ଗ୍ରହ ଯୋଗେ ବ୍ୟତିପାତ ଯୋଗ
ଗ୍ରହ ଯୋଗେ ବ୍ୟତିପାତ ଯୋଗ ଗ୍ରହ ଯୋଗେ ବ୍ୟତିପାତ ଯୋଗ ମେଷରାଶେ ଗୁରୁଶୌରୀ ଯୋଗ ଯେ ବରଷ, ମଙ୍ଗଳ ନବମେ ରବି ସପତମେ ବାଶ ।। ତୁଳାରାଶି ନିଚାଂଶରେ ରବି ରହିଥାନ୍ତି, ଦୈତ୍ୟ ଗୁରୁ ସିଂହ ରାଶେ ବିରାଜ କରନ୍ତି ।। କ୍ଷେତ୍ର ବିନିମୟ ଯୋଗ ଏହାକୁ କହନ୍ତି, ଧନୁ ରାଶିରେ ମଙ୍ଗଳ ସେକାଳେ ବସନ୍ତି ।। ଗୁରୁ ଓ ମଙ୍ଗଳଙ୍କର ବିନିମୟ ଯୋଗ, କେତୁଙ୍କର ଜଳରାଶି ହେଉଥିବ … ଅଧିକ ପଢନ୍ତୁ