ଯଦି ଆପଣଙ୍କ ଘରେ ବି ଗୋଟିଏ ପରେ ଗୋଟିଏ ଅସୁବିଧା ଦେଖା ଦେଉଛି – ତେବେ ଜାଣି ନିଅନ୍ତୁ ଗଣେଶ ଭଗବାନଙ୍କ ସହ ଏହାର କଣ ରହିଛି ସବନ୍ଧ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଭାରତ ଏକ ଏମିତି ଦେଶ ଅଟେ ଯେଉଁଠି ସମସ୍ତ ପ୍ରକାର ସଂସ୍କୃତି ଏବଂ ଧର୍ମର ଲୋକମାନେ ଏକତ୍ରିତ ହୋଇ ରୁହନ୍ତି । ହିନ୍ଦୁ ଧର୍ମରେ ୩୩ କୋଟି ଦେବା ଦେବୀଙ୍କୁ ପୂଜା ଅର୍ଚ୍ଚନା କରାଯାଏ । କିନ୍ତୁ ସର୍ବ ପ୍ରଥମେ ପୂଜା ଗଣେଶ ଭଗବାନଙ୍କର କରାଯାଏ । ହିନ୍ଦୁ ବ୍ୟକ୍ତିଙ୍କ ଘରେ କୌଣସି ବି ଶୁଭ କାର୍ଯ୍ୟ ଗଣେଶଙ୍କର ପୂଜା ଅର୍ଚ୍ଚନା କରିବା ପରେ ହିଁ ଆରମ୍ଭ ହୋଇଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆପଣଙ୍କ ଘରେ ହେଉଥିବା ସମସ୍ୟା ର ଗୋଟେ କାରଣ ଗଣେଶ ଭଗବାନଙ୍କ ମୂର୍ତ୍ତି ମଧ୍ୟ ହୋଇ ପାରେ- ଜାଣନ୍ତୁ କାରଣ

କୁହାଯାଏ କି ଏହିଭଳି କରିବା ଦ୍ଵାରା ସମସ୍ତ କାର୍ଯ୍ୟ ସଫଳପୂର୍ବକ ହୋଇଥାଏ । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଗଣେଶଙ୍କର ନୂତନ ମୂର୍ତ୍ତି ସ୍ଥାପନା କରିବା ପରେ ପୁରୁଣା ଗଣେଶ – ଲକ୍ଷ୍ମୀଙ୍କର ମୂର୍ତ୍ତିକୁ ହଟାଇ ଦେବା ଉଚିତ । କାରଣ ଘରର ମନ୍ଦିରରେ ଗୋଟିଏରୁ ଅଧିକ ମୂର୍ତ୍ତି ରଖିବା ଅଶୁଭ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ସେହି ସମସ୍ତ ଅଶୁଭ ସଂକେତ ବିଷୟରେ କହିବୁ ।

କହିଦେଉଛୁ ଯେ କେତେ ଥର ଏମିତି ହୋଇଥାଏ କି ଲୋକମାନେ ଉପାହାର ସ୍ୱରୂପ ଅନ୍ୟ ବ୍ୟକ୍ତିମାନଙ୍କୁ ଗଣେଶଙ୍କର ମୂର୍ତ୍ତି ଦେଇଥାନ୍ତି । କିନ୍ତୁ ଗୋଟିଏ ଆଲମାରୀରେ ଗୋଟିଏରୁ ଅଧିକ ଗଣେଶ ଭଗବାନଙ୍କର ମୂର୍ତ୍ତି ରଖିବା ଅଶୁଭ ହୋଇଥାଏ । ଏହାର ଘର ଉପରେ ଓଲଟା ପ୍ରଭାବ ପଡିଥାଏ । ଘରେ ସୁଖ ଶାନ୍ତି ଆସିବା ପରିବର୍ତ୍ତେ ସମସ୍ୟା ଆସିବା ଆରମ୍ଭ ହୋଇଯାଏ । ଘରେ କେହି ନା କେହି ରୋଗରେ ପୀଡିତ ରହିଥାନ୍ତି । ସବୁଦିନ ଝଗଡା ହୋଇଥାଏ ।

କହିଦେଉଛୁ ଯେ ଏହି ସବୁ ସଂକେତ ଘରେ ଗୋଟିଏରୁ ଅଧିକ ଗଣେଶଙ୍କର ମୂର୍ତ୍ତି ରଖିବା ଦ୍ଵାରା ହୋଇଥାଏ । କହିଦେଉଛୁ ଯେ ଯଦି ଆପଣଙ୍କ ଘରେ ବି ଗଣେଶଙ୍କର ମୂର୍ତ୍ତି ଗୋଟିରୁ ଅଧିକ ରଖିଛନ୍ତି ତେବେ ସେମାନଙ୍କର ସ୍ଥାନ ସବୁ ପରିବର୍ତ୍ତନ କରି ଦିଅନ୍ତୁ । ଏହା ଛଡା ଗୋଟିଏ କଥା ପ୍ରତି ଧ୍ୟାନ ରଖିବେ କି ବସି ଥିବା ଗଣେଶଙ୍କର ମୂର୍ତ୍ତି ହିଁ ଘରେ ସ୍ଥାପନ କରନ୍ତୁ । କାରଣ ଏହା ବହୁତ ଶୁଭ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!