ଦୈନିକ ପାଞ୍ଜି: ଜୁଲାଇ ୨୨, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁଲାଇ ୨୨, ୨୦୧୮

ଶକାବ୍ଦଃ୧୯୪୦ କର୍କଟ ୬ ଦିନ ଜୁଲାଇ ୨୨ ତାରିଖ ରାଷ୍ଟ୍ରିୟ ଆଷାଢ ୩୧ଦିନ ରବିବାର

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ   ପ୍ରାଘ୫।୧୯।୧୧ ସେ   ଚନ୍ଦ୍ରୋଦୟ ଦିଘ୧।୫୯ମି.

ସୂର୍ଯ୍ୟାସ୍ତ  ସଂଘ୬।୨୦।୩୮ ସେ     ଚନ୍ଦ୍ରାସ୍ତ ରାଘ୧।୩୪ମି.

 

ଆଷାଢ଼ମାସ ଶୁକ୍ଳପକ୍ଷ, ଦଶମୀତିଥୀ ଦିଘ୨।୪୮।୪୮, ବିଶାଖାନକ୍ଷତ୍ର ଦିଘ୧୦।୪୪।୫୦

ବିଛାଚନ୍ଦ୍ର ଅହୋରାତ୍ର, ଶୁଭଯୋଗ ସଘ୭।୧୫।୩୯

ଗରକରଣ ଦିଘ୨।୪୮।୪୮, ବାଣିଜ୍ୟକରଣ ରାଘ୩।୩୪।୧୬

ରବ୍ୟଂଶଽ ୫।୩।୧୨, ସୂକ୍ଷ୍ମଚନ୍ଦ୍ର ରା୭।୦।୩୧।୫୯

ଦିନମାନ ଘ୧୩।୧।୨୭, ରାତ୍ରମାନ ଘ୧୦।୫୮।୩୩

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ-

ଉତ୍ତରେ ଦିଘ୨।୪୮।୪୮ସେ ଗତେ ଅଗ୍ନି କୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ଦିଘ୨।୪୮।୪୮ସେ ମଧ୍ୟେ କଳମ ଶାଗ ଓ ପରେ ଶିମ୍ବ ନ ଖାଇଲେ ଭଲ।

ଶୁଭସମୟ-

ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୬-୧୨ମି, ଦିଘ୧-୮ମି ରୁ ଘ୨-୦ ମି, ରାଘ୭-୪ ମି ରୁ ଘ୭-୪୮ମି, ରାଘ୧୨-୧୨ମି ରୁ ଘ୩।୮ମି, ଅମୃତ ଦିଘ୬-୧୨ମି ରୁ ଘ୯-୪୦ମି, ରାଘ୭-୪୮ମି ରୁ ଘ୯-୧୬ମିନିଟ୍‌।

ଚନ୍ଦ୍ରଶୁଦ୍ଧି-

ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି ଓ ଦିଘ୧୦।୪୪।୫୦ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର-

ମେଷ ରାଶିର ଘାତବାର।

ରଜଶ୍ଚକ୍ର-

ପ୍ରଥମ ରଜଦର୍ଶନେ ଗଣ୍ଡଦୋଷ ନାସ୍ତି। ରଜଶ୍ଚକ୍ରେ- ଦିଘ୧୦।୪୪।୫୦ ମଧ୍ୟେ ବିପୁତ୍ରା ଯୋଗେ ପ୍ରତିକାର କରଣୀୟ ଓ ପରେ ପୁତ୍ରବତୀ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଦଶମୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦ୍ଵିପାଦ ଦୋଷ ଓ ଦିଘ୧୦।୪୪ମି ଗତେ ଏକପାଦ ଦୋଷ ଯୋଗେ କୃଷିନାଶ ହେବ ତେଣୁ ବାରପତ୍ର ଦିନ ମୂଲ୍ୟକଳ୍ପିତ ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିଘ୪।୪୪ମି ରୁ ଘ୬।୨୨ମି, ବାରବେଳା ଓ କାଳବେଳା- ଦିଘ୧୦।୧୪ମି ରୁ ଘ୧।୩୦ମି, କାଳରାତ୍ରି- ରାଘ୧।୧୪ମି ରୁ ଘ୨।୩୭ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରା୩।୫।୩।୧୨, ଚ୭।୦।୩୧।୫୯, ମ୯।୧୧।୨୯।୧୯, ବୁ୩।୨୮।୩୭।୩୩, ବୃ୬।୧୯।୨୬।୫୪, ଶୁ୪।୧୯।୦।୪୩, ଶ୮।୧୦।୧।୭, ରା୩।୧୧।୪୪।୨୧, କେ୯।୧୧।୪୪।୨୧।

ଉଦୟଲଗ୍ନ-

ନିଶାନ୍ତ ଘ୪।୫୩ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘ୭।୧୧ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘ୯।୨୦ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘ୧୧।୨୭ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘ୧।୩୯ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘ୩।୫୪ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘ୬।୦ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘ୭।୪୯ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘ୯।୨୪ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘ୧୦।୫୮ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘ୧୨।୪୧ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘ୨।୪୦ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ନିଶାନ୍ତ ଘ୪।୫୩ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ସବୁ ଦ୍ରବ୍ୟ କ୍ରୟ ବିକ୍ରୟ, ଯାନକ୍ରୟ ଓ ଯାନାଦି ଆରୋହଣ, ପୁଂସବନ, ଔଷଧ କରଣ, ଔଷଧ  ସେବନ, ଦୀକ୍ଷା ଗ୍ରହଣ, ନାଟ୍ୟାରମ୍ଭ, ଖଡ୍ଗଧାରଣ, ଋଣଦାନ ଓ ଋଣଗ୍ରହଣ, ଆରୋଗ୍ୟ ସ୍ନାନ, ବିହନ ବୁଣା, ବୃକ୍ଷରୋପଣ ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିଘ୧୦।୪୪।୫୦ ସେକେଣ୍ଡ ମଧ୍ୟେ ବିଶାଖାନକ୍ଷତ୍ର ବିଛାରାଶି ଗୁରୁମହାଦଶାରେ ଜନ୍ମହୋଇଛି। ଦିଘ୧୦।୪୪।୫୦ ସେକେଣ୍ଡ ପରେ  ଅନୁରାଧାନକ୍ଷତ୍ର ବିଛାରାଶି ଶନିମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେ ଲଗ୍ନ ଓ  ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!