ଲଗ୍ନ ହିସାବରେ ଜାଣନ୍ତୁ କେଉଁ ଫଳ ଭୋଗିବେ ? କଣ କରିବା ଉଚିତ୍ ଓ କଣ ଅନୁଚିତ୍ ?

କେଉଁ ଲଗ୍ନରେ ଜନ୍ମ ହୋଇଥିଲେ କେଉଁ ଫଳ ଭୋଗ କରିବାକୁ ପଡେ, କଣ କରିବା ଉଚିତ୍ ଓ କଣ ନକରିବା ଉଚିତ୍ ? ବାରୋଟି ଲଗ୍ନ ବିଷୟରେ ଆସନ୍ତୁ ଜାଣିବା। ମେଷ ଲଗ୍ନ ଯେଉଁମାନଙ୍କର ମେଷ ଲଗ୍ନରେ ଜନ୍ମ, ସେମାନେ କ୍ରୋଧୀ, ବ୍ୟସନୀ, ବନ୍ଧୁବିରୋଧୀ, ପରାକ୍ରମରେ ଯଶପ୍ରାପ୍ତ ଓ ଗୁଣବାନ୍‌ ହୋଇଥାନ୍ତି। ଯେଉଁକାର୍ଯ୍ୟ ପାଇଁ ଚେଷ୍ଟା କରିବେ ସହଜ ସରଳରେ କାର୍ଯ୍ୟ ସାଧିତ ହୋଇ ଥାଏ। ନିଜର ନିଷ୍ଠା ଓ … ଅଧିକ ପଢନ୍ତୁ

ମଙ୍ଗଳ ଚଳିଲେ ମୀନ ରାଶିକୁ, ଏହି ୪ଟି ରାଶି ଉପରେ ହେବ ଅତ୍ୟନ୍ତ ଶୁଭ ପ୍ରଭାବ

ମଙ୍ଗଳ ମହାଗ୍ରହ ୨୦୨୦ ମସିହା ଅକ୍ଟୋବର ମାସ ୪ ତାରିଖରେ ଅଶ୍ଵିନୀ ନକ୍ଷତ୍ର ମେଷରାଶିରୁ ରେବତୀ ନକ୍ଷତ୍ର ମୀନରାଶିକୁ ବକ୍ର ଚଳନ ହେବେ। ମୀନରାଶିରେ ମଙ୍ଗଳ ରହିବା ଫଳରେ କେଉଁ ଚାରୋଟି ରାଶିର ବ୍ୟକ୍ତି ବିଶେଷ ଶୁଭ ଫଳ ପାଇବେ ଆସନ୍ତୁ ଜାଣିବା। ମେଷ:- ମେଷ ରାଶି ଜାତ ବ୍ୟକ୍ତିମାନଙ୍କର ମଙ୍ଗଳ ଗ୍ରହ ବ୍ୟୟଭାବରେ ଭ୍ରମଣ କରିବେ। ରାଜନୀତି କ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଯୋଗେ ନାନାବିଧ … ଅଧିକ ପଢନ୍ତୁ

ମାସିକ ରାଶିଫଳ: ଅକ୍ଟୋବର ୨୦୨୦, ଏହି ମାସରେ ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଆକସ୍ମିକ ଧନ ଲାଭ

masika-rasifala-oct-2020

ମେଷ:- ମେଷରାଶି ଜାତବ୍ୟକ୍ତି ମାନଙ୍କର ପୁରୁଣା ରୋଗରୁ ଉପସମ ମିଳିବ। ମାଲିମୋକଦ୍ଦମାରେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ। ଋଣ ଭରଣା ପାଇଁ ଚେଷ୍ଟା କରିବେ। ପଡୋଶୀଙ୍କ ସହିତ ମଧୁର ସଂପର୍କ ସ୍ଥାପନ ହେବ। ଇଲେକ୍ଟ୍ରୀ, ଇଲେକ୍ଟ୍ରୋନିକସ୍, ଠିକାଦାରୀ, ଧାତୁ ବ୍ୟବସାୟୀ, ଔଷଧ ଦୋକାନ, ଭୋଜନାଳୟ, କଳକାରଖାନା, ଖଣିଜପଦାର୍ଥ, ଗୁଡ଼, ଲଙ୍କାମରିଚ, ମସୁରଡାଲି, ଧାନ, ଗହମ ଇତ୍ୟାଦି ବ୍ୟବସାୟ କରୁଥିବା ବ୍ୟକ୍ତିମାନେ କିମ୍ବା ଏହି ସଂସ୍ଥାରେ କର୍ମରତ ବ୍ୟକ୍ତିମାନେ ବିଶେଷ … ଅଧିକ ପଢନ୍ତୁ

