ଜାଣନ୍ତୁ! ବୃଷରାଶି ଜାତ ବ୍ୟକ୍ତିମାନଙ୍କର ବ୍ୟକ୍ତିତ୍ଵ କିପରି ହୋଇଥାଏ?

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବୃଷରାଶିଜାତ ବ୍ୟକ୍ତିମାନଙ୍କର ବ୍ୟକ୍ତିତ୍ଵ।

ବୃଷ ରାଶି ର ବ୍ୟକ୍ତି ସର୍ବ ଗୁଣ ରେ ପ୍ରବୀଣ ଅଟନ୍ତି ଯଥା- ସେମାନେ ଅଧିକ ଗ୍ୟାନବନ୍ତ, ପଣ୍ଡିତ, କବି, ନ୍ୟାୟବନ୍ତ, ଧର୍ମନିତିଗ୍ୟଂ, ରାଜନୀତିଗ୍ୟଂ, ବିଚାରଶୀଳ, ଧର୍ଯ୍ୟବନ୍ତ, ସାହସୀ, ଉତେଜିତ, ଉଦ୍ୟମଶୀଳ, କ୍ଷମତାଶୀଳ ହୋଇଥାନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସେମାନେ ପ୍ରବଳ ଉଚ୍ଚମନା ହୋଇଥାନ୍ତି। ସେମାନେ କଳାବିଦ୍ୟା ରେ ନିପୁଣ, ପ୍ରେମିକ , ଉଦାର, ବହୁରୂପୀ, ବହୁମୁଖୀ, ଗପ ରେ ଗୋପିନାଥ, ଦ୍ୱାରିକା ରେ ଶ୍ରୀ କୃଷ୍ଣ, ଏପରି ମୁଖ ପରିବର୍ତ୍ତନ କରିଥାନ୍ତି। ଦୂର ଦୃଷ୍ଟି ଯୁକ୍ତ, ଅର୍ଥ ଉପାର୍ଯନ କାରୀ ମଧ୍ୟ ହୋଇଥାନ୍ତି।

<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ବହୁଜନ ପୋଶଣକାରୀ ହୋଇଥାନ୍ତି, ଚତୁର ବୁଧି , ଚତୁରତା ବଳରେ ସମସ୍ତ ଙ୍କ ଉପରେ ପ୍ରଭୁତ୍ଵ ବିସ୍ତାର କରିବା କ୍ଷମତା ରଖିଥାନ୍ତି। ସମାନ୍ନିତ, ପ୍ରଶଂସାଯୋଗ୍ୟ, ସର୍ବ କାର୍ଯ୍ୟ ରେ ଅଗ୍ରଗତି, ନିୟମ ର ବସବର୍ତ୍ତୀ, ଅତ୍ୟଧିକ ଜିଦଖୋର୍ ଏହି ରାଶି ର ବ୍ୟକ୍ତି। ସତ କହିବା ରେ ପଶ୍ଚାତ୍ପଦ କରନ୍ତି ନାହିଁ।

ଆହୁରି ପଢନ୍ତୁ: ସଫଳତା ପାଇବାକୁ ହିଁ ଜନ୍ମ ନେଇଥାନ୍ତି ଏହି ତିନିଗୋଟି ରାଶିର ବ୍ୟକ୍ତିମାନେ।

ବହୁ ବ୍ୟୟଯୁକ୍ତ କାରୀ, ବୁଧି, ବିଦ୍ୟା ରେ ବିଚକ୍ଷଣ, ଏମାନଙ୍କ ପଛରେ ବହୁତ ଶତୃ ଥାଆନ୍ତି ଯେପରି- ଗୁପ୍ତ ଶତୃ, ଗ୍ୟାଂତି ଶତୃ, ଭାତୃ ଶତୃ, ବାହ୍ୟ ଶତୃ ପ୍ରାୟତଃ ସବୁ ସମୟରେ ଲାଗି ରହିଥାନ୍ତି, ହେଲେ ସେ କାହା ଆଗରେ ନତ ମସ୍ତକ ହୁଅନ୍ତି ନାହିଁ ବରଂ ଭାଙ୍ଗି ପଡିବେ କିନ୍ତୁ ନଇଁବେ ନାହିଁ।

ଅତୀତ ରେ କେତେକ ସୁଯୋଗ ପନ୍ଥା ହରାଇଥାନ୍ତି, ବିପଦ ସମୟରେ ପଛ ଘୁଞ୍ଚା ଦିଅନ୍ତି ନାହିଁ ଯାହା ବି ପରିସ୍ଥିତି ଆସୁ ତାକୁ ସେ ସାମ୍ନା କରନ୍ତି। ଗୋଟିଏ ରାଶି ହେଲେ ମଧ୍ୟ ଗୁଣ ସମସ୍ତଙ୍କର ଏକା ନ ଥାଏ, ଯୋଗ ଜନ୍ମ, ଲକ୍ଷଣ ନେଇ କିଏ ସୌଭାଗ୍ୟବାନ ହୋଇଥାନ୍ତି ତ କିଏ ଦୁର୍ଭାଗ୍ୟବାନ ହୋଇଥାନ୍ତି।

ଆହୁରି ପଢନ୍ତୁ: କଟକିଦଳ ଦ୍ଵାରା କଟିଯିବ ଅଶୁଭତ୍ଵ ଓ ଲକ୍ଷ୍ମୀଙ୍କ ଆଗମନ ହେବ।

ବୃଷ ରାଶି ନକ୍ଷତ୍ର ।

ନକ୍ଷତ୍ର ମାନଙ୍କ ଗୁଣ- ୩/୨ କୃତିକା ନକ୍ଷତ୍ର ଦାନବ ଗଣ, ଏମାନେ ଧର୍ମ କୁ ବିଶ୍ୱାସ କରନ୍ତି ହେଲେ ଧାର୍ମିକ ହୋଇପାରନ୍ତି ନାହିଁ, ତଥାପି କାର୍ଯ୍ୟ ସଫଳ କରିଥାନ୍ତି। ୪/୨ ରହିଣୀ ବୃଷ ମାନବ ଗଣ, ଏମାନେ ସବୁବେଳେ ପବନ ପରି ଜ୍ଞାନ ରେ ବିଚକ୍ଷଣ ହୋଇଥାନ୍ତି । ୫/୨ ମୃଗରାଶି ବୃଷ ନକ୍ଷତ୍ର ବିଶିଷ୍ଟ ଦେବତା ଗଣ ,ଏମାନେ ସର୍ବଦା ଧର୍ମ କୁ ଆଖି ଆଗରେ ରଖି କାର୍ଯ୍ୟ କରନ୍ତି।

ବୃଷ ରାଶି ର ନାରୀ ମାନେ ଦୁଇ ଭାଗରେ ବିଭକ୍ତ, ଯଥା- ସୌଭାଗିନୀ, ଦୁର୍ଭାଗିନୀ । ସୁଲକ୍ଷଣୀ ଯେ ଲକ୍ଷ୍ମୀ ସ୍ୱରୂପ ଅଟନ୍ତି। ଦୁଲକ୍ଷଣୀ ଯେ, ସେ ମାୟା ରେ ବଶ କରନ୍ତି ଓ ନିଜ ସ୍ୱାମୀ ଙ୍କୁ ସର୍ବହରା କରିଦିଅନ୍ତି।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!