କାହିଁକି ଜରୁରୀ ଅଟେ ପିତୃପକ୍ଷ ଶ୍ରାଦ୍ଧ କରିବା? ଏହି 6ଟି ନିୟମ କୁ ଧ୍ୟାନରେ ରଖି ଯଦି ଶ୍ରାଦ୍ଧ କରନ୍ତି ତେବେ …

ପିତୃ ପୁରୁଷଙ୍କୁ ପୂଜା କରିବା ଦ୍ଵାରା ସମସ୍ତ ଦେବତା ତୃପ୍ତ ହୋଇଥାନ୍ତି। ଯମସ୍ମୃତି ଓ ଶ୍ରାଦ୍ଧ ପ୍ରକାଶରେ କୁହାଯାଇଛି- ଆୟୁଃ ପୁତ୍ରାନ୍ ଯଶଃ ସ୍ଵର୍ଗ କୀର୍ତ୍ତି ପୃଷ୍ଟିଂ ବଳଂ ଶ୍ରୀୟମ୍। ପଶୁନ ସୌଖ୍ୟଂ ଧନଂ ଧାନ୍ୟଂ ପ୍ରାପ୍ନୁ ୟାତ୍ ପିତୃ ପୂଜନାତ୍।। ଶ୍ରାଦ୍ଧ କରିବା ଦ୍ଵାରା ମନୁଷ୍ୟର ଆୟୁ ବୃଦ୍ଧି ହୋଇଥାଏ। ପିତୃଗଣ ମନୁଷ୍ୟକୁ ବଂଶ ବିସ୍ତାର କରିବାର ଆଶୀର୍ବାଦ ଦେଇଥାନ୍ତି ଯାହା ଫଳରେ ପୁତ୍ର ପ୍ରାପ୍ତି ହୁଏ। ପରିବାରରେ … ଅଧିକ ପଢନ୍ତୁ

ଜାଣନ୍ତୁ “N” ନାମର ବ୍ୟକ୍ତି ମାନଙ୍କର ବ୍ୟକ୍ତିତ୍ଵ, ସ୍ଵଭାବ, ବ୍ୟବହାର ଓ ସେମାନଙ୍କ ସମ୍ବନ୍ଧରେ କିଛି ଖାସ୍ କଥା

ଜାଣନ୍ତୁ କେମିତି ହେଇଥାନ୍ତି N ନାମର ବ୍ୟକ୍ତି ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ନାମର ପ୍ରଥମ ଅକ୍ଷରର ବହୁତ ମହତ୍ୱ ଅଛି ଏବଂ ପ୍ରଥମ ଅକ୍ଷର ଅନେକ ବ୍ୟକ୍ତିଙ୍କର ଭବିଷ୍ୟତ ଓ ଭାଗ୍ୟ ପରିବର୍ତ୍ତନ ଆଣିବାର ଜ୍ୟୋତିଷ ଶାସ୍ତ୍ରରେ ଦେଖିବାକୁ ମିଳିଥାଏ। ପ୍ରାୟ ବ୍ୟକ୍ତି ନିଜ ନାମରୁ ଭାଗ୍ୟ ଓ ଭବିଷ୍ୟତ ଜାଣିବା ପାଇଁ ଚେଷ୍ଟା କରନ୍ତି । ଏମିତିକି ସମାଜରେ ଅନେକ କ୍ଷାତିସମ୍ପନ୍ନ ଲୋକଙ୍କର “N” ଅକ୍ଷରରେ ଆରମ୍ଭ ହୋଇଥିବା … ଅଧିକ ପଢନ୍ତୁ

ଏହି ୩ଟି ରାଶିର ଝିଅମାନେ ସବୁ ପରିସ୍ଥିତିରେ ପୁଅମାନଙ୍କ ଠାରୁ ଆଗରେ ରହିଥାନ୍ତି – ଦେଖନ୍ତୁ କେଉଁ କେଉଁ ରାଶି