ଶୁକ୍ର ଚଳିଲେ ସିଂହ ରାଶିକୁ, କଣ ରହିବ ୧୨ଟି ରାଶି ଉପରେ ଏହାର ପ୍ରାଭବ

ସେପ୍ଟେମ୍ବର ୨୭ ତାରିଖରେ ଶୁକ୍ର ମଘାନକ୍ଷତ୍ର ସିଂହରାଶିକୁ ଚଳିବେ ଓ ଅକ୍ଟୋବର୨୩ ତାରିଖଯାଏ ସିଂହ ରାଶିରେ ରହିବା ଫଳରେ ବାରୋଟି ରାଶିର ବ୍ୟକ୍ତିମାନେ ଶିକ୍ଷା, ସ୍ୱାସ୍ଥ୍ୟ, ପେଷା, ରାଜନୀତି ଓ ବ୍ୟବସାୟରେ ଶୁଭାଶୁଭ ଫଳ ଜାଣନ୍ତୁ। ଶୁକ୍ର ମହାଗ୍ରହ ହେଉଛନ୍ତି ଜଳକାରକ, ସ୍ତ୍ରୀ କାରକ, ଯୌନସୁଖ କାରକ, ରାଜନୀତି ବିଭାଗ, ଶିକ୍ଷା ବିଭାଗ, ଚିକିତ୍ସା ବିଭାଗ ଓ ନୃତ୍ୟ ସଙ୍ଗୀତ ବିଭାଗର ଅଧିପତି ଗ୍ରହ ବା ଏହିସବୁ ବିଭାଗ ଉପରେ ଶୁକ୍ରଙ୍କର … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ସେପ୍ଟେମ୍ବର ୨୮ ତାରିଖ ରୁ ଅକ୍ଟୋବର ୪ ତାରିଖ, ଏହି ସପ୍ତାହଟି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ମେଷ:- ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ। ବ୍ୟବସାୟରେ ଭଲ ଲାଭ ହେବ। ସରକାରୀ କର୍ମଚାରୀଙ୍କ ପାଇଁ ଭଲ ସମୟ। ଘରୋଇ ସଂସ୍ଥାର କର୍ମ କ୍ଷେତ୍ରରେ ସହଯୋଗୀ ମାନେ ସହଯୋଗ କରିବେ।  ମାନସିକ ଦୁଃଶ୍ଚିନ୍ତା ଦୂର ହେବ। ଧାତୁ ପଦାର୍ଥ କ୍ରୟ ବିକ୍ରୟ କରୁଥିବା ବ୍ୟବସାୟୀମାନେ ଲାଭବାନ ହେବେ।ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ। କାର୍ଯ୍ୟ କ୍ଷେତ୍ରରେ ଶତୃମାନେ ପରାଜିତ ହେବେ। … ଅଧିକ ପଢନ୍ତୁ

