ଏହି ଦଶହରାରେ ୧୨ଟି ରାଶିଙ୍କ ଉପରେ କଣ ପଡିବ ଗ୍ରହ ନକ୍ଷତ୍ରଙ୍କର ପ୍ରଭାବ ଜାଣନ୍ତୁ

୨୦୨୦ମସିହା ଦଶହରା ପର୍ବରେ ଅକ୍ଟୋବର ମାସ ୧୭ ତାରିଖରେ ମାତା ଦୂର୍ଗା ଦେବୀଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି । ଏହି ନବରାତ୍ରର ପ୍ରଥମ ଦିନରେ ରବି ଗ୍ରହ ତୁଳା ରାଶିରେ ପ୍ରବେଶ କରିଛନ୍ତି । ୧୭ ତାରିଖରେ ବୁଧ ଓ ଚନ୍ଦ୍ର ଗ୍ରହ ମଧ୍ୟ ତୁଳା ରାଶିରେ ରହିଛନ୍ତି । ୧୮ ତାରିଖରେ ଚନ୍ଦ୍ର ବିଛା ରାଶିରେ ପ୍ରବେଶ କରିଛନ୍ତି । ନବରାତ୍ରରେ ରବି ଓ ବୁଧ ଗ୍ରହଙ୍କ … ଅଧିକ ପଢନ୍ତୁ

ଶୁକ୍ର ଚଳିଲେ କନ୍ୟା ରାଶିକୁ, କଣ ପଡିବ ୧୨ଟି ରାଶି ଉପରେ ଏହାର ପ୍ରଭାବ?

ଅକ୍ଟୋବର ୨୩ ତାରିଖ ଶୁକ୍ରବାରରେ ଶୁକ୍ର ଉତ୍ତରାଫଲ୍ଗୁନୀ ନକ୍ଷତ୍ର କନ୍ୟାରାଶିକୁ ଚଳିବେ ଓ ନଭେମ୍ବର ୧୭ତାରିଖଯାଏ କନ୍ୟା ରାଶିରେ ରହିବା ଫଳରେ ବାରୋଟି ରାଶିର ବ୍ୟକ୍ତିମାନେ ଶିକ୍ଷା, ସ୍ୱାସ୍ଥ୍ୟ, ପେଷା, ରାଜନୀତି ଓ ବ୍ୟବସାୟରେ ଶୁଭାଶୁଭ ଫଳ ଜାଣନ୍ତୁ । ଶୁକ୍ର ମହାଗ୍ରହ ହେଉଛନ୍ତି ଜଳକାରକ, ସ୍ତ୍ରୀ କାରକ, ଯୌନସୁଖ କାରକ, ରାଜନୀତି ବିଭାଗ, ଶିକ୍ଷା ବିଭାଗ, ଚିକିତ୍ସା ବିଭାଗ ଓ ନୃତ୍ୟ ସଙ୍ଗୀତ ବିଭାଗର ଅଧିପତି ଗ୍ରହ ବା … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ଅକ୍ଟୋବର ୧୯ ତାରିଖ ରୁ ଅକ୍ଟୋବର ୨୫ ତାରିଖ, ଏହି ସପ୍ତାହଟି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ମେଷ:- ଏସପ୍ତାହରେ ମହିଳା ଓ ପୁରୁଷ ମାନେ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ। ରୌପ୍ୟାଦି ଧାତୁଦ୍ରବ୍ୟ, ଔଷଧ, କ୍ଷୀର, ଜଳଜାତ ଦ୍ରବ୍ୟ, ଖାଇବାତେଲ, କାଚଦ୍ରବ୍ୟ, ଅତର, ସେଣ୍ଟ, ଷ୍ଟେସେନାରୀ, ଥଣ୍ଡାପାନୀୟ, ରେଡିମେଡ, କପଡା, ଶାଢୀ, ଲୁଗା, ସଉକୀନ୍ ଦ୍ରବ୍ୟ ବ୍ୟବସାୟରେ ପ୍ରବଳ ଲାଭ ପାଇବେ। ଶିକ୍ଷାକ୍ଷେତ୍ରରେ ତେଜସ୍ୱୀ, ବ୍ୟବହାରକୁଶଳ, ଅନୁଶାସନ ପ୍ରିୟ, ଗୁଣିଜ୍ଞାନୀ, ଯୋଗ୍ୟ, ଆଜ୍ଞାପାଳକ, ସୌଭାଗ୍ୟଶାଳୀ ହେବେ। ବିଭାଗୀୟ ପରୀକ୍ଷା, ପ୍ରତିଯୋଗି ପରୀକ୍ଷାର ପରିଣାମ ମନ ଅନୁକୂଳହେବ ଓ … ଅଧିକ ପଢନ୍ତୁ

