କୌଣସି ଅଭିଶାପ ଠାରୁ କମ ନୁହେଁ ଏହି ତିନୋଟି ଜିନିଷ, କେବେ ରଖନ୍ତୁ ନାହିଁ ଘରେ, ନଚେତ ଦୁର୍ଭାଗ୍ୟ ଏବଂ ଦରିଦ୍ରତା ଆପଣଙ୍କ ପାଖ ଛାଡିବନି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଆପଣଙ୍କ ଘରର ଆପଣଙ୍କ ଭବିଷ୍ୟତ ଓ ଉନତ୍ତି ରେ ବହୁତ ବଡ ହାତ ହୋଇ ଥାଏ । ଏହି ଘର କୁ ଆପଣଙ୍କୁ ମନ୍ଦିର ପରି ସଜେଇ ଓ ସମ୍ଭାଳି ରଖିବା ଉଚିତ । ଏହାର କୌଣସି ପ୍ରକାର ଦୋଷ ହେଲେ ଏହାର ନକାରାତ୍ମକ ପ୍ରଭାବ ଆପଣଙ୍କ ଜୀବନ ଓ ଭାଗ୍ୟ ଉପରେ ପଡିଥାଏ । ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ୩ ଟି ଏହିଭଳି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଘରେ ରଖିବା କୌଣସି ଅଭିଶାପ ଠାରୁ କମ ନୁହେଁ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

କଳା କବାଟ :

ଘରେ କେବେ ବି  କଳା ରଙ୍ଗର କବାଟ ଲଗେଇବା କଥା ନୁହେଁ । ତେବେ ସେ ଘର ଭିତେରେ ହେଉ କି ବାହାରେ କେଉଁଠି ମଧ୍ୟ ନୁହେଁ ।  ଏମିତି ମାନ୍ୟତା ଅଛି  କି କଳା କବାଟ ଦ୍ଵାରା ଖରାପ ଆଉ ନକାରାତ୍ମକ ଶକ୍ତି  ଆକର୍ଷିତ ହୁଅନ୍ତି  । ଯେଉଁ  ଘରେ କଳା କବାଟ ଲାଗି ଥାଏ ସେଠି କିଛି ନା କିଛି ଖରାପ ଲାଗି ରୁହେ । ସେ ଘରେ ବେଶିଦିନ କେହି ଖୁସି ରହିପାରନ୍ତିନୀ । ସବୁଠୁ ବଡ କଥା ସେ ଘରେ କେବେ ଲକ୍ଷ୍ମୀ ରୁହନ୍ତିନୀ ତା ମାନେ ଆପଣଙ୍କ ପାଖେରେ ଧନ ରହିବନି । ସେଥିପାଇଁ ଘରେ କେବେବି କଳା କବାଟ ଲଗାନ୍ତୁ ନାହିଁ, ଜଦି ପୂର୍ବରୁ ଅଛି ତାହେଲେ ଆଉ ଗୋଟେ ରଙ୍ଗ ତା ଓପରେ ମଡେଇଦିୟନ୍ତୁ । ଜଦି ରଙ୍ଗ କରିବାପାଇଁ ସମୟ ଲାଗିବ ତାହେଲେ ଲେମ୍ବୁ ଲଙ୍କା ବାନ୍ଧି ଦିୟନ୍ତୁ ।

ତାଜମହଲ :

ତାଜମହଲ ବହୁତ ସୁନ୍ଦର କଳାକୃତିର ହେଲେ ସେଇଟା ଘରେ ରଖିବା ଶୁଭ ନୁହଁ । ପ୍ରାୟ ଲୋକ ତାଜମହଲ ର ମୂର୍ତ୍ତି ଘରେ ରଖନ୍ତି । ତାଜମହଲ ମୁମତାଜ ଆଉ ସାହଜାହାନ ଙ୍କର ସମାଧି ବୋଲି ଲୋକ ଜାଣିଛନ୍ତି, ହେଲେ ବି କାହା ସମାଧି କୁ ଆମେ ଘରେ କେମିତି ରଖିବା ? ସେଥିପାଇଁ ତାଜମହଲ ଘରେ ରଖିବା କଥା ନୁହଁ । ଏହା ଘରେ ନକାରାତ୍ମକତା ଆଣେ ଆଉ ଘର ଲୋକ ଦୁଃଖୀ ରୁହନ୍ତି । ସେଥିପାଇଁ କେବେ ବି ଏହାକୁ ନା କାହାକୁ  ଉପହାର ଦିଅନ୍ତୁ ନା କାହାଠାରୁ ଉଫାରରେ ନିଅନ୍ତୁ ।

ସିଢି ତଳେ ମନ୍ଦିର :

କେତକ ଲୋକ ଘରର ସିଢି ତଳେ ଯେଉଁ ଜାଗା ବଞ୍ଚିଥାଏ ସେଠି ପୂଜା ସ୍ଥଳ କିମ୍ବା ଭଗବାନଙ୍କର ଛୋଟ ମନ୍ଦିର ପ୍ରସ୍ତୁତ କରି ଦିଅନ୍ତି । ଠାକୁରଙ୍କ ଘର ସିଢିଘରେ ବନେଇବା କଥା ନୁହେଁ, ଆପଣ ବହୁତ ବଡ ପାପ ର ଭାଗି ହେବେ ଏମିତି କଲେ । ଏ କାମ  ଆପଣଙ୍କୁ ବରବାଦ କରି ପାରେ କାହିଁକିନା ସିଢି ଊପରେ ଯାଉଥିବା ଲୋକ ମନ୍ଦିର ଉପରେ ଯାଉଛି ବୋଲି ଲାଗିବ ।  ସିଢି ଘରେ ଠାକୁରଙ୍କୁ ରଖିଲେ ଏହା ଆପଣଙ୍କ ପରିବାର ଉପରେ ଦୁଃଖର ପାହାଡ ହୋଇ ଭାଙ୍ଗି ପାରେ । ସେଥିପାଇଁ ଆମର ଆପଣ ମାନକୁ ଅନୁରୋଧ କି ସିଢି ଘରେ ଠାକୁରଙ୍କ ଘର ବନାନ୍ତୁ ନାହିଁ ।

ଏହିଭଳି ଅନେକ ବାସ୍ତୁ ସମ୍ବନ୍ଧିତ ଟିପ୍ସ ପାଇଁ ଅପ୍ମ ପେଜକୁ ଲାଇକ ନିଶ୍ଚୟ କରନ୍ତୁ ଓ ପୋଷ୍ଟଟି ଭଲ ଲାଗିଲେ ଶେୟାର କରିବାକୁ ଭୁଲିବେନି ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!