ନାମରୁ ଜାଣନ୍ତୁ ନିଜ ରାଶି ଓ ନକ୍ଷତ୍ର, (କେ, ରା, ରୀ, ରୁ, ରେ, ରୋ, ତା, ତୀ, ତୂ) ଅକ୍ଷରରେ ହୋଇଥିଲେ ନାମ ହେବ କେଉଁ ରାଶି ଜାଣନ୍ତୁ ?

ଯେଉଁମାନଙ୍କର ଜାତକ ନାହିଁ, ଯେଉଁମାନେ ଭବିଷ୍ୟତ ବିଷୟରେ ଜାଣିପାରୁନାହାନ୍ତି, ଯେଉଁମାନେ ଟିକେଭଲମନ୍ଦ ବିଷୟରେ ଜାଣିବା ପାଇଁ ଆଗ୍ରହୀ, ସେମାନେ ନିଜର ନାମରୁ ରାଶି ନକ୍ଷତ୍ରର ଗୁଣ, ସ୍ଵଭାବ, ଚରିତ୍ର, ପ୍ରକୃତି, କର୍ମ, ବିଦ୍ୟା, ବ୍ୟବସାୟ ବିଷୟରେ ଜାଣି କଣକରିବେ କଣ ନ କରିବେ ସେବିଷୟରେ ଆସନ୍ତୁ ଜାଣିବା । (୭)- ତୁଳାରାଶି- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର କେ, ରା, ରୀ, ରୁ, ରେ, ରୋ, ତା, ତୀ, … ଅଧିକ ପଢନ୍ତୁ

ରବି ଚଳିଲେ ମକର ରାଶିକୁ, ଏହି 4ଟି ରାଶିର ଭୋଗ ହେବ ରାଜଯୋଗ

ତା ୧୪ / ୧ / ୨୦୨୧ ମସିହା ଗୁରୁବାର ଦିନ ଧନୁରାଶିରୁ ମକରରାଶିକୁ ରବି ସଂକ୍ରମଣ କରିବା ଫଳରେ କଣ ରହିବ ବାରଟି ରାଶିର ଶୁଭାଶୁଭ, କେମିତି କଟିବ ଏଇ ମାସଟି କଣ କରିବେ ଅଶୁଭ ଗ୍ରହଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା । ମେଷ:- ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ । ସ୍ଵାସ୍ଥ୍ୟର କିଛି ପରିବର୍ତ୍ତନ ଘଟିବ । ବ୍ୟବସାୟରେ ଆଶାତୀତ ଲାଭକରି … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ଜାନୁୟାରୀ ୧୧ ତାରିଖ ରୁ ଜାନୁୟାରୀ ୧୭ ତାରିଖ, ଏହି ସପ୍ତାହଟି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ କର୍ମରେ ଉନ୍ନତି

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଉଚ୍ଚମାନ୍ୟତା ରକ୍ଷା କରି ଆର୍ଥିକ ସ୍ଥିତିକୁ ସୁଦୃଢ କରି ପାରିବେ। କର୍ମସଂଧାନୀ ମାନେ ପ୍ରତିଯୋଗୀତା କ୍ଷେତ୍ରରେ ସଫଳ ହେବେ। ନୂତନ ବସ୍ତୁ କ୍ରୟ କରି ପାରିବେ। ନିଜର କ୍ଷମତା ଓ ଯୋଗ୍ୟତାକୁ ବହୁତ ଉପଯୋଗ କରିବେ। ଧାତୁ ପଦାର୍ଥ କ୍ରୟ ବିକ୍ରୟ କରୁଥିବା ବ୍ୟବସାୟୀମାନେ ଅଧିକ ଲାଭବାନ ହେବେ। ନୂତନ ବ୍ୟବସାୟ ଯୋଜନାର ଶିଳାନ୍ୟାସ କଲେ, ତାହା ଦୀର୍ଘ ସ୍ଥାୟୀହେବ ଓ ବହୁବିଧ … ଅଧିକ ପଢନ୍ତୁ

ଜାଣନ୍ତୁ କୁଣ୍ଡଳୀର ତୁଳା ରାଶିରେ ଥିଲେ ଚନ୍ଦ୍ର କଣ ପଡେ ପ୍ରଭାବ- Jyotisha Shastra

ତୁଳାରାଶିରେ ଚନ୍ଦ୍ର ରହିଥିଲେ କଣବିଶେଷ ଫଳମିଳେ ଓ କଣ କରିବା ଉଚିତ କଣ ନକରିବା ଉଚିତ ଆସନ୍ତୁ ଜାଣିବା:- ଚନ୍ଦ୍ର ମନ, ମାତା, ମାନସିକ ସ୍ଥିତି, ମନୋବଳ, ଦ୍ରବ୍ୟ ବା ବସ୍ତୁ, ଚିତ୍ତ ପ୍ରସନ୍ନତା, ଯାତ୍ରା, ସୁଖ, ଶାନ୍ତି, ଧନ ସମ୍ପତ୍ତି, ଶରୀରର ତରଳ ପଦାର୍ଥ, ରକ୍ତ, ବାମପଟ ଚକ୍ଷୁ, ଛାତି, ଚିନ୍ତା, ମହିଳାଙ୍କ ମାସିକ ଋତୁ ଇତ୍ୟାଦିର କାରକ ହୋଇଥାନ୍ତି । ସେଥିପାଇଁ ଜନ୍ମ ଲଗ୍ନ କୁଣ୍ଡଳୀ ପ୍ରସ୍ତୁତ … ଅଧିକ ପଢନ୍ତୁ

