ନିଜ ରାଶି ଅନୁସାରେ ଜାଣନ୍ତୁ କେତେ କେତୋଟି ସନ୍ତାନର ଯୋଗ ଅଛି ଆପଣଙ୍କର ଜାତକରେ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ପ୍ରାୟତଃ ଆମେ ଏମିତି କୌଣସି ବ୍ୟକ୍ତିକୁ ଦେଖିବାକୁ ମିଳିଯାଏ ଯେଉଁମାନେ କୁହନ୍ତି କି ତାଙ୍କୁ କେବଳ ଗୋଟିଏ ମାତ୍ର ସନ୍ତାନ ଦରକାର । କେତେକ ଲୋକମାନେ ଜୁଡ଼ୱାଁ ସନ୍ତାନ ଜନ୍ମ ହୋଇଯିବା ଡରରେ ସନ୍ତାନଙ୍କୁ ଜନ୍ମ ଦେବା ପାଇଁ ସଙ୍କୋଚ ବି କରିଥାନ୍ତି । ଯଦି ଆପଣ ବି କିଛି ଏମିତି ହିଁ ବିଚାର ରଖୁଛନ୍ତି ତେବେ ଆସନ୍ତୁ ଜାଣି ନିଅନ୍ତୁ କି ଆପଣଙ୍କର ରାଶି ଏହି ବିଷୟରେ କଣ କହିଥାଏ ଓ କତୋଟି ସନ୍ତାନ ହେବ ଆପଣଙ୍କର । ଏହି କଥାର ସୂଚନା ଦେବ ଆପଣଙ୍କର ରାଶି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ରାଶି ଅନୁସାରେ ଜାଣନ୍ତୁ ଆପଣଙ୍କୁ କେତୋଟି ସନ୍ତାନର ଯୋଗ ଅଛି

ମେଷ (୨୧ ମାର୍ଚ – ୧୯ ଏପ୍ରିଲ)

ମେଷ ରାଶିର ଯେଉଁମାନେ ହୋଇଥାନ୍ତି, ସେମାନେ ଏତେ ସକ୍ଷମ ହୋଇଥାନ୍ତି କି ପିଲାମାନଙ୍କର ପୁରା ଏକ କ୍ରିକେଟ ଟିମ ବି କରି ପାରିବେ । କିନ୍ତୁ ଅସଲରେ ଏମିତି ନ କରିବା ଭଲ ହେବ । ଏମିତିରେ ଆପଣ କିନ୍ତୁ ଅଧିକରୁ ଅଧିକ ପିଲାମାନଙ୍କୁ ବି ସମ୍ଭାଳି ପାରିବେ ।

ବୃଷ ରାଶି (୨୦ ଏପ୍ରିଲରୁ ୨୧ ମେ)

ବୃଷ ରାଶିର ଲୋକମାନଙ୍କ ମଧ୍ୟରେ ଆତ୍ମ ନିୟନ୍ତ୍ରଣ ଓ ଧର୍ଯ୍ୟ ଶକ୍ତି କମ ହୋଇଥାଏ । ଏମିତିରେ ଏହି ଲୋକମାନଙ୍କୁ ଅଧିକ ପିଲା ହେବା ଠିକ ନୁହେଁ । ଏମାନଙ୍କ ପାଇଁ ଏକ ଛୋଟ ପରିବାର ହିଁ ସୁଖୀ ପରିବାର ରହିବ । ମାନେ ଗୋଟିଏ କିମ୍ବା ଦୁଇଟି ହିଁ ଭଲ ।

ମିଥୁନ (୨୨ ମେ ରୁ ୨୧ ଜୁନ)

ମିଥୁନ ରାଶିର ଲୋକମାନଙ୍କ ପାଇଁ ଛୋଟ ପରିବାର ଭଲ ହୋଇଥାଏ । ଏମାନଙ୍କୁ ଗୋଟିଏ କିମ୍ବା ଦୁଇଟି ହିଁ ଶିଶୁ ଜନ୍ମ କରିବା ଉଚିତ ।

କର୍କଟ ରାଶି (୨୨ ଜୁନ ରୁ ୨୨ ଜୁଲାଇ)

କର୍କଟ ରାଶିର ଲୋକମାନେ ପିଲାମାନଙ୍କର ଖୁସି ପାଇଁ କିଛି ବି କରିବାକୁ ପ୍ରସ୍ତୁତ ରହିଥାନ୍ତି । ଏହି ରାଶିର ଲୋକମାନଙ୍କ ପାଇଁ ବି ଦୁଇଟି ସନ୍ତାନ ଠିକ ଅଟେ ।

ସିଂହ (୨୩ ଜୁଲାଇ ରୁ ୨୨ ଅଗଷ୍ଟ)

ଏହି ରାଶିର ଲୋକମାନେ ତ କେତେକ ପିଲାମାନଙ୍କୁ ଏକା ସହିତ ସମ୍ଭାଳି ପାରିବେ । ବର୍ତ୍ତମାନ ଆପଣଙ୍କ ଉପରେ ନିର୍ଭର କରୁଛି କି ଆପଣ ନିଜ ପରିବାରରେ କେତେ ସଦସ୍ୟ ରଖି ପାରିବେ ।

