ନବରାତ୍ରି ୨୦୨୧- ନବରାତ୍ରିରେ ଏହି ଜିନିଷ ଦେଇ କରିବେ କନ୍ୟା ମାନଙ୍କୁ ପୂଜା, ବଦଳିଯିବ ଭାଗ୍ୟ

ବିଧାନ ଅନୁସାରେ ଚୈତ୍ର ନବରାତ୍ରି ବା ବାସନ୍ତିକ ଦୁର୍ଗାପୁଜା ୨୦୨୧ମସିହା ଅପ୍ରେଲମାସ୧୨ତାରିଖ ସୋମବାରଠାରୁ ଆରମ୍ଭ ହୋଇଛି । ଏହି ନବରାତ୍ରି ଏକ ଖୁସିର ପର୍ବ ଅଟେ । ଏହି ପର୍ବରେ ମନ ପ୍ରଫୁଲ୍ଲିତ ରହେ । ଏହି ପୂଜା ଉପାସନାରେ ମାତା ଦେବୀ ବହୁତ ପ୍ରସନ୍ନ ହୁଅନ୍ତି । କିନ୍ତୁ ପୁରାଣରେ ବର୍ଣ୍ଣିତ ହୋଇଛି ଯେ କେବଳ ଶ୍ଳୋକ, ମନ୍ତ୍ର, ଉପବାସ ଓ ଯଜ୍ଞ ଦ୍ଵାରା ଦେବୀଙ୍କୁ ପ୍ରସନ୍ନ କରାଯାଇ … ଅଧିକ ପଢନ୍ତୁ

ନବରାତ୍ରିର ଶୁଭ ଦିନରେ କନ୍ୟାଙ୍କୁ ପୂଜା କରିବାର ମହତ୍ଵ!

ଚୈତ୍ର ନବରାତ୍ରି ବା ବାସନ୍ତିକ ଦୁର୍ଗାପୁଜା ୨୦୨୧ ମସିହା ଅପ୍ରେଲ ମାସ ୧୨ ତାରିଖ ସୋମବାର ଠାରୁ ଆରମ୍ଭ ହୋଇଛି- ତେଣୁ କି ପ୍ରକାର ପୂଜାକଲେ କଣଫଳ ମିଳିବ କେମିତି କରିବେ ଦେବୀଙ୍କ ଉପାସନା କେଉଁ କନ୍ୟା ମାନଙ୍କୁ ପୂଜା କଲେ ଏହି ପୂଜାରେ କେତେ ପୂଣ୍ୟ ମିଳିବ ଆସନ୍ତୁ ଜାଣିବା । ନବରାତ୍ରିର ଶୁଭ ଦିନରେ କନ୍ୟାଙ୍କୁ ପୂଜା କରିବାର ମହତ୍ଵ ସମସ୍ତେ ଜାଣିଛନ୍ତି, ଯେତେ ଅଧିକ କନ୍ୟାଙ୍କୁ … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ଅପ୍ରେଲ ୧୨ ରୁ ଅପ୍ରେଲ ୧୮ ତାରିଖ , ଏହି ସପ୍ତାହଟି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ କିଛି ଖୁସି ଖବର

ମେଷ:- ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇ ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ । ପାରିବାରିକ କ୍ଷେତ୍ରକୁ ସରସ ସୁନ୍ଦର କରିବାର ପ୍ରଯତ୍ନ କରିବେ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ବାଦବିବାଦ, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା … ଅଧିକ ପଢନ୍ତୁ

ମହାବିଷୁବ ପଣାସଙ୍କ୍ରାନ୍ତିରେ କଣ କରିବେ ପ୍ରତିକାର, ଏହିସବୁ ରାଶିଙ୍କର ହେବ ଭାଗ୍ୟୋଦୟ

ରବି ମହାଗ୍ରହ ୨୦୨୧ ମସିହା ଅପ୍ରେଲମାସ ୧୪ ତାରିଖ ବୁଧବାରରେ ମୀନରାଶିରୁ ମେଷରାଶିକୁ ଗମନ କରିବେ । ମେଷ ରାଶିରେ ରବି ସଂକ୍ରମଣ କରିବା ଫଳରେ ପରମ୍ପରା ଦୃଷ୍ଟିରୁ ଏହି ଦିନଟିକୁ ମହାବିଷୁବ ପଣାସଙ୍କ୍ରାନ୍ତି ଭାବେ ଓଡିଶାରେ ପାଳନ କରିଥାନ୍ତି । ଏହିଦିନ ୧୯୪୩ ଶକାବ୍ଦ ଆରମ୍ଭ ହୋଇ ଓଡିଆ ନବବର୍ଷ ଭାବେ ପାଳନ କରାଯିବ । କାରଣ ଏହିଦିନ ଠାରୁ ଓଡିଆ ନୂତନ ପଞ୍ଜିକା ପ୍ରଚଳନ ହୋଇଥାଏ । … ଅଧିକ ପଢନ୍ତୁ

