କନ୍ୟା ରାଶିକୁ ଚଳିଲେ ରବି, କନ୍ୟାରାଶିକୁ ସଂକ୍ରମଣ କରିବା ଫଳରେ କଣ ରହିବ ବାରଟି ରାଶିର ଶୁଭାଶୁଭ ଆସନ୍ତୁ ଜାଣିବା

ମେଷ:- ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ। ଆର୍ଥିକ ଦୃଷ୍ଟି କୋଣରୁ ଉନ୍ନତି ହେବ। ସୁଖସୌଭାଗ୍ୟ ବୃଦ୍ଧି ହେବ। ଆୟ ପନ୍ଥା ପାଇଁ ନୂତନ ଧାରା ଅବଲମ୍ବନ କରିବେ। ସନ୍ତାନମାନଙ୍କର ଶିକ୍ଷା, ଉଚ୍ଚଶିକ୍ଷା, ବିଦେଶ ଯାତ୍ରାର ମନସ୍କାମନା ପୂର୍ଣ୍ଣ ହେବ। ବ୍ୟବସାୟ କ୍ଷେତ୍ରରେ ଭାଗ୍ୟ ଅନୁକୂଳ ହେତୁ ଆଶାତିତ ଲାଭ ମିଳିବ। ସେୟାର, ଲଟେରୀ ଆଦିରେ ଲାଭ ଅଧିକ ମିଳିବ। ନୂତନ ଉଦ୍ୟୋଗରେ ପଇସା ଖଟେଇବେ। ପାରିବାରିକ … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ୧୬ ସେପ୍ଟେମ୍ବର ରୁ ୨୨ ସେପ୍ଟେମ୍ବର, ଏହି ସପ୍ତାହରେ ଏହି ସବୁ ରାଶି ବ୍ୟକ୍ତିଙ୍କର ହେବ ଆକସ୍ମିକ ଧନ ଲାଭ

ମେଷ:- ଏ ସପ୍ତାହରେ ନୂତନ ଯୋଜନାରେ ସଫଳତା ମିଳିବ। ବ୍ୟବସାୟବୃଦ୍ଧି ଆର୍ଥିକ ଉନ୍ନତିରେ ସଫଳତା ଓ ମାନ ସମ୍ମାନ ବୃଦ୍ଧିହେବ। ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ଉତ୍ତମ କାର୍ଯ୍ୟକରି ପଦୋନ୍ନତି ପାଇବେ। ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ପାରିବାରିକ ଜୀବନ ସୁଖ ଓ ଶାନ୍ତିରେ କଟିବ। ଦୂର ସ୍ଥାନକୁ ଯାତ୍ରା କରିବେ। ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ। ରୋମାନ୍ସ ଓ ପ୍ରେମରେ ପ୍ରସନ୍ନତାର ଅନୁଭୂତି … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ୯ ସେପ୍ଟେମ୍ବର ରୁ ୧୫ ସେପ୍ଟେମ୍ବର, ଏହି ସପ୍ତାହରେ ଏହି ସବୁ ରାଶି ବ୍ୟକ୍ତିଙ୍କୁ ଆର୍ଥିକ ଉନ୍ନତି ହେବ ଓ ସ୍ୱାସ୍ଥ୍ୟ ଭଲ ରହିବ