କନ୍ୟା (୨୩ ଅଗଷ୍ଟ – ୨୨ ସେପ୍ଟେମ୍ବର)

କନ୍ୟା ରାଶିର ଲୋକମାନେ ଅଧିକ ପିଲାମାନଙ୍କୁ ସମ୍ଭାଳିବାରେ ଅସମର୍ଥ ହୋଇଥାନ୍ତି । ଏହି ରାଶିର ଲୋକମାନଙ୍କ ଭିତରେ ଧର୍ଯ୍ୟ ବହୁତ କମ ହୋଇଥାଏ । ଏମିତିରେ ଆପଣ ବହୁତ କମ ପିଲାମାନଙ୍କର ପାଳନ – ପୋଷଣ ଓ ଦେଖାଶୁଣା ଭଲ ଭାବରେ କରି ପାରିବେ ।

ତୁଳା (୨୩ ସେପ୍ଟେମ୍ବର – ୨୨ ଅକ୍ଟୋବର)

ଏହି ରାଶିର ଲୋକମାନେ ବହୁତ ପିଲାମାନଙ୍କୁ ସମ୍ଭାଳି ପାରିବେ । କାରଣ ଏହି ରାଶିର ଲୋକମାନଙ୍କ ସମସ୍ତଙ୍କୁ ସମାନ ରୂପରେ ଦେଖିଥାନ୍ତି । ଏହି କାରଣ ଏହା ଅଟେ କି ଏମାନେ ବହୁତ ପିଲାମାନଙ୍କୁ ସମ୍ଭାଳି ପାରିବେ ।

ବିଛା (୨୩ ଅକ୍ଟୋବର – ୨୨ ନଭେମ୍ବର)

ଏହି ରାଶିର ଲୋକମାନେ ବହୁତ ଦାୟିତ୍ଵବାନ ହୋଇଥାନ୍ତି । ଏହି ରାଶିର ଲୋକମାନେ ଅଧିକ ପିଲାମାନଙ୍କୁ ବି ଭଲ ଭାବରେ ସମ୍ଭାଳି ପାରିବେ ।

ଧନୁ (୨୩ ନଭେମ୍ବର – ୨୧ ଡିସେମ୍ବର)

ଏହି ରାଶିର ଲୋକମାନେ ପିଲାମାନଙ୍କ ପ୍ରତି ଏତେ ଗମ୍ଭୀର ହୋଇ ନ ଥାନ୍ତି । ଯେତିକି ତାଙ୍କୁ ହେବା ଉଚିତ । ଏହି ରାଶିର ଲୋକମାନଙ୍କ ପାଇଁ ପରିବାର ଯେତେ ଛୋଟ ହେବ ସେତିକି ହିଁ ଭଲ ହୋଇଥାଏ ।

ମକର (୨୨ ଡିସେମ୍ବର – ୨୦ ଜାନୁୟାରୀ)

ଏହି ରାଶିର ଲୋକମାନଙ୍କର ସ୍ଵଭାବ ପିଲାମାନଙ୍କ ପ୍ରତି ବହୁତ ଗମ୍ଭୀର ହୋଇଥାଏ । ଏମାନେ ଭଲ ଭାବରେ ଜାଣିଥାନ୍ତି କି ପିଲାମାନଙ୍କୁ କେମିତି ସମ୍ଭାଳିବାକୁ ପଡିବ ।

କୁମ୍ଭ (୨୧ ଜାନୁୟାରୀ – ୧୮ ଫେବ୍ରୁୟାରୀ)

ଏହି ରାଶିର ଲୋକମାନଙ୍କ ଭିତରେ ଧର୍ଯ୍ୟ ଓ ସାମର୍ଥ୍ୟ କମ ରହିଥାଏ । ଯେଉଁ କାରଣରୁ ଏମାନେ ପିଲାମାନଙ୍କ ସହିତ ଭଲ ବଡିଙ୍ଗ ଶେୟାର କରି ପାରନ୍ତି ନାହିଁ । ଏହି ରାଶିର ଲୋକମାନଙ୍କ ପାଇଁ ଛୋଟ ପରିବାର ଭଲ ହେବ ।

ମୀନ (୧୯ ଫେବ୍ରୁୟାରୀ – ୨୦ ମାର୍ଚ)

ଏହି ରାଶିର ଲୋକମାନେ ପରିବାରର ମୂଲ୍ୟ ବୁଝି ଥାନ୍ତି । ଏହି ରାଶିର ଲୋକମାନେ ଏକ ଭଲ ମାତା – ପିତା ହୋଇ ପାରିବେ । ଯଦି ଆପଣଙ୍କର ପରିବାର ବଡ ହୋଇଥିବ ତେବେ ବି ଆପଣ ସମ୍ଭାଳି ପାରିବେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆମ ସହ ଅପଡେଟ ରହିବା ପାଇଁ ଜନ୍ତ୍ର ଜ୍ୟୋତିଷ ପେଜ କୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!