ଘରର ବାସ୍ତୁ ଦୋଷ କୁ ମିନିଟ୍ ରେ ଦୂର କରେ ଧୂପ, ଜାଣନ୍ତୁ ଧୂପ ସମ୍ବନ୍ଧୀୟ କିଛି ଉପାୟ
ପ୍ରତ୍ୟକ ଦିନ ଘରେ ପୂଜା କଲେ ଘରର ବାତା ବରଣ ଶୁଦ୍ଧ ହେଇଯାଏ ଓ ସେ ଘରର ନକାରାତ୍ମକ ଊର୍ଜା ଦୂର ହେଇଯାଏ । ଏହା ବ୍ୟତୀତ ଧୂପ ଜଳାଇଲେ ଭଗବାନ ବି ପ୍ରସନ୍ନ ହୋଇ ଯାନ୍ତି, ଭାରତ ରେ ପ୍ରାଚୀନ କାଳରୁ ଧୂପ ଆଉ ଦୀପ ଜଳାଯାଏ ଏବଂ ସବୁବେଳେ ଏହାକୁ ଜଳେଇବା ବାସ୍ତୁ ଶାସ୍ତ୍ର ରେ ଉତ୍ତମ ମାନନ୍ତି , ବାସ୍ତୁ ଶାସ୍ତ୍ର ଅନୁସାରେ ସବୁଦିନ ଧୂପ … ଅଧିକ ପଢନ୍ତୁ