ମେଷ:– ଆର୍ଥିକସ୍ଥିତି ଭଲ ରହିବ। କର୍ମକ୍ଷେତ୍ରରେ ସୁସ୍ଥ ବାତାବରଣ ସୃଷ୍ଟିହେବ। ଆୟ ଉତ୍ତମ, ଶରୀର ସୁସ୍ଥରହିବ ନିର୍ମାଣାଧିନ କାମ ପୂର୍ଣ୍ଣାଙ୍ଗହେବ। କ୍ରୀଡ଼ା, କଳା, ସଂସ୍କୃତି, ବାଣିଜ୍ୟବ୍ୟବସାୟ, ବାଦବିବାଦ, ମାଲିମୋକଦ୍ଦମା କ୍ଷେତ୍ରରେ ବିଜୟୀହେବେ। ମହିଳାମାନେ ଘର ସାଜସଜ୍ଜାରେ ବ୍ୟସ୍ତ ରହିବେ। ମିତ୍ରମାନେ ପରାମର୍ଶ ଦେଇ ଲାଭଦାୟକ କାମପ୍ରତି ପ୍ରଲୋଭିତ କରିବେ। ପରିବାରରେ ସାଧାରଣ ବାତାବରଣ ରହିବ। ବ୍ୟବସାୟରେ ସମସ୍ତ ଆଶା ପୂରଣ ହେବ। ସମ୍ପର୍କୀୟଙ୍କ ଶୁଭସୂଚନା ଶୁଣି ଖୁସି ହେବେ। ମହିଳାମାନେ … ଅଧିକ ପଢନ୍ତୁ

ଏକ ଏମିତି ମନ୍ଦିର ଯାହାର ଦ୍ଵାର କେବଳ ବର୍ଷରେ ଥରେ ହିଁ ଖୋଲାଯାଏ, ପୂଜା ସମୟରେ ନାଗରାଜ ମଧ୍ୟ ଉପସ୍ଥିତ ହୋଇଥାନ୍ତି…

ଶ୍ରାବଣ ମାସ, ଶୁକ୍ଳପକ୍ଷ, ପଞ୍ଚମୀତିଥି ଦିନ ନାଗ ପଞ୍ଚମୀ ପୂଜା କରାଯାଏ। ଏହି ଦିନ ନାଗଦେବଙ୍କ ପୂଜା କରାଯାଏ ଓ ନାଗକୁ କ୍ଷୀର ପିଇବାକୁ ଦିଆଯାଏ। ପ୍ରତି ବର୍ଷରେ ଥରେ ଏହି ପର୍ବ ଆସେ ଓ ଲୋକମାନେ ନାଗଦେବ ମନ୍ଦିରକୁ ଯାଇ ବିଧି-ବିଧାନ ପୂର୍ବକ ନାଗଦେବଙ୍କୁ ପୂଜା କରି ନାଗକୁ କ୍ଷୀର ପିଇବାକୁ ଦିଅନ୍ତି। ଏହି ପର୍ବ ଦିନ ମହାକାଳ ନଗରୀ ଉଜୈନରେ ସ୍ଥିତ ନାଗ ଚନ୍ଦ୍ରେଶ୍ଵର ମନ୍ଦିରକୁ ବହୁତ … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ୨ ସେପ୍ଟେମ୍ବର ରୁ ୮ ସେପ୍ଟେମ୍ବର, ଏହି ସପ୍ତାହରେ ଏହି ସବୁ ରାଶି ବ୍ୟକ୍ତିଙ୍କୁ ଅଚାନକ ଧନ ପ୍ରାପ୍ତିର ଯୋଗ ଅଛି

ମେଷ:- ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ବ୍ୟୟ ତୁଳନାରେ ଆୟ ଅଧିକ ହେବ ଓ ଆର୍ଥିକ ଅନାଟନ ଦୂରେଇ ଯିବ। ସରକାରୀ କର୍ମଚାରୀ ମାନଙ୍କର କର୍ମକ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ହେବା ସହ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧିହେବ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ଛାତ୍ର … ଅଧିକ ପଢନ୍ତୁ

ଏହି ୫ଟି ଜିନିଷ ଯଦି ଘରେ ଥାଏ ତେବେ ଆଣିଥାଏ ଦୁର୍ଭାଗ୍ୟ – ଏହାକୁ  ତୁରନ୍ତୁ ଘରୁ କାଢି ଦିଅନ୍ତୁ

