Monthly Horoscope- କେମିତି କଟିବ ୨୦୨୧ ମସିହା ଜାନୁୟାରୀ ମାସଟି (ଧନୁ, ମକର, କୁମ୍ଭ, ମୀନ) ରାଶିର

ଧନୁ:- ଏହିମାସଟି ଅପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ । ସରକାରୀ କର୍ମଚାରୀମାନଙ୍କର କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ସମାଧାନ ହୋଇ ସହକର୍ମୀ ମାନଙ୍କ ଦ୍ୱରା ବହୁ ସୁବିଧା ସୁଯୋଗ ପାଇବେ । ପାରିବାରିକ କ୍ଷେତ୍ରରେ ଭୂଲ ବୁଝାମଣା କଟି ଯାଇ ଶାନ୍ତି ବାତାବରଣ ସୃଷ୍ଟି ହେବ । ନୂତନ ଯୋଜନା ପ୍ରସ୍ତୁତ କରି ବ୍ୟବସାୟର ପ୍ରସାର ପ୍ରଚାର ଫଳରେ ଆଶାତୀତ ଆୟ ବୃଦ୍ଧି ପାଇବ । ନୂତନ କର୍ମପ୍ରାପ୍ତିର … ଅଧିକ ପଢନ୍ତୁ

Monthly Horoscope- କେମିତି କଟିବ ୨୦୨୧ ମସିହା ଜାନୁୟାରୀ ମାସଟି (ସିଂହ, କନ୍ୟା, ତୁଳା, ବିଛା) ରାଶିର

ସିଂହ:-  ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ । ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ । ଦେହମନ ଭଲ ରହିବ ଓ ଶାନ୍ତି ପାଇବେ । ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ପ୍ରଚୁର ଲାଭବାନ ହେବେ । ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ବ୍ୟବସାୟ ଶୁଭାରମ୍ଭ କରିବାର ସୁଯୋଗ ପାଇବେ । ବ୍ୟବସାୟରେ ସଫଳତା, ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ ଭାଗିଦାର … ଅଧିକ ପଢନ୍ତୁ

Monthly Horoscope- କେମିତି କଟିବ ୨୦୨୧ ମସିହା ଜାନୁୟାରୀ ମାସଟି (ମେଷ, ବୃଷ, ମିଥୁନ, କର୍କଟ) ରାଶିର

ମେଷ:- ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ। ସ୍ୱାସ୍ଥ୍ୟରେ ଉନ୍ନତି ହୋଇ ଗୃହସ୍ଥ ଜୀବନ ସୁଖମୟ ହେବ। ସରକାରୀ କର୍ମଚାରୀ ମାନେ କର୍ମକ୍ଷେତ୍ରରେ ଉତ୍ତମ କାର୍ଯ୍ୟକରି ପଦୋନ୍ନତି ପାଇବେ। ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟସହଯୋଗ ମିଳିବ। ନୂତନ ଗୃହସୁଖ ଓ ଯାନବାହନ ସୁଖ ମିଳିବ। ସମସ୍ତ କାର୍ଯ୍ୟ ମନଇଛା ଅନୁସାରେ ସମ୍ପନ୍ନ ହେବ। ଜନ ସମ୍ପର୍କ ବୃଦ୍ଧି ପାଇବ। ନୂଆ ନୂଆ ଲୋକଙ୍କ ସହ ସମ୍ପର୍କ ଓ ସାକ୍ଷାତରେ … ଅଧିକ ପଢନ୍ତୁ

ଘରେ ରଖନ୍ତୁ ଏହି ୨୫ଟି ବସ୍ତୁ, ରହିବନି କୌଣସି ବାସ୍ତୁ ସମସ୍ଯା- Vastu Tips

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ନିମ୍ନଲିଖିତ ବସ୍ତୁ ରଖିଲେ ସୁଖ ସମୃଦ୍ଧି ବୃଦ୍ଧିହୋଇ ସବୁ ସଙ୍କଟ ଦୂର ହୋଇଥାଏ । ପ୍ରାଚୀନ କାଳରେ ଲୋକମାନେ ଘରେ ଏହି ଜିନିଷ ରଖୁଥିଲେ । କାରଣ ପ୍ରତ୍ୟେକ ବସ୍ତୁ ଗ୍ରହ ନକ୍ଷତ୍ର ସହିତ ଜଡିତ ହୋଇଛି । କହିବାକୁ ଗଲେ ଏହି ବସ୍ତୁକୁ ରଖିଲେ ଜୀବନରେ ସୁଧାର ଆସିବା ସହ ନିରୋଗରେ ସୁସ୍ଥ ଶରୀରରେ ଜୀବନ ଯାପନ କରିପାରିବେ ଓ ଭବିଷ୍ୟତ ବଂଶଧରମାନେ ମଧ୍ୟ … ଅଧିକ ପଢନ୍ତୁ

