ଶୁଭକାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଏହି ଉପାୟ ନିଶ୍ଚିତ କରନ୍ତୁ, ଦେଖିବେ ଯେଉଁ କାର୍ଯ୍ୟରେ ଯାଉଥିବେ ତାହା ନିଶ୍ଚୟ ସଫଳ ହେବ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଯଦି ଶୁଭକାର୍ଯ୍ୟ କରିବାକୁ ଯାଉଛନ୍ତି, ତେବେ ଏହି ଉପାୟ ନିଶ୍ଚିତ କରନ୍ତୁ । ପ୍ରତି ଦିନ ଶୁଭ ଓ କଲ୍ୟାଣକାରୀ ହୋଇଥାଏ, କିନ୍ତୁ ଯଦି ଭାଗ୍ୟ ଅନୁକୂଳ ନ ଥାଏ ତେବେ ଏହା ପ୍ରତିକୂଳ ପ୍ରଭାବ ପକାଇଥାଏ । ଯଦି ଆପଣ ଘରୁ କୌଣସି ଶୁଭକାର୍ଯ୍ୟ କରିବାକୁ ଯାଉଛନ୍ତି, ତେବେ ଦିନ ଅନୁସାରେ ଏହାର ସମାଧାନ କରିବାକୁ ଭୁଲନ୍ତୁ ନାହିଁ । ଏହି ପଦକ୍ଷେପ ଗୁଡିକ ଦିନର ପ୍ରତିକୂଳତା ଓ ଅନୁକୂଳତାରେ ପରିବର୍ତ୍ତନ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ବରର ଅନୁସାରେ ଘରୁ ବାହାରିବା ସମୟରେ କଣ କାଲେ ଶୁଭଫଳ ମିଳିବ ସେ ବିଷୟରେ କହିବୁ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ରବିବାର ଦିନ ଘରୁ ବାହାରକୁ ଯିବା ସମୟରେ ନିଜ ପାଖରେ ଏକ ପାନପତ୍ର ରଖି ଯାଆନ୍ତୁ । ଯେଉଁ କାର୍ଯ୍ୟରେ ଯିବେ ତାହା ନିଶ୍ଚୟ ସଫଳ ହେବ ।

ସୋମବାର ଦିନ ଘରୁ ବାହାରକୁ ଯିବା ସମୟରେ ଦର୍ପଣରେ ନିଜ ମୁହଁକୁ ଦେଖିକରି ଯାଆନ୍ତୁ । ଯେଉଁ କାର୍ଯ୍ୟରେ ଯିବେ ତାହା ନିଶ୍ଚୟ ସଫଳ ହେବ ।

ମଙ୍ଗଳବାର ଦିନ ଘରୁ ବାହାରକୁ ଯିବା ସମୟରେ ମିଠା ଖାଇକରି ଯାଆନ୍ତୁ । ଯେଉଁ କାର୍ଯ୍ୟରେ ଯିବେ ତାହା ନିଶ୍ଚୟ ସଫଳ ହେବ ।

ବୁଧବାର ଦିନ ଘରୁ ବାହାରକୁଯିବା ସମୟରେ ଧନିଆ ପତ୍ର ଖାଇକରି ଯାଆନ୍ତୁ । ଯେଉଁ କାର୍ଯ୍ୟରେ ଯିବେ ତାହା ନିଶ୍ଚୟ ସଫଳ ହେବ ।

ଗୁରୁବାର ଦିନ ଘରୁ ବାହାରକୁ ଯିବା ସମୟରେ କିଛି ସୋରିଷ ପାଟିରେ ପକାଇ ଯାଆନ୍ତୁ । ଯେଉଁ କାର୍ଯ୍ୟରେ ଯିବେ ତାହା ନିଶ୍ଚୟ ସଫଳ ହେବ ।

ଶୁକ୍ରବାର ଦିନ ଘରୁ ବାହାରକୁ ଯିବା ସମୟରେ ଦହି ଖାଇକରି ଯାଆନ୍ତୁ । ଯେଉଁ କାର୍ଯ୍ୟରେ ଯିବେ ତାହା ନିଶ୍ଚୟ ସଫଳ ହେବ ।

ଶନିବାର ଦିନ ଘରୁ ବାହାରକୁ ଯିବା ସମୟରେ ଖଣ୍ଡେ ଅଦା ସହିତ ଘିଅ ମିଶାଇ ଖାଇକରି ଯିବା ଉଚିତ୍ । ଯେଉଁ କାର୍ଯ୍ୟରେ ଯିବେ ତାହା ନିଶ୍ଚୟ ସଫଳ ହେବ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ । ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଏହିଭଳି ଜ୍ଯୋତିଷ ସମ୍ବନ୍ଧୀୟ କହବର ପାଇବା ପାଇଁ ପେଜ କୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!