ବୃହସ୍ପତି କୁମ୍ଭ ରାଶିକୁ ଚଳିବା ଫଳରେ କଣ ରହିବ ବିଛା ଓ ଧନୁ ରାଶି ଉପରେ ଏହାର ପ୍ରଭାବ ଓ କଣ କରିବେ ପ୍ରତିକାର

ବିଚ୍ଛା:-ବିଛାରାଶିଜାତ ମହିଳା ଓ ପୁରୁଷମାନଙ୍କର ବୃହସ୍ପତି ସୁଖ ସ୍ଥାନରେ ପ୍ରବେଶ କରିବେ । ଏହି ସମୟ ମଧ୍ୟରେ ଅଷ୍ଟମଭାବ, କର୍ମଭାବ ଓ ହାନୀଭାବକୁ ପ୍ରଭାବିତ କରିବେ । ଆପଣଙ୍କ ରାଶି ପାଇଁ ଗୋଚର ବୃହସ୍ପତି ପ୍ରତିକୂଳ ଫଳ ପ୍ରଦାନ କରିବେ । ତଥାପି ବୃହସ୍ପତିଙ୍କ ଶୁଭଦ୍ରୁଷ୍ଟି ଯୋଗେ ଆଶା କରୁଥିବା ଫଳ ପାଇପାରିବେ । ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ସ୍ୱାସ୍ଥ୍ୟ … ଅଧିକ ପଢନ୍ତୁ

ବୃହସ୍ପତି କୁମ୍ଭ ରାଶିକୁ ଚଳିବା ଫଳରେ କଣ ରହିବ କନ୍ୟା ଓ ତୁଳା ରାଶି ଉପରେ ଏହାର ପ୍ରଭାବ ଓ କଣ କରିବେ ପ୍ରତିକାର

କନ୍ୟା:-କନ୍ୟାରାଶିଜାତ ମହିଳା ଓ ପୁରୁଷମାନଙ୍କର ବୃହସ୍ପତି ଷଷ୍ଠ ସ୍ଥାନରେ ପ୍ରବେଶ କରି କର୍ମସ୍ଥାନ, ବ୍ୟୟସ୍ଥାନ ଏବଂ ଧନ ବା କୁଟୁମ୍ବ କ୍ଷେତ୍ରକୁ ପ୍ରଭାବିତ କରୁଛନ୍ତି । ଯାହା ଫଳରେ ଆପଣଙ୍କର ଆତ୍ମ ବିଶ୍ୱାସ ବୃଦ୍ଧି ହେବ । ମାନସିକ ଶାନ୍ତି ଓ ଉଚ୍ଚ ଆଶା ଅକାଂକ୍ଷା ପୂରଣ ହେବ । ପରିବାରରୁ ସାହାଯ୍ୟ ସହଯୋଗ ଏବଂ ସ୍ନେହ ପ୍ରାପ୍ତି ହେବ । ଗୃହରେ ଶୁଭ ଓ ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ … ଅଧିକ ପଢନ୍ତୁ

ବୃହସ୍ପତି କୁମ୍ଭ ରାଶିକୁ ଚଳିବା ଫଳରେ କଣ ରହିବ କର୍କଟ ଓ ସିଂହ ରାଶି ଉପରେ ଏହାର ପ୍ରଭାବ ଓ କଣ କରିବେ ପ୍ରତିକାର

କର୍କଟ:-କର୍କଟରାଶିଜାତ ମହିଳା ଓ ପୁରୁଷମାନଙ୍କର ବୃହସ୍ପତି ଅଷ୍ଟମ ସ୍ଥାନରେ ପ୍ରବେଶ କରି ଦ୍ୱାଦଶଭାବ, ଧନଭାବ ଓ ସୁଖଭାବକୁ ପ୍ରଭାବିତ କରୁଛନ୍ତି । ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ଭ୍ରମଣ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ … ଅଧିକ ପଢନ୍ତୁ

ବୃଷ ଓ ମିଥୁନ ରାଶିରେ ବୃହସ୍ପତି ଗୋଚର ଫଳ, କଣ ପଡିବ ପ୍ରଭାବ ଓ କଣ କରିବେ ପ୍ରତିକାର

ବୃଷ:-ବୃଷରାଶିଜାତ ମହିଳା ଓ ପୁରୁଷମାନଙ୍କର ବୃହସ୍ପତି ଦଶମ ସ୍ଥାନରେ ବା କର୍ମ ଭାବରେ ପ୍ରବେଶ କରିବା ଫଳରେ ଧନଭାବ, ସୁଖଭାବ, ରୋଗ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ଏହା ଦ୍ୱାରା ବୁଡ଼ି ଯାଉଥିବା ପଇସା କିମ୍ବା ଆପଣଙ୍କଠାରୁ କେହି ଅର୍ଥ ନେଇ ଦେଉ ନଥିଲେ କଳେବଳେ କୌଶଳେ ପ୍ରାପ୍ତି ହେବ । ମହତ୍ତ୍ୱ ଉଦ୍ୟେଶ୍ୟ ନେଇ ଉଚ୍ଚ ଆକାଂକ୍ଷାରେ ବିଦେଶ ଯାତ୍ରା କଲେ ନିଶ୍ଚୟ ଭାଗ୍ୟୋନ୍ନତି ହେବା ସହ … ଅଧିକ ପଢନ୍ତୁ

ବୃହସ୍ପତି କୁମ୍ଭ ରାଶିକୁ ଚଳିବା ଫଳରେ କଣ ରହିବ ମେଷ ରାଶି ଉପରେ ଏହାର ପ୍ରଭାବ ଓ କଣ କରିବେ ପ୍ରତିକାର