ରବି ଚଳିବେ ମେଷ ରାଶିକୁ, କଣ ରହିବ 12ଟି ରାଶି ଉପରେ ଏହାର ପ୍ରଭାବ

ତା ୧୪ / ୪ / ୨୦୨୧ ମସିହା ବୁଧବାର ଦିନ ମୀନରାଶିରୁ ମେଷରାଶିକୁ ରବି ସଂକ୍ରମଣ କରିବା ଫଳରେ କଣ ରହିବ ବାରଟି ରାଶିର ଶୁଭାଶୁଭ, କେମିତି କଟିବ ଏଇ ମାସଟି କଣ କରିବେ ଅଶୁଭ ଗ୍ରହଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା । ମେଷ:-ମେଷରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ପ୍ରଥମ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ସରକାରୀ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ହେବା … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ଅପ୍ରେଲ ୫ ରୁ ଅପ୍ରେଲ ୧୧ ତାରିଖ , ଏହି ସପ୍ତାହଟି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ କିଛି ଖୁସି ଖବର

ମେଷ:-ଶୁଭ ସମ୍ବାଦପାଇ ଖୁସିହେବେ । ନୂତନ ଗୃହ ନିର୍ମାଣ କରିବାର ଯୋଜନା କରିପାରନ୍ତି । ବ୍ୟବସାୟୀମାନଙ୍କର କାରବାର ବଢ଼ିବା ସହ ଲୋକ ସମ୍ପର୍କ ବୃଦ୍ଧି ହେବା ଫଳରେ ବ୍ୟବସାୟ ବଢ଼ାଇବାରେ ସମର୍ଥ ହେବେ । ପରିବହନ ବ୍ୟବସାୟିକ ସ୍ଥିତି ସୁଦୃଢ ହେବ । କର୍ମକ୍ଷେତ୍ରରେ ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ । ଉପରିସ୍ଥଙ୍କୁ ଆପଣାର କରି କୃପା ଭାଜନ ହେବେ । ପୈତୃକ … ଅଧିକ ପଢନ୍ତୁ

ବୃହସ୍ପତି କୁମ୍ଭ ରାଶିକୁ ଚଳିବା ଫଳରେ କଣ ରହିବ ମୀନ ରାଶି ଉପରେ ଏହାର ପ୍ରଭାବ ଓ କଣ କରିବେ ପ୍ରତିକାର

ପ୍ରତ୍ୟେକ ମଣିଷ ଭବିଷ୍ୟତ ଫଳ ଜାଣିବା ପାଇଁ ପ୍ରବଳ ଇଚ୍ଛା ପ୍ରକାଶ କରିଥାଏ । ଜ୍ୟୋତିଷମାନେ ଜନ୍ମ କୁଣ୍ଡଳୀରୁ ଦ୍ୱାଦଶ ଭାବର ଗ୍ରହସ୍ଥିତି ସେମାନଙ୍କ ପରମ୍ପରା ଯୋଗ, ଷଡ଼ବର୍ଗ ବଳ ଆଦି ବିଚାର କରି ଫଳାଫଳ ନିର୍ଦ୍ଦେଶ ଦେଇଥାନ୍ତି ଏବଂ ସେ ଫଳ କେବେ କୋଉ ସମୟରେ ବ୍ୟକ୍ତିକୁ ଭୋଗ କରିବାକୁ ପଡ଼େ ତାହା ମଧ୍ୟ କହିଥାନ୍ତି । ଜ୍ୟୋତିଷଶାସ୍ତ୍ରରେ ସବୁଠାରୁ କଠିନ ଏବଂ ମହତ୍ୱପୂର୍ଣ୍ଣ ବିଷୟ ହେଲା ସମୟ … ଅଧିକ ପଢନ୍ତୁ

ବୃହସ୍ପତି କୁମ୍ଭ ରାଶିକୁ ଚଳିବା ଫଳରେ କଣ ରହିବ ମକର ଓ କୁମ୍ଭ ରାଶି ଉପରେ ଏହାର ପ୍ରଭାବ ଓ କଣ କରିବେ ପ୍ରତିକାର

ମକର:-ମକର ରାଶିଜାତ ମହିଳା ଓ ପୁରୁଷମାନଙ୍କର ବୃହସ୍ପତି ଦ୍ୱିତୀୟ ସ୍ଥାନରେ ବା ଧନ ଓ କୁଟୁମ୍ବଭାବରେ ସ୍ଥିତ ହେବେ । ଅଷ୍ଟମସ୍ଥାନ, ଷଷ୍ଠସ୍ଥାନ ଓ କର୍ମସ୍ଥାନ ଉପରେ ପୂର୍ଣ୍ଣ ଦୃଷ୍ଟି ରଖିବେ । ଯାହାଫଳରେ ନୂତନ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରି ପାରିବେ । ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇ ଦୈନିକ କାର୍ଯ୍ୟଗତି ଉତ୍ସାହପୂର୍ଣ୍ଣ ହେବ । ସରକାରୀ ସାହାଯ୍ୟ ପାଇବା ଫଳରେ ଉତ୍ସାହ ଉଦ୍ଦିପନା ବୃଦ୍ଧି ପାଇବ । ମିଷ୍ଠାନ୍ନ … ଅଧିକ ପଢନ୍ତୁ

error: Content is protected !!