କେବଳ ମନ୍ଦିରକୁ କୁ ନୁହେଁ , ଏସବୁ ଜାଗାକୁ ମଧ୍ୟ ଖାଲି ପାଦରେ ଯିବା ଆବଶ୍ୟକ – ଅଜଣାରେ ପାପର ଭାଗୀଦାରୀ ହୁଅନ୍ତୁ ନାହିଁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଏସବୁ ଜାଗାକୁ ମଧ୍ୟ ଖାଲି ପାଦରେ ଯିବା ଆବଶ୍ୟକ

ପ୍ରାଚୀନ କାଳରୁ ସନାତନ ଧର୍ମରେ ପବିତ୍ରତାକୁ ବହୁତ ମହତ୍ଵ ଦିଆ ଯାଇଛି। କେଉଁଠିକି  ଯିବା ପୂର୍ବରୁ ଆମେ ସବୁବେଳେ ଆଗେ ସ୍ବଚ୍ଛତା ଧ୍ୟାନରେ ରଖିଥାଉ। ମନ୍ଦିରକୁ ଯିବା ପୂର୍ବରୁ ସ୍ନାନ କରି ଯିବା ଆବଶ୍ୟକ। ଜୋତା ବା ଚପଲ ବାହାରେ କାଢି ମନ୍ଦିରକୁ ପ୍ରବେଶ କରାଯାଏ। ହିନ୍ଦୁ ଧର୍ମ ଶାସ୍ତ୍ରରେ ମନ୍ଦିର ବ୍ୟତୀତ ଏପରି ଅନେକ ଜାଗା ଅଛି ଯାହା ଖାଲି ପାଦରେ ଯିବାକୁ ପଡେ। ଜୋତା ବା ଚପଲ ପିନ୍ଧି କରି ଧର୍ମସ୍ଥାନକୁ ଗଲେ ସେହି ଜାଗାର ନିରାଦର ହୁଏ। ବହୁତ ଲୋକ ଏସବୁ କଥା ଜାଣି ନଥାନ୍ତି ସେଥି ପାଇଁ ଭୁଲରେ ମଧ୍ୟ ବହୁତ ବଡ ପାପ କରି ଦେଇଥାନ୍ତି।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଅଜାଣତରେ ପାପର ଭାଗୀଦାର ହୋଇଥାନ୍ତି :

ଗୃହ ମଧ୍ୟରେ ଏମିତି ଜାଗା ଅଛି ଯାହା ଜୋତା ବା ଚପଲ କାଢି ଭିତରକୁ ପ୍ରବେଶ କରାଯାଏ। ଏମିତି ନ କରିଲେ ଗୃହ ମଧ୍ୟରେ ଅଭାବ ଅନାଟନ ଦେଖାଯାଏ। ଆସନ୍ତୁ ଜାଣିବା କେଉଁ ଜାଗାକୁ ଜୋତା ବା ଚପଲ ପିନ୍ଧି ଯିବ ନାହିଁ।

ଏହି ସବୁ ଜାଗାକୁ ଯିବା ପୂର୍ବରୁ ଚପଲ ଖୋଲିକି ଯାଆନ୍ତୁ

  • ଘରେ ନିଜର ଆଲମୀରା, ପୂଜା ପାଉଥିବା ଭଗବାନଙ୍କ ନିକଟରେ ଜୋତା ବା ଚପଲ ପିନ୍ଧି କରି ଯିବ ନାହିଁ। ଧନକୁ ଆମେ ଲକ୍ଷ୍ମୀଙ୍କ ସମାନ ମାନିଥାଉ। ଯଦି ଆପଣ ଜୋଟା ଚପଲ ପିନ୍ଧିକି ଟଙ୍କା ରଖିଥିବା ସ୍ଥାନକୁ ଯାନ୍ତି ତେବେ ଲକ୍ଷ୍ମୀଙ୍କ ଅନାଦାର ହୋଇଥାଏ।

  • ଯେ କୌଣସି ନଦୀକୁ ଜୋତା ବା ଚପଲ ପିନ୍ଧି ଯିବ ନାହିଁ। କାରଣ ନଦୀକୁ ଦେବୀଙ୍କ ରୂପ ମନାଯାଏ। ଶେଠୀକୁ ଜୋଟା ଚପଲ ପିନ୍ଧିକି ଗଲେ ପାପ ହେଇଥାଏ।

ଆହୁରି ପଢନ୍ତୁ : ଝାଡୁ ଆପଣଙ୍କୁ କାଙ୍ଗାଳ କରିପାରେ ଓ କରିପାରେ ମାଲାମାଲ୍! ଜାଣନ୍ତୁ କେମିତି?

  • ରୋଷେଇ ଘର ଓ ଭଣ୍ଡାର ଘର ସର୍ବଦା ସଫା ସୁତୁରା ରଖିବା ଉଚିତ୍ ଓ ଜୋତା ବା ଚପଲ ପିନ୍ଧି ଯିବ ନାହିଁ। ଯେଉଁଠି ରୋଷେଇ ଘର ସବୁବେଳେ ସଫା ସୁତୁରା ଥାଏ ଦେବା ଦେବୀ ସେଠି ବାସ କରି ଥାନ୍ତି। ଏମିତି କରିଲେ ଘରେ ଧନ ଅଭାବ ହୁଏ ନାହିଁ।
  • ଶ୍ମଶାନ ଘାଟକୁ ମଧ୍ୟ ଜୋତା ବା ଚପଲ ପିନ୍ଧିବ ନାହିଁ।

  • ଯେବେ ମେଡିକାଲରେ କାହାକୁ ଦେଖା କରିବାକୁ ଯାଉଥାନ୍ତି ତେବେ ଜୋତା ବା ଚପଲ ପିନ୍ଧି କରି ଯିବ ନାହିଁ।

ଆହୁରି ପଢନ୍ତୁ :ଯଦି ହାତର ପାପୁଲିରେ ‘X’ ଚିହ୍ନ ଅଛି, ତେବେ ତା ପଛରେ ଲୁଚି ରହିଛି ଏହି ରାଜ୍ !

  • ଘରେ ତିଆରି ହୋଇଥିବା ମନ୍ଦିର ବା ପୂଜାସ୍ଥଳରେ ଜୋତା ବା ଚପଲ ପିନ୍ଧିବ ନାହିଁ। ତାହାର ଆଖ ପାଖରେ ଜୋତା ବା ଚପଲ ପିନ୍ଧି ବୁଲିଲେ ମଧ୍ୟ ସେହି ସ୍ଥାନର ଅପମାନ ହୋଇଥାଏ।

ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!