ମଳମାସ: ପୂର୍ଣ୍ଣ ଚନ୍ଦ୍ରରେ ଦିଆଯାଇଥିବା ଏହି ଦାନ ଗ୍ରହମାନଙ୍କୁ କରେ ପ୍ରସନ୍ନ

ଜପ ଏବଂ ତପ ପାଇଁ ମଳମାସ ସର୍ବୋତ୍ତମ ବୋଲି କୁହାଯାଇଛି ଏବଂ ଏଥିରେ ଏହି ମାସରେ ପୂର୍ଣ୍ଣିମା ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ଅକ୍ଟୋବର 1, 2020 ରେ ପୂର୍ଣ୍ଣିମା ଦିନ, ତୁମର ଅଶୁଭ ଗ୍ରହର ପ୍ରଭାବକୁ ହ୍ରାସ କରିବା ପାଇଁ ତୁମେ ତୁମର ରାଶି ଅନୁଯାୟୀ ଦାନ କରିପାରିବ । ଆସନ୍ତୁ ଜାଣିବା ଲୋକମାନେ କେଉଁ ଜିନିଷ ଦାନ କରିବା ଉଚିତ୍ । ତେବେ ଏହା ଆପଣ … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ସେପ୍ଟେମ୍ବର ୧୪  ତାରିଖ ରୁ ସେପ୍ଟେମ୍ବର ୨୦, ଏହି ସପ୍ତାହଟି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ସ୍ୱାସ୍ଥ୍ୟ ଜନିତ ସମସ୍ଯାରୁ ମୁକ୍ତି

ମେଷ:- ଏସପ୍ତାହରେ ମହିଳା ଓ ପୁରୁଷ ମାନେ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ। ରୌପ୍ୟାଦି ଧାତୁଦ୍ରବ୍ୟ, ଔଷଧ, କ୍ଷୀର, ଜଳଜାତ ଦ୍ରବ୍ୟ, ଖାଇବାତେଲ, କାଚଦ୍ରବ୍ୟ, ଅତର, ସେଣ୍ଟ, ଷ୍ଟେସେନାରୀ, ଥଣ୍ଡାପାନୀୟ, ରେଡିମେଡ, କପଡା, ଶାଢୀ, ଲୁଗା, ସଉକୀନ୍ ଦ୍ରବ୍ୟ ବ୍ୟବସାୟରେ ପ୍ରବଳ ଲାଭ ପାଇବେ। ଶିକ୍ଷାକ୍ଷେତ୍ରରେ ତେଜସ୍ୱୀ, ବ୍ୟବହାରକୁଶଳ, ଅନୁଶାସନ ପ୍ରିୟ, ଗୁଣିଜ୍ଞାନୀ, ଯୋଗ୍ୟ, ଆଜ୍ଞାପାଳକ, ସୌଭାଗ୍ୟଶାଳୀ ହେବେ। ବିଭାଗୀୟ ପରୀକ୍ଷା, ପ୍ରତିଯୋଗି ପରୀକ୍ଷାର ପରିଣାମ ମନ ଅନୁକୂଳହେବ ଓ … ଅଧିକ ପଢନ୍ତୁ

ମିଥୁନ ରାଶିରୁ ବୃଷ ରାଶିକୁ ରାହୁଙ୍କ ଚଳନ, ଜାଣନ୍ତୁ ଆପଣଙ୍କ ରାଶି ଉପରେ କଣ ପଡିବ ଏହାର ପ୍ରଭାବ

ତା-୧୯-୦୯-୨୦୨୦ ମସିହା ଶନିବାର ରାତି ଘ୯।୩୭ା୨୪ ସମୟରେ ସ୍ପଷ୍ଟ ରାହୁ ମୃଗଶିରା ନକ୍ଷତ୍ର ବୃଷ ରାଶିକୁ ଗମନ କରିବା ଫଳରେ କେଉଁ ରାଶିର ଭଲ ହେବ କେଉଁ ରାଶି ମନ୍ଦଫଳ ଭୋଗ କରିବେ, କଣ କରିବେ ପ୍ରତିକାର ଆସନ୍ତୁ ଜାଣିବା। ରାହୁ- ରାହୁଗ୍ରହ ପିତାମହ, ଦାଦା, ବିଦେଶ ଯାତ୍ରା, ସମାଜ ଓ ଅନ୍ୟ ଜାତିବା ଧର୍ମର ଲୋକ, ସାପ, ସାପଚୋଟ ମାରିବା, ଚର୍ମରୋଗ, କୁଣ୍ଡେଇ ହେବା, ହାଡ଼, ବିଷ, ବିଧବା, … ଅଧିକ ପଢନ୍ତୁ

error: Content is protected !!