ଦେବଶୟନ ଏକାଦଶ୍ୟୁପବାସ, ଅଶୁଦ୍ଧ କାଳ ଆରମ୍ଭ। ଦୈନିକ ପାଞ୍ଜି: ଜୁଲାଇ ୨୩, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁଲାଇ ୨୩, ୨୦୧୮

ଦେବଶୟନ ଏକାଦଶ୍ୟୁପବାସ, ଅଶୁଦ୍ଧ କାଳ ଆରମ୍ଭ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶକାବ୍ଦଃ୧୯୪୦ କର୍କଟ ୭ ଦିନ ଜୁଲାଇ ୨୩ ତାରିଖ ରାଷ୍ଟ୍ରିୟ ଶ୍ରାବଣ ୧ଦିନ ସୋମବାର

ସୂର୍ଯ୍ୟୋଦୟ  ପ୍ରାଘ୫।୧୯।୩୩ସେ  ଚନ୍ଦ୍ରୋଦୟ ଦିଘ୨।୫୧ମି.

ସୂର୍ଯ୍ୟାସ୍ତ  ସଂଘ୬।୨୦।୨୦ସେ       ଚନ୍ଦ୍ରାସ୍ତ ରାଘ୨।୧୮ମି.

 

ଆଷାଢ଼ମାସ ଶୁକ୍ଳପକ୍ଷ, ଏକାଦଶୀତିଥୀ ଦିଘ୪।୨୫।୧୦, ଅନୁରାଧାନକ୍ଷତ୍ର ଦିଘ୧୨।୫୪।୭

ବିଛାଚନ୍ଦ୍ର ଅହୋରାତ୍ର, ଶୁକ୍ଳଯୋଗ ସଘ୭।୨୬।୫୮

ବିଷ୍ଟିକରଣ ଦିଘ୪।୨୫।୧୦, ବବକରଣ ଅହୋରାତ୍ର

ରବ୍ୟଂଶଽ ୬।୦।୩୦, ସୂକ୍ଷ୍ମଚନ୍ଦ୍ର ରା୭।୧୨।୪୯।୪୭

ଦିନମାନ ଘ୧୩।୧।୪୭, ରାତ୍ରମାନ ଘ୧୦।୫୮।୧୩

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ-

ଅଗ୍ନିକୋଣେ ଦିଘ୪।୨୫।୧୦ସେ ଗତେ ନୈଋତ କୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ଦିଘ୪।୨୫।୧୦ସେ ମଧ୍ୟେ ଶିମ୍ବ ଓ ପରେ ପୋଇ, ମଶୁର ଡାଲି ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସୂର୍ଯ୍ୟୋଦୟରୁ ଘ୭-୪ ମି, ଦିଘ୧୦-୩୨ମି ରୁ ଘ୧-୮ମି, ରାଘ୭-୪ମି ରୁ ଘ୯-୧୬ମି, ରାଘ୧୧-୨୮ମି ରୁ ଘ୨-୪ ମି, ମାହେନ୍ଦ୍ର ଘ୩-୪୪ମି ରୁ ଘ୫-୨୮ମିନିଟ୍‌।

ଚନ୍ଦ୍ରଶୁଦ୍ଧି-

ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ । ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିଘ୧୨।୫୪।୭ ଗତେ ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ। ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର-

ମିଥୁନ ରାଶିର ଘାତବାର।

ରଜଶ୍ଚକ୍ର-

ପ୍ରଥମ ରଜଦର୍ଶନେ ଦିଘ୧୨।୫୪।୭ ପରେ ଦଶମାସ ଗଣ୍ଡଦୋଷ, ଫଳ-ଭୟ ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ- ପୁତ୍ରବତୀ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦିଘ୪।୨୫ମି ଗତେ ଏକପାଦ ତିଥିଦୋଷ।

ଅଶୁଭସମୟ-

ରାହୁକାଳ ଓ କାଳବେଳା- ସଘ୬।୫୯ମି ରୁ ଘ୮।୩୭ମି, ବାରବେଳା- ଦିଘ୩।୭ମି ରୁ ଘ୪।୪୫ମି, କାଳରାତ୍ରି- ରାଘ୧୦।୩୦ମି ରୁ ଘ୧୧।୫୨ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରା୩।୬।୦।୩୦, ଚ୭।୧୨।୪୯।୪୭, ମ୯।୧୧।୧୩।୩୭, ବୁ୩।୨୮।୫୫।୨୯, ବୃ୬।୧୯।୨୯।୧, ଶୁ୪।୨୦।୫।୪୮, ଶ୮।୯।୫୭।୨୨, ରା୩।୧୧।୪୪।୪୨, କେ୯।୧୧।୪୪।୪୨।

ଉଦୟଲଗ୍ନ-

ନିଶାନ୍ତ ଘ୪।୪୯ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘ୭।୭ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘ୯।୧୬ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘ୧୧।୨୩ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘ୧।୩୫ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘ୩।୫୦ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘ୫।୫୬ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘ୭।୪୫ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘ୯।୨୧ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘ୧୦।୫୪ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘ୧୨।୩୭ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘ୨।୩୬ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ନିଶାନ୍ତ ଘ୪।୪୯ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ସବୁ ଦ୍ରବ୍ୟ କ୍ରୟ ବିକ୍ରୟ, ଦେବତା ଗଠନ, ନୂତନ ଅକ୍ଷର ଆରମ୍ଭ, ନୌକା ଚଳନ, ଯାନକ୍ରୟ ଓ ଯାନାଦି ଆରୋହଣ, ନିଷ୍କ୍ରାମଣ, ଔଷଧ କରଣ, ଔଷଧ ସେବନ, ନାଟ୍ୟାରମ୍ଭ, ଧାନ୍ୟ ସ୍ଥାପନ, ଋଣଦାନ ଓ ଋଣଗ୍ରହଣ, ହଳ ଆରମ୍ଭ, ବିହନ ବୁଣା ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିଘ୧୨।୫୪।୭ ସେକେଣ୍ଡ ମଧ୍ୟେ ଅନୁରାଧାନକ୍ଷତ୍ର ବିଛାରାଶି ଶନିମହାଦଶାରେ ଜନ୍ମହୋଇଛି। ଦିଘ୧୨।୫୪।୭ ସେକେଣ୍ଡ ପରେ  ଜ୍ୟେଷ୍ଠାନକ୍ଷତ୍ର ବିଛାରାଶି ବୁଧମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେ ଲଗ୍ନ ଓ  ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!