ରବି ଚଳିଲେ ତୁଳା ରାଶିକୁ, କଣ ରହିବ 12ଟି ରାଶି ଉପରେ ଏହାର ପ୍ରଭାବ

୨୦୨୦ମସିହା ଅକ୍ଟୋବରମାସ ୧୭ତାରଖ ଶନିବାର ଦିନ ରବି ଚଳିଲେ ତୁଳାରାଶିକୁ ନଭେମ୍ବରମାସ ୧୫ତାରିଖ ପର୍ଯ୍ୟନ୍ତ ତୁଳରାଶିରେ ରହିବା ଫଳରେ କେଉଁରାଶି ପାଇଁ ଭଲ କେଉଁରାଶି ପାଇଁ ମନ୍ଦ କଣ କରିବେ ପ୍ରତିକାର ଆସନ୍ତୁ ଜାଣିବା। ବିଶେଷତଃ ଏହି ସାତୋଟି ରାଶିର ବ୍ୟକ୍ତି ଅତ୍ୟନ୍ତ ଶୁଭ ଫଳ ପାଇବେ। ମେଷ:- ଏହିମାସଟି ଅପଣଙ୍କ ପାଇଁ ଭଲ ମନ୍ଦ ମିଶ୍ରିତ ଫଳ ପ୍ରଦାନ କରିବ। ସାମ୍ବାଦିକମାନେ ଶୁଭ ସମ୍ବାଦ ପାଇ ଶୀଘ୍ର ଯାତ୍ରା … ଅଧିକ ପଢନ୍ତୁ

ବିଦ୍ୟାରେ ବାଧାଦେଖା ଦେଉଥିଲେ ଓ ଦାମ୍ପତ୍ୟ ସୁଖରେ ହାନୀ ହେଉଥିଲେ କଣ କରିବେ ପ୍ରତିକାର ଜାଣନ୍ତୁ

ବିଦ୍ୟାରେ ଯଦି ବାଧାଦେଖା ଦେଉଥାଏ, ପଢିବାକୁ ଇଛା ହେଉ ନ ଥାଏ କିମ୍ବା ପଢିବାପାଠ ଠିକ୍ ମନେରହୁ ନାହିଁ, ବ୍ୟବସାୟରେ ଲାଭ ଅପେକ୍ଷା କ୍ଷତି ଅଧିକ ହେଉଛି, ମାନସିକ ଅଶାନ୍ତି, ଦାମ୍ପତ୍ୟ ସୁଖ ହାନୀ, ପାରିବାରିକ ଅଶାନ୍ତି ଦେଖା ଦେଉଛି ତେବେ ଜାତକ କୁଣ୍ଡଳୀରେ ପ୍ରତେକ ଭାବ ଅନୁସାରେ ଚନ୍ଦ୍ର ଗ୍ରହଙ୍କ ଶୁଭ ଅଶୁଭ ବିଷୟରେ ଆସନ୍ତୁ ଜାଣିବା। ସମସ୍ୟା ସମାଧାନ:- ଲଗ୍ନ ବା ପ୍ରଥମ ଭାବରେ ଯଦି ଚନ୍ଦ୍ର … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ଅକ୍ଟୋବର ୧୨ ତାରିଖ ରୁ ଅକ୍ଟୋବର ୧୮ ତାରିଖ, ଏହି ସପ୍ତାହଟି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ କର୍ମରେ ଉନ୍ନତି