ସବୁ ପରିସ୍ଥିତିରେ ପୁଅମାନଙ୍କ ଠାରୁ ଆଗରେ ରହିଥାନ୍ତି ଆଜି-କାଲି ଯୁଗରେ ନାରୀ ମାନଙ୍କରେ ବିଚାରଧାରା ସବୁଆଡେ ଆଗେଇ ଚାଲିଛି। ସମସ୍ତେ ମହିଳା ଓ ପୁରୁଷଙ୍କ ମଧ୍ୟରେ ତୁଳନା କରୁ ଛନ୍ତି। ଏହି ତୁଳନାରେ ମହିଳାଙ୍କ ସ୍ଥାନ ଉପରେ ଅଛି, କିନ୍ତୁ ଏବେ ମଧ୍ୟ ବୁଝିପାରୁ ନାହୁଁ ଯେ ଆମେ ସମସ୍ତେ ମହିଳାଙ୍କୁ ତାଙ୍କର ଅଧିକାର ଦେବାକୁ କିଏ? ଏହି ଅଧିକାର ଜନ୍ମଠାରୁ ହିଁ ତାଙ୍କ ପାଖରେ ଅଛି। ଏହି ଅଧିକାର … ଅଧିକ ପଢନ୍ତୁ

ବୁଧ ଚଳିଲେ ଚିତ୍ରା ନକ୍ଷତ୍ର ତୁଳାରାଶିକୁ – ଏହି ୬ ଟି ରାଶିର ବ୍ୟକ୍ତିଙ୍କୁ ମିଳବ ବିଶେଷ ଶୁଭଫଳ – ଦେଖନ୍ତୁ ଆପଣଙ୍କ ରାଶି ଥାଇପାରେ

ବୁଧ ଚଳିଲେ ଚିତ୍ରା ନକ୍ଷତ୍ର ତୁଳାରାଶିକୁ ବୁଧ ଅକ୍ଟୋବର ୬ ତାରିଖରେ ଚିତ୍ରା ନକ୍ଷତ୍ର ତୁଳା ରାଶିକୁ ଚଳିବେ ଏହି ୬ ଟି ରାଶିର ବ୍ୟକ୍ତି ବିଶେଷ ଲାଭବାନ୍ ହେବେ ରାଶିଠାରୁ ୨, ୬, ୯, ୧୦, ୧୧, ୧୨ ହେଉଥିଲେ ଶୁଭ। କିନ୍ତୁ ଚଳନ ସମୟରେ ଚନ୍ଦ୍ର ଶୁଭଥିଲେ ଅତ୍ୟନ୍ତଶୁଭ ଚନ୍ଦ୍ର ଅଶୁଭ ଥିଲେ ମଧ୍ୟମ ଶୁଭଫଳ ଦେବେ। ଏହି ଦୃଷ୍ଟିରୁ ସିଂହ ରାଶିରେ ଚନ୍ଦ୍ରଥିବା ସମୟରେ ତୁଳା … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ୧ ରୁ ୭ ଅକ୍ଟୋବର ୨୦୧୮। ଏହି ୪ଟି ରାଶିର ବ୍ୟକ୍ତିଙ୍କୁ ମିଳିବ କିଛି ଖୁସି ଖବର। 

ସାପ୍ତାହିକ ରାଶିଫଳ: ୧ ରୁ ୭ ଅକ୍ଟୋବର ୨୦୧୮। ଏହି ୪ଟି ରାଶିର ବ୍ୟକ୍ତିଙ୍କୁ ମିଳିବ କିଛି ଖୁସି ଖବର। ମେଷ:- ଏ ସପ୍ତାହରେ ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ସଫଳତା ଲାଭ କରିବେ। ବ୍ୟବସାୟରେ ବାଧା ଉପୁଜିଲେ ମଧ୍ୟ ଲାଭବାନ୍ ହେବେ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ମିଛଆଶା ଉପରେ ନିର୍ଭର ନକରି ନିଜକୁ ନିୟନ୍ତ୍ରଣ କରିପାରିବେ।  ପାରିବାରିକ … ଅଧିକ ପଢନ୍ତୁ

ସମସ୍ତଙ୍କର ଥାଏ ଗୋଟେ ଲକି ନମ୍ବର – କଣ ଆପଣଙ୍କୁ ଜଣାଅଛି ନିଜର ଲକି ନମ୍ବର?? ଏମିତି ଜାଣନ୍ତୁ ନିଜର ଲକି ନମ୍ବର

