ଏହି ମାସରେ ୪ଟି ଗ୍ରହ କରୁଛନ୍ତି ରାଶି ପରିବର୍ତ୍ତନ, ଆପଣଙ୍କ ରାଶି ଉପରେ ଜାଣନ୍ତୁ କଣ ପଡିବ ପ୍ରଭାବ

୨୦୨୧ ମସିହା ଜୁଲାଇ ମାସରେ ୪ଟି ଗ୍ରହ ରାଶି ପରିବର୍ତ୍ତନ କରିବେ । ସେମାନେ ହେଉଛନ୍ତି ରବି, ମଙ୍ଗଳ, ବୁଧ ଓ ଶୁକ୍ର ଗ୍ରହ । ବୁଧ ଗ୍ରହ ଦୁଇଥର ରାଶି ପରିବର୍ତ୍ତନ କରିବେ । ବୁଧ ଗ୍ରହ ନିଜର ରାଶି ମିଥୁନ ରାଶିରେ ପ୍ରବେଶ କରି ପୁଣି କର୍କଟ ରାଶିରେ ପ୍ରବେଶ କରିବେ । ୪ଟି ଗ୍ରହଙ୍କ ପରିବର୍ତ୍ତନ ହେତୁ ସବୁ ରାଶିର ଲୋକମାନଙ୍କ ଉପରେ ଶୁଭ ଓ … ଅଧିକ ପଢନ୍ତୁ

ବୁଧ ଗୋଚର:- ମିଥୁନ ରାଶିରେ ବନୁଛି ବୁଧାଦିତ୍ୟ ଯୋଗ, ଏହି ୫ଟି ରାଶି ବ୍ୟକ୍ତିଙ୍କର ବଦଳିଯିବ ଭାଗ୍ୟ

ବୁଧ ଗ୍ରହଙ୍କୁ ବାଣୀ, ବୁଦ୍ଧି, ତର୍କ ବିତର୍କ ଓ ମିତ୍ର କାରକ ଗ୍ରହ କୁହାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରବି ଓ ଶୁକ୍ର ବୁଧଗ୍ରହଙ୍କର ମିତ୍ର ଗ୍ରହ ହୋଇଥାନ୍ତି । ସେହିପରି ଚନ୍ଦ୍ର ଓ ମଙ୍ଗଳ ବୁଧଗ୍ରହଙ୍କର ଶତୃ ଗ୍ରହ ହୋଇଥାନ୍ତି । ସବୁ ଗ୍ରହଙ୍କର ସେନାପତିର ଦର୍ଜା ପ୍ରାପ୍ତ ପାଉଥିବା ବୁଧଗ୍ରହ ଜୁଲାଇ ୭ତାରିଖରେ ମିଥୁନ ରାଶିରେ ରାଶି ପରିବର୍ତ୍ତନ କରୁଛନ୍ତି । ବୁଧଗ୍ରହ ମିଥୁନ ରାଶିରେ … ଅଧିକ ପଢନ୍ତୁ

ଯଦି ଜୀବନରେ ଚାହୁଁଛନ୍ତି ସୁଖ ଓ ସମୃଦ୍ଧି ତେବେ ନିଶ୍ଚୟ କରନ୍ତୁ ଏହି ୧୫ଟି ସରଳ ବାସ୍ତୁ ଉପାୟ- Vastu Tips

ଏହି ୧୫ଟି ସରଳ ବାସ୍ତୁ ଉପାୟ କଲେ ଜୀବନରେ ନିଶ୍ଚୟ ଖୁସି ମିଳିବ । ଅନେକ ସମୟରେ ବିନା କାରଣରେ ଘରେ ଟେନସନ ଏବଂ କଳି ଝ-ଗ-ଡା ସୃଷ୍ଟି ହୁଏ । ପାରସ୍ପରିକ ସଂପର୍କରେ ତିକ୍ତତାଭାବ ଓ ଉଦାସୀନତା ଦେଖାଦିଏ । ଯଦି ଆପଣଙ୍କ ଜୀବନରେ ସୁଖ ଚାହୁଁଛନ୍ତି, ତେବେ ଏହି ପଦକ୍ଷେପଗୁଡିକ ଅନୁସରଣ ନିଶ୍ଚୟ କରନ୍ତୁ ଆସନ୍ତୁ ଜାଣିବା ଏହି ୧୫ଟି ସହଜ ସରଳ ଉପାୟ ଗୁଣିକ କଣ … ଅଧିକ ପଢନ୍ତୁ

ଟଙ୍କା ଗଣିବା ବେଳେ ବା ରଖିବା ସମୟରେ ଯଦି କରୁଛନ୍ତି ଏହି ଭୁଲ କାମ ତେବେ ସାବଧାନ, ନଚେତ୍ କଙ୍ଗାଳ ହୋଇଯିବେ

ସନାତନ ଧର୍ମରେ ସବୁ ଦେବୀ ଦେବତାଙ୍କୁ ଅଲଗା ଅଲଗା ସ୍ଥାନ ଓ କାର୍ଯ୍ୟ ଦିଆଯାଇଛି । ସେହିପରି ଭଗବାନ ବିଷ୍ଣୁଙ୍କର ପତ୍ନୀ ମାତା ଲକ୍ଷ୍ମୀଙ୍କୁ ଧନବୈଭବ ଓ ଐଶ୍ଵର୍ଯ୍ୟ ଦେବୀ ବୋଲି କୁହାଯାଏ । ଯେଉଁ ବ୍ୟକ୍ତି ଉପରେ ମାତା ଲକ୍ଷ୍ମୀଙ୍କ କୃପା ରହିଥାଏ ସେ ବ୍ୟକ୍ତିର ଘରେ ସବୁବେଳେ ଧନଧାନ୍ୟ ଭରି ରହିଥାଏ । କଦାପି ଅର୍ଥର ଅଭାବ ହୁଏ ନାହିଁ । ଯେଉଁ ବ୍ୟକ୍ତି ଉପରେ ମାତା … ଅଧିକ ପଢନ୍ତୁ

2021 ମସିହା July ମାସଟି କେମିତି କଟିବ 12ଟି ରାଶିଜାତ ବ୍ୟକ୍ତି ମାନଙ୍କର କଣ କରିବେ ସରଳ ପ୍ରତିକାର, ଜାଣନ୍ତୁ

ମେଷ:- ଯେଉଁ ମାନଙ୍କର ଯେ କୌଣସି ମାସର ୯, ୧୮ ଓ ୨୭ ତାରିଖରେ କିମ୍ବା ନବମୀ ତିଥିରେ ଜନ୍ମ ହୋଇଥିବ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ମେଷରାଶି ହେବ । ମହିଳା ଓ ପୁରୁଷ ମାନଙ୍କର ଏମାସରେ ଶତୃମାନେ ଦୂରେଇ ଯିବେ ଓ ମାନସିକ ଶାନ୍ତି ମିଳିବ । ନୂତନ ଦ୍ରବ୍ୟ କ୍ରୟ କରିବେ । ନିଜର ଇଛା ପୂରଣ ପାଇଁ କୌଣସି କର୍ମକରି ପ୍ରଶଂସା ପାଇବେ । … ଅଧିକ ପଢନ୍ତୁ

ଶୁକ୍ରଙ୍କ ରାଶି ପରିବର୍ତ୍ତନ, ଜାଣନ୍ତୁ 12ଟି ରାଶି ଉପରେ କଣ ପଡିବ ପ୍ରଭାବ

ଶୁକ୍ରଗ୍ରହ ବୃଷ ଓ ତୁଳା ରାଶିର ସ୍ଵାମୀ ଅଟନ୍ତି । ଶୁକ୍ର ଗ୍ରହଙ୍କର କନ୍ୟା ରାଶି ନୀଚ ରାଶି ଓ ମୀନ ଉଚ୍ଚ ରାଶି । ଜୁନ ୨୨ତାରିଖରେ ଶୁକ୍ର ଗ୍ରହ କର୍କଟ ରାଶିରେ ପ୍ରବେଶ କରିଛନ୍ତି । ଜୁଲାଇ ୧୭ତାରିଖ ପର୍ଯ୍ୟନ୍ତ କର୍କଟ ରାଶିରେ ରହିବେ । ଜ୍ୟୋତିଷରେ ଶୁକ୍ର ଗ୍ରହ- ସବୁ ଗ୍ରହମାନଙ୍କ ମଧ୍ୟରୁ କିଛି ଗ୍ରହ ଶୁଭଫଳ ଓ ଆଉ କିଛି ଗ୍ରହ ଅଶୁଭଫଳ ଦେଇଥାନ୍ତି … ଅଧିକ ପଢନ୍ତୁ

ଶୁଭକାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଏହି ଉପାୟ ନିଶ୍ଚିତ କରନ୍ତୁ, ଦେଖିବେ ଯେଉଁ କାର୍ଯ୍ୟରେ ଯାଉଥିବେ ତାହା ନିଶ୍ଚୟ ସଫଳ ହେବ

ଯଦି ଶୁଭକାର୍ଯ୍ୟ କରିବାକୁ ଯାଉଛନ୍ତି, ତେବେ ଏହି ଉପାୟ ନିଶ୍ଚିତ କରନ୍ତୁ । ପ୍ରତି ଦିନ ଶୁଭ ଓ କଲ୍ୟାଣକାରୀ ହୋଇଥାଏ, କିନ୍ତୁ ଯଦି ଭାଗ୍ୟ ଅନୁକୂଳ ନ ଥାଏ ତେବେ ଏହା ପ୍ରତିକୂଳ ପ୍ରଭାବ ପକାଇଥାଏ । ଯଦି ଆପଣ ଘରୁ କୌଣସି ଶୁଭକାର୍ଯ୍ୟ କରିବାକୁ ଯାଉଛନ୍ତି, ତେବେ ଦିନ ଅନୁସାରେ ଏହାର ସମାଧାନ କରିବାକୁ ଭୁଲନ୍ତୁ ନାହିଁ । ଏହି ପଦକ୍ଷେପ ଗୁଡିକ ଦିନର ପ୍ରତିକୂଳତା ଓ … ଅଧିକ ପଢନ୍ତୁ

ବୃଷ ରାଶିରେ ବୁଧ ଗ୍ରହଙ୍କ ମାର୍ଗୀ ଚଳନ ହେତୁ ୧୨ଟି ରାଶି ଉପରେ କଣ ପଡିବ ପ୍ରଭାବ

ଗ୍ରହମାନଙ୍କ ମଧ୍ୟରେ ବୁଧ ଗ୍ରହଙ୍କୁ ଯୁବରାଜ ଗ୍ରହ କୁହାଯାଏ । ଜୁନ ୨୩ ତାରିଖରେ ବୁଧଗ୍ରହ ବୃଷ ରାଶିରେ ଗୋଚର ହୋଇ ମାର୍ଗୀ ହୋଇଛନ୍ତି । ବୃଷରାଶିରେ ରାହୁ ଅବସ୍ଥାନ କରିଛନ୍ତି ଯାହାକି ରାଜଯୋଗ ସୃଷ୍ଟି ହେଉଛି । ବୃଷରାଶିରେ ମାର୍ଗୀ ଅବସ୍ଥାରେ ଜୁଲାଇ ୭ତାରିଖ ପର୍ଯ୍ୟନ୍ତ ବିଚରଣ କରିବା ପରେ ଜୁଲାଇ ୭ତାରିଖରେ ମିଥୁନ ରାଶିରେ ପ୍ରବେଶ କରିବେ, ଯାହା ଫଳରେ ଜୁଲାଇ ୨୫ତାରିଖ ପର୍ଯ୍ୟନ୍ତ ମିଥୁନ ରାଶିରେ … ଅଧିକ ପଢନ୍ତୁ

error: Content is protected !!