ରବି ଚଳିଲେ ମୀନ ରାଶିକୁ, ଜାଣନ୍ତୁ ୧୨ଟି ରାଶି ଉପରେ ଏହାର କଣ ରହିବ ପ୍ରଭାବ – ଏହି ୩ନୋଟି ରାଶି ନିଶ୍ଚୟ କରନ୍ତୁ ପ୍ରତିକାର

ମେଷ:- ଏହିମାସଟି ଅପଣଙ୍କ ପାଇଁ ସମଫଳ ପ୍ରଦାନ କରିବ। କର୍ମ କ୍ଷେତ୍ରରେ ଉଚ୍ଚାଧିକାରୀ ଓ ସରକାରୀ ଅଧିକାରୀ ମାନଙ୍କର  ସମର୍ଥନ ଲାଭ କରି ସମ୍ମାନସ୍ପଦ ପଦୋନ୍ନତି ପ୍ରାପ୍ତି ହେବ । ବ୍ୟବସାୟିକ କ୍ଷେତ୍ରରେ ଆପଣ ଅଧିକ ଉନ୍ନତି ପଥରେ ଅଗ୍ରସର ହେବା ସହ ଗୋଟିଏ ନୂତନ ପ୍ରକଳ୍ପ ଆରମ୍ଭ କରିପାରନ୍ତି ଅଥବା ଏକ ନୂତନ ଯୋଜନା ସ୍ଥିରିକୃତ କରିପାରନ୍ତି ଯାହା କି ଆପଣଙ୍କ ପାଇଁ ପ୍ରଚୁର ଲାଭ ଆଣିଦେବ । … ଅଧିକ ପଢନ୍ତୁ

ବହୁତ ବର୍ଷ ପରେ ବନୁଛି ଏଭଳି ଦୁର୍ଲଭ ସଂଯୋଗ, ଧନବାନ ହେବା ପାଇଁ କରନ୍ତୁ ଏହି ଉପାୟ

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ସବୁ ଦିନ ମହତ୍ବପୂର୍ଣ୍ଣ ଅଟେ । କିନ୍ତୁ ଏମାନଙ୍କ ମଧ୍ୟରୁ କିଛି ଅଧିକ ଖାସ ଏବଂ ଶୁଭ ବୋଲି ମନା ଯାଏ । ଏହି ଶୁଭ ସଂଯୋଗ ଗ୍ରହ ଏବଂ ନକ୍ଷତ୍ର ମାନଙ୍କ କାରଣରୁ ହୋଇଥାଏ । ଆଜି ବି ସେହିଭଳି ଏକ ମହା ସଂଯୋଗ ହେଉଛି । କୁହାଯାଉଛି କି ବହୁତ ବର୍ଷ ପରେ ଏଭଳି ମହା ସଂଯୋଗ ହେଉଛି । ଜ୍ୟୋତିଷ ମାନଙ୍କ … ଅଧିକ ପଢନ୍ତୁ

ହସ୍ତରେଖା ଶାସ୍ତ୍ର – ଯେଉଁ ସ୍ତ୍ରୀର ହାତରେ ଥାଏ ପଦ୍ମ ବା ମାଛର ଆକୃତି, ତାର ବୈବାହିକ ଜୀବନ ବିଷୟରେ ଜଣା ପଡେ ଏହି ସବୁ ରାଜ୍

ହସ୍ତରେଖା ଶାସ୍ତ୍ର ଅନୁସାରେ ହାତରେ କିଛି ଖାସ ଚିହ୍ନ ଥାଏ ଯାହା ସମସ୍ତ ମନୁଷ୍ୟର ଜୀବନରେ ହେବାକୁ ଥିବା ଭଲ-ମନ୍ଦ କଥାର ସଂକେତ ଦେଇଥାଏ । ହସ୍ତରେଖା ଶାସ୍ତ୍ରରେ ସ୍ତ୍ରୀ ମାନଙ୍କ ହାତରେ ଥିବା ଚିହ୍ନ ବିଷୟରେ ମଧ୍ୟ କୁହାଯାଇଛି । ଏହା ଅନୁସାରେ ଭାଗ୍ୟଶାଳୀ ସ୍ତ୍ରୀ ମାନଙ୍କ ହାତରେ କିଛି ଖାସ ଶୁଭ ଚିହ୍ନ ସବୁ ଥାଏ । ଯାହାର ପ୍ରଭାବରୁ ସେମାନଙ୍କର ଧନଲାଭ, ସୁଖ-ସମ୍ପତି ଏବଂ ଟଙ୍କା … ଅଧିକ ପଢନ୍ତୁ

ପ୍ରତ୍ୟକ ଦିନ ନ କରି ପାରିଲେ ବି ସବୁ ମଙ୍ଗଳବାର ଦିନ କରନ୍ତୁ ବଜରଙ୍ଗ ବାଣର ପାଠ – ଦେଖିବେ ସମସ୍ତ ସମସ୍ୟା ହେବ ଦୂର

ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କର ମନ୍ତ୍ର, ସ୍ତୁତି ଏବଂ ଆଳତି ଆଦିର ରଚନା କରାଯାଇଛି । ସେଥିମଧ୍ୟରୁ ଗୋଟେ ହେଉଛି ଏହି ବଜରଙ୍ଗ ବାଣ । ମାନ୍ୟତା ଅନୁସାରେ ଏହାର ରଚନା ତୁଳସୀ ଦାସ କରିଥିଲେ । ବଜରଙ୍ଗ ବାଣର ପାଠ ପ୍ରତ୍ୟକ ଦିନ ବିଧି ବିଧାନରେ କରିବା ଆବଶ୍ୟକ । ଯଦି ଏହା ସମ୍ଭବ ହେଉ ନାହିଁ ତେବେ କେବଳ ମଙ୍ଗଳବାର ଦିନ ମଧ୍ୟ ବଜରଙ୍ଗ ବାଣ … ଅଧିକ ପଢନ୍ତୁ

ଯଦି ଆପଣ ନିଜ ରାଶି ଜାଣି ନାହାନ୍ତି ତେବେ କରନ୍ତୁ ଏହି ଉପାୟ – ଜୀବନରେ ଆସିବ ସୁଖ ଓ ସମୃଦ୍ଧି, ମିଳିବ ରୋଗରୁ ମୁକ୍ତି

ଜାତକ ନଥିଲେ ରାଶି ଜାଣି ନଥିଲେ କରନ୍ତୁ ଏହି ଉପାୟ। ଜାତକ କୁଣ୍ଡଳୀରେ ଚନ୍ଦ୍ର ହେଉଛନ୍ତି ମନକାରକ, ମାତୃକାରକ ଓ ଚନ୍ଦ୍ରଙ୍କର ଗଳା ଓ ହୃଦୟରେ ଅଧିକାର ।  ଯେଉଁମାନଙ୍କର ଜାତକ ନାହିଁ, ଯେଉଁମାନଙ୍କର ଥଣ୍ଡା କଫ ମାନସିକ ଅସାନ୍ତି, ଗଳା ଓ ହୃଦୟରେ କୌଣସି ରୋଗର ଲକ୍ଷଣ ଜଣାଯାଏ, ଜାତକରେ ଚନ୍ଦ୍ରଙ୍କ ଯୋଗେ ବା ଚନ୍ଦ୍ର ଅଶୁଭ ଥିବାରୁ ଏହିପ୍ରକାର ରୋଗରେ ପୀଡ଼ିତ ହେଉଛନ୍ତି ବୋଲି ଜାଣିବାକୁ ହେବ। … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ୧୧ ମାର୍ଚ୍ଚ ରୁ ୧୭ ମାର୍ଚ୍ଚ, ଏହି ସପ୍ତାହରେ ମା ଲକ୍ଷ୍ମୀଙ୍କ କୃପା ରହୁଥିବାରୁ ଏହିସବୁ ରାଶିକୁ ହେବ ଧନ ଲାଭ

ସାପ୍ତାହିକ ରାଶିଫଳ: ୧୧ ମାର୍ଚ୍ଚ ରୁ ୧୭ ମାର୍ଚ୍ଚ ମେଷ:- ଏ ସପ୍ତାହରେ ଅତି ଉତ୍ତମ ଫଳ ଭୋଗିବେ। ଭାଗ୍ୟଶାଳୀ, ସନ୍ତାନସୁଖ, ସ୍ୱାସ୍ଥ୍ୟ ଅନେକାଂଶରେ ଭଲ ରହିବ। ପରହାତରେ ଥିବା ଧନ ସହଜରେ ପ୍ରାପ୍ତି ହେବ, ଅଧା ହୋଇଥିବା କାର୍ଯ୍ୟ ସହଜରେ ପୂରଣ ହେବ। ବ୍ୟବସାୟରେ ଉନ୍ନତି ଓ ଲାଭପ୍ରାପ୍ତି ହେବ। ଉଚ୍ଚଶିକ୍ଷା ଅଧ୍ୟୟନ କରୁଥିଲେ ପଢା ପଢିରେ ମନ ଦେବେ। ଦୀର୍ଘଦିନ ଧରି ଚିନ୍ତା କରୁଥିବା ନୂତନ କାର୍ଯ୍ୟ ଏବଂ … ଅଧିକ ପଢନ୍ତୁ

ଗ୍ରହ ଦୋଷ- ଭୁଲରେ ବି କରନ୍ତୁ ନି କୌଣସି ଗରିବର ଅପମାନ, ନଚେତ ଶନିଦେବ ବିଗାଡି ପାରନ୍ତି ସବୁ କାମ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟାଧୀଶ ବୋଲି କୁହଯାଏ। ଏହି ଗ୍ରହ ଆମ କର୍ମର ଫଳ ଆମକୁ ଦେଇଥାଏ। ଯେଉଁ ମାନଙ୍କର କର୍ମ ଠିକ ନ ଥାଏ, ସେମାନଙ୍କ ପାଇଁ ଶନି ଅଶୁଭ ହୋଇଯାନ୍ତି । ଶନିଙ୍କର ଅଶୁଭ ହେବା କାରଣରୁ କୌଣସି ବି କାମରେ ସଫଳତା ସହଜରେ ମିଳିବ ନାହିଁ । ଏହା ସହ ଘର ପରିବାରରେ ଅଶାନ୍ତି ମଧ୍ୟ ଦେଖାଦିଏ । ଶନିବାରର କାରକ ଗ୍ରହ ହେଉଛନ୍ତି ଶନିଦେବ … ଅଧିକ ପଢନ୍ତୁ

ସୂର୍ଯ୍ୟାସ୍ତ ପୂର୍ବରୁ ଭଗବାନ ବିଷ୍ଣୁଙ୍କ ସାମ୍ନାରେ ଦୀପ ଜଳାନ୍ତୁ ଏବଂ କରନ୍ତୁ ଗୋଟିଏ ଉପାୟ, ଦୂର ହେବ ଦରିଦ୍ରତା

ଧନ ସମ୍ବନ୍ଧିତ ଚୀନତାରୁ ମୁକ୍ତି ଚାହୁଁଛନ୍ତି ତ ମହାଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁ ଙ୍କର ମଧ୍ୟ ପୂଜା କରିବା ଆବଶ୍ୟକ । ଗୁରୁବାରର ଅଧିକାରୀ ଗ୍ରହ ଗୁରୁ ଅଟନ୍ତି । ଏହି ଗ୍ରହ ଭାଗ୍ୟର କାରକ ଅଟେ । ଏବଂ ଯେଉଁ ଲୋକ ଙ୍କ କୁଣ୍ଡଳୀରୁ ଗୁରୁ ଅଶୁଭ ସ୍ଥିତିରେ ଥାଏ, ସେମାନଙ୍କୁ ଭାଗ୍ୟର ସାଥ ମିଳେ ନାହିଁ । ଜାଣନ୍ତୁ ଲକ୍ଷ୍ମୀ – ବିଷ୍ଣୁଙ୍କ କୃପା ପାଇବା ପାଇଁ … ଅଧିକ ପଢନ୍ତୁ

error: Content is protected !!