ଜାଣନ୍ତୁ ନିଜର ଲକି ନମ୍ବର ପ୍ରତ୍ୟେକ ବ୍ୟକ୍ତି ଜାଣିଛନ୍ତି ଅଙ୍କଶାସ୍ତ୍ର ସମ୍ବନ୍ଧରେ । ଜୀବନ ଉପରେ ଅଧିକ ମହତ୍ୱ ଓ ଗୁରୁତ୍ୱ ଅଛି ଅଙ୍କ ଶାସ୍ତ୍ରର । ଟଙ୍କା ପଇସା ଗଣନା କରିବାଠାରୁ ନିଜର ବୟସ ଗଣନା ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ସଂଖ୍ୟା ବା ଅଙ୍କର ଆବଶ୍ୟକତା ହୋଇ ଥାଏ । ବ୍ୟକ୍ତିଟି କେଉଁ ତାରିଖରେ ଜନ୍ମ ହୋଇଛି ଏହି ତାରିଖର ଆଧାର ଉପରେ ନିଜର ବ୍ୟକ୍ତିତ୍ୱ ନିର୍ଦ୍ଧାରଣ କରା ଯାଇଥାଏ … ଅଧିକ ପଢନ୍ତୁ

ଅକ୍ଟୋବର ମାସ ଏହି ୭ଟି ରାଶି ପାଇଁ ରହିବ ବହୁତ ଖାସ୍, ମହାଲକ୍ଷ୍ମୀଙ୍କ କରିବେ ମାଲାମାଲ୍, ମିଳବ ଧନ ଲାଭ

ଅକ୍ଟୋବର ମାସ ଏହି ୭ଟି ରାଶି ପାଇଁ ରହିବ ବହୁତ ଖାସ୍ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୨ଟି ରାଶି ବିଷୟରେ କୁହାଯାଏ ଓ ଏହି ସମସ୍ତ ରାଶିର ଅଲଗା ଅଲଗା ମହତ୍ଵ ଥାଏ। ସବୁ ଲୋକଙ୍କ ରାଶି ମଧ୍ୟ ଅଲଗା ଅଲଗା ହୋଇଥାଏ ଓ ସେମାନଙ୍କର ସ୍ଵଭାବ ମଧ୍ୟ ଅଲଗା ହେବାର ଦେଖାଯାଏ। ଯଦି କୌଣସି ଗ୍ରହ ନକ୍ଷତ୍ରରେ କିଛି ପରିବର୍ତ୍ତନ ଦେଖାଯାଏ ତେବେ ଏହାର ପ୍ରଭାବ ଏହି ୧୨ଟି … ଅଧିକ ପଢନ୍ତୁ

ଜାଣନ୍ତୁ ଘଣ୍ଟା ସହିତ ଜଡିତ ଏହି ୬ଟି କଥା। ଗୋଟିଏ ଛୋଟ ଭୁଲ ଭଲ ସମୟକୁ ବି କରିପାରେ ଖରାପ !

ଏହି ଦିଗରେ ଭୁଲରେ ବି ଘଣ୍ଟା ଲଗାନ୍ତୁ ନାହିଁ ଘଣ୍ଟା ଆମକୁ ଠିକ୍ ସମୟ ଦେଖାଇଥାଏ। ଯଦି ଏହି ଘଣ୍ଟାକୁ ଭୁଲ ଜାଗାରେ ଲଗାଇ ଦିଆ ଯାଏ ତେବେ ଆପଣଙ୍କ ସମୟ ଖରାପରେ ବି ଚାଲିପାରେ। ସମସ୍ତଙ୍କ ଘରେ ଘଣ୍ଟା ଅଛି, କିନ୍ତୁ ଲୋକମାନେ ଘଣ୍ଟାକୁ ଘରର କାନ୍ଥରେ ଟାଙ୍ଗି ଦିଅନ୍ତି। କିନ୍ତୁ ଘଣ୍ଟାକୁ ମଧ୍ୟ ବାସ୍ତୁ ହିସାବରେ ଲଗାଇବା ଉଚିତ୍। ବାସ୍ତୁ ଶାସ୍ତ୍ର ଅନୁସାରେ ଘଣ୍ଟା ଲଗେଇବା ଦ୍ଵାରା … ଅଧିକ ପଢନ୍ତୁ

error: Content is protected !!