ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ ନିଜ ରାଶି ବିଷୟରେ!

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଆସନ୍ତୁ ଜାଣିବା ଆପଣଙ୍କ ନାମର ପ୍ରଥମ ଅକ୍ଷର ଅନୁସାରେ ଆପଣଙ୍କର କେଉଁ ରାଶି:-

ନାମର ପ୍ରଥମ ଅକ୍ଷର ଆମର ଜୀବନରେ ବହୁତ ମହତ୍ତ୍ୱ ପୂର୍ଣ ଅଙ୍ଗ ଅଟେ ଜ୍ୟୋତିର୍ବିତ ମାନଙ୍କ ଅନୁସାରେ ଜନ୍ମ ହେବା ସମୟରେ ଚନ୍ଦ୍ରମା ଯେଉଁ ନକ୍ଷତ୍ର ରେ ଥାଏ ସେହି ନାମ ଅନୁସାରେ ବ୍ୟକ୍ତିର ନାମ କରଣ କରାଯାଇଥାଏ ଅର୍ଥାତ ନାମର ପ୍ରଥମ ଅକ୍ଷରରୁ ରାଶି ଜାଣିହୁଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ମେଷ ରାଶି :

ଯଦି ଆପଣଙ୍କର ନାମ ଚୁ, ଚେ, ଚୋ, ଲା, ଲି, ଲେ, ଲୋ, ଅ ଅକ୍ଷରରୁ ଆରମ୍ଭ ହେଉଛି ଆପଣଙ୍କର ରାଶି ମେଷ ଅଟେ । ଏହି ଅକ୍ଷରରୁ ଆରମ୍ଭ ହେଉଥିବା ନାମ ମେଷ ରାଶି ହୋଇଥାଏ।

ବୃଷ ରାଶି :

ଯଦି ଆପଣଙ୍କର ନାମ ଇ, ଉ, ଏ, ଓ, ବା, ବି, ବ, ବେ, ବୋ ଅକ୍ଷରରୁ ଆରମ୍ଭ ହେଉଛି ଆପଣଙ୍କ ରାଶି ହେଉଛି ବୃଷ । ଏହି ଅକ୍ଷରରୁ ଆରମ୍ଭ ବ୍ୟକ୍ତି ବୃଷ ରାଶିର ହୋଇଥାନ୍ତି ।

ଆହୁରି ପଢନ୍ତୁ: ଜାଣନ୍ତୁ! ମେଷରାଶି ଜାତ ବ୍ୟକ୍ତିଙ୍କ ଶୁଭ ଅଶୁଭ ସଂଖ୍ୟା, ରତ୍ନ, ରଙ୍ଗ। ସମସ୍ୟା ଓ ସମାଧାନ।

ମିଥୁନ ରାଶି :

ଯଦି ଆପଣଙ୍କ ନାମ କା, କି, କୋ, କେ, ଘ, ଛ, ହ ହୋଇଥାଏ ଆପଣଙ୍କ ରାଶି ହେଉଛି ମିଥୁନ ।

କର୍କଟ ରାଶି :

ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ହି, ହୁ, ହୋ, ହେ, ଡୁ, ଡେ, ଡା, ଡୋ ହୋଇଥାଏ ଆପଣଙ୍କ ରାଶି ହେଉଛି କର୍କଟ ରାଶି ।

ସିଂହ ରାଶି :

ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ମା, ମି, ମୁ, ମୋ, ଟା, ଟି, ଟୁ, ଟେ ହୋଇଥାଏ ତାହେଲେ ଆପଣଙ୍କ ରାଶି ହେଉଛି ସିଂହ ।

ଆହୁରି ପଢନ୍ତୁ: ଜାଣନ୍ତୁ! ବୃଷରାଶି ଜାତ ବ୍ୟକ୍ତିମାନଙ୍କର ବ୍ୟକ୍ତିତ୍ଵ କିପରି ହୋଇଥାଏ?

କନ୍ୟା ରାଶି:

ଯଦି ଆପଣଙ୍କ ନାମ ଟୋ, ପା, ପି, ପୁ, ପେ, ପୋ, ଟ, ଷ ରୁ ଆରମ୍ଭ ହେଉଛି ତାହେଲେ ଆପଣଙ୍କର ରାଶି ହେଉଛି କନ୍ୟା।

ତୁଳା ରାଶି:

ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ରା, ରି, ରୁ, ରେ, ରୋ, ତା, ତି, ତୁ, ତେ ରୁ ଆରମ୍ଭ ହେଉଛି ତାହେଲେ ଆପଣଙ୍କର ରାଶି ହେଉଛି ତୁଳା ।

ବିଛା ରାଶି :

ଯଦି ଆପଣଙ୍କର ନାମର ପ୍ରଥମ ଅକ୍ଷର ତୋ, ନା, ନି, ନୋ, ନେ, ଯା, ଯୁ, ଅକ୍ଷରରୁ ଆରମ୍ଭ ଆପଣଙ୍କର ରାଶି ହେଉଛି ବିଛା ରାଶି ।

ଧନୁ ରାଶି :

ଯଦି ଆପଣଙ୍କର ନାମର ପ୍ରଥମ ଅକ୍ଷର ୟେ, ୟୋ, ଭ, ଭା, ଭୁ, ଭି, ଧା, ଫା ରୁ ଆରମ୍ଭ ହୋଇଛି ତାହେଲେ ଆପଣଙ୍କ ରାଶି ହେଉଛି ଧନୁ।

ଆହୁରି ପଢନ୍ତୁ: ଅଗଷ୍ଟ ୧ ପର୍ଯ୍ୟନ୍ତ ସିଂହ ରାଶିରେ ଶୁକ୍ର ରହିବେ, ଜାଣନ୍ତୁ ଗୋଚରରେ ଅନ୍ୟ ରାଶି ମାନଙ୍କ ଉପରେ ପ୍ରଭାବ।

ମକର ରାଶି :

ଯଦି ଆପଣଙ୍କର ରାଶିର ନାମ ଭୋ, ଜେ, ଜୁ, ଜୋ, ଖୀ, ଖୁ, ଖେ, ଗା, ଗି ରୁ ଆରମ୍ଭ ହୋଇଥାଏ ତାହେଲେ ଆପଣଙ୍କର ରାଶି ହେଉଛି ମକର ।

କୁମ୍ଭ ରାଶି :

ଯଦି ଆପଣଙ୍କର ରାଶିର ନାମ ଗୁ, ଗେ, ଗୋ, ସା, ସି, ସୁ, ସେ, ସୋ, ଦା ଅକ୍ଷରରୁ ଆରମ୍ଭ ହୋଇଛି ତାହେଲେ ଆପଣଙ୍କର ରାଶିର ନାମ ହେଉଛି କୁମ୍ଭ ।

ମୀନ ରାଶି :

ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ଦି, ଦୁ, ଝ, ଦେ, ଦୋ, ଚ, ଚି, ଥ ରୁ ଆରମ୍ଭ ହେଉଛି ତାହେଲେ ଆପଣଙ୍କର ରାଶିର ରାଶି ହେଉଛି ମୀନ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!