ଏହି ୩ଟି ରାଶିର ଝିଅମାନେ ସବୁ ପରିସ୍ଥିତିରେ ପୁଅମାନଙ୍କ ଠାରୁ ଆଗରେ ରହିଥାନ୍ତି – ଦେଖନ୍ତୁ କେଉଁ କେଉଁ ରାଶି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ସବୁ ପରିସ୍ଥିତିରେ ପୁଅମାନଙ୍କ ଠାରୁ ଆଗରେ ରହିଥାନ୍ତି

ଆଜି-କାଲି ଯୁଗରେ ନାରୀ ମାନଙ୍କରେ ବିଚାରଧାରା ସବୁଆଡେ ଆଗେଇ ଚାଲିଛି। ସମସ୍ତେ ମହିଳା ଓ ପୁରୁଷଙ୍କ ମଧ୍ୟରେ ତୁଳନା କରୁ ଛନ୍ତି। ଏହି ତୁଳନାରେ ମହିଳାଙ୍କ ସ୍ଥାନ ଉପରେ ଅଛି, କିନ୍ତୁ ଏବେ ମଧ୍ୟ ବୁଝିପାରୁ ନାହୁଁ ଯେ ଆମେ ସମସ୍ତେ ମହିଳାଙ୍କୁ ତାଙ୍କର ଅଧିକାର ଦେବାକୁ କିଏ? ଏହି ଅଧିକାର ଜନ୍ମଠାରୁ ହିଁ ତାଙ୍କ ପାଖରେ ଅଛି। ଏହି ଅଧିକାର ପ୍ରାକୃତିକ ଅଟେ। ଏହି ଅଧିକାରକୁ କିଏ ମଧ୍ୟ ଛଡେଇ ପାରିବ ନାହିଁ ବା ଦେଇ ପାରିବ ନାହିଁ। ମହିଳାମାନଙ୍କ ପାଇଁ ଲୋକଙ୍କର ଧାରଣା ଅଛି ଯେ ସେ ପୁରୁଷଙ୍କ ଠାରୁ ଆଗକୁ ବଢିବାକୁ ଚାହୁଁଛି।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସେମାନେ ନିଜଠାରୁ ଅଧିକ ସ୍ମାର୍ଟ ବା ଆତ୍ମବିଶ୍ଵାସୀ ମହିଳାଙ୍କ ସହିତ ରହିବା ପାଇଁ ଅସୁରକ୍ଷିତ ମନେ କରନ୍ତି। କିଛି ପୁରୁଷ ଅଛନ୍ତି ଏହିପରି ମହିଳାଙ୍କ ନିକଟରେ ରହିବା ପାଇଁ ନିଜକୁ ଗର୍ବ ଅନୁଭବ କରନ୍ତି। କିନ୍ତୁ ଯଦି ଆପଣ ସେହି ପୁରୁଷଙ୍କ ଜୀବନରେ ଆସନ୍ତି ଯାହା ମହିଳାଙ୍କ ଆତ୍ମବିଶ୍ଵାସ ଓ ସ୍ଵତନ୍ତ୍ର ମାନସିକତାରେ ଚିନ୍ତା ଆସେ। ଆସନ୍ତୁ ଜାଣିବା ସେହି ୩ଟି ରାଶିର ମହିଳାଙ୍କ ବିଷୟରେ ଯେଉଁମାନେ ପୁରୁଷଙ୍କ ଠାରୁ ସବୁବେଳେ ଉପରେ ରହିଥାନ୍ତି।

ସମସ୍ତଙ୍କର ଥାଏ ଗୋଟେ ଲକି ନମ୍ବର – କଣ ଆପଣଙ୍କୁ ଜଣାଅଛି ନିଜର ଲକି ନମ୍ବର?? ଏମିତି ଜାଣନ୍ତୁ ନିଜର ଲକି ନମ୍ବର

ମେଷ ରାଶି :