ଗୁରୁ- ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କ ମହତ୍ୱକୁ ସମୀକ୍ଷା କଲେ ଜଣାଯାଏ ବୃହସ୍ପତି ଧନୁ ଓ ମୀନ ରାଶିର ସ୍ୱାମୀ, କର୍କଟ ରାଶିରେ ଉଚ୍ଚ ଓ ମକର ରାଶିରେ ନୀଚ୍ଚ ଧନୁ ରାଶିରେ ୧ଅଂଶଠାରୁ ୧୩ଅଂଶ ମଧ୍ୟରେ ମୂଳ ତ୍ରିକୋଣ । ମୂଳ ତ୍ରିକୋଣରେ ଗୁରୁ ସର୍ବଶ୍ରେଷ୍ଠ ଫଳ ପ୍ରଦାନ କରିଥାନ୍ତି । ସ୍ୱଗୃହରେ ଅଧାଫଳ ପ୍ରଦାନ କରିଥାନ୍ତି । ରବି, ଚନ୍ଦ୍ର, ମଙ୍ଗଳ, ରାହୁ, ବୃହସ୍ପତିଙ୍କର ମିତ୍ର, ଶୁକ୍ର, ବୁଧ … ଅଧିକ ପଢନ୍ତୁ

୨୦୨୧ ମସିହା ଏପ୍ରିଲ ମାସର ରାଶିଫଳ: କେମିତି କଟିବ ଏ ମାସଟି 12ଟି ରାଶିର ଓ କଣ କରିବେ ପ୍ରତିକାର

୨୦୨୧ମସିହା ଏପ୍ରିଲମାସର ବାରୋଟି ରାଶିଜାତବ୍ୟକ୍ତି ମାନଙ୍କର କଣ ରହିଛି ରାଶିଫଳ – କଣ ରହିବ ବାରଟି ରାଶିର ଶୁଭାଶୁଭ, କେମିତି କଟିବ ଏଇ ମାସଟି କଣ କରିବେ ଅଶୁଭ ଗ୍ରହଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା । ମେଷ:-ମହିଳା ଓ ପୁରୁଷ ମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ହୋଇ ସାମାଜିକ ପତିଆରା ଅମଳିନ ରହିବ । ଆୟ ଉପାର୍ଜନ ବୃଦ୍ଧି ହେବ । ଛାତ୍ର ଛାତ୍ରୀମାନେ ଉଚ୍ଚ ଶିକ୍ଷା ପାଇଁ ଦୂରଯାତ୍ରାର … ଅଧିକ ପଢନ୍ତୁ

ବୃହସ୍ପତି ଚଳନ 2021- ଗୋଚରରେ ଖରାପ ଥିଲେ ବୃହସ୍ପତି କଣ କରିବେ ପ୍ରତିକାର

ଗୁରୁ- ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କ ମହତ୍ୱକୁ ସମୀକ୍ଷା କଲେ ଜଣାଯାଏ ବୃହସ୍ପତି ଧନୁ ଓ ମୀନ ରାଶିର ସ୍ୱାମୀ, କର୍କଟ ରାଶିରେ ଉଚ୍ଚ ଓ ମକର ରାଶିରେ ନୀଚ୍ଚ ଧନୁ ରାଶିରେ ୧ଅଂଶଠାରୁ ୧୩ଅଂଶ ମଧ୍ୟରେ ମୂଳ ତ୍ରିକୋଣ । ମୂଳ ତ୍ରିକୋଣରେ ଗୁରୁ ସର୍ବଶ୍ରେଷ୍ଠ ଫଳ ପ୍ରଦାନ କରିଥାନ୍ତି । ସ୍ୱଗୃହରେ ଅଧାଫଳ ପ୍ରଦାନ କରିଥାନ୍ତି । ରବି, ଚନ୍ଦ୍ର, ମଙ୍ଗଳ, ରାହୁ, ବୃହସ୍ପତିଙ୍କର ମିତ୍ର, ଶୁକ୍ର, ବୁଧ … ଅଧିକ ପଢନ୍ତୁ

ହୋଲିରେ ରାଶି ଅନୁସାରେ ଖେଳନ୍ତୁ ରଙ୍ଗ, ଚମକି ଉଠିବ ଭାଗ୍ୟ

ହିନ୍ଦୁ ଧର୍ମରେ ହୋଲି ପର୍ବ ପାଳନ କରାଯାଏ । ଏହି ପର୍ବରେ ଦେଶ ବିଦେଶ, ସହର ଗାଁ ଗହଳରେ ହୋଲି ଖେଳିବା ପାଇଁ ସମସ୍ତେ ତତ୍ପର ହୋଇଉଠନ୍ତି । ଲୋକମାନେ ହୋଲି ଉତ୍ସବଟିକୁ ଭଲଭାବରେ ପାଳନ କରିଥାନ୍ତି । ହୋଲି ପର୍ବ ସମସ୍ତଙ୍କ ମନରେ ଖୁସି ଉତ୍ସାହ ଭରିଦିଏ । ଏହି ପର୍ବରେ ଜଣେ ଅନ୍ୟଜଣକୁ ରଙ୍ଗ ବୋଳାବୋଳି ହୋଇ ଖେଳ ଖେଳିଥାନ୍ତି । ୨୦୨୧ମସିହା ମାର୍ଚ୍ଚମାସ ୨୯ ତାରିଖରେ … ଅଧିକ ପଢନ୍ତୁ

error: Content is protected !!