ପବିତ୍ର ତୁଳସୀ ପତ୍ରକୁ ତୋଳିବା ପୂର୍ବରୁ ଏହି ୬ଟି ନିୟମକୁ ନିଶ୍ଚିନ୍ତ ଧ୍ୟାନ ରଖନ୍ତୁ- Tulasi Puja Bidhi

ହିନ୍ଦୁ ମାନ୍ୟତା ଅନୁସାରେ ତୁଳସୀ ଗଛକୁ ବହୁତ ମହତ୍ଵ ଦିଆଯାଇଛି । ଏହି ଗଛକୁ ଦେବତୁଲ୍ୟ ମନାଯାଏ ଓ ହିନ୍ଦୁ ପରିବାରରେ ଏହି ତୁଲସୀକୁ ପୂଜା ମଧ୍ୟ କରାଯାଏ । ହିନ୍ଦୁ ଧର୍ମରେ ପ୍ରତ୍ୟେକ ଘରର ବାହାରକୁ ବା ଅଗଣାରେ ତୁଳସୀ ଗଛ ଲଗାଇବା ନିୟମ ରହିଛି । ଧାର୍ମିକ ମହତ୍ଵ ପାଇବା ସହିତ ଏହି ତୁଳସୀ ପତ୍ର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଫାଇଦା ମିଳିଥାଏ ।  ଏହି … ଅଧିକ ପଢନ୍ତୁ

ଲାଲ୍ କିତାବ ଅନୁସାରେ ୨୦୨୧ ମସିହାରେ କରିଲେ ଏହି ସବୁ ଉପାୟ, ମିଳିବ ସମସ୍ତ କଷ୍ଟରୁ ମୁକ୍ତି- Lal Kitab

ଲାଲ୍ କିତାବ ଏକ ରହସ୍ୟମୟୀ ବହି ଅଟେ । ଏହି ବହିରେ ଉପାୟ ଦେବା ସହିତ ସାବଧାନତା ରହିବାକୁ ମଧ୍ୟ କୁହାଯାଇଛି । ଲାଲ୍ କିତାବର ଏହି ୧୦ଟି ଉପାୟ କରନ୍ତୁ । ଏହି ଉପାୟ ଦ୍ଵାରା ସବୁ ବାଧା ଦୂର ହେବା ସହିତ ଉନ୍ନତି ମଧ୍ୟ କରିପାରିବେ । ୧- ଗୋଟିଏ ନଡିଆ ଆଣି ତାକୁ ପରିବାରର ସଦସ୍ୟ ଓ ନିଜ ଉପରେ ୨୧ଥର ମୁଣ୍ଡ ଉପରେ ବୁଲାଇ … ଅଧିକ ପଢନ୍ତୁ

ରବିବାର ଦିନ ଏହି କାର୍ଯ୍ୟ କଦାପି କରନ୍ତୁ ନାହିଁ, ନଚେତ୍ ହେଉଥିବା କାର୍ଯ୍ୟରେ ମଧ୍ୟ ସୃଷ୍ଟି ହେବ ବାଧା

ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ସପ୍ତାହକ ୭ଦିନ ମଧ୍ୟରେ ରବିବାର ଦିନଟି ସର୍ବଶ୍ରେଷ୍ଠ କୁହାଯାଏ । ଯେଉଁ ବ୍ୟକ୍ତି ଜୀବନରେ ଭଲ ସ୍ୱାସ୍ଥ୍ୟ ଓ ସାହସ ପାଇବାକୁ ଇଛା କରେ ସେ ଏହି ରବିବାର ଦିନ ବ୍ରତ ପାଳନ କରିବା ସହ ଦିଆଯାଇଥିବା ନିୟମକୁ ମଧ୍ୟ ମାନିବା ଉଚିତ୍ । କଣ କରିବା ଉଚିତ୍ –   ୧- ଜ୍ୟୋତିଷଙ୍କ ମତରେ ରବିବାର ଦିନ ମଥାରେ ନାଲି ଚନ୍ଦନ ବା … ଅଧିକ ପଢନ୍ତୁ

ମହିଳାମାନେ କରନ୍ତୁ ନାହିଁ ଏହି ୫ଟି ଭୁଲ, ମାତା ଲକ୍ଷ୍ମୀ ହେବେ କ୍ରୋଧିତ

ଧନର ଦେବୀ ହେଉଛନ୍ତି ମାତା ଲକ୍ଷ୍ମୀ । ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ପ୍ରତିକାର କରାଯାଉଛି । ମହିଳାମାନେ ଘରେ ପୂଜା ପାଠ କରନ୍ତି, କିନ୍ତୁ ଅନେକ ଥର ଅଜାଣତରେ ଭୁଲ କାମ ମଧ୍ୟ କରିଥାନ୍ତି । ଯେଉଁଥିପାଇଁ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଘରେ ପ୍ରବେଶ କରନ୍ତି ନାହିଁ । ମହିଳାମାନେ ଘରକୁ ସଫାସୁତୁରା ପ୍ରତି ଧ୍ୟାନ ଦେବା ଓ ପୂଜା ପାଠ ଆଦି ଧର୍ମ … ଅଧିକ ପଢନ୍ତୁ

error: Content is protected !!