ଘରେ ରଖନ୍ତୁ ଏହି ସବୁ ଫୋଟୋ – ମିଳିବ ସବୁ କାର୍ଯ୍ୟରେ ସଫଳତା

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଗୃହରେ ଏହି ସବୁ ଛବି କିମ୍ବା ମୂର୍ତ୍ତି ରଖନ୍ତୁ, ଯାହା ଦ୍ଵାରା ବାସ୍ତୁଦୋଷ ଖଣ୍ଡନ ହେବ ଓ ଆର୍ଥିକ ଅଭାବ ଦୂର ହେବ

ବାସ୍ତୁଶାସ୍ତ୍ର ସମସ୍ତଙ୍କ ଘରେ ବହୁତ ମହତ୍ଵ ହୋଇ ଥାଏ । ସୁଖୀ ପରିବାରରେ ବାସ୍ତୁଶାସ୍ତ୍ର ର ବହୁତ ଭୂମିକା ରହିଥାଏ । କିଛି ଲୋକ ଏହାକୁ ଅଣଦେଖା କରନ୍ତି ଓ ଆଉ କିଛି ଲୋକ ବାସ୍ତୁକୁ ଧ୍ୟାନ ରଖି ସମସ୍ତ କାର୍ଯ୍ୟ କରନ୍ତି । ଯଦି ବାସ୍ତୁକୁ ଠିକ୍ ଉପାୟରେ ବ୍ୟବହାର କରା ଯାଏ, ତେବେ ଆପଣଙ୍କ ଭାଗ୍ୟ ବଦଳି ଯାଏ । ବାସ୍ତୁଶାସ୍ତ୍ରରେ କିଛି ଏମିତି ଜିନିଷ ଅଛି ଯାହା ଘରେ ରଖିଲେ ଶୁଭ ହୋଇ ଥାଏ । ଏହାକୁ ଘରେ ରଖିଲେ ଆର୍ଥିକ ଅଭାବ ହୁଏ ନାହିଁ ତଥା ଘରେ ସକାରାତ୍ମକ ଊର୍ଜା ସଞ୍ଚାଳନ ହୁଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

କେଉଁ ବସ୍ତୁ ରଖିଲେ ଶୁଭ ହୁଏ

ପଞ୍ଚମୁଖୀ ହନୁମାନଙ୍କ ମୂର୍ତ୍ତି

ଘରେ ସୁଖ ଶାନ୍ତି ଓ ଧନ ସମ୍ପଦ ରଖିବାକୁ ଚାହୁଥିଲେ ପଞ୍ଚମୁଖୀ ହନୁମାନଙ୍କ ମୂର୍ତ୍ତି କିମ୍ବା ଫୋଟୋକୁ ଘରର ଦକ୍ଷିଣ ପଶ୍ଚିମ ଦିଗରେ ରଖିବ ଓ ପ୍ରତେକ ଦିନ ପୂଜା କରିବ ।

ଆହୁରି ପଢନ୍ତୁ : ଚାଣକ୍ୟଙ୍କ ଅନୁସାରେ ଏହି ତିନୋଟି ଲୋକଙ୍କୁ କେବେ ସାହାଯ୍ୟ କରିବବା କଥା ନୁହେଁ , ଯଦି କରନ୍ତି ତେବେ ନିଜେ ଦୁଖ ଭୋଗିବେ।

କଇଁଛ

ବାସ୍ତୁଶାସ୍ତ୍ର ଅନୁଯାଇ ଘରେ କଇଁଛ ରଖିଲେ ମଧ୍ୟ ଶୁଭ ମାନଯାଏ । ଆର୍ଥିକ ଅଭାବ ଦୂର କରିବା ପାଇଁ ଧାତୁରେ ତିଆରି ହୋଇଥିବା କଇଁଛ ରଖନ୍ତୁ ଆର୍ଥିକ ଅଭାବ ଧୀରେ ଧୀରେ ଦୂର ହେବ ।

ପିରାମିଡ

ବାସ୍ତୁଶାସ୍ତ୍ର ଅନୁଯାଇ ପିରାମିଡର ମହତ୍ଵ ଅଧିକ । ଘରେ ଯେଉଁ ଜାଗାରେ ବାସ୍ତୁ ଦୋଷ ଥାଏ ସେହି ଜାଗାରେ ଏହାକୁ ରଖିଲେ ଦୋଷ ଦୂର ହୁଏ । ଆର୍ଥିକ ଅଭାବ ଦୂର କରିବା ପାଇଁ ଚାନ୍ଦି, ପିତ୍ତଳ ବା ତମ୍ବାର ପିରାମିଡ ରଖନ୍ତୁ ଲାଭ ମିଳିବ ।

ବାସ୍ତୁ ଦେବତା

ବାସ୍ତୁଶାସ୍ତ୍ର ଅନୁସାରେ ଘରର ସମସ୍ତ ଦୋଷକୁ ଏକା ସାଙ୍ଗରେ ଦୂର କରିବାକୁ ଚାହୁଁଥାନ୍ତି, ତେବେ ବାସ୍ତୁ ଦେବତାଙ୍କ ମୂର୍ତ୍ତି ବା ଫଟୋ ଘରେ ରଖିବ । ଏହାକୁ ରଖିଲେ ସମସ୍ତ ଦୋଷ ଆପେ ଆପେ କଟି ଯାଏ ।

ଆହୁରି ପଢନ୍ତୁ :  କେବଳ ମନ୍ଦିରକୁ କୁ ନୁହେଁ , ଏସବୁ ଜାଗାକୁ ମଧ୍ୟ ଖାଲି ପାଦରେ ଯିବା ଆବଶ୍ୟକ – ଅଜଣାରେ ପାପର ଭାଗୀଦାରୀ ହୁଅନ୍ତୁ ନାହିଁ

ବାସ୍ତୁ ଦୋଷ ଖଣ୍ଡନ

ତେବେ ଆପଣ ଜାଣିଲେ କି ବାସ୍ତୁଶାସ୍ତ୍ରର ସଠିକ୍ ଉପଯୋଗ କରିଲେ ଗୃହର ସୁଖ ଶାନ୍ତି ପାଇଁ କେତେ ଜରୁରୀ ଅଟେ । ଯଦି ଆପଣ ନିଜ ଗୃହର ସମସ୍ୟାର ଚିନ୍ତା, ସୁଖ-ସମୃଦ୍ଧି ବା ଆର୍ଥିକ ଅଭାବ ଥାଏ, ତେବେ କୁହାଯାଇଥିବା କଥାଟିକୁ ଧ୍ୟାନ ରଖନ୍ତୁ, ନିଶ୍ଚୟ ଭାଗ୍ୟ ବଦଳି ଯିବ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!