ଏହି ମାସରେ ଧର୍ମ, ଯଜ୍ଞ ଓ ତପସ୍ୟା, ଜଳ ଦାନ ନିଶ୍ଚୟ କରନ୍ତୁ… ତା ପରେ ଦେଖନ୍ତୁ ଚମତ୍କାର

ସବୁ ମାସ ମଧ୍ୟରେ ବୈଶାଖ ମାସକୁ ବିଶେଷ ଉତ୍ତମ ବୋଲି କୁହାଯାଇଛି । ବିଶାଖା ନକ୍ଷତ୍ର ସହିତ ଜଡିତ ଥିବାରୁ ଏହି ମାସକୁ ବୈଶାଖ ନାମ ଦିଆଯାଇଛି । ଏହି ମାସର ଦେବତା ଭଗବାନ ମଧୁସୂଦନ ଅଟନ୍ତି । ଏହି ମାସରେ ଭଗବାନ ବିଷ୍ଣୁ, ପର୍ଶୁରାମ ଓ ଦେବୀ ମାଙ୍କ ଉପାସନା କରାଯାଏ । ଏହି ମାସରେ ଧର୍ମ, ଯଜ୍ଞ ଓ ତପସ୍ୟା କରିବା ମହତ୍ଵ ମନାଯାଇଛି । ସେହିପରି … ଅଧିକ ପଢନ୍ତୁ

କୁଣ୍ଡଳୀରେ କୁମ୍ଭ ରାଶିରେ ଥିଲେ ମଙ୍ଗଳ, କଣ ପଡେ ପ୍ରଭାବ- Jyotisha Shastra

କୁମ୍ଭ ରାଶିରେ ମଙ୍ଗଳ ରହିଲେ କଣବିଶେଷ ଫଳମିଳେ ଓ କଣ କରିବା ଉଚିତ କଣ ନକରିବା ଉଚିତ ଆସନ୍ତୁ ଜାଣିବା । ଜ୍ୟୋତିଷ ଶାସ୍ତ୍ର ମତରେ ମଙ୍ଗଳ ଖୁସିକାରକ ଗ୍ରହ ଗ୍ରହମଣ୍ଡଳରେ ସେନାପତିତ୍ୱ ପଦ ଅଧିକାର କରିଛନ୍ତି । ରକ୍ତ ସମ୍ବନ୍ଧିୟ ଓ ପେଟ ଉପରେ ମଙ୍ଗଳଙ୍କର ବିଶେଷ ପ୍ରଭାବ ରହିଥାଏ । ମଙ୍ଗଳ ତୃତୀୟ ଭାବର କାରକ । ମେଷ ଓ ବିଛା ରାଶିର ଅଧିପତି ଗ୍ରହ । … ଅଧିକ ପଢନ୍ତୁ

ଭଗବାନଙ୍କୁ ଭୋଗ କାହିଁକି ଲଗାଯାଏ ? Jyotisha Shastra

ଶାସ୍ତ୍ରରେ କୁହାଯାଇଛି ଯେ ନିଜେ ଭୋଜନ କରିବା ପୂର୍ବରୁ ଭଗବାନଙ୍କୁ ପ୍ରଥମେ ଭୋଗ ଲଗାଇବା ଉଚିତ୍ । ଏହା କେବଳ ଧାର୍ମିକ ମାନ୍ୟତା ନୁହେଁ ଏହା ବୈଜ୍ଞାନିକ ଆଧାରରେ ମଧ୍ୟ ଅଛି । ଯଦି ଆପଣ କ୍ରୋଧ ବା ଚଞ୍ଚଳତା ଭାବରେ ଖାଦ୍ୟ ଖାଉଛନ୍ତି ତେବେ ତାର ପ୍ରଭାବ ନକରାତ୍ମକ ହୋଇଥାଏ । ଅନେକ ଲୋକମାନଙ୍କ ଘରେ ଖାଇବା ପୂର୍ବରୁ ପ୍ରଥମେ ଭଗବାନଙ୍କୁ ଭୋଗ ପରମ୍ପରା ଅଛି । ଶାସ୍ତ୍ରରେ … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ମଇ ୩ ତାରିଖ ରୁ ମଇ ୯ ତାରିଖ, ଏହି ସପ୍ତାହଟି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ସହକର୍ମୀ ମାନଙ୍କ ସହ ଶତ୍ରୁତାର ଅବସାନ ଘଟିବ। ପ୍ରତିଯୋଗୀତା ପରୀକ୍ଷାରେ ଯଶରସହ ଉତ୍ତୀର୍ଣ୍ଣ ହୋଇ ପ୍ରଶଂସିତ ହେବେ। ବ୍ୟବସା ୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ। ବିବାହ ଓ ମାଙ୍ଗଳିକ କାର୍ଯ୍ୟରେ ଗୁରୁ ଦାୟିତ୍ୱ ବହନ କରିବେ। ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ଭଲ କାମ କରି କର୍ମରେ ଉନ୍ନତି … ଅଧିକ ପଢନ୍ତୁ