ମେଷ:- ଏସପ୍ତାହରେ ମହିଳା ଓ ପୁରୁଷ ମାନେ ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ। ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତାପରୀକ୍ଷା ଓ ସାକ୍ଷାତ୍କାରରେ ସଫଳହେବେ। ପରିବାର ଜନଙ୍କ ଉନ୍ନତିରେ ଆନନ୍ଦିତ ହୋଇ ପାରିବାରିକ ଜୀବନ ସୁଖମୟ ହେବ। ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ। ଧାର୍ମିକ କାର୍ଯ୍ୟ କ୍ଷେତ୍ରରେ ଅଂଶ ଗ୍ରହଣ କରିବେ। ବ୍ୟବସାୟ କ୍ଷେତ୍ରରେ କରଜର ମାତ୍ରା ହ୍ରାସ ପାଇବ । ଭୋଗ ବିଳାସରେ … ଅଧିକ ପଢନ୍ତୁ

ଜନ୍ମ ସମୟରେ ରବି କେଉଁ ସ୍ଥାନରେ ରହିଲେ କଣ ଫଳ ମିଳେ ଓ କଣ କରିବା ଉଚିତ ବା ଅନୁଚିତ୍ ?

ଗ୍ରହମାନଙ୍କ ମଧ୍ୟରେ ସୂର୍ଯ୍ୟ ବା ରବି ହେଉଛନ୍ତି ପ୍ରଥମ ଗ୍ରହ ବା ରାଜା ଅଟନ୍ତି । ମେଷରାଶିରେ ଉଚ୍ଚ ତୁଳରାଶିରେ ନିଚ୍ଚ ହୋଇଥାନ୍ତି। ଯଦି ସୂର୍ଯ୍ୟ ବା ରବି ଭଲ ସ୍ଥିତିରେ ଅଛନ୍ତି ତେବେ ଭଲ ଫଳ ମିଳିଥାଏ। ଯଦି ସୂର୍ଯ୍ୟ ବା ରବି ଦୁର୍ବଳ ହୋଇଥାନ୍ତି ତେବେ ଅନ୍ୟ ଗ୍ରହମାନଙ୍କର ଶକ୍ତି ବଢି ଯାଏ। ଜନ୍ମ ସମୟରେ ମେଷ ଠାରୁ ମୀନ ରାଶିରେ ରବି ରହିଲେ କଣ ବିଶେଷ … ଅଧିକ ପଢନ୍ତୁ

ଜାତକ କୁଣ୍ଡଳୀରେ ରବିଙ୍କ ସ୍ଥିତି ଅନୁସାରେ ଜାଣନ୍ତୁ କଣ ଭୋଗିବେ ଓ କିପରି ସତର୍କ ହେବେ

ଗ୍ରହମାନଙ୍କ ମଧ୍ୟରେ ସୂର୍ଯ୍ୟ ବା ରବି ହେଉଛନ୍ତି ପ୍ରଥମ ଗ୍ରହ ବା ରାଜା ଅଟନ୍ତି। ଯଦି ସୂର୍ଯ୍ୟ ବା ରବି ଭଲ ସ୍ଥିତିରେ ଅଛନ୍ତି, ତେବେ ଭଲ ଫଳ ମିଳିଥାଏ। ଯଦି ସୂର୍ଯ୍ୟ ବା ରବି ଦୁର୍ବଳ ହୋଇଥାନ୍ତି, ତେବେ ଅନ୍ୟ ଗ୍ରହମାନଙ୍କର ଶକ୍ତି ବଢି ଯାଏ। ତେବେ ଆସନ୍ତୁ କିପରି ସୂର୍ଯ୍ୟ ବା ରବି ଗ୍ରହଙ୍କୁ  ଶକ୍ତିଶାଳୀ କରିବେ ଓ ସୁଖରେ ରହିବେ ଜାଣିବା । ଜାତକ କୁଣ୍ଡଳୀରେ … ଅଧିକ ପଢନ୍ତୁ

error: Content is protected !!