ଘରେ ଗଛ ଲଗାଇବା ପୂର୍ବରୁ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ, ତେବେ ଧନ ବୃଦ୍ଧି, ସୁଖ, ସମୃଦ୍ଧି ଓ ଶାନ୍ତି ମିଳିବ- Vastu Tips
ଗଛ ମନୁଷ୍ୟର ସାଥି ଅଟେ । ପ୍ରକୃତିର ସନ୍ତୁଳନ ବଜାୟ ରଖେ । ଲୋକମାନଙ୍କୁ ଅମ୍ଳଜାନ ଯୋଗାଇଥାଏ । ଗଛ ମନୁଷ୍ୟର ସ୍ୱାସ୍ଥ୍ୟ, ଧନ, ସମୃଦ୍ଧି ଓ ସୌଭାଗ୍ୟ ଅଟେ । ଏହା ପରିବେଶର ଊର୍ଜାବାନ ପ୍ରସ୍ତୁତ କରେ ଓ ନକରାତ୍ମକକୁ ଦୂର କରିବାର ଏକ ଭୂମିକା ମଧ୍ୟ ରହିଛି । ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ଏମିତି ଗଛ ଅଛି ଯାହାକୁ ଆମେ ଘରେ ଲଗାଇବା ଉଚିତ୍ । ତାହା … ଅଧିକ ପଢନ୍ତୁ