ଏହି ଗଛର ପୂଜା କରିବା ଦ୍ଵାରା ମା ଲକ୍ଷ୍ମୀ ହେବେ ପ୍ରସନ୍ନ, କରିବେ ଖାଲି ଟଙ୍କା ବର୍ଷା

କଦଳୀ ଗଛକୁ ପବିତ୍ର ବୋଲି କୁହାଯାଏ । ଏହାକୁ ଧାର୍ମିକ କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଏ । ଦକ୍ଷିଣ ଭାରତରେ ଏହା ଅଧିକ ଉତ୍ପନ୍ନ ହୋଇଥାଏ । କୁହାଯାଏ କି ଏହି କଦଳୀ ଗଛ ସାକ୍ଷାତ ଭଗବାନ ବିଷ୍ଣୁ ଓ ଲକ୍ଷ୍ମୀଙ୍କ ବାସ ଅଟେ । ଆସନ୍ତୁ ଜାଣିବା ଏହି କଦଳୀ ଗଛକୁ କିପରି ପୂଜା କରିଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହେବେ । ୧- ଧନ ସମୃଦ୍ଧି ବଢାଇବାକୁ- … ଅଧିକ ପଢନ୍ତୁ

ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ଏହି ଅଛୁକ ମହା ଉପାୟ

ହିନ୍ଦୁ ଧର୍ମରେ ଶ୍ରୀ ହନୁମାନଙ୍କୁ ପୂଜା କରାଯାଏ ଓ ସମସ୍ତେ ତାଙ୍କୁ ବହୁତ ମାନନ୍ତି । ତାଙ୍କୁ ପୂଜା କରିଲେ ଶୀଘ୍ର ପ୍ରସନ୍ନ ହୁଅନ୍ତି ଓ ଶ୍ରୀ ହନୁମାନ ଯେଉଁ ବ୍ୟକ୍ତିର ପୂଜାରେ ପ୍ରସନ୍ନ ହୁଅନ୍ତି ସେ ବ୍ୟକ୍ତି ବହୁତ ସୁଖ ପାଏ । ଏହି ଉପାୟ ବହୁତ ସରଳ ଅଟେ । ତେଣୁ ତାଙ୍କ କୃପା ନିରନ୍ତର ରହିବା ପାଇଁ ପ୍ରଥମେ ନିଜ ମନ, ବଚନ ଓ କର୍ମରେ … ଅଧିକ ପଢନ୍ତୁ

ଘରେ ଯଦି ରଖିଛନ୍ତି ୫ ପ୍ରକାର କାଠରେ ପ୍ରସ୍ତୁତ କିଛି ଜିନିଷ ତେବେ ନିଶ୍ଚୟ ଥରେ ଦେଖନ୍ତୁ- Vastu Shastra

ଘରେ ଯଦି କାଠରେ ପ୍ରସ୍ତୁତ କିଛି ଜିନିଷ ରଖିଛନ୍ତି ତେବେ ଏହାର ୫ ପ୍ରକାର ବାସ୍ତୁଦୋଷ ବିଷୟରେ ଜାଣନ୍ତୁ । ସମସ୍ତଙ୍କ ଘରେ କାଠରେ ତିଆରି ଅନେକ ଜିନିଷ ରଖିଥାନ୍ତି । କିନ୍ତୁ କାଠରେ ତିଆରି କେଉଁ ଜିନିଷ ଘରେ ରଖିବା ଉଚିତ ଓ କେଉଁ ଜିନିଷ ନ ରଖିବା ଉଚିତ୍, ତାହା ମଧ୍ୟ ବାସ୍ତୁ ଅନୁସାରେ ଧ୍ୟାନ ଦେବା ବା ଜାଣିବା ଜରୁରୀ ଅଟେ । କାରଣ କାଠ … ଅଧିକ ପଢନ୍ତୁ

କ’ଣ ବର୍ଷା ପାଣି ଦ୍ଵାରା କରଜରୁ ମୁକ୍ତି ମିଳି ପାରିବ ? Vastu Tips

୧- କୁହାଯାଏ କି ଯଦି କରଜରୁ ମୁକ୍ତି ମିଳୁନାହିଁ ତେବେ ବର୍ଷା ହେବା ସମୟରେ ଗୋଟିଏ ବାଲ୍ଟିରେ ବର୍ଷାପାଣି ଭର୍ତ୍ତି କରି ପାଣିରେ କିଛି କ୍ଷୀର ମିଶାଇ ରଖନ୍ତୁ । ସବୁଦିନ ଭଗବାନଙ୍କୁ ସ୍ମରଣ କରି ସେହି ପାଣିରୁ କିଛି ନେଇ ଗାଧୋଇବେ । ଏଥିରେ କରଜରୁ ମୁକ୍ତି ପାଇବେ । ୨- ଯଦି ବ୍ୟବସାୟରେ କ୍ଷତି ହେଉଛି ତେବେ ଏକ ପିତ୍ତଳ ଲୋଟାରେ ବର୍ଷା ପାଣି ଭର୍ତ୍ତି କରି … ଅଧିକ ପଢନ୍ତୁ