ଦୁର୍ଭାଗ୍ୟକୁ କେହି ପସନ୍ଦ କରନ୍ତି ନାହିଁ । କିନ୍ତୁ ନିଜର ଭୁଲ୍ ହେତୁ ଏହି ଅଶୁଭ ଭୋଗ କରିବାକୁ ପଡେ । ବେଳେବେଳେ ଘରେ କିଛି ଏମିତି ଜିନିଷ ଆଣି ରଖନ୍ତି ଯାହା ଦୁର୍ଭାଗ୍ୟକୁ ଡାକନ୍ତି । ଏହି ଜିନିଷକୁ ଘରେ ରଖିଲେ ଅଶୁଭ ମନାଯାଏ ଓ ଏହା ନେଗେଟିବ୍ ଏନର୍ଜି ଉତ୍ପନ୍ନ କରିଥାଏ । ଯଦି ଆପଣ ଏହି ଦୁର୍ଭାଗ୍ୟ ଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି ତେବେ ଏହି … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ୨୬ ଅଗଷ୍ଟ ରୁ ୧ ସେପ୍ଟେମ୍ବର, ଏହି ସପ୍ତାହରେ ଏହି ସବୁ ରାଶି ବ୍ୟକ୍ତିଙ୍କର କର୍ମ ବ୍ୟବସାୟରେ ପ୍ରବଳ ଉନ୍ନତି ହେବ

ମେଷ:- ଏସପ୍ତାହରେ ମହିଳା ଓ ପୁରୁଷ ମାନେ ସରକାରୀ କର୍ମଚାରୀ ମାନଙ୍କର ପଦୋନ୍ନତି ହେବ। କର୍ମସଂଧାନୀ ମାନେ କର୍ମନିଯୁକ୍ତିର ସୁଯୋଗ ପାଇବେ। ବ୍ୟବସାୟରେ ଭଲ ଲାଭ ହେବ। ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। କୌଣସି ପୁରାତନ ରୋଗରୁ ମୁକ୍ତି ମିଳିବ। ଶରୀର ସୁସ୍ଥ ରହିବ। ପ୍ରେମିକ ଓ ପ୍ରେମିକାମାନେ ପ୍ରଶଂସିତ ହେବେ। ଦାମ୍ପତ୍ୟ କଳହର ସମାଧାନ ହୋଇଯିବ। ଘରୋଇ ସଂସ୍ଥାର କର୍ମ କ୍ଷେତ୍ରରେ ସହଯୋଗୀ ମାନେ … ଅଧିକ ପଢନ୍ତୁ

ସୂର୍ଯ୍ୟଦେବଙ୍କୁ ଜଳ ଚଢାଇବା ପରେ କରନ୍ତୁ ଏହି ଭଗବାନଙ୍କର ପୂଜା, ଦୁର୍ଭାଗ୍ୟ ଆପଣଙ୍କର କିଛି ବି କରି ପାରିବନି

ସୂର୍ଯ୍ୟଦେବ ତେଜସ୍ଵୀ ଅଟନ୍ତି। କୁହାଯାଏ କି ଯେଉଁ ବ୍ୟକ୍ତି ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରି ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି ସେହି ବ୍ୟକ୍ତିର ଭାଗ୍ୟରେ କିଛି କ୍ଷତି ହୁଏ ନାହିଁ। ସୂର୍ଯ୍ୟଦେବଙ୍କ ତେଜରେ ଯେତେ ଖରାପ ଦୁର୍ଭାଗ୍ୟ ହୋଇଥିଲେ ମଧ୍ୟ ଭାଗ୍ୟ ପରିବର୍ତ୍ତନ ହୁଏ। ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରିବାକୁ ହେଲେ ପ୍ରତ୍ୟେକ ରବିବାର ଦିନ ସ୍ନାନ କରି ସୂର୍ଯ୍ୟଦେବଙ୍କୁ ପାଣି ଚଢାନ୍ତୁ। ଯଦି ଆପଣ ଏହିପରି କରୁଛନ୍ତି କିନ୍ତୁ କିଛି ଲାଭ ମିଳୁ … ଅଧିକ ପଢନ୍ତୁ

error: Content is protected !!