ଏହି ରାଶିର ମହିଳାମାନେ ବହୁତ ଚାଲାକ ହେଇଥାନ୍ତି। ଏମାନେ ଅନ୍ୟର ବିଶ୍ବାସକୁ ଜିତି ତାଙ୍କ ସହିତ ମିଶିବାକୁ ଚାହିଁଥାନ୍ତି। ଏମାନଙ୍କ ପାଖରେ ସ୍ଵାଭାବିକ ରୂପରେ ନେତୃତ୍ଵ କରିବାର କ୍ଷମତା ଥାଏ ଓ ସେମାନେ ନିଜର ଏହି କ୍ଷମତା ଉପରେ ଗର୍ବ ମଧ୍ୟ କରନ୍ତି। ଏହି ରାଶିର ସ୍ତ୍ରୀ ଯେଉଁ କାମ ହାତକୁ ନିଅନ୍ତି ତାକୁ ପୂରଣ ହିଁ କରନ୍ତି। ଗମ୍ଭୀର କଥା ସବୁକୁ ବିଚାର କରିବା ଓ ନିଜର କଥା ରଖିବାକୁ ପସନ୍ଦ କରନ୍ତି। ବହୁତ ଶୀଘ୍ର ରାଗି ଯାଆନ୍ତି। ଜୀବନରେ କଷ୍ଟରୁ ମୁକ୍ତି ପାଇବା ପାଇଁ  ନିଜର ଆତ୍ମବିଶ୍ଵାସ ତାଙ୍କୁ ସାହାଯ୍ୟ କରିଥାଏ।

ବିଛା ରାଶି :

ଏହି ରାଶିର ମହିଳାମାନଙ୍କର ସ୍ତ୍ରୀତ୍ଵ ଥାଏ, କିନ୍ତୁ ସମୟ ଆସିଲେ ପୁରୁଷଙ୍କ ପରି ଶକ୍ତ ହେବବାକୁ ମଧ୍ୟ ପଛାଇ ନଥାନ୍ତି। ସେମାନେ ଏହାକୁ ଅନୁଭବ କରନ୍ତି, ସେଥିପାଇଁ ଅନ୍ୟ ମହିଳାଙ୍କ ତୁଳନାରେ ଅଲଗା ହୋଇଥାନ୍ତି। ସେମାନେ ଅନ୍ୟମାନଙ୍କୁ ବହୁତ ଶୀଘ୍ର ବୁଝିପାରନ୍ତି। ବହୁତ ଭାବି ଚିନ୍ତି ସାଙ୍ଗ ବା ଶତୃ କରନ୍ତି। ଅନ୍ୟ ଲୋକମାନଙ୍କର ବ୍ୟବହାରକୁ ପରଖିବାରେ ଏମାନେ ମାହିର। ଏହି ରାଶିର ମହିଳାମାନଙ୍କର ଈର୍ଷାଳୁ ସ୍ଵଭାବ ହୋଇଥାଏ। ସେମାନେ ନିଜର ଭୁଲକୁ କେବେ ମଧ୍ୟ ସ୍ଵୀକାର କରିବାକୁ ପସନ୍ଦ କରନ୍ତି ନାହିଁ।

ବୁଧ ଚଳିଲେ ଚିତ୍ରା ନକ୍ଷତ୍ର ତୁଳାରାଶିକୁ – ଏହି ୬ ଟି ରାଶିର ବ୍ୟକ୍ତିଙ୍କୁ ମିଳବ ବିଶେଷ ଶୁଭଫଳ – ଦେଖନ୍ତୁ ଆପଣଙ୍କ ରାଶି ଥାଇପାରେ

ମକର ରାଶି :

ଏହି ରାଶିର ମହିଳାମାନେ ବହୁତ ସାବଧାନ ରୁହନ୍ତି। ସ୍ଵଭାବ ଶାନ୍ତ ସରଳ ଓ ଗମ୍ଭୀର ହୋଇଥାନ୍ତି। ଏମାନେ ଫାଲତୁ କଥା କୁହନ୍ତି ନାହିଁ ଓ ଅନ୍ୟର ଫାଲତୁ କଥାକୁ ବରଦାସ୍ତ କରନ୍ତି ନାହିଁ। ଏମାନେ ବହୁତ କମ ଭାବୁକ ବା ଇମୋସନାଲ ହେଇ ଥାନ୍ତି। ସେମାନେ କେବେ ଠକାମୀରେ ପଡନ୍ତି ନାହିଁ। ନିଜ ଜିଦିରେ ଅଟଳ ମଧ୍ୟ ରୁହନ୍ତି। ପୁରୁଷମାନେ ଯେତେ ବଳବାନ ବା ଶକ୍ତିବାନ ହେଲେ ମଧ୍ୟ ଏହି ମହିଳାମାନେ ସର୍ବଦା ନିଚ୍ଚ ହିସାବରେ ରଖିବା ପାଇଁ ତାଙ୍କର କ୍ଷମତା ଥାଏ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!