2021 ମସିହା ମଇ ମାସଟି କେମିତି କଟିବ 12ଟି ରାଶିର

ମେଷ:-ଯେଉଁ ମାନଙ୍କର ଯେ କୌଣସି ମାସର ୯, ୧୮ ଓ ୨୭ ତାରିଖରେ କିମ୍ବା ନବମୀ ତିଥିରେ ଜନ୍ମ ହୋଇଥିବ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ମେଷରାଶି ହେବ । ମହିଳା ଓ ପୁରୁଷ ମାନଙ୍କର ସୁଖ ସମୃଦ୍ଧି ବୃଦ୍ଧିହେବା ସହ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ ଓ କର୍ମକ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ … ଅଧିକ ପଢନ୍ତୁ

ବୈଠକ ଘରେ କେଉଁ ଦିଗରେ ସୋଫା ସେଟ୍ ରଖିବେ ଜାଣନ୍ତୁ- Vastu Tips

ଅନେକ ଲୋକମାନେ ଘର କିଣିବା ବା ନୂଆ ଘର ତିଆରି କରିବା ସମୟରେ ଘର କେଉଁ ମୁଖୀ ହେବା ଉଚିତ୍ ତାହା ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ଯାହାକି ସବୁବେଳେ କିଛି କଥାକୁ ନେଇ ଅସନ୍ତୋଷ ଦେଖାଦିଏ । ଯଦି ବାସ୍ତୁ ଅନୁସାରେ ଘରର ମୁଖ ଦେଖି ସୋଫା ସେଟ୍ ରଖାଯାଏ ତେବେ ଘରକୁ ଆସୁଥିବା ଲୋକଙ୍କ ସହିତ ସମସ୍ୟା ସୃଷ୍ଟି ହେବ ନାହିଁ । ତେଣୁ ଜାଣିବାକୁ … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ଅପ୍ରେଲ ୧୯ ରୁ ଅପ୍ରେଲ ୨୫ ତାରିଖ , ଏହି ସପ୍ତାହଟି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ମେଷ:-ସାମାଜିକ କ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବଢିବ। ସନ୍ତାନଙ୍କ ପାଇଁ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇପାରେ। କୋର୍ଟ-କଚେରୀ ମାମଲା ଓ ବିବାଦ ଆପଣଙ୍କ ସପକ୍ଷରେ ରହିବ। ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା, ମାଲିମକଦ୍ଦମା ଓ ସାକ୍ଷାତ୍କାରରେ ସଫଳତା ମିଳିବ। ଉଚ୍ଚପଦସ୍ଥ ଅଫିସରମାନେ ସନ୍ତୋଷ ହେବେ। ଅପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ ଓ ନିଃସଙ୍ଗତା ବୋଧର ପୀଡା ମଧ୍ୟ ଦୂରେଇ ଯିବ। ଗୃହରେ ଭାତୃବିବାଦ, ପଡ଼ୋଶୀକଳହ, ଜମିପାଇଁ ମାଲିମକଦ୍ଦମାର ଅବସାନ … ଅଧିକ ପଢନ୍ତୁ

ମନ୍ତ୍ର ସିଦ୍ଧ ହେଲେ ମିଳିଥାଏ ଏହି ୪ଟି ଫାଇଦା

ମନ୍ତ୍ରସିଦ୍ଧି କରିବାର ସୂତ୍ର ଏହାର ସଂକ୍ଷିପ୍ତ ବିଷୟରେ । ମନ୍ତ୍ର ସାଧନାରେ ବିଶେଷ ଧ୍ୟାନ ଦେବା ଉଚିତ୍ ଯେ ମନ୍ତ୍ରର ସଠିକ୍ ଉଚ୍ଚାରଣ । ଏହା ବ୍ୟତୀତ ଯେଉଁ ମନ୍ତ୍ରର ଜପ ବା ଅନୁଷ୍ଠାନ କରିବାକୁ ହେବ, ପ୍ରଥମେ ମନ୍ତ୍ରସିଦ୍ଧି କରିଥିବା ଗୁରୁଙ୍କ ଠାରୁ ଦିକ୍ଷା ଗ୍ରହଣ କରିବା ଉଚିତ୍ । ମନ୍ତ୍ର ସିଦ୍ଧ ପାଇଁ ସର୍ବ ପ୍ରଥମେ ମନ୍ତ୍ରକୁ ଗୁପ୍ତ ରଖିବା ଜରୁରୀ ଅଟେ । ପ୍ରତିଦିନ ୧୦୮ଥର … ଅଧିକ ପଢନ୍ତୁ

error: Content is protected !!