ସାପ୍ତାହିକ ରାଶିଫଳ: ଡିସେମ୍ବର 07 ତାରିଖ ରୁ ଡିସେମ୍ବର 13 ତାରିଖ, ଏହି ସପ୍ତାହଟି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ କର୍ମରେ ଉନ୍ନତି

ମେଷ:- ଏସପ୍ତାହରେ ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ସଫଳତା ଲାଭ କରି କର୍ମକ୍ଷେତ୍ରରେ ମାନସମ୍ମାନ ପାଇବେ । ବ୍ୟବସାୟରେ ବାଧା ଉପୁଜିଲେ ମଧ୍ୟ ଲାଭର ମାର୍ଗ ପ୍ରଶସ୍ଥ ହେବ । ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ମିଛଆଶା ଉପରେ ନିର୍ଭର ନକରି ନିଜକୁ ନିୟନ୍ତ୍ରଣ କରିପାରିବେ । ପରିବାରକୁ ସଜାଡ଼ି ନେବା ଫଳରେ ପାରିବାରିକ କ୍ଷେତ୍ରରେ ସୁଖ … ଅଧିକ ପଢନ୍ତୁ

କର୍ମ, ବ୍ୟବସାୟ ଓ ବିବାହ ସମସ୍ୟା ସମାଧାନ ପାଇଁ କେତୋଟି ଟିପ୍ସ ପ୍ରତି ଧ୍ୟାନ ଦିଅନ୍ତୁ

ଯଦି କର୍ମ, ବ୍ୟବସାୟ ଓ ବିବାହ କ୍ଷେତ୍ରରେ ସମସ୍ୟା ଉପୁଜୁଚି କିମ୍ବା ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେଉନାହିଁ ଓ ଅନେକ ବାଧାବିଘ୍ନର ସମ୍ମୁଖୀନ ହେଉଛନ୍ତି, ତେବେ ଘରର ଦକ୍ଷିଣ ପଶ୍ଚିମ କୋଣ ବା ନୈରୁତ କୋଣରେ ଶୋଇବା ଉଚିତ୍ । ଏହା କଲେ କର୍ମପ୍ରାପ୍ତି, ବ୍ୟବସାୟରେ ଉନ୍ନତି ଓ ବିବାହ ଶୀଘ୍ର ହୋଇଥାଏ । ଯଦି ପରିବାରର କୌଣସି ଅଲଗା ଘର ନଥାଏ, ତେବେ ଏକ ନିରପେକ୍ଷ କୋଣ … ଅଧିକ ପଢନ୍ତୁ

ଭୁଲରେବି ଦାନ କରନ୍ତୁ ନାହିଁ ଏହି ୫ଟି ଜିନିଷ, ନଚେତ…

ଧାର୍ମିକ ମାନ୍ୟତା ଅନୁସାରେ, ପୁରାଣ ଓ ଶାସ୍ତ୍ର ଅନୁସାରେ ଦାନକୁ ସର୍ବଶ୍ରେଷ୍ଠ ମାନନ୍ତି ସେ କନ୍ୟା ଦାନ ହେଉ ବା କୌଣସି ଜିନିଷର ଦାନ ହେଉ । ଦାନ କରିବା ଦ୍ଵାରା ମଣିଷକୁ ସମସ୍ୟାରୁ ମୁକ୍ତି ମିଳିଥାଏ । ଯଦି ଆପଣ ଅଜଣାରେ କୌଣସି ଭୁଲ ଜିନିଷର ଦାନ କରିଦିଅନ୍ତି ତେବେ ଏହାର ପ୍ରଭାବ ଆପଣଙ୍କ ଜୀବନରେ ଓଲଟା ପଡିଥାଏ । ଭୁଲରେବି ବି ଦାନ କରନ୍ତୁ ନାହିଁ ଏହି … ଅଧିକ ପଢନ୍ତୁ

ଶୁଆର କଣ୍ଢେଇ ବା ଫଟୋ ଲଗାଇଲେ କଣ ଲାଭହୁଏ ? ଶୁଆ ପାଳନ କଲେ କଣ କ୍ଷତିହୁଏ ?- Vastu Shastra

ବାସ୍ତୁ ଶାସ୍ତ୍ର ଆମ ଜୀବନରେ ବହୁତ ପ୍ରଭାବ ପକାଇ ଥାଏ । ତେବେ ବାସ୍ତୁ ହିସାବରେ ଏମିତି ବହୁତ କଥା ଅଛି ଯାହା ବିଷୟରେ ସାଧାରଣ ବ୍ୟକ୍ତି ଅଗୋଚର ଅଟନ୍ତି ଓ ଅଜାଣତରେ ଅନେକ ଭୁଲ କରିବସନ୍ତି । ସେଇ ବାସ୍ତୁ ସମ୍ବନ୍ଧିତ କିଛି ତଥ୍ୟ ବିଷୟରେ ଆଜି ଆମେ ଆଲୋଚନା କରିବା । ଶୁଆର କଣ୍ଢେଇ ବା ଫଟୋ ଲଗାଇଲେ କଣ ଲାଭହୁଏ ? ଶୁଆ ପାଳନ କଲେ … ଅଧିକ ପଢନ୍ତୁ

Numerology: ମୂଳାଙ୍କ 5 ବା (୫, ୧୪ ଓ ୨୩) ରେ ଜନ୍ମିତ ବ୍ୟକ୍ତି ଅଙ୍କ ଜ୍ୟୋତିଷ ଦ୍ଵାରା ଜାଣନ୍ତୁ ୨୦୨୧ ମସିହା ର ଭାଗ୍ୟଫଳ

ଯେଉଁମାନେ ରାଶି ନକ୍ଷତ୍ର ବିଷୟରେ ଜାଣିନାହାନ୍ତି ଯେଉଁମାନଙ୍କର ଜାତକ ନାହିଁ ଯଦିଜନ୍ମ ତାରିଖ ବା ଜନ୍ମତିଥି ଜାଣିଥିବେ ନତୁବା ନାମର ପ୍ରଥମ ଅକ୍ଷରରୁ ସଂଖ୍ୟା ଜାଣି ନିଜର ଭବିଷ୍ୟତ ବିଷୟରେ ଅବଗତ ହୋଇ ପାରିବେ । A B C D E F G H I J K L M N O P Q R S T U V W X … ଅଧିକ ପଢନ୍ତୁ

ଏହି 15ଟି ବାସ୍ତୁ ଟିପ୍ସ ବଦଳାଇଦେବ ଆପଣଙ୍କ ଜୀବନ, ଥରେ କରିକି ତ ଦେଖନ୍ତୁ- Vastu Tips

ଅନେକ ସମୟରେ ବିନା କାରଣରେ ଘରେ ଟେନସନ ଏବଂ ଝଗଡା ହୁଏ । ପାରସ୍ପରିକ ସଂପର୍କରେ ତିକ୍ତତା ଏବଂ ଉଦାସୀନତା ହେବ । ଯଦି ତୁମେ ତୁମର ଜୀବନରେ ସୁଖ ଚାହୁଁଛ, ତେବେ ନିଶ୍ଚିତ ଭାବରେ ଏହି ପଦକ୍ଷେପଗୁଡିକ ଅନୁସରଣ କର । ଯନ୍ତ୍ରଜ୍ଯୋତିଷପାଠକମାନଙ୍କ ପାଇଁ ୧୫ଟି ସହଜ ସମାଧାନ ଉପସ୍ଥାପିତ କରୁଛି । ବାସ୍ତୁର ସହଜ ସରଳ ପଦକ୍ଷେପ ଯାହା ଆପଣ ଜୀବନକୁ କରିବ ସୁଖ ଓ ସମୃଦ୍ଧିରେ … ଅଧିକ ପଢନ୍ତୁ

ଜାତକର କୁଣ୍ଡଳୀରେ ଶୁକ୍ର ଓ ଶନି ଗ୍ରହଙ୍କ କଣ ପଡେ ପ୍ରଭାବ ଜାଣନ୍ତୁ

ଶୁକ୍ର ଓ ଶନି ଗ୍ରହଙ୍କ ଦଶା ଅନ୍ତର୍ଦଶାର ପ୍ରଭାବ- ଶୁକ୍ର ଗ୍ରହ ଜୀବନରେ ସୁଖ ଏବଂ ଆନନ୍ଦର ପ୍ରତୀକ ଅଟନ୍ତି । କୌଣସି ବ୍ଯକ୍ତିର ଜୀବନରେ ଭୌତିକ ସୁଖ ଏବଂ ସମୃଦ୍ଧି ବିଷୟରେ ଜଣାଇବା ପାଇଁ ଜନ୍ମକୁଣ୍ଡଳୀରେ ଶୁକ୍ର ଗ୍ରହଙ୍କ ସ୍ଥିତି ଅଧ୍ୟୟନ କରିବାକୁ ପଡିଥାଏ । କୁଣ୍ଡଳୀରେ ଶୁକ୍ର ଶଶକ୍ତ ଏବଂ ପ୍ରଭାବଶାଳି ଥିଲେ ଜାତକ ନିଜ ଜୀବନରେ ସମସ୍ତ ସୁଖ ସୁବିଧା ପ୍ରାପ୍ତ କରିଥାଏ । ଜ୍ୟୋତିଷ … ଅଧିକ ପଢନ୍ତୁ

Numerology: ମୂଳାଙ୍କ 4 ବା (୪ , ୧୩, ୨୨ ଓ ୩୧) ରେ ଜନ୍ମିତ ବ୍ୟକ୍ତି ଅଙ୍କ ଜ୍ୟୋତିଷ ଦ୍ଵାରା ଜାଣନ୍ତୁ ୨୦୨୧ ମସିହା ର ଭାଗ୍ୟଫଳ

ଯେଉଁମାନେ ରାଶି ନକ୍ଷତ୍ର ବିଷୟରେ ଜାଣିନାହାନ୍ତି ଯେଉଁମାନଙ୍କର ଜାତକ ନାହିଁ ଯଦିଜନ୍ମ ତାରିଖ ବା ଜନ୍ମତିଥି ଜାଣିଥିବେ ନତୁବା ନାମର ପ୍ରଥମ ଅକ୍ଷରରୁ ସଂଖ୍ୟା ଜାଣି ନିଜର ଭବିଷ୍ୟତ ବିଷୟରେ ଅବଗତ ହୋଇ ପାରିବେ । A B C D E F G H I J K L M N O P Q R S T U V W X … ଅଧିକ ପଢନ୍ତୁ

error: Content is protected !!