍ଵାରା ଭଲ ସ୍ୱାସ୍ଥ୍ୟ ସହିତ ସୁଖ ସମ୍ପତ୍ତି ଲାଭ ହୋଇଥାଏ । … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ଅକ୍ଟୋବର ୨୬ ତାରିଖ ରୁ ନଭେମ୍ବର ୦୧ ତାରିଖ, ଏହି ସପ୍ତାହଟି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ମେଷ:- ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ପ୍ରତିଯୋଗୀତା ପରୀକ୍ଷା ମାଲିମୋକଦ୍ଦମାରେ ବିଜୟ ପ୍ରାପ୍ତ ହେବ। ବିଦ୍ୟାଧ୍ୟୟନ ସମ୍ବନ୍ଧିୟ ଶୁଭ ସମାଚାର ପ୍ରାପ୍ତ ହେବ। ଯଶ, ମାନ-ସମ୍ମାନ ପ୍ରତିଷ୍ଠା ମିଳିବ। ଶତୃମାନେ ଦୂର ହେବେ। କମିଶନ କାର୍ଯ୍ୟରେ ଲାଭ ହେବାର ସମ୍ଭାବନା ଅଛି। ସରକାରୀ କ୍ଷେତ୍ରରେ ସଫଳତା ମିଳିବ। ରୋଜଗାରରେ ଉନ୍ନତି ହେବ। ପାରିବାରିକ ସୁଖ-ଶାନ୍ତି ବୃଦ୍ଧି ହେବ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ଜନସମ୍ପର୍କ ସୁଦୃଢ ହେବ। … ଅଧିକ ପଢନ୍ତୁ

error: Content is protected !!