ଘରେ କୁକୁର ପାଳୁଛନ୍ତି କି, ଜାଣନ୍ତୁ ଏହି ଖାସ କଥା- Shakuna Apasakuna

ଆଜିକାଲି ସମସ୍ତେ ବିଦେଶୀ କୁକୁର ପାଳନ କରିବାର ଅଭ୍ୟାସ ବଢିଯାଇଛି । ଦେଶୀ କୁକୁରମାନେ ରାସ୍ତା କଡରେ ଭୋକ ଉପାସରେ ମରିଯାଉଛନ୍ତି, କିଏ କାର୍ ବା ଟ୍ରାକ୍ ତଳେ ପଡି ମଧ୍ୟ କରିଯାଉଛନ୍ତି । ହିନ୍ଦୁ ଧର୍ମରେ କୁକୁର ପାଳନ କରିବାକୁ ବାରଣ କରାଯାଇଛି । ଆସନ୍ତୁ ଜାଣିବା କୁକୁର ପାଳନ କଲେ ତାର ୫ପ୍ରକାର ଲାଭ ହୁଏ ଓ ୨ ପ୍ରକାର କ୍ଷତି ହୁଏ । ୧- କୁକୁର … ଅଧିକ ପଢନ୍ତୁ

ଯଦି କୌଣସି ଶୁଭକାର୍ଯ୍ୟ କରିବାକୁ ଯାଉଛନ୍ତି, ତେବେ ସକାଳୁ ଉଠି ଏହି କାମ ନିଶ୍ଚିତ କରନ୍ତୁ

ପ୍ରତି ଦିନ ଶୁଭ ଓ କଲ୍ୟାଣକାରୀ ହୋଇଥାଏ, କିନ୍ତୁ ଯଦି ଭାଗ୍ୟ ଅନୁକୂଳ ନ ଥାଏ ତେବେ ଏହା ପ୍ରତିକୂଳ ପ୍ରଭାବ ପକାଇଥାଏ । ପ୍ରାତଃ ସମୟରେ ଆମର ମସ୍ତିଷ୍କ ବହୁତ ସମ୍ବେଦନଶୀଳ ଥାଏ । ଏପରି ସ୍ଥିତିରେ, ଯଦି ସେ ସକରାତ୍ମକ ଜିନିଷ ଗ୍ରହଣ କରେ ତେବେ ଜୀବନରେ କେବଳ ସକରାତ୍ମକ ଘଟଣା ଘଟିବ । ତେଣୁ ଯଦି ଆପଣ ସକାଳେ କୌଣସି ଶୁଭ ଦର୍ଶନ କରନ୍ତି ଓ … ଅଧିକ ପଢନ୍ତୁ

ନାମରୁ ଜାଣନ୍ତୁ ନିଜ ରାଶି ଓ ନକ୍ଷତ୍ର, (ଚୁ, ଚେ, ଚୋ, ଲା, ଲି, ଲୁ, ଲେ, ଲୋ, ଆ)ରେ ହୋଇଥିଲେ ନାମ ହେବ କେଉଁ ରାଶି ଜାଣନ୍ତୁ ?

ଯେଉଁମାନଙ୍କର ଜାତକ ନାହିଁ, ଯେଉଁମାନେ ଭବିଷ୍ୟତ ବିଷୟରେ ଜାଣିପାରୁନାହାନ୍ତି, ଯେଉଁମାନେ ଟିକେଭଲମନ୍ଦ ବିଷୟରେ ଜାଣିବା ପାଇଁ ଆଗ୍ରହୀ, ସେମାନେ ନିଜର ନାମରୁ ରାଶି ନକ୍ଷତ୍ରର ଗୁଣ, ସ୍ଵଭାବ, ଚରିତ୍ର, ପ୍ରକୃତି, କର୍ମ, ବିଦ୍ୟା, ବ୍ୟବସାୟ ବିଷୟରେ ଜାଣି କଣକରିବେ କଣ ନ କରିବେ ସେବିଷୟରେ ଆସନ୍ତୁ ଜାଣିବା । (୧)- ମେଷରାଶି- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ଚୁ, ଚେ, ଚୋ, ଲା, ଲି, ଲୁ, ଲେ, ଲୋ, … ଅଧିକ ପଢନ୍ତୁ

ବୈବାହିକ ଜୀବନରେ ସୁଖରେ ରହିବା ପାଇଁ କରନ୍ତୁ ଏହି ୧୪ ଟି ଉପାୟ- Vastu Tips

ବିବାହ ଏକ ପବିତ୍ର ବନ୍ଧନ, ଯାହାକୁ ନେଇ ଏ ସଂସାର ନିର୍ମିତ । ବିବାହ ପୂର୍ବରୁ ସମସ୍ତ ପୁଅ ଓ ଝିଅ ମାନେ ନିଜ ନିଜ ଜୀବନସାଥୀଙ୍କୁ ନେଇ ବହୁତ ସ୍ଵପ୍ନ ଦେଖି ଥାନ୍ତି । କିନ୍ତୁ ବିବାହ ପରେ ଜୀବନସାଥୀ ଯଦି ଭଲ ନୁହେଁ ତ ଦାମ୍ପତ୍ୟ ଜୀବନ ବହୁତ ଦୁଃଖ କଷ୍ଟର ବିତେ । ତେବେ ଆଜିକାଲି ଏଭଳି ବହୁତ ଯୋଡି ଅଛନ୍ତି ଯେଉଁମାନଙ୍କ ମଧ୍ୟରେ ସମ୍ପର୍କ … ଅଧିକ ପଢନ୍ତୁ

error: Content is protected !!