ମାଙ୍ଗଳିକ ଦୋଷ- କୁଣ୍ଡଳୀରେ ଥିଲେ ମାଙ୍ଗଳିକ ଦୋଷ କରନ୍ତୁ ଏହି ସହଜ ଉପାୟ

ମାଙ୍ଗଳିକ ଦୋଷ କଣ ? ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜାତକରେ ମଙ୍ଗଳ ଦୋଷକୁ ମାଙ୍ଗଳିକ ଦୋଷ କୁହାଯାଏ । ମଙ୍ଗଳଙ୍କ ସ୍ଥିତିର ଆଧାରରେ ମାଙ୍ଗଳିକ ଦୋଷ ନିର୍ଭର କରିଥାଏ । ଜାତକରେ ମାଙ୍ଗଳିକ ଦୋଷ ଜାଣିଲା ପରେ ମନୁଷ୍ୟ ଡରିଯାଏ, କାରଣ ଏହା ବୈବାହିକ ଜୀବନ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ବିଶ୍ଵାସ କରାଯାଏ ଯେ ଯେଉଁ ବ୍ୟକ୍ତିର ଜାତକରେ ମାଙ୍ଗଳିକ ଦୋଷ ଥାଏ ସେହି ବ୍ୟକ୍ତି … ଅଧିକ ପଢନ୍ତୁ

କେଉଁ ବାରରେ କେଉଁ କର୍ମ କଲେ ମିଳିବ ଶୁଭଫଳ- Jyotisha Shastra

କେଉଁ ବାରରେ କେଉଁ କର୍ମକଲେ ଶୁଭ ହେବ ଆସନ୍ତୁ ଜାଣିବା- ରବି ସୋମୋ ମଙ୍ଗଳଶ୍ଚ ବୁଧୋ ଜୀବଃ କବି ଶନିଃ । ଏତେଷାଂ ନାମତୋ ବାରାଃ ସପ୍ତୈବ କଥିତା ସ୍ମୃତାଃ । ରବି, ସୋମ, ମଙ୍ଗଳ ଯେ ବୁଧ ଗୁରୁ ଜାଣ । ଶୁକ୍ର, ଶନି ଆଦି ସପ୍ତ ବାରକୁଟି ଗଣ । ଶୁକ୍ରବାର, ସୋମବାର, ବୁଧବାର ଓ ଗୁରୁବାର ଏହି ଚାରି ବାର ସମସ୍ତ ଶୁଭକର୍ମରେ ପ୍ରଶସ୍ତ ଏବଂ … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ଜୁନ 14 ତାରିଖ ରୁ ଜୁନ 20 ତାରିଖ, ଏହି ସପ୍ତାହଟି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ କୌଣସି ପୋଗ୍ରାମ୍ ବା କାର୍ଯ୍ୟକ୍ରମରେ ସମ୍ମାନିତ ହେବେ । ପରିବାରର କେତେକ ସମସ୍ୟା ନେଇ ମାନସିକ ପୀଡା ଅନୁଭବ କରିବେ । ବ୍ୟବସାୟରେ ଆର୍ଥୀକ କ୍ଷେତ୍ରରେ ଆଶାତୀତ ଉନ୍ନତି ହୋଇପାରେ । ଆକସ୍ମିକ ଧନଲାଭ ହେବା ସହ କର୍ତ୍ତବ୍ୟ ଦାଇତ୍ଵ ବଢିଯିବ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ରାଜନୀତି କ୍ଷେତ୍ରରେ ଉନ୍ନତି କରିବା ପାଇଁ ବହୁତ … ଅଧିକ ପଢନ୍ତୁ

ଜୀବନରେ ସମସ୍ତ ପ୍ରକାର ଉନ୍ନତି ପାଇଁ ଓ ବସ୍ତୁଦୋଷ ଖଣ୍ଡନ ପାଇଁ ରଜ ସଙ୍କ୍ରାନ୍ତିରେ କରନ୍ତୁ ଏହି ପ୍ରତିକାର

ରଜସଙ୍କ୍ରାନ୍ତି ବା ରଜ ଚାରିଦିନରେ ସୁର୍ଜ୍ୟୋଦୟ ପୂର୍ବରୁ ଉଠି ସ୍ନାନ ଦାନ ଜପ ଧର୍ମଶାସ୍ତ୍ର ପଠନ କଲେ ଶୁଭ ଫଳଦାୟୀ ହେବ । ଅକ୍ଷତ, ନାଲିଫୁଲ, ଧୂପ, ଦୀପ, ଚନ୍ଦନ ଇତ୍ୟାଦି ଦ୍ଵାରା ଇଷ୍ଟଦେବାଦେବୀଙ୍କୁ ପୂଜାର୍ଚ୍ଚନା କଲେ ସନ୍ତାନ ମାନଙ୍କର ବିଦ୍ୟାବୁଦ୍ଧି ଯଶ ପ୍ରାପ୍ତି ହୋଇ ଥାଏ । କଳିଯୁଗରେ ନକରାତ୍ମକ ପ୍ରଭାବରୁ ରକ୍ଷା ପାଇବା ପାଇଁ ନିଜର ଶକ୍ତି ଅନୁସାରେ ଏହିଦିନ ନଦୀସ୍ନାନ, ତର୍ପଣ, ଶୋଷୀଙ୍କୁ ଓ ବୃକ୍ଷରେ … ଅଧିକ ପଢନ୍ତୁ

error: Content is protected !!