ଗ୍ରହ ଯୋଗେ ବ୍ୟତିପାତ ଯୋଗ

ଗ୍ରହ ଯୋଗେ ବ୍ୟତିପାତ ଯୋଗ   ଗ୍ରହ ଯୋଗେ ବ୍ୟତିପାତ ଯୋଗ ମେଷରାଶେ ଗୁରୁଶୌରୀ ଯୋଗ ଯେ ବରଷ, ମଙ୍ଗଳ ନବମେ ରବି ସପତମେ ବାଶ ।। ତୁଳାରାଶି ନିଚାଂଶରେ ରବି ରହିଥାନ୍ତି, ଦୈତ୍ୟ ଗୁରୁ ସିଂହ ରାଶେ ବିରାଜ କରନ୍ତି ।। କ୍ଷେତ୍ର ବିନିମୟ ଯୋଗ ଏହାକୁ କହନ୍ତି, ଧନୁ ରାଶିରେ ମଙ୍ଗଳ ସେକାଳେ ବସନ୍ତି ।। ଗୁରୁ ଓ ମଙ୍ଗଳଙ୍କର ବିନିମୟ ଯୋଗ, କେତୁଙ୍କର ଜଳରାଶି ହେଉଥିବ … ଅଧିକ ପଢନ୍ତୁ

ରାଶି ଅନୁସାରେ ରଙ୍ଗର ପ୍ରଭାବ

ରାଶି ଅନୁସାରେ ରଙ୍ଗର ପ୍ରଭାବ

ରାଶି ଅନୁସାରେ ରଙ୍ଗର ପ୍ରଭାବ   ରାଶି ଅନୁସାରେ ରଙ୍ଗର ପ୍ରଭାବ ଫାଲଗୁନ ମାସ,ଶୁକ୍ଳପକ୍ଷ ଦଶମିଠାରୁ ଚୈତ୍ରମାସ କୃଷ୍ଣପକ୍ଷ ପଞ୍ଚମୀ ପର୍ଯ୍ୟନ୍ତ ଋତୁ ପରିବର୍ତ୍ତନର ପ୍ରଭାବ ରୁହେ। ଶିଶିର ଋତୁ ଓ ବସନ୍ତ ଋତୁର ମଧ୍ୟାନ୍ନ ସମୟ ହୋଇଥିବାରୁ ଋତୁ ଜନିତ ରୋଗ ଶରୀରରେ ସୃଷ୍ଟିହୋଇଥାଏ। ଫାଲଗୁନ ପୂର୍ଣ୍ଣିମା ମାସଶେଷ ଦିବସ ଚୈତ୍ର ପ୍ରତିପଦ ମାସର ପ୍ରାରମ୍ଭ ଦିବସ ହୋଇଥିବାରୁ ଏହି ଦୁଇ ଦିନରେ ରଙ୍ଗ ଚିକିଶ୍ଚା ଦ୍ୱାରା ରୋଗ … ଅଧିକ ପଢନ୍ତୁ

error: Content is protected !!