ପରମ୍ପରା- ଦୀପ ଜଳାଇବା ସମୟରେ ବୋଲନ୍ତୁ ଏହି ଗୋଟେ ମନ୍ତ୍ର , ଏହା ଦ୍ଵାରା ଘରେ ଆସିଥାଏ ସୁଖ ଓ ସମୃଦ୍ଧି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ହିନ୍ଦୁ ଧର୍ମରେ କୌଣସି ବି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଆମେ ଦୀପ ଜଳାଇଥାଉ। ସକାଳ ଓ ସନ୍ଧ୍ଯାରେ ହେଉଥିବା ପୂଜାରେ ମଧ୍ୟ ଦୀପ ଜଳାଇବାର ପରମ୍ପରା ଅଛି । ଦୀପ ଜଳାଇବା ସମୟରେ ଏହି ଗୋଟେ ମନ୍ତ୍ର ବୋଲିବା ଆବଶ୍ୟକ-

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମନ୍ତ୍ର-

ଦୀପଜ୍ଯୋତି: ପରବ୍ରହ୍ମ: ଦୀପଜ୍ଯୋତି: ଜନାର୍ଦନ:
ଦୀପୋହରତିମେ ପାପଂ ସଂଧ୍ଯାଦୀପଂ ନାମୋସ୍ତୁତେ
ଶୁଭଂ କରୋତୁ କଲ୍ଯାଣମାରୋଗ୍ଯଂ ସୁଖଂ ସମ୍ପଦାଂ
ଶତ୍ରୁୱୃଦ୍ଧି ୱିନାଶଂ ଚ ଦୀପଜ୍ଯୋତି: ନମୋସ୍ତୁତି

ଏହି ମନ୍ତ୍ର ବୋଲିବା ଦ୍ଵାରା ମିଳିଥାଏ ଏହି ତିନୋଟି ଫାଇଦା

ଧର୍ମ ଗ୍ରନ୍ଥ ଅନୁସାର, ଦୀପ ଜଳାଇବା ସମୟରେ ଏହି ମନ୍ତ୍ର ବୋଲିଲେ ଶତ୍ରୁ ମାନଙ୍କର ନାସ ହୁଏ । ଏବଂ ଘରେ ସୁଖ ସମୃଦ୍ଧି ସର୍ବଦା ବିରାଜ ମାନ କରେ ।

ଏହି ମନ୍ତ୍ର ଉଚ୍ଚାରଣ କରିବା ଦ୍ଵାରା ସ୍ୱାସ୍ଥ୍ୟ ଭଲ ରୁହେ ଏବଂ ଏହା ସହ ଧନ ସମ୍ପତ୍ତିରେ ମଧ୍ୟ ବୃଦ୍ଧି ହୁଏ ।

ଏହି ମନ୍ତ୍ର ବୋଲିବା ଦ୍ଵାରା ପାପର ବିନାଶ ହୁଏ ଏବଂ ଶୁଭ ଫଳର ପ୍ରାପ୍ତି ହୁଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!