ଭଗବାନଙ୍କୁ ପାର୍ଥନା କରିବା ସମୟରେ ଏହି ୩ଟି କଥା ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ, ଜୀବନରେ ସୁଖ ଓ ସମୃଦ୍ଧି ପ୍ରାପ୍ତି ହେବ

ଭଗବାନଙ୍କୁ କେବେ, କିପରି, କଣ ମାଗିବେ ଏହି ବିଷୟରେ ପ୍ରଥମେ ବୁଝିବାକୁ ହେବ। ଜୀବନରେ ସଂସାର ପ୍ରତି ମୁଣ୍ଡ ନୂଆଇଁ ଭଗବାଙ୍କୁ କିଛି ମାଗିଥାଉ ତେବେ ତାହା ପ୍ରାର୍ଥନା ନୁହେଁ, ତାହା ସହଜ ନିବେଦନ ହୁଏ। କିନ୍ତୁ ସେହି ନିବେଦନ ପରମାତ୍ମାଙ୍କୁ ମନାଇବା ପାଇଁ ହୁଏ ତାହା ପ୍ରାର୍ଥନା ହୋଇଯାଏ। ବ୍ୟାକରଣ ଓ ଗ୍ରନ୍ଥ ମାନଙ୍କରେ ପ୍ରାର୍ଥନାର କେତେ ଅର୍ଥ କୁହାଯାଇଛି, ପ୍ରାର୍ଥନା ଅର୍ଥ ପବିତ୍ରତା ସହିତ କରିଥିବା ଅର୍ଚନା। … ଅଧିକ ପଢନ୍ତୁ

ମକର ଓ କୁମ୍ଭ ରାଶିର ସ୍ଵାମୀ ଅଟନ୍ତି ଶନି ଦେବ, ତାଙ୍କୁ ପ୍ରଶନ୍ନ କରିବା ପାଇଁ ପ୍ରତ୍ୟେକ ଶନିବାର ଦିନ କରନ୍ତୁ ତାଙ୍କର ଏହି ବିଶେଷ ପୂଜା

ଜ୍ୟୋତିଷ ଶାସ୍ତ୍ରରେ ୯ଟି ଗ୍ରହ ବିଷୟରେ କୁହାଯାଇଛି। ଏହି ୯ଟି ଗ୍ରହ ମଧ୍ୟରୁ ଶନି ଦେବଙ୍କୁ ନ୍ୟାୟଧୀଶ ବୋଲି କୁହାଯାଏ। ଶନିଦେବ ସୂର୍ଯ୍ୟଦେବଙ୍କ ପୁତ୍ର ଅଟନ୍ତି ଓ ମକର – କୁମ୍ଭ ରାଶିର ସ୍ଵାମୀ ଅଟନ୍ତି। ପ୍ରତ୍ୟେକ ଶନିବାର ଦିନ ଶନି ଦେବଙ୍କୁ ତେଲ ଦାନ କରିବାର ପରମ୍ପରା ଅଛି। ଉଜ୍ଜୈନର ଜ୍ୟୋତିଷଚାର୍ଯ୍ୟ ପଣ୍ଡିତ ମନିଷ ଶର୍ମାଙ୍କ ଅନୁସାରେ ଜାଣନ୍ତୁ  ଶନି ଦେବଙ୍କ ଜଡିତ କିଛି ମହତ୍ତ୍ଵ କଥା, ଯାହାର … ଅଧିକ ପଢନ୍ତୁ

ମାତା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଏହି ସବୁ ବାସ୍ତୁ ଟିପ୍ସ କୁ ଧ୍ୟାନ ଦେବା ଉଚିତ୍- ଏବେ ହିଁ ଜାଣି ନିଅନ୍ତୁ

ଘରର ବାସ୍ତୁ ଦୋଷ ଜୀବନରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଏହି ବାସ୍ତୁଦୋଷ କେତେ ଗୁଡିଏ ଛୋଟ-ଛୋଟ କଥାକୁ ନେଇ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ହୁଏ ନାହିଁ । ବାସ୍ତୁଶାସ୍ତ୍ର ଅନୁସାରେ ଗୃହରେ କିଛି ଏମିତି  ଜିନିଷ ଅଛି, ଯାହାକୁ ଆମେ ଅଣଦେଖା କରିଥାଉ। କିନ୍ତୁ ଏହା ଆମ ଜୀବନରେ ବହୁତ କ୍ଷତି ଓ ଚିନ୍ତାର କାରଣ ହୋଇଥାଏ । ୧- ବାସ୍ତୁଶାସ୍ତ୍ରରେ ଗୃହରେ ବୁଢୀଆଣୀ ଜାଲକୁ … ଅଧିକ ପଢନ୍ତୁ

ଯଦି ରୋଷେଇ ଘରେ କରୁଛନ୍ତି ଏହି କାମ ତେବେ ସଙ୍ଗେ ସଙ୍ଗେ ଅଟକାଇ ଦିଅନ୍ତୁ, ନ ହେଲେ ରୁଷ୍ଟ ହୋଇଯିବେ ମା’ଲକ୍ଷ୍ମୀ

ଭାରତୀୟ ଘରର ମହିଳାମାନେ ଦିନର ପ୍ରାୟତଃ ସମୟ ରୋଷେଇ ଘରେ ହିଁ ବିତାଇଥାନ୍ତି । ଯେଉଁଠି ଘରର ସ୍ତ୍ରୀଲୋକମାନେ ନିଜ ପରିବାର ପାଇଁ ସ୍ଵାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି । ଯେଉଁଭଳି ଆମେ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଘରକୁ ସଫା ସୁତୁରା ରଖିଥାଉ ସେହିଭଳି ରୋଷେଇ ଘରକୁ ମଧ୍ୟ ସଫା ସୁତୁରା ନିହାତି ଆବଶ୍ୟକ । କାରଣ କୌଣସି ଘରର ରୋଷେଇ ଘର ମଧ୍ୟ ଆର୍ଥିକ ସ୍ଥିତି ଉପରେ … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ୨୯ ଅପ୍ରେଲ ରୁ ୫ ମଇ, ଏହି ସପ୍ତାହରେ ଏହି ସବୁ ରାଶିର ଜାଗା ଜମି ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ

ସାପ୍ତାହିକ ରାଶିଫଳ: ୨୯ ଅପ୍ରେଲ ରୁ ୫ ମଇ ମେଷ:- ଏସପ୍ତାହରେ ଜାଗା, ଜମି, ଗୃହପୋକରଣ କ୍ରୟ କରିବେ। ଭୋଗ ବିଳାସକୁ ତୁଚ୍ଛ ମଣି କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବାଭଳି ମାନ୍ୟତା ଦେବେ। ବ୍ୟବସାୟୀମାନେ ସାଧୁ ଓ ସଚ୍ଚୋଟ ଭାବେ କର୍ମଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ। ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ। ମାଲିମୋକଦ୍ଦମାରେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ। ଋଣ ଭରଣା ପାଇଁ ଚେଷ୍ଟା କରିବେ। … ଅଧିକ ପଢନ୍ତୁ

ବିଳାସପୂର୍ଣ୍ଣ ଜୀବନ ଯାପନ କରିବାକୁ ଚାହୁଁଛନ୍ତି ତ ତେବେ ଆପଣାନ୍ତୁ ଏହି ବାସ୍ତୁ ଶାସ୍ତ୍ର ଟିପ୍ସକୁ

ବିଳାସପୂର୍ଣ୍ଣ ଜୀବନ ଯାପନ ପାଇଁ ଲୋକମାନେ ଦିନ ରାତି ପରିଶ୍ରମ କରିଥାନ୍ତି ଏବଂ ଯାହା ଦ୍ଵାରା ବହୁତ ଟଙ୍କା ଆୟ କରିପାରିବେ ଓ ସେ ନିଜକୁ ଏବଂ ନିଜ ପରିବାରକୁ ଏକ ବିଳାସପୂର୍ଣ୍ଣ ଜୀବନ ଦେଇ ପାରିବେ । କିନ୍ତୁ କେତେକ ଏମିତି ଲୋକ ଅଛନ୍ତି ଯେଉଁମାନେ ବହୁତ ପରିଶ୍ରମ କରିବା ପରେ ବି ନିଜ ହିସାବରେ ଟଙ୍କା ଆୟ କରି ପାରନ୍ତି ନାହିଁ । ଲକ୍ଷ୍ମୀଙ୍କର କୃପା ସମସ୍ତଙ୍କ … ଅଧିକ ପଢନ୍ତୁ

ପରମ୍ପରା- ଦୀପ ଜଳାଇବା ସମୟରେ ବୋଲନ୍ତୁ ଏହି ଗୋଟେ ମନ୍ତ୍ର , ଏହା ଦ୍ଵାରା ଘରେ ଆସିଥାଏ ସୁଖ ଓ ସମୃଦ୍ଧି

ହିନ୍ଦୁ ଧର୍ମରେ କୌଣସି ବି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଆମେ ଦୀପ ଜଳାଇଥାଉ। ସକାଳ ଓ ସନ୍ଧ୍ଯାରେ ହେଉଥିବା ପୂଜାରେ ମଧ୍ୟ ଦୀପ ଜଳାଇବାର ପରମ୍ପରା ଅଛି । ଦୀପ ଜଳାଇବା ସମୟରେ ଏହି ଗୋଟେ ମନ୍ତ୍ର ବୋଲିବା ଆବଶ୍ୟକ- ମନ୍ତ୍ର- ଦୀପଜ୍ଯୋତି: ପରବ୍ରହ୍ମ: ଦୀପଜ୍ଯୋତି: ଜନାର୍ଦନ: ଦୀପୋହରତିମେ ପାପଂ ସଂଧ୍ଯାଦୀପଂ ନାମୋସ୍ତୁତେ ଶୁଭଂ କରୋତୁ କଲ୍ଯାଣମାରୋଗ୍ଯଂ ସୁଖଂ ସମ୍ପଦାଂ ଶତ୍ରୁୱୃଦ୍ଧି ୱିନାଶଂ ଚ ଦୀପଜ୍ଯୋତି: ନମୋସ୍ତୁତି … ଅଧିକ ପଢନ୍ତୁ

ଗୁରୁବାରରେ କରନ୍ତୁ ଏହି ସବୁ କାମ ଦେଖିବେ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ସର୍ବଦା ରହିବ, ଏବେ ହିଁ ଜାଣନ୍ତୁ

ଦୁନିଆ ରେ କିଏ ବି ଧନୀ ହେବାକୁ ନ ଚାହେଁ ,ସମସ୍ତେ କିଛି ନା କିଛି ଉପାୟ କରନ୍ତି ଧନୀ ହେବ ପାଇଁ । ଅନେକ ଲୋକ ବହୁତ କଷ୍ଟ କରି ମଧ୍ୟ ଲକ୍ଷ୍ମୀ ମାଙ୍କ କୃପାରୁ ବଂଚିତ ହେଇ ସବୁବେଳେ ଦରିଦ୍ର ହେଇ ରହିଯାନ୍ତି । ମାତ୍ର କିଏ କୋଟିପତି ତା କିଏ ଦଂଡାର ଭିକାରି ହେଇଥାଏ । ଗୁରୁବାର କୁ ମା ଲକ୍ଷ୍ମୀ ଙ୍କ ବାର କୁହାଯାଏ … ଅଧିକ ପଢନ୍ତୁ