ହିନ୍ଦୁ ଧର୍ମରେ କୌଣସି ବି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଆମେ ଦୀପ ଜଳାଇଥାଉ। ସକାଳ ଓ ସନ୍ଧ୍ଯାରେ ହେଉଥିବା ପୂଜାରେ ମଧ୍ୟ ଦୀପ ଜଳାଇବାର ପରମ୍ପରା ଅଛି । ଦୀପ ଜଳାଇବା ସମୟରେ ଏହି ଗୋଟେ ମନ୍ତ୍ର ବୋଲିବା ଆବଶ୍ୟକ-
Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now
ମନ୍ତ୍ର-
ଦୀପଜ୍ଯୋତି: ପରବ୍ରହ୍ମ: ଦୀପଜ୍ଯୋତି: ଜନାର୍ଦନ:
ଦୀପୋହରତିମେ ପାପଂ ସଂଧ୍ଯାଦୀପଂ ନାମୋସ୍ତୁତେ
ଶୁଭଂ କରୋତୁ କଲ୍ଯାଣମାରୋଗ୍ଯଂ ସୁଖଂ ସମ୍ପଦାଂ
ଶତ୍ରୁୱୃଦ୍ଧି ୱିନାଶଂ ଚ ଦୀପଜ୍ଯୋତି: ନମୋସ୍ତୁତି
ଏହି ମନ୍ତ୍ର ବୋଲିବା ଦ୍ଵାରା ମିଳିଥାଏ ଏହି ତିନୋଟି ଫାଇଦା
ଧର୍ମ ଗ୍ରନ୍ଥ ଅନୁସାର, ଦୀପ ଜଳାଇବା ସମୟରେ ଏହି ମନ୍ତ୍ର ବୋଲିଲେ ଶତ୍ରୁ ମାନଙ୍କର ନାସ ହୁଏ । ଏବଂ ଘରେ ସୁଖ ସମୃଦ୍ଧି ସର୍ବଦା ବିରାଜ ମାନ କରେ ।
ଏହି ମନ୍ତ୍ର ଉଚ୍ଚାରଣ କରିବା ଦ୍ଵାରା ସ୍ୱାସ୍ଥ୍ୟ ଭଲ ରୁହେ ଏବଂ ଏହା ସହ ଧନ ସମ୍ପତ୍ତିରେ ମଧ୍ୟ ବୃଦ୍ଧି ହୁଏ ।
ଏହି ମନ୍ତ୍ର ବୋଲିବା ଦ୍ଵାରା ପାପର ବିନାଶ ହୁଏ ଏବଂ ଶୁଭ ଫଳର ପ୍ରାପ୍ତି ହୁଏ ।