ଏହି ଦଶହରାରେ ୧୨ଟି ରାଶିଙ୍କ ଉପରେ କଣ ପଡିବ ଗ୍ରହ ନକ୍ଷତ୍ରଙ୍କର ପ୍ରଭାବ ଜାଣନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ମସିହା ଦଶହରା ପର୍ବରେ ଅକ୍ଟୋବର ମାସ ୧୭ ତାରିଖରେ ମାତା ଦୂର୍ଗା ଦେବୀଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି । ଏହି ନବରାତ୍ରର ପ୍ରଥମ ଦିନରେ ରବି ଗ୍ରହ ତୁଳା ରାଶିରେ ପ୍ରବେଶ କରିଛନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

୧୭ ତାରିଖରେ ବୁଧ ଓ ଚନ୍ଦ୍ର ଗ୍ରହ ମଧ୍ୟ ତୁଳା ରାଶିରେ ରହିଛନ୍ତି । ୧୮ ତାରିଖରେ ଚନ୍ଦ୍ର ବିଛା ରାଶିରେ ପ୍ରବେଶ କରିଛନ୍ତି । ନବରାତ୍ରରେ ରବି ଓ ବୁଧ ଗ୍ରହଙ୍କ ବୁଦ୍ଧାଦିତ୍ୟ ଯୋଗ ମଧ୍ୟ ସୃଷ୍ଟି ହେଉଛି ।

ଆସନ୍ତୁ ଜାଣିବା ନବରାତ୍ରରେ ଗ୍ରହ ନକ୍ଷତ୍ରର ରାଶି ଉପରେ କଣ ପ୍ରଭାବ ରହିବ –

ମେଷ- ଏହି ରାଶିର ବ୍ୟକ୍ତିଙ୍କର ବିବାହ ଯୋଗ ସୃଷ୍ଟି ହେଉଛି । ପ୍ରେମ କ୍ଷେତ୍ରରେ ସଫଳତା ମିଳିବ । ଦଶହରା ଦିନ ମାତା ଦୂର୍ଗା ଦେବୀଙ୍କ ପୂଜା ଆରାଧନା ନିଶ୍ଚୟ କରନ୍ତୁ ।

ବୃଷ- ଏହି ରାଶିର ବ୍ୟକ୍ତିଙ୍କର ଶତୃମାନଙ୍କ ଠାରୁ ବୀଜୟ ପ୍ରାପ୍ତି ହେବ । ରୋଗରୁ ମୁକ୍ତି ମିଳିବ । ଦଶହରା ଦିନ ମାତା ଦୂର୍ଗା ଦେବୀଙ୍କ ପୂଜା ଆରାଧନା ନିଶ୍ଚୟ କରନ୍ତୁ ।

ମିଥୁନ- ଏହି ରାଶିର ବ୍ୟକ୍ତିଙ୍କର ସନ୍ତାନ ସୁଖ ମିଳିବ । ଚାକିରୀରେ ପ୍ରମୋଶନ ହେବ ଓ ଧନ ଲାଭ ହୋଇପାରେ । ଯଦି ପାରୁଛନ୍ତି ଦୂର୍ଗା ବ୍ରତ ପାଳନ କରନ୍ତୁ ।

କର୍କଟ- ଏହି ରାଶିର ବ୍ୟକ୍ତିଙ୍କର ମାଆଙ୍କ ଠାରୁ ସୁଖ ମିଳିବ । କାର୍ଯ୍ୟରେ ସଫଳତା ମିଳିବା ସହ ସମ୍ମାନ ମିଳିବ । ମାତା ଦୂର୍ଗା ଦେବୀଙ୍କ ଚାଳିଶା ସକାଳେ ଓ ସନ୍ଧ୍ୟା ସମୟରେ ପାଠ କରନ୍ତୁ ।

ସିଂହ- ଏହି ରାଶିର ବ୍ୟକ୍ତିଙ୍କର ପରାକ୍ରମ ଭଲ ହେବ । ଆଶା କରୁଥିବା ଫଳ ପ୍ରାପ୍ତି ହେବ । ଭାଇଙ୍କ ଠାରୁ ସାହାଯ୍ୟ ମିଳିବ । ଦଶହରା ଦିନ ମାତା ଦୂର୍ଗା ଦେବୀଙ୍କ ପୂଜା ଆରାଧନା ନିଶ୍ଚୟ କରନ୍ତୁ ।

କନ୍ୟା- ଏହି ରାଶିର ବ୍ୟକ୍ତିଙ୍କର ସ୍ଥାଇ ସମ୍ପତ୍ତି ଲାଭ ହୋଇପାରେ । ଧନ ବୃଦ୍ଧି ହେବାର ସମ୍ଭାବଣା ରହିଛି । କନ୍ୟାମାନଙ୍କୁ ପୂଜା କରନ୍ତୁ ଓ ଶାଗୁଆ ରଙ୍ଗର ଫଳ ଦାନ କରନ୍ତୁ ।

ତୁଳା- ଏହି ରାଶିର ବ୍ୟକ୍ତିଙ୍କର ପ୍ରସନ୍ନତା ମିଳିବ । ଚିନ୍ତା କରୁଥିବା କାର୍ଯ୍ୟଟି ପୂରଣ ହେବ । ଦୂର୍ଗା ଦଶମୀ ବ୍ରତ ପାଳନ କରନ୍ତୁ ଓ ୩ବର୍ଷର କନ୍ୟା ମାନଙ୍କୁ ପୂଜା କରନ୍ତୁ । ଦେବୀ ଦୂର୍ଗାଙ୍କୁ ନାଲି ରଙ୍ଗର ଫୁଲ ଅର୍ପଣ କରନ୍ତୁ ।

ବିଛା- ଏହି ରାଶିର ବ୍ୟକ୍ତିଙ୍କର ଅଯଥା ଖର୍ଚ୍ଚ ହେବ । ଲାଭ ଖୁବ୍ କମ୍ ହେ । ଘର ପରିବାର ସମ୍ବନ୍ଧିତ ଚିନ୍ତାଜନକ ସମାଚାର ମିଳିପାରେ । ଦେବୀ ଦୂର୍ଗାଙ୍କୁ ମହୁ ଅର୍ପଣ କରନ୍ତୁ ।

ଧନୁ- ଏହି ରାଶିର ବ୍ୟକ୍ତିଙ୍କର ଲାଭଦାୟକ ହେବ । ଆୟରେ ବୃଦ୍ଧି ହେବ । ଦେବୀ ଦୂର୍ଗାଙ୍କୁ ଖୋପରା ଚଢାନ୍ତୁ ଏବଂ କଳା ପିମ୍ପୁଡି ପାଖରେ ମିଶ୍ରି ରଖନ୍ତୁ ।

ମକର- ଏହି ରାଶିର ବ୍ୟକ୍ତିଙ୍କର ଶୁଭ ଫଳ ମିଳିବ । ଦେବୀ ଦୂର୍ଗାଙ୍କୁ ପାଞ୍ଚ ପ୍ରକାରର ଫଳ ଚଢାନ୍ତୁ ।

କୁମ୍ଭ- ଏହି ରାଶିର ବ୍ୟକ୍ତିଙ୍କର ଭାଗ୍ୟ ବୃଦ୍ଧି ହେବ । ସାଥୀଙ୍କ ସାହାଯ୍ୟ ମିଳିବ । ସବୁ କାର୍ଯ୍ୟ ପୂରଣ ହେବ । ସଫଳତାର ସମାଚାର ମିଳିବ । ସକାଳେ ଓ ସନ୍ଧ୍ୟା ସମୟରେ ଦେବୀ ଦୂର୍ଗାଙ୍କର ୩୨ଟି ନାମ ପଢନ୍ତୁ ।

ମୀନ- ଏହି ରାଶିର ବ୍ୟକ୍ତିମାନେ ବାହନ ପ୍ରତି ସାବଧାନ ରହିବାକୁ ହେବ । ଦୁର୍ଘଟଣା ହବାର ସମ୍ଭାବନା ରହିଛି । ଶତୃମାନଙ୍କ ଦ୍ଵାରା ଚିନ୍ତା ବୃଦ୍ଧି ପାଇବ । ଦେବୀ ଦୂର୍ଗାଙ୍କୁ ଓଢଣୀ ଓ ପତାକା ଅର